ଭୁବନେଶ୍ୱର : ଆପଣ ଏହା ଜାଣିଥିବେ ଟୁଥ୍ପେଷ୍ଟର ବ୍ୟବହାର ଆମେ ସକାଳେ ଦାନ୍ତ ସଫା କରିବା ଲାଗି ବ୍ୟବହାର କରିଥାଉ। ହେଲେ ଆପଣ କେବେ ଏହାକୁ ଚମକଦାର ତ୍ୱଚା ପାଇବା ଲାଗି ବ୍ୟବହାର କରିବା କଥା ଭାବିଛନ୍ତି କି ? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ। ଆପଣ ଏହାକୁ ଫେସ୍ପ୍ୟାକ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ? ଚମକଦାର ତ୍ୱଚା ଲାଗି ଟୁଥପେଷ୍ଟ ପ୍ରଥମେ […]
ମୁମ୍ୱାଇ : କଲେଜ ଜୀବନର ମଜାମସ୍ତି, ହାଲକାଫୁଲକା ଲାଇଫ ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ ଶୁକ୍ରବାର ରିଲିଜ୍ ହୋଇଛି। ହେଲେ ସୋଶାଲ୍ ମିଡ଼ିଆରେ ଏହାକୁ ଦର୍ଶକଙ୍କ ଆଶା ମୁତାବକ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକ୍ଠାକ୍ କହୁଥିବା ବେଳେ ଆଉ କିଛି ଏହା ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ର ପୁରା କପି ବୋଲି କହିଛନ୍ତି। ଏଥିରେ ଟାଇଗର ସ୍ରଫ୍ […]
ଭୁବନେଶ୍ୱର : ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ ଏପରି ଘାତକ ବେମାର ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ତେବେ ବ୍ରେନ ଷ୍ଟ୍ରୋକ୍ କ’ଣ ପାଇଁ ହୁଏ ? କ’ଣ ଏହାର ଲକ୍ଷଣ ଓ […]
ନୂଆଦିଲ୍ଲୀ: ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର। ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ […]
ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି।