• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

BeFunky-collage
ଲୋକପ୍ରିୟ ଗାୟିକା ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଣ୍ଟାବାଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଜଣେ ସଂପର୍କୀୟ କହିଛନ୍ତି। କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ତପୁ ମିଶ୍ରଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିବା ବେଳେ […]

  • Thursday, 15 July 2021
kotia-33
କୋଟିଆ ସହ ଆନ୍ଧ୍ର ନିର୍ବାଚନ ଅସିଦ୍ଧ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ କରିବାକୁ ନେଇ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବରଦସ୍ତ ଝଟକା। କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ନେଇ ଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏହାସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ ମାସରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିଲା।

  • Thursday, 15 July 2021
Black-Fungus-Madras-Courier-14
ବ୍ଲାକ ଫଙ୍ଗସକୁ 'ମହାମାରୀ' ଘୋଷଣା

ଭୁବନେଶ୍ୱର: ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ୍ ବା ମହାମାରୀ ଘୋଷଣା। ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି। ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସୁପାରିଶ କରିଥିଲା କେନ୍ଦ୍ର। କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌ ବ୍ଲାକ୍‌ ଫଙ୍ଗସ୍‌ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି। ତେବେ ଏହାରି ମଧ୍ୟରେ, ବ୍ଲାକ୍‌ ପଙ୍ଗସ୍‌କୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ […]

  • Thursday, 15 July 2021
dgp
ମାଗଣା ମାୟାରେ ପଡ଼ନ୍ତୁନି, ସତର୍କ ରହିବାକୁ ଡିଜିପିଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ସାଇବର କ୍ରିମିନାଲ। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି। ତେଣୁ ସାଇବର କ୍ରିମିନାଲଙ୍କ ପ୍ରତି ସତର୍କ ରହିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ବିଶେଷକରି ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ କୋଓ୍ବିନ୍, ଆରୋଗ୍ୟ ସେତୁ, ଉମଙ୍ଗ ଛଡ଼ା ଅନ୍ୟ କେଉଁଠିକୁ ନଯିବାକୁ ଡିଜିପି ସତର୍କ କରାଇଛନ୍ତି। ଏହି ୩ଟି ୱେବସାଇଟ ଛଡ଼ା ଟିକା ପାଇଁ କାହାରିକୁ ପ୍ରାଧିକୃତ କରାଯାଇନି। ମେଡିକାଲ ଅକ୍ସିଜେନ ପାଇଁ ବି […]

  • Thursday, 15 July 2021
railway track
ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

arrest
ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ

କଟକ: ଚାଉଳିଆଗଞ୍ଜ ପୋଲିସ ଏକ ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ କରିଛି। ୩ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ବାଇକ ଜବତ କରିଛି। ଗତ କିଛି ଦିନ ତଳେ କଟକ ଓଏମପି ଛକରେ ବାଇକ ଚେକିଂ ଚାଲିଥିବା ବେଳେ ଏକ ଚୋରି ଗାଡ଼ି ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା ପୋଲିସ। ସେମାନଙ୍କୁ ଜେରା କରିବା ପରେ ଏହି ବାଇକ୍ ଚୋରି ଗ୍ୟାଙ୍ଗ ଉପରୁ ପରଦା ହଟିଥିଲା। ସେମାନଙ୍କ ନିକଟରୁ […]

  • Thursday, 15 July 2021
covid
କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍, ପାର୍କ ହେଲା ମଶାଣି

ଭୁବନେଶ୍ଵର: ରାଜ୍ୟ ହେଉକି କି ଦେଶ, କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍। ଏଇ ମାସକ ଭିତରେ ଦେଶରେ ୪୦ ହଜାର ଉପରେ ଆକ୍ରାନ୍ତଙ୍କ ଜୀବନହାନୀ ଘଟିଥିବାବେଳେ ଓଡ଼ିଶାରେ ଗଡିଲାଣି ୧୦୮ ମୁଣ୍ଡ। ଗତ ୧୫ ତାରିଖରୁ ମୃତ୍ୟୁର ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି। ଆଜି ରାଜ୍ୟରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ଘଟିଛି। ତେଣେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ କହୁଛି, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍। ସେପଟେ ମହାମାରୀର ତାଣ୍ଡବ ସ୍ଥିତିରେ […]

  • Thursday, 15 July 2021
suicide-up
ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା। ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। କାଶୀପୁର ଥାନା BSF ୬୮ ବାଟାଲିୟନ୍ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ। ମୃତ ଯବାନଙ୍କ ନାଁ ଦିଲ୍ଲୀପ ମାଇ ସେ ୪ ମାସ ତଳେ ବାହା ହୋଇଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ନିଜ […]

  • Thursday, 15 July 2021
vaccine
'ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କମ୍'

ରାଜ୍ୟରେ ମେ ପହିଲାରୁ ଯୁବବର୍ଗଙ୍କ ଟିକାକରଣ ଆରମ୍ଭ ନେଇ ଅନିଶ୍ଚିତତା। ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ। ଟିକା ପହଞ୍ଚିବା ପରେ ଏହାର ଉପବଲବ୍ଧତାକୁ ଦେଖି ଭ୍ୟାକ୍ସିନେସନ୍ ଯୋଜନା କରାଯିବ। ସେପଟେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସନ୍ତାକାଲିଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ତେଣେ ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କ ଲାଗି ଟିକାର ନିଅଣ୍ଟିଆ ସ୍ଥିତି ଯୋଗୁଁ ବିଭିନ୍ନ […]

  • Thursday, 15 July 2021
patient
କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ପୁନଃସଂକ୍ରମଣ ହେବ କି?

ଭୁବନେଶ୍ଵର: କରୋନା ସଂକ୍ରମଣ ଓ ଲକ୍ଷଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ତେବେ କରୋନା ସତର୍କତା ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ପ୍ରଫେସର ଜୟନ୍ତ ପଣ୍ଡା ଏବଂ ଡାକ୍ତର ସମ୍ପଦ ଦାସଙ୍କ ଅନେକ ପରାମର୍ଶ ଦେଇଛନ୍ତି। ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି। ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ। ପୂର୍ବ […]

  • Thursday, 15 July 2021
raped
୬ ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ଟିଉସନ୍ ଶିକ୍ଷକ

ବ୍ରହ୍ମପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ। ଗଂଜାମ ଆସିକା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ। ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଅଧ୍ୟାପକଙ୍କ ଘରକୁ ୨୦୧୪ରେ ଟିଉସନ୍ ହେବାକୁ ଯାଉଥିଲେ। ନବମରେ ଟିଉସନ ପଢ଼ିବାକୁ ଯାଉଥିବା […]

  • Thursday, 15 July 2021
image_2021-04-27_173604
ପଡିରହିଲା ଶବ, ଅନେଇଲେନି ସମ୍ପର୍କୀୟ ଓ ଗାଁ ଲୋକ

ନୂଆପଡା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛ। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ ଗୋଡ ଆଡେଇ ଚାଲିଯାଉଛି।  ବୋଧହୁଏ ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର କୁହାଯାଇପାର। କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଆହୁରି ଭୟଙ୍କର ହେବାରେ ଲାଗିଛିା ଆଉ ଶବ ଦେଖିବା ମାତ୍ର ଦୁରେଇଯିବା […]

  • Thursday, 15 July 2021
ARMY
କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା

ନୂଆଦିଲ୍ଲୀ: କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା। ୨ ବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରଙ୍କୁ ସେନା ଡକାଇଛି। ଘର ନିକଟବର୍ତ୍ତୀ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ CDS ବିପିନ ରାଓ୍ୱତଙ୍କ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଅବସର ନେଇଥିବା ସେନା ଡାକ୍ତର ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ସେନା ଅନୁରୋଧ କରିଛି। କୋଭିଡ୍ ପରିଚାଳନାରେ ସେନାର ପ୍ରସ୍ତୁତି ନେଇ ମୋଦି ସମୀକ୍ଷା କରିଥିଲେ।

  • Thursday, 15 July 2021
double-mask
କାହିଁକି ଡବଲ ମାସ୍କ ପିନ୍ଧିବା ନିହାତି ଜରୁରୀ ?

ଭୁବନେଶ୍ୱର: କରୋନା ଭୂତାଣୁଠୁ ସୁରକ୍ଷିତ ରଖିବ ନିୟମିତ ମାସ୍କ ବ୍ୟବହାର। ମହାମାରୀ ବେଳେ ମଣିଷ ପାଇଁ ମାସ୍କ ହିଁ ପାଲଟିଛି ଜୀବନ ରକ୍ଷାକାରୀ କବଚ। ଏବେ କରୋନାର ଦ୍ୱିତୀୟ ଲହର ବେଳେ ଭୂତାଣୁର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ବ୍ୟାପୁଥିବାରୁ ଅନେକ ଆପଣାଇଲେଣି ଡବଲ ମାସ୍କ। ତେବେ ମନକୁ ସ୍ୱତଃ ପ୍ରଶ୍ନ ଆସୁଛି, ଏହି ଡବଲ ମାସ୍କ କଣ ପାଇଁ? କିଭଳି ଏବଂ କେଉଁ ସ୍ଥିତିରେ ପିନ୍ଧିବା ଡବଲ୍ ମାସ୍କ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି […]

  • Thursday, 15 July 2021
black-marketing
ଔଷଧ, ଅକ୍ସିଜେନର କଳାବଜାର ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ଜେଠୱା

ଭୁବନେଶ୍ୱର: କୋଭିଡ ଔଷଧ କି ଅକ୍ସିଜେନର କଳାବଜାର ହେଲେ କ଼ଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶୋଓ୍ୱନ୍ତ ଜେଠଓ୍ୱା। ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ାଉ ହେଉଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ଏଡିଜି କହିଛନ୍ତି, ଅକ୍ସିଜେନ ପରିବହନ ପାଇଁ ସ୍ୱତନ୍ତ୍ର କରି଼ଡର କରାଯାଇଛି। ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୬୭ ଟ୍ୟାଙ୍କର ଅକ୍ସିଜେନ ୭ଟି ରାଜ୍ୟକୁ ପଠାଯାଇଛି। କେବଳ ଗତ ୪ ଦିନ ଭିତରେ ୬୭ […]

  • Thursday, 15 July 2021
school'
କାଲିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ। ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ସବୁ DEO, BEO, DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ହେବ ନାମଲେଖା ଚାଲିବ।  ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା କରାଯାଇଛି। […]

  • Thursday, 15 July 2021
corona-in-wind
ପବନରେ ବ୍ୟାପୁଛି କି କରୋନା? କ'ଣ କହିଲେ ବିଷେଶଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ଆପଣ କୌଣସି କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି? ଜ୍ୱର, କାଶ, ତଣ୍ଟି ଦରଜ, ଗୋଡ ହାତ ବିନ୍ଧା କିମ୍ବା ପତଳା ଝାଡ଼ା ହେଉଛି କି? ସ୍ୱାଦ ଓ ଗନ୍ଧ ବାରିପାରୁ ନାହାନ୍ତି କି? ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ନିଜକୁ ଅନ୍ୟମାନଙ୍କଠାରୁ ଆଇସୋଲେଟ୍ କରନ୍ତୁ। ଘରେ ଅଲଗା ରହିବା ପୂର୍ବରୁ ପାଖରେ ରଖନ୍ତୁ। ଆଇସୋଲେସନ୍ କିଟ୍, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଆଉ ଏହି ଜରୁରୀ ଜିନିଷଗୁଡିକ ହେଲା, ଅକ୍ସିମିଟର, […]

  • Thursday, 15 July 2021
vaccanation
ଆଗୁଆ ରେଜିଷ୍ଟ୍ରେସନ୍‌ ନକଲେ ମିଳିବନି ମାଗଣା କରୋନା ଭ୍ୟାକ୍ସିନ୍‌

ଭୁବନେଶ୍ୱର: ମାଗଣା ଟିକାକରଣ ପାଇଁ ୨ କମ୍ପାନୀକୁ ଅର୍ଡର ଦେଲେ ରାଜ୍ୟ ସରକାର। ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ପାଇଁ ଅର୍ଡର ଦେଇଛନ୍ତି। ସେହିପରି ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଟିକା ଅର୍ଡର ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ୧୮ରୁ ୪୪ ବର୍ଷର ସମସ୍ତଙ୍କୁ ମାଗଣା ଟିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ମାଗଣା ଟିକା ପ୍ରଦାନ ନେଇ ଘୋଷଣା କରିଛନ୍ତି। ସେପଟେ […]

  • Thursday, 15 July 2021
Naveen
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାତି ୮ଟାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍‌କୁ ମାନିବା ଲାଗି ଅନୁରୋଧ ନବୀନ କରିଛନ୍ତି। ମୁଁ ଲକ୍ଡାଉନ୍ ସପକ୍ଷରେ ନୁହେଁ ବୋଲି ନବୀନ କହିଛନ୍ତି। ଏହାସହ […]

  • Thursday, 15 July 2021
tempretures
ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୪୩. ୨ ଡିଗ୍ରୀ ସହ ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ରହିଛି। ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୭ ସହର ରହିଛି। ରାଜ୍ୟର ୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ବୌଦ୍ଧରେ ପାରଦ ୪୨.୫ ଡିଗ୍ରୀ ରହିଥିବାବେଳେ ବାରିପଦା- ୪୨.୪, ଟିଟିଲାଗଡ଼- ୪୨ ଡିଗ୍ରୀ, ଝାରସୁଗୁଡ଼ା- ୪୧.୮, ସମ୍ବଲପୁର- ୪୧.୫, ନୟାଗଡ଼- ୪୧.୫, ବଲାଙ୍ଗିର- ୪୧.୨, ତାଳଚେର- ୪୧.୧, ସୁନ୍ଦରଗଡ଼- ୪୧, ସୋନପୁର- […]

  • Thursday, 15 July 2021
dhrmendra-pradhan
ହିଙ୍ଗୁଳା ମନ୍ଦିର ପାଇଁ ୯. ୩୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଅନୁଗୁଳ ତାଳଚେର ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ ବୋର୍ଡ ସିଏସଆର୍ ପାଣ୍ଠିରୁ ୯. ୩୨ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଜଣାଇଥିଲେ। ତାଳଚେର […]

  • Thursday, 15 July 2021
hanged
ଅକ୍ସିଜେନ୍‌ ଗାଡ଼ିକୁ ରୋକିଲେ ଫାଶିଖୁଣ୍ଟରେ ଝୁଲାଇଦେବୁ: ହାଇକୋର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ସତେ ଯେମିତି ପାଲଟିସାରିଛି କରୋନା ରାଜଧାନୀ। ଏଠାରେ ସଂକ୍ରମଣ ହାର ଥମିବାର ନାଁ ନେଉନଥିବା ବେଳେ, ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ଘଟିଛି। କେବଳ ରୋଗ ଜୀବନ ନେଉନି, ଅମ୍ଳଜାନର ଅଭାବ ବି ଯମଦୂତ ଭଳି ଦିଲ୍ଲୀର ସ୍ଥିତି ଅଧିକରୁ ଅଧିକ ବିଗାଡ଼ିବାରେ ଲାଗିଛି। ଦିଲ୍ଲୀରେ ଉପୁଜିଥିବା ଭୟଙ୍କର ଅମ୍ଳଜାନ ସଂକଟର ମୁକାବିଲା ଲାଗି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ରାଜ୍ୟରେ […]

  • Thursday, 15 July 2021
ciggarate
ମେଡିସିନ୍‌ ବଦଳରେ ବିକୁଥିଲେ ସିଗାରେଟ୍‌ ଓ ଗୁଟଖା

ଭଦ୍ରକ: ମେଡ଼ିସିନ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି କରି ବନ୍ଧା ହେଲା ମାଲିକ। ସପ୍ତାହନ୍ତ ସଟଡାଉନର ସୁଯୋଗ ନେଇ ଦୋକାନ ବଜାର ବନ୍ଦ ବେଳେ ଚୋରାରେ ଗୁଟଖା ଓ ସିଗାରେଟ ବିକ୍ରି ବେଳେ ମିଳିତ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢ଼ାଉ ହୋଇଥିଲା। ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଥିଲା। ଭଦ୍ରକ […]

  • Thursday, 15 July 2021
economy
ଓଡ଼ିଶା ଅର୍ଥନୀତିରୁ ଧୋଇ ହୋଇଯିବ ୧୯୨୭ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତିକୁ ଢେର୍ ମହଙ୍ଗା ପଡ଼ିବ ସପ୍ତାହନ୍ତ ସଟ୍‌ଡାଉନ୍। ଅର୍ଥନୀତିରୁ ଧୋଇ ହୋଇଯିବ ୧ ହଜାର ୯୨୭ କୋଟି ଟଙ୍କା। ଏମିତିକି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ପୂରା ଦେଶ। ନିଜର ସଦ୍ୟତମ ରିପୋର୍ଟରେ ଏମିତି ଆକଳନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଅର୍ଥନୀତି ବିଶାରଦଙ୍କ ମତରେ, ଏବେ ୱିକେଣ୍ଡ ସଟ୍‌ଡାଉନ୍‌ର ପ୍ରଭାବ ନଗଣ୍ୟ ରହିଛି। ତେବେ ଆଗାମୀ ଦିନରେ ଯଦି ଲକ୍‌ଡାଉନ୍ ଓ […]

  • Thursday, 15 July 2021
quarentine
କୋହଳ ହେଲା କ୍ୱାରେଣ୍ଟିନ୍ ଅବଧି

ଭୁବନେଶ୍ୱର: ବେଙ୍ଗଲ ଫେରନ୍ତାଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ନେଗେଟିଭ ରିପୋର୍ଟ, ୨ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ ହୋଇଛି। ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବ। ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ ବୋଲି କୁହାଯାଇଛି। […]

  • Thursday, 15 July 2021