ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ୱେରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ ଟ୍ରାକ୍ଟର ସହ ପିଟି ହେବା ଯୋଗୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ଯାତ୍ରୀବାହୀ ବସ୍ଟି ଦିଲ୍ଲୀରୁ ବାହାରିଥିଲା। ଉତ୍ତର ପ୍ରଦେଶ ବଙ୍ଗରମାଉ ଥାନା ନିକଟରେ ଥିବା ଦେବଖରି ଗାଁ ନିକଟରେ ଟ୍ରାକ୍ଟର ଟ୍ରଲିକୁ ପଛ ଆଡ଼ୁ ଯାତ୍ରୀବାହୀ ବସଟି ଧକ୍କା ଦେଇଥିଲା। ଏଥିରେ ଭାରସାମ୍ୟ […]
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେନାର ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ୱାମା ଜିଲ୍ଲା ପଞ୍ଜଗମ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ରାତିରେ ସୂଚନା ମିଳିଥିଲା। ଏହାପରେ ସେନା ଓ ପୁଲିସ ପଞ୍ଜଗମ ଗାଁକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ଆତଙ୍କବାଦୀଙ୍କ ପକ୍ଷରୁ ସେନା ଉପରକୁ ଗୁଳି ମାଡ଼ ହୋଇଥିଲା। ତେବେ ସେନାର ଜବାବୀ ହମଲାରେ ଜଣେ ଆତଙ୍କବାଦୀ ନିପାତ […]
ଭୁବନେଶ୍ୱର: ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ୍ ଏପରି ଘାତକ ରୋଗ ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ବ୍ରେନ ଷ୍ଟ୍ରୋକ୍ କ’ଣ ପାଇଁ ହୁଏ କ’ଣ ଏହାର ଲକ୍ଷଣ ଓ […]
ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍ ରଙ୍ଗ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, […]
ଭୁବନେଶ୍ୱର: ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ପେଟ ପାଇଁ ଅମୃତ ପୁଦିନା ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ […]
ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍ କୋଉ ଡିଭାଠୁ କମ୍ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର ‘କାନ୍ ଫିଲ୍ମ ଫେଷ୍ଟିଭାଲ୍’ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍ କାର୍ପେଟ୍ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ ଓ ସିମେଣ୍ଟ୍ ରଙ୍ଗର ଗାଉନ୍ ପିନ୍ଧିଥିଲେ। ସେ ଖୁବ୍ କନ୍ଫିଡେଣ୍ଟ୍ ସହ ରେଡ୍ କାର୍ପେଟ୍ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍ ଦେଇଥିଲେ। ହିନାଙ୍କ ପାଇଁ ଆଉ ଏକ […]
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ବଦଳିଛି ରାଜନୀତିର ଚିତ୍ର। ଆଜିଠୁ ଠିକ୍ ୫ ବର୍ଷ ତଳେ ଅର୍ଥାତ ୧୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜର ସ୍ଥାନ ପକ୍କା କରିଥିଲେ ମୋଦି। ହେଲେ ଚଳିତ ବର୍ଷ ଆଜିର ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦବୀକୁ ଫେରିବା ପାଇଁ ମୋଦି ସଂଘର୍ଷ କରୁଛନ୍ତି। ଠିକ୍ ୫ ବର୍ଷ ପୂର୍ବେ ଆଜିର ତାରିଖରେ ଭୋଟ ଗଣତି ହୋଇଥିଲା। ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ପ୍ରଥମ ଥର […]
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ସମସ୍ତ ଅଣ ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜାତୀୟ ସ୍ତରରେ ହେଉଥିବା କସରତର ନେତୃତ୍ୱ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ନେଇଛନ୍ତି। ନିର୍ବାଚନ ପ୍ରଚାର ଠାରୁ ଦୂରେଇ ରହିଥିବା ସୋନିଆ କିନ୍ତୁ ବିଜେପି ବିରୋଧରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରସ୍ତାବିତ ବୈଠକ ପାଇଁ ସୋନିଆ ଡିଏମକେ ମୁଖ୍ୟ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥିବା ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଓ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିଜେପି ଓ ଶାସକ ଟିଏମସି ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରୋଡ୍ ଶୋ’ରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ବେଳେ ଏହି ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଥିଲା। ତେଣୁ ବିଜେପି ଓ ଟିଏମସି ଏଥିପାଇଁ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି […]
ନୂଆଦିଲ୍ଲୀ: ଚିଟ୍ଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାର ଆଜି ତାଙ୍କ ନୂଆ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ୧୪ ତାରିଖ ବିଜେପି ସଭାପତି ଅମିତ ଶାହଙ୍କ ରୋଡ ଶୋ’ ବେଳେ ହୋଇଥିବା ହିଂସା କାଣ୍ଡ ଘଟଣାରେ ସିଆଇଡି ପୂର୍ବ ସୂଚନା ପାଇନଥିବା ଦର୍ଶାଇ ନିର୍ବାଚନ କମିଶନ ଗତକାଲି ତାଙ୍କୁ ସିଆଇଡି ଏଡିଜି ପଦରୁ ଅବ୍ୟାହତି ଦେଇଥିଲେ। ତାଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ଗୃହ ମନ୍ତ୍ରଣାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇ […]
ଲକ୍ଷ୍ନୌ: ମଧ୍ୟପ୍ରଦେଶର ଧର୍ ଜିଲ୍ଲାରେ ବର୍ବରତା ଦେଖିବାକୁ ମିଳିଛି। ଜଣେ ଯୁବକ ବିବାହିତା ମହିଳାଙ୍କୁ ନେଇ ଫେରାର ହୋଇଯିବା ଓ ଧରାପଡ଼ିବା ପରେ ତାଙ୍କର ଦୁଇ ସଂପର୍କୀୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଅର୍ଜୁନ କଲୋନି ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କର ୨ ସଂପର୍କୀୟ ମହିଳାଙ୍କୁ ଗାଁ ଦାଣ୍ଡରେ ଗଛରେ ବାନ୍ଧି ପିଟିଛନ୍ତି। ତେବେ ଘଟଣା ନେଇ ମାମଲା ରୁଜୁ ସହ ୫ ଜଣଙ୍କୁ ପୁଲିସ୍ ଗିରଫ କରିଛି।