• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rahul_gandhi
ଭୋଟ୍‌ ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଳୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିଲ୍ଲୀରେ ହେଉଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଦିଲ୍ଲୀସ୍ଥିତ ଔରଙ୍ଗଜେବ୍ ଲେନ୍‌ର ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ରାହୁଲ ଯାଇଥିଲେ। ତାଙ୍କ ସହ କଂଗ୍ରେସ ନେତା ଅଜୟ ମାକେନ ମଧ୍ୟ ଯାଇଥିଲେ। ସେଠାରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପରେ ପ୍ରତିକ୍ରିୟା ରଖି ଦୁର୍ନୀତି ପ୍ରସଙ୍ଗ ନେଇ ନିର୍ବାଚନ […]

RamNath-Kovind
ପତ୍ନୀଙ୍କ ସହ ଭୋଟ ଦେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଆଜି ଥିଲା ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ । ରାଷ୍ଟ୍ରପତିଙ୍କ ସହ ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ ଉଭୟ ରାଷ୍ଟ୍ରପତି […]

g1
ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଆକ୍ରମଣ, ଜଣେ ମୃତ, ୨ ଗୁରୁତର

କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଆଜି  ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋପୀବଲ୍ଲବପୁରରେ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି। ତାଙ୍କ ନା ରମଣ ସିଂ । ସେହିପରି ଇଷ୍ଟ ମେଦିନାପୁରରେ ରାଜନୈତିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି। ଏଠାରେ ୨ ବିଜେପି କର୍ମୀଙ୍କୁ ଗୁଳିମାଡ଼ ହୋଇଛି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି […]

rahul_gandhi
ଭୋଟ୍‌ ଦେଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାହୁଲ, ଔରଙ୍ଗଜେବ୍ ଲେନ୍ ସ୍ଥିତ ଏନ୍‌ପି ସିନିୟର୍ ସେକଣ୍ଡାରୀ ସ୍କୁଲରେ ହୋଇଥିବା […]

RamNath-Kovind
ଭୋଟ୍‌ ଦେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଏଥିରେ ଦେଶର ପ୍ରଥମ ନାଗରିକ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୋଟ୍ ଦେଇଛନ୍ତି। […]

sankara-2
ମା’ଙ୍କ ପାଇଁ ବଦଳାଇ ଦେଲେ ନଦୀର ଧାରା

ଭୁବନେଶ୍ୱର: କେରଳର କାଲାଡି ଗ୍ରାମ ନିକଟରେ ରହିଥିଲା ପବିତ୍ର ପୂର୍ଣ୍ଣା ନଦୀ। ସବୁଦିନ ପରି ସେଦିନ ଆର୍ଯ୍ୟମ୍ମା ବାହାରିଥିଲେ ପାଣି ଆଣିବାକୁ। ଘରେ ଥିଲେ ବାଳକ ଶଙ୍କର। ହେଲେ କିଛି ବାଟ ଯାଉ ଯାଉ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲେ ସେ। ଏ କ’ଣ ! ପୂର୍ଣ୍ଣା ନଦୀର ଧାର, ତାଙ୍କ ଘର ନିକଟ ଦେଇ ବହିଯାଉଛି। ଚକିତ ହୋଇଥିଲେ ବି ଜଳପୂର୍ଣ୍ଣ କୁମ୍ଭ ଧରି ଘରକୁ ଫେରିଲେ। ରାତିକ ମଧ୍ୟରେ ନଦୀର ଧାର ଏମିତି ବଦଳିଯିବାର ରହସ୍ୟ […]

otv
“ଖିରସ୍ତାନୀ” ପୁଅକୁ ଛୁଇଁ ବାରମ୍ବାର ବୁଡ଼ ପକାଉଥିଲା “ବୋଉ”

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ନେଇଯିବାକୁ ଚକ୍ରାନ୍ତ କରିଥିବା ଫିରିଙ୍ଗି ଫିସାଦି ଫୁ ହେଇଗଲା। ମଧୁ ବାରିଷ୍ଟରଙ୍କ ପାଇଁ ଶ୍ରୀମନ୍ଦିର ସତ୍ୱ ଗଜପତିଙ୍କ ହାତରେ ରହିଲା। କଥାଟା ବିଜୁଳି ବେଗରେ ପ୍ରଚାର ହୋଇଗଲା। ବାଲେଶ୍ୱର, କଟକ ଆଉ ପୁରୀ ସବୁଠି ଖେଳିଗଲା ଖୁସିର ଲହରୀ। ପୁରୀରୁ ସନନ୍ଦ ଆସିଲା ମଧୁସୂଦନଙ୍କ ପାଖକୁ। ତୁରନ୍ତ ଶ୍ରୀନହର ଯିବାକୁ ପଡ଼ିବ। ମଧୁବାବୁ କଲିକତାରୁ ଶ୍ରୀମନ୍ଦିର କେସ୍‌ ଜିତି ଫେରୁଥିବା ଜାଣି, ଓଡ଼ିଶା ସୀମାରୁ ଆରମ୍ଭ ହେଲା ସ୍ୱାଗତ ସମ୍ବର୍ଦ୍ଧନା। ପୁରୀରେ ପହଞ୍ଚିବା ପରେ ରାଜମାତା […]

Suspected Drone Spotted
ଜମ୍ମୁରେ ପୁଣି ଦେଖାଗଲା ଡ୍ରୋନ୍ : ସତୱାରି ଅଞ୍ଚଳରେ ହାଇଆଲର୍ଟ ଜାରି

ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା ​​।

water-in-copper-vassel
ତମ୍ବା ପାତ୍ରରେ ପାଣି ପିଅନ୍ତୁ, ମିଳିବ ଅନେକ ଫାଇଦା

ଆଧୁନିକତା ସ୍ପର୍ଶ କରିବା ପୂର୍ବରୁ ଲୋକେମାନେ ତମ୍ୱା ପାତ୍ର, ମାଟି ପାତ୍ରରେ ଖାଇବା ପିଇବାକୁ ପସନ୍ଦ କରୁଥିଲେ।  ପରେ ଏହାର ସ୍ଥାନ ଆଖି ଝଲସାଇ ଦେବା ଭଳି କାଚ ଓ ଫାଇବର ପାତ୍ର ମାଡ଼ି ବସିଲା। ହେଲେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଆମେ ବହୁ ରୋଗ କବଳରୁ ମୁକ୍ତି ପାଇଥାଉ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।  ଆସନ୍ତୁ ଆଜି ଜାଣିବା ତମ୍ୱା ପାତ୍ରରେ ପାଣି ପିଇବାର ଫାଇଦା ବିଷୟରେ। ତମ୍ୱା ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ […]