• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

kotia-yw
କୋଟିଆର ୨୨ଟି ଗାଁରେ ଜାରି ହେଲା ୧୪୪ ଧାରା

ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶ […]

special-drive
କରୋନା କଟକଣା ଭାଙ୍ଗି ଦିନକରେ ୨୭ ଗିରଫ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍‌ କର୍ଫ୍ୟୁ।  କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍‌ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। Special Drive on "Awareness and Enforcement" regarding Use Of Mask, maintaining […]

thunder
୩ ଦିନ ବର୍ଷିବ, ୯ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ବର୍ଷିବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୮ ତାରିଖ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହିସବୁ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆଜି […]

  • Thursday, 15 July 2021
nagin
ନାଗିନ୍‌ ଗୀତରେ ନାଚି ପୋଲିସ୍‌ ବାବୁ ସସ୍‌ପେଣ୍ଡ୍‌

ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍‌ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର […]

bhubanesar
ଭୁବନେଶ୍ୱରରେ ଶହେ ଟପିଲା କରୋନା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍- ୮୦ ରହିଛି।  ଖଣ୍ଡଗିରିରୁ ସର୍ବାଧତ୍କ ୧୨, ରସୁଲଗଡ଼- ୭, ଓଲ୍ଡ ଟାଉନ-୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ-୩୨,୮୩୨ ଥିବାବେଳେ ଆକ୍ଟିଭ କେସ୍‌ ୫୫୫ ରହିଛି। ଏଯାବତ୍ ୩୨,୦୦୬ ସୁସ୍ଥ ହୋଇଛନ୍ତି। Update on newly detected #COVID19 cases in the last 24 hrs […]

  • Thursday, 15 July 2021
april-2021-
୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:  ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ, ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। […]

  • Thursday, 15 July 2021
kotia
କୋଟିଆ ସହ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ

ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ । ନିର୍ବାଚନ ସ୍ଥଗିତ ଆଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ। ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ କରାଯାଇଛି। ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। ୮ରେ ଭୋଟ ଗ୍ରହଣ ହୋଇ ୧୦ରେ ଗଣତି ହେବାର ଥିଲା। ୮ରେ ଭୋଟ ହେବାର ଥିଲା ବେଳେ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। […]

  • Thursday, 15 July 2021
tension
ବଡ଼ମ୍ୱାରେ ଗୋଷ୍ଠୀ ସଂଘର୍ଷ: ବୋମା, ଗୁଳିମାଡରେ ଗଲା ୨ ଜୀବନ

ଆଠଗଡ଼: ବଡ଼ମ୍ବାରେ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୧୦ ଆହତ। ଆଠଗଡ ବଡମ୍ବା ବ୍ଲକ ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ ଓ  ଗୁଳିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ ଲାଗିରହିଥିଲା। ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ  ଏହା ଉଗ୍ର ରୂପ ନେଇଥିଲା। ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ହୋଇଥିଲା। ବୋମା ମାଡ […]

  • Thursday, 15 July 2021
vaccine
'ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଦିଅ'

ଭୁବନେଶ୍ୱର: ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍‌। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି। ରାଜ୍ୟରେ ଦୈନିକ ୨ ଲକ୍ଷରୁ […]

school
ଦିନକୁ ୨ଟି କ୍ଲାସ୍‌ ନେବେ ପ୍ରଧାନଶିକ୍ଷକ

ଭୁବନେଶ୍ୱର: ପ୍ରଧାନ ଶିକ୍ଷକଙ୍କୁ ଦୈନିକ ୨ଟି କ୍ଲାସ୍ ନେବେ। ଏହି ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।କେବଳ ସେତିକି ନୁହେଁ ବରଂ ଅନ୍ୟ ଶିକ୍ଷକ କରୁଥିବା କ୍ଲାସ୍‌ର ତଦାରଖ କରିବେ ପ୍ରଧାନଶିକ୍ଷକ। ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ବିଭାଗ ତାଗିଦ କରିଛି। କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନ ଯାଇଥିଲା ବେଳେ ଏହି ପ୍ରକାରର ତ୍ରୁଟି ଦେଖିଥିଲେ। ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ତାଗିଦ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳିଆ […]

petrolium
ଓଡ଼ିଶାରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭୟର

ଭୁବନେଶ୍ୱର: ୧୦ ହଜାର କୋଟି ବ୍ୟୟରେ ଚଣ୍ଡିଖୋଲରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭୟର। ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କପୁର। ସେହିପରି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପାରାଦୀପ ରିଫାଇନାରୀର ସଂପ୍ରସାରଣ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଏହାର କ୍ଷମତା ୧୫ରୁ ୨୫ ମିଲିଅନ୍ ଟନ୍‌ ବୃଦ୍ଧି ପାଇବ ଓ ଅନୁମୋଦନର ୬ ବର୍ଷରେ […]

  • Thursday, 15 July 2021
kotia
ଆନ୍ଧ୍ର ସରକାରଙ୍କ ବିରୋଧରେ ପୁଣି ସୁପ୍ରିମ୍‌କୋର୍ଟ ଗଲା ଓଡ଼ିଶା

ଭୁବନେଶ୍ୱର: କୋଟିଆ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଓଡ଼ିଶା। କୋଟିଆରେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡ଼ିଶା ପକ୍ଷରୁ ଇଞ୍ଜକସନ୍ ଦାୟର କରାଯାଇଛି। ପୂର୍ବରୁ ଏନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାଳେ ଆଜି ପୁଣି ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। ସେପଟେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତି ପରେ ରାଜନୀତି ମଧ୍ୟ ଜୋର ଧରିଛି। ସୀମା ବିବାଦ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସୀମାବର୍ତ୍ତୀ ଗାଁକୁ ସୁବିଧା ଯୋଗାଇବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ […]

  • Thursday, 15 July 2021
corona vaccine
ବଦଳିଲା ଟିକାକରଣର ସମୟ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ। ସକାଳ ୮ରୁ ଦିନ ୧୨ଟା, ଦିନ ୩ରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କର୍ପୋରେସନ୍‌ର କମିଶନର୍‌ଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଭ୍ୟାକ୍ସିନେସନ୍ ସେଣ୍ଟରଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଜିଲ୍ଲାରେ ଟିକାକରଣ ସଂପର୍କିତ ଦୈନିକ ରିପୋର୍ଟ ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଦେବାକୁ ନିର୍ଦ୍ଦେଶ ରହିଛି। […]

  • Thursday, 15 July 2021
pipili
ପିପିଲି ଯାଉଥିବା ବାଇକ୍‌ରେ ଥିଲା ୫୦ ଲକ୍ଷ ଟଙ୍କା !

ପୁରୀ: ପିପିଲି ତରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ। ଏକ ବାଇକରେ ଯାଉଥିବା ୨ ଯୁବକଙ୍କଠାରୁ ଏହି ବିପୁଳ ପରିମାଣର ଟଙ୍କା ଜବତ କରିଛି ପିପିଲି ପୋଲିସ। ପିପିଲି ଟୋଲଗେଟ୍‌ରେ ପୋଲିସର ରୁଟିନ୍ ଚେକିଂ ବେଳେ ଏକ ନୀଳ ପଲସରରେ ଆସୁଥିବାଏହି ଦୁଇ ଯୁବକଙ୍କୁ ଅଟକାଇଥିଲା ପୋଲିସ। ତେବେ ଏମାନେ ନ ଅଟକି ପଳାଇଥିଲେ। ପିପିଲି ପୋଲିସ ପିଛା କରି ଦୁଇ ଜଣଙ୍କୁ ତରାକାଜ ଛକରେ ଧରିଥିଲା। ଉଭୟ ଯୁବକ ପୁରୀ ଜିଲ୍ଲା ବଳଙ୍ଗା […]

  • Thursday, 15 July 2021
pari
୧୯ରେ ସୁପ୍ରିମ୍‌କୋର୍ଟରେ 'ପରୀ' ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ମାମଲର ସୁପ୍ରିମକୋର୍ଟରେ ହେବ। ନାବାଳିକା ମାମଲାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ ପ୍ରସଙ୍ଗରେ ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଛନ୍ତି। ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ୍‌କୋର୍ଟ ଏକ ବେଞ୍ଚରେ ହେବ ମାମଲାର ଶୁଣାଣି ହେବ। ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି ହେବ ବୋଲି ରେଜିଷ୍ଟ୍ରାର କୋର୍ଟ ଶୁଣାଇଛନ୍ତି। ପୁଲିସ ପ୍ରଶାସନଠାରୁ […]

majhi-ghraiani
ସପ୍ତାହକୁ ୩ ଦିନ ବନ୍ଦ ରହିବ ମା' ମଝିଘରିଆଣି ମନ୍ଦିର

ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ରାୟଗଡାର ମା ମଝି ଘରିଆଣିଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଓ ରବିବାର ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବ। ଏହାବ୍ୟତୀତ ଆଗକୁ ଚୈତ୍ର ପର୍ବଥିବାରୁ ଏପ୍ରିଲ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଆଜି ଜିଲ୍ଲା […]

  • Thursday, 15 July 2021
vishal-mega-mart
ଭୁବନେଶ୍ୱର ପରେ କଟକ ବିଶାଲ୍ ମେଗା ମାର୍ଟ ସିଲ୍

କଟକ: ବଜ୍ରକବାଟି ରୋଡ୍ ସ୍ଥିତ ଭିସାଲ ମେଗା ମାର୍ଟ ଦୋକାନ ସିଲ୍। କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍ କରାଯାଇଛି। ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢାଉ ପରେ ଦୋକାନକୁ ସିଲ୍ କରାଯାଇଛି। ଅଧିକ ଗହଳି ଥିବାରୁ କୋଭିଡ ନିୟମ ଦୋକାନୀ ଉଲ୍ଲଂଘନ କରିଥିଲେ। ଗତ ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲ ଓ ରେଷ୍ଟ୍ରୁରାଣ୍ଟରେ ଚଢାଉ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ୍ ମେଗା ମାର୍ଟକୁ ଶୁକ୍ରବାର […]

  • Thursday, 15 July 2021
curfew relaxation odisha
ଦିନରେ କର୍ଫ୍ୟୁ ହେବ କି? ସ୍ପଷ୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ। ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି। ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ବର୍ତ୍ତମାନ ବଢ଼ିଚାଲିଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦେଖି ବାଚସ୍ପତି ଡେକର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରିଥିଲେ। ଏନେଇ […]

  • Thursday, 15 July 2021
Maa Tarini Temple
ଚଇତି ପର୍ବ କଟକଣା: ମା' ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ  ଭକ୍ତ ଦର୍ଶନ କରିପାରିବେ। ଚଇତି ପର୍ବରେ ମନ୍ଦିର ପରିସରରେ ଥିବା […]

  • Thursday, 15 July 2021
OTV-Portal-Odisha-tala-adu-1number
ମୁଖ୍ୟମନ୍ତ୍ରୀ ଦେଶରେ ପ୍ରଥମ କିନ୍ତୁ ରାଜ୍ୟ ତଳଆଡ଼ୁ ପ୍ରଥମ: ନିରଞ୍ଜନ

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଓଡ଼ିଶା ତଳ ଆଡୁ ୧ ନମ୍ବର। ସିଏଜି ରିପୋର୍ଟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ତ୍ତ, NREGS, ଜଳସେଚନ ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି। ମାସ୍କ କିଣା ଦୁର୍ନୀତିରେ ଲୋକାୟୁକ୍ତ ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଲେ। ଅନ୍ୟ ରାଜ୍ୟ ମାସ୍କ ୩ ଟଙ୍କାରେ କିଣିଥିବା ବେଳେ ଓଡ଼ିଶା ୧୬ ଟଙ୍କାରେ କିଣିଛି। କରୋନା ଏମାନଙ୍କ ପାଇଁ କରୁଣା ହୋଇଗଲା ନିରଞ୍ଜନ କହିଛନ୍ତି। ଓରମାସ୍ […]

  • Thursday, 15 July 2021
coronavirus
ରାଜ୍ୟରେ କରୋନା ନେଲା ମହିଳାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ୨୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୨କୁ ବୃଦ୍ଧି ପାଇଛି। Regret to inform the demise of 29 years old female Covid positive patient of Khordha district who was also suffering from Sickle Cell […]

  • Thursday, 15 July 2021
apply-online
PGCIL କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ବର୍ଗରେ ବିଭିନ୍ନ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ବର୍ଗରେ ବିଭିନ୍ନ ପଦବୀ ପୂରଣ କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ୪୦ଟି ପଦବୀ ପୂରଣ ପାଇଁ ଏଇ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ ହେଇଛି। ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ GATE 2021 ପରୀକ୍ଷା ଦେଇଛନ୍ତି, ସେମାନେ  PGCILର ଅଫିସିଆଲ୍ ସାଇଟ୍  powergridindia.com ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ। କମ୍ପାନୀ ଦ୍ୱାରା  ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, […]

  • Thursday, 15 July 2021
jagannath-temple
ଶ୍ରୀମନ୍ଦିର ଦୁଆରେ ଟଳିଗଲା ବଡ଼ ଅଘଟଣ

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟଳିଗଲା ବଡ଼ ଅଘଟଣ। କାଳିଆର କରୁଣାରୁ ବଞ୍ଚିଗଲା କଅଁଳ ଶିଶୁର ଜୀବନ। ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନା ଜୋତା ଷ୍ଟାଣ୍ଡ ନିକଟରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତିଯାଇଛି ୪ ବର୍ଷୀୟ ନାବାଳିକା। ସମୟ ପ୍ରାୟ ଗୋଟାଏ।  ଭବାନୀପାଟଣାରୁ ପରିବାର ସହ ପୁରୀ ଆସିଥିବା ରାମନାରାୟଣ ରଥ ମହାପ୍ରଭୁଙ୍କ ଦର୍ଶନ ସାରି ମୋବାଇଲ ଷ୍ଟାଣ୍ଡ୍ ଯାଇ ମୋବାଇଲ ଆଣୁଥିଲେ। ଠିକ୍ ସେହି ସମୟରେ ଏଇ ବ୍ୟାରିକେଡ ଭିତରେ ଅଜାଣତରେ ମୁଣ୍ଡ ଗଳାଇ […]

suspend
ବିଧାନସଭା ଇତିହାସରେ 'ଚପଲ ଫିଙ୍ଗା' ପ୍ରଥମ ଘଟଣା ନୁହେଁ !

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଜେପିର ଏହି ତିନି ଜଣ ବିଧାୟକଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ୍ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଚଳିତ ଅଧିବେଶନ ସରିବା ପର୍ଯ୍ୟନ୍ତ ଏହି ବିଧାୟକମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ। ଏମାନଙ୍କ ବିରୋଧରେ ଅଭିଯୋଗ ହେଉଛି, ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ୍ ସହ ଡଷ୍ଟବିନ୍, କାଗଜ ଏବଂ ଇୟରଫୋନ୍ ଫିଙ୍ଗିବା।  ସସ୍‌ପେଣ୍ଡ ନେଇ […]

  • Thursday, 15 July 2021
assembly
୫ କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଶେଷ। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ଆଜି ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ଘଟିଥିଲା। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ। ବିଜେପି ସଦସ୍ୟ ମଧ୍ୟ ଖଣି ପ୍ରସଙ୍ଗରେ ଆଲୋଚନା ଦାବି କରି ହୋ ହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଥିଲା। […]

  • Thursday, 15 July 2021