• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bhubaneswar
ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୦ ଛୁଇଁଲା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୧ ପଜିଟିଭ ମଧ୍ୟରୁ ୫୬ ଲୋକାଲ କେସ୍ ରହିଛି। ୧୫ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

  • Thursday, 15 July 2021
cyclone
୮ ଜିଲ୍ଲାରେ କୁଆପଥର ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସନ୍ଧ୍ୟା ୬ଟା ମଧ୍ୟରେ ୮ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ପାଇଁ ସତର୍କ ରହିବାକୁ କୁହାଯାଇଛି। କୁଆପଥର ବର୍ଷା ସହ ପବନ ବହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ […]

  • Thursday, 15 July 2021
danda-nacha
ଦଣ୍ଡନାଚରେ ୨୫ ଜଣଙ୍କୁ ଅନୁମତି

ବ୍ରହ୍ମପୁର: ଦଣ୍ଡ ନାଚ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଦଣ୍ଡ ନାଚରେ କେବଳ ୨୫ ଜଣଙ୍କୁ ଅନୁମତି ମିଳିବ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମନା କରିଛି ଜିଲ୍ଲା ପ୍ରଶାସନ। ମା ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ଚ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ। ଗଞ୍ଜାମ ଜିଲ୍ଲାପାଳଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବର୍ତ୍ତମାନ ଭଲ ସ୍ଥିତିରେ ଅଛି। ସବୁ […]

  • Thursday, 15 July 2021
Night-corfuw
ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ। କରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ:- ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ଆସନ୍ତା ୫ ତାରିଖରୁ ଅନ୍ୟାଦେଶ ଯାଏଁ ଲାଗୁ ହେବ ନାଇଟ୍ […]

  • Thursday, 15 July 2021
corona
ଗୌବାଙ୍କ ସତର୍କବାଣୀ ! କହିଲେ- ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛୁ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତିରେ ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା ବେଳେ କ୍ୟାବିନେଟ ସଚିବ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସତର୍କ କରାଇ କହିଦେଇଛନ୍ତି ଯେ, ସେପ୍ଟେମ୍ବରରେ ପିକ୍‌ ଯାଇଥିଲା ଦୈନିକ ସଂକ୍ରମଣ। ସେହି ମାସରେ ଦୈନିକ ୯୭ ହଜାର ଆକ୍ରାନ୍ତଙ୍କ ତଥ୍ୟ ମିଳୁଥିଲା। କିନ୍ତୁ ଆଜିର ସ୍ଥିତିରେ ଦୈନିକ ୮୮ ହଜାର କେସ୍ ଚିହ୍ନଟ ହେଉଛି। ଅର୍ଥାତ ଆମେ […]

  • Thursday, 15 July 2021
Hero---ko
ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଅନୁଭବ ହଜିଗଲେ, ଅରିନ୍ଦମ ଆସିଲେ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସମୀର ଦାଶ, ପ୍ରଣବ ପ୍ରକାଶ ଦାସ, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୁଜାରୀ, ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି। ତାଲିକାର ଶେଷ ସ୍ଥାନରେ ରହିଛନ୍ତି ଅଭିନେତା ଅରିନ୍ଦମ ରାୟ କିନ୍ତୁ ଷ୍ଟାର ପ୍ରଚାରକ ଭାବେ […]

market
ଏଇ ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ। ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଟ୍ୱିଟ୍ କରି ଝାରସୁଗୁଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। […]

  • Thursday, 15 July 2021
mobile-game
ମୋବାଇଲ ଗେମ୍ ନିଶା: ନିଜ ଘରେ ଏମିତି କଲା ୧୨ ବର୍ଷର ପୁଅ

ପାରାଦୀପ: ମୋବାଇଲ ଗେମ୍ ନିଶାରେ ପଡି ନିଜ ଘରେ କଳାକନା ବୁଲାଇଛି ୧୨ ବର୍ଷର ବାଳକ। ଦୁଇ ସପ୍ତାହ ମଧ୍ୟରେ ନଗଦ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଚାଇ ନେଇ ପଡୋଶୀଙ୍କୁ ଦେଇଛି। ପାରାଦୀପରେ ଘଟିଛି ଏଭଳି ଘଟଣା। ପାରାଦୀପ ବଡପଡିଆ ଅଂଚଳରେ ଏକ ବସ୍ତିରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀର ଛାତ୍ରକୁ ମୋବାଇଲରେ ଗେମ୍ ନଖେଳିବାକୁ ତାଗିଦ କରିଥିଲେ ବାପାମାଆ। ଫଳରେ ପିଲାଟି ଘରୁ ୧୩ ହଜାର […]

  • Thursday, 15 July 2021
kalia
ଚାଷୀଙ୍କ ଖାତାକୁ ଗଲା 'କାଳିଆ' ଟଙ୍କା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଖାତାକୁ ଗଲା କାଳିଆ ଅନୁଦାନ ଟଙ୍କା। ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ୬୩୯.୯୪ କୋଟି ଟଙ୍କା ଯାଇଛି। କାଳିଆ ଟଙ୍କା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାଳିଆ ଯୋଜନାରେ ୩ ବର୍ଷରେ ବ୍ୟୟ ହୋଇଛି ୬,୬୯୦ କୋଟି ଟଙ୍କା।  ଗତ ଫେବୃଆରୀ ୨୪ରେ କୃଷିମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ, କାଳିଆରେ ବର୍ତ୍ତମାନ ସୁଦ୍ଧା  ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ  ୫୬,୧୪,୭୦୭ ଜଣ ଯୋଗ୍ୟ […]

  • Thursday, 15 July 2021
soumya
ସରପଞ୍ଚ ସୌମ୍ୟଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର: ସରପଞ୍ଚ ସୌମ୍ୟଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ନାଁରେ ଅନାସ୍ଥା ଆଣିଲେ ୱାର୍ଡ ସଭ୍ୟ। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟ ଅନାସ୍ଥା ଆଣିଥିବା ସୂଚନା ମିଳିଛି। ପଞ୍ଚାୟତର ୧୫ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଦସ୍ତଖତ କରିଥିବା ସୂଚନା ରହିଛି। ଅନାସ୍ଥା ଉପରେ ଆସନ୍ତା ୨୦ରେ ଭୋଟ ଗ୍ରହଣ ହେବା ନେଇ ନୋଟିସ କରାଯାଇଛି। ଅନାସ୍ଥା ଭୋଟ […]

  • Thursday, 15 July 2021
weather updates in odisha
୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ। ଅନୁଗୁଳ ଓ ବୌଦ୍ଧର କିଛି ସ୍ଥାନରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଦିନର ତାପମାତ୍ରା ୩ରୁ ୪ଡିଗ୍ରୀ କମିବା ସମ୍ଭାବନା ରହିଛି। OTVକୁ ଭାରତୀୟ IMD ଡିଜି ମୃତ୍ୟୁଞ୍ଜୟ  […]

  • Thursday, 15 July 2021
wave
ଅସହ୍ୟ ତାତିରେ କୁହୁଳିବ ଅଧା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର। […]

pipili
ନୋମିନେସନ୍‌ ଫାଇଲ୍‌ କଲେ ରୁଦ୍ର, ଅଜିତ୍

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପୁରୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର। ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ନୋମିନେସନ ଫାଇଲ୍ କରିଛନ୍ତି। ପିପିଲି ବାସୀଙ୍କ ଆଶୀର୍ବାଦ ରହିଛି, ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ରୁଦ୍ର କହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ […]

  • Thursday, 15 July 2021
vaccanation
ଓଡିଶାରେ କେତେ ମହଜୁଦ ଅଛି କରୋନା ଟିକା?

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ। ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭  ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ  କରାଯିବ। […]

  • Thursday, 15 July 2021
police
ଚେକିଂ ଆଳରେ ଦବଙ୍ଗଗିରି: ପୋଲିସ ବାଡ଼ିରେ ମୁଣ୍ଡ ଫାଟିଗଲା !

ବାରିପଦା: ପୋଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୂପ ଘଟଣା। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୋଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସନ୍ଧ୍ୟାରେ କରଞ୍ଜିଆ ପୋଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍ ଓ ମାସ୍କ ଚେକିଂ କରୁଥିଲା। […]

  • Thursday, 15 July 2021
Corona
କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଓଡ଼ିଶାର ଏଇ ଜିଲ୍ଲା?

ଭୁବନେଶ୍ୱର: ୫ ଦିନ ହେବ ୨ଶହ ଉପରେ ଟ୍ରେଣ୍ଡ ରାଜ୍ୟରେ ବଢି ଚାଲିଥିବା କରୋନାର ଦୈନିକ ସଂକ୍ରମଣ ହାର ଚିନ୍ତା ବଢାଇଛି। ଆଜି ଚିହ୍ନଟ ୨୦୮ ଜଣଙ୍କ ମଧ୍ୟରୁ ୩୬ ଜଣ କେବଳ ନୂଆପଡ଼ା ଜିଲ୍ଲାର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା ଧୀରେ ଧୀରେ ହଟ୍‌ସ୍ପଟ୍ ପାଲଟିବାରେ ଲାଗିଛି। ସିନାପାଲି ପରେ କୋମନା ବ୍ଲକରେ ସଂକ୍ରମଣ ବ୍ୟାପୁଛି। ଫଳରେ ଦୁଇଟି ଗାଁରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ସ୍ଥାନୀୟ ସରପଞ୍ଚ ଘରକୁ ଘର ବୁଲି ଲୋକଙ୍କୁ […]

  • Thursday, 15 July 2021
pragati
ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା

ଭବାନୀପାଟଣା: ଭବାନୀପାଟଣାରେ ଏକ ଘରୋଇ କଲେଜ(ପ୍ରଗତି କଲେଜ)ରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ୩୨ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ଟେଷ୍ଟରେ ସମସ୍ତେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲର ଅନ୍ତେବାସୀ। ଗୋଟିଏ କଲେଜରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିଥିବାରୁ ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି କଟକଣା […]

  • Thursday, 15 July 2021
boming
ସୂଚନା ଅଧିକାର କର୍ମୀଙ୍କ ଗାଡ଼ିକୁ ବୋମାମାଡ଼

ଯାଜପୁର: ସୂଚନା ଅଧିକାର କର୍ମୀଙ୍କ ଗାଡ଼ିକୁ ବୋମାମାଡ଼। ଯାଜପୁର ଇମାନନଗରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆଙ୍କ ଗାଡିକୁ ବୋମାମାଡ଼ ହୋଇଛି। ବୋମାମାଡ଼ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ରେ ସର୍ବେଶ୍ୱରଙ୍କ ଗାଡିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଇମାମ ନଗର ନିକଟରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର […]

  • Thursday, 15 July 2021
pallavi
‘ମନଉଣା’ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରଦୀପ ମହାରଥୀଙ୍କ ଝିଅ ଓ ଜ୍ୱାଇଁ

ଭୁବନେଶ୍ୱର: ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା ପ୍ରତିଭା ମହାରଥୀ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା? ଏବେ ଚର୍ଚ୍ଚା ଏୟା ହିଁ ହେଉଛି। ଆଉ ଏ ଚର୍ଚ୍ଚାକୁ ବଳ ଦେଉଛି ପ୍ରତିଭାଙ୍କୁ ବିଜେଡିର ମାନଭଞ୍ଜନ ପ୍ରୟାସ ପ୍ରାର୍ଥୀ ଭାବେ ରୁଦ୍ରଙ୍କ ନାଁରେ ମୋହର ବାଜିବା ପରେ ମା ପ୍ରତିଭାଙ୍କୁ […]

  • Thursday, 15 July 2021
kalabaissakhi
୫ ମିନିଟ୍‌ରେ‌ ସବୁ ଛିନ୍‌ଛତ୍ର: ଉଡ଼ିଗଲା ଛପର, ଭାଙ୍ଗିଲା ଘର

ଭୁବନେଶ୍ୱର: କଟକ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ। ଦିନସାରା ପ୍ରବଳ ଗରମ ଗୁଳୁଗୁଳି ପରେ ଆଜି ସଂଧ୍ୟାରେ ହଠାତ୍ ଝଡ଼ବର୍ଷା ହୋଇଥିଲା। ଏହା ଯୋଗୁଁ ଦୁଇ ସହରର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ପବନ ଯୋଗୁଁ ଜଗତପୁର ଆଇବି ରୋଡ୍‌ରେ ଥିବା ବିଜୁ କଲୋନୀ ବସ୍ତିରେ ୧୫ରୁ ଅଧିକ ଘରର ଛାତ ଉଡ଼ିଯାଇଛି। ଫଳରେ ବର୍ଷାରେ ଘରର ସମସ୍ତ ଜିନିଷପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି। ପିଲାଛୁଆ ଧରି ଲୋକେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। […]

  • Thursday, 15 July 2021
rajesh-bhusan
ରାଜ୍ୟରେ କରୋନା ଟିକାର ଅଭାବ ଉପରେ ସ୍ଫଷ୍ଟୀକରଣ ରଖିଲା କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ଥିବା ଓ ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଖଣ୍ଡନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ରାଜେଶ ଭୂଷଣ କହିଛନ୍ତି, ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି।  ରାଜ୍ୟ ସରକାର ଏ ଯାଏ ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ପ୍ରଦାନ […]

  • Thursday, 15 July 2021
mask--ko
ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ରୋକି ପାରିବ ଡବଲ ମାସ୍କ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପ୍ରଥମେ ଏହା ମହାରାଷ୍ଟ୍ର, ଆନ୍ଧ୍ର, ଛିତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଥିଲା। ଏବେ ଆମେ ଏହି ଷ୍ଟେଜ୍‌ରେ ପହଞ୍ଚିଲେଣି। ସଂକ୍ରମଣ ୪ ଗୁଣା ବଢିଲାଣି। ଗହଳି ଜାଗାରୁ ଅଧିକ ସଂକ୍ରମଣ ହେଉଛି। ସେଭଳି ସ୍ଥାନରେ ଡବଲ ମାସ୍କପିନ୍ଧିବା ପାଇଁ ନିବେଦନ କରିଛନ୍ତି। ସେହିପରି […]

  • Thursday, 15 July 2021
murder-in-puri
ମୃତ୍ୟୁ ପରେ ଯୁବତୀଙ୍କୁ ପୋଡ଼ି ଦେବାରୁ ପରିବାରର ୬ ଗିରଫ

ପୁରୀ: ପୁରୀ ଜିଲ୍ଲା ତଳଜଙ୍ଗ ନଈକୂଳସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଯୁବତୀଙ୍କ ପରିବାରର ୬ ଜଣଙ୍କୁ ପୁରୀ ପୋଲିସ ଗିରଫ କରିଛି। ଏନେଇ ପ୍ରେସମିଟରେ ପୁରୀ ଏସ୍‌ଡିପିଓ କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି। ମୃତ ଯୁବତୀଙ୍କ ଭାଇ, ୩ ଦାଦା ଏବଂ ୨ ଦାଦାପୁଅ ଭାଇଙ୍କୁ ଗିରଫ କରାଯାଇଛି। ଘଟଣା ସ୍ଥଳରୁ ଜବତ ହାଡ଼ର ଫୋରେନସିକ୍ ଟେଷ୍ଟ କରାଯିବ। କାଲି ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ହାଡ଼ ଜବତ କରାଯାଇଥିଲା। ଆତ୍ମହତ୍ୟା ପରେ ପରିବାର […]

  • Thursday, 15 July 2021
jharushugufa
ଇଂଜିନିୟରିଂ କଲେଜରୁ ୨୧ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି। ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା। ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି। ଗତ ୨୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ପିଜି କାଉନସିଲ୍ […]

  • Thursday, 15 July 2021
electricity
ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ OERC ତରଫରୁ ମଂଜୁରୀ ମିଳିଛି। କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ମଂଜୁରୀ ମିଳିଛି। ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ରୁ ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି। ବିପିଏଲ୍ ଏବଂ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତ୍ତିତ ରହିଲା। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି ମିଳିବ। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ […]

  • Thursday, 15 July 2021