ଦଣ୍ଡ ମୁକ୍ତ ଅଞ୍ଚଳରେ ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ ଦେବାକୁ ଯାଇ ଜଣେ ଶିକ୍ଷୟିତ୍ରୀ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: ପ୍ରଧାନ ଶିକ୍ଷକଙ୍କୁ ଦୈନିକ ୨ଟି କ୍ଲାସ୍ ନେବେ। ଏହି ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।କେବଳ ସେତିକି ନୁହେଁ ବରଂ ଅନ୍ୟ ଶିକ୍ଷକ କରୁଥିବା କ୍ଲାସ୍ର ତଦାରଖ କରିବେ ପ୍ରଧାନଶିକ୍ଷକ। ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ବିଭାଗ ତାଗିଦ କରିଛି। କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନ ଯାଇଥିଲା ବେଳେ ଏହି ପ୍ରକାରର ତ୍ରୁଟି ଦେଖିଥିଲେ। ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ତାଗିଦ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳିଆ […]
ଘୁଞ୍ଚିବନି ମାଟ୍ରିକ୍ ଓ +୨ ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା ହେବ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରାଯିବ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ସେନେଇ କିଛି ସ୍ଥିର ହୋଇନାହିଁ ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ମାଟ୍ରିକ୍ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍କୁଲ୍ ଓ ଗଣଶିକ୍ଷା […]