• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sweta-patra
ରାଜ୍ୟରେ ବେକାବୁ ହେଲାଣି କି ଆଇନଶୃଙ୍ଖଳା?

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଲାଣି କି ଆଇନଶୃଙ୍ଖଳା? ବିଗିଡ଼ି ଗଲାଣି କି ଅପରାଧ ନିୟନ୍ତ୍ରଣର ହିସାବ କିତାବ? କାରଣ ପ୍ରଥମ ଥର ପାଇଁ ଯେଉଁବର୍ଷରେ କରୋନାର କଷ୍ଟ ସହ ଲୋକେ ଯୁଝୁଥିଲେ, ସେହି ବର୍ଷରେ ବି ଥମିନଥିଲା ନରହତ୍ୟା। ଦୈନିକ ଗଡୁଥିଲା ପ୍ରାୟ ୪ଟି ମୁଣ୍ଡ। ପ୍ରତିଦିନ ସାମ୍ନାକୁ ଆସୁଥିଲା ୮ ଦୁଷ୍କର୍ମ ମାମଲା। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୦ର ଶ୍ୱେତପତ୍ର ରେକର୍ଡରେ ଦର୍ଶାଯାଇଛି ଏଭଳି ଉଦବେଗଜନକ ତଥ୍ୟ। ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରକାଶିତ ଶ୍ୱେତପତ୍ରରେ […]

  • Thursday, 15 July 2021
suicide
ପୋଲିସ ନିର୍ଯାତନା ସହି ନପାରି ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା !

ସାଲେପୁର: ପୋଲିସ ନିର୍ଯାତନା ସହି ନପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାହାଙ୍ଗା ନଇଗୁଆଁରେ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାକୁ ନେଇ ଉତ୍ତେଜନା, ନଇଗୁଁଆ ଛକରେ ଶବ ରଖି ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଘଟଣା ଅନୁସାରେ, ନିକଟରେ ଗାଁର ଜଣେ ଝିଅକୁ ଜନୈକ ଯୁବକ ଉଠାଇ ନେଇଥିଲା। ଅପହୃତ ଯୁବତୀ ଓ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଝିଅ ସାଙ୍ଗ ଥିଲେ। ମୃତ ବ୍ୟକ୍ତିଙ୍କ […]

  • Thursday, 15 July 2021
bmc
ଭୁବନେଶ୍ୱରରେ ବଢୁଛି ସଂକ୍ରମଣ, ଲାଗୁ ହେବ ନୂଆ ନିୟମ !

ଭୁବନେଶ୍ୱର: କୋଭିଡ୍ ସ୍ଥିତି ଉପରେ SRC ଗାଇଡ୍‌ଲାଇନ୍ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏଥି ସହିତ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କମିଶନର୍। କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ […]

  • Thursday, 15 July 2021
dmet
ନିୟମ ମାନୁନାହାନ୍ତି, ଏମିତି ହେଲେ ବିପଦକୁ ଟାଣିବ: DMET

ଭୁବନେଶ୍ୱର: ସପ୍ତାହେ ଧରି ଶହେ ଉପରେ ରହୁଥିବା କରୋନା ଗ୍ରାଫ୍ ଦୁଇ ଶହ ପାର୍ କରିଛି। ଆଜି ୨୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଆସିଥିବା ଦୈନିକ ସଂକ୍ରମଣ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଅଛନ୍ତି। ସୁନ୍ଦରଗଡ଼ରୁ ୨୭ ଥିବାବେଳେ ବଲାଙ୍ଗିର ଓ କଟକରୁ ୨୦ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କେସ୍ ୧୧ଶହ ୫୧କୁ ଛୁଇଁଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିଲେ ବି ଓଡ଼ିଶା ସ୍ଥିତି […]

  • Thursday, 15 July 2021
ashrita-pattnaik
ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଲାଗି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି। ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ‌ଆସନ ଖାଲି ପଡ଼ିଛି। ଆଗାମୀ ଉପନିର୍ବାଚନରେ ପିପିଲିରେ ଇତିହାସ ସୃଷ୍ଟି ହେବ। ପରୋକ୍ଷରେ ପିପିଲିରେ […]

  • Thursday, 15 July 2021
school'
କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ରହିବ। କାଲି କୃଷକ ସଂଗଠନ ବନ୍ଦ ଡାକରା ଦେଇଛି। ବନ୍ଦକୁ କଂଗ୍ରେସ ଓ ବାମଦଳ ସମର୍ଥନ ଜଣାଇଛି। ସେହିପରି ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି […]

  • Thursday, 15 July 2021
jagannatha
ସୁପ୍ରିମକୋର୍ଟ ଗଲା ଜଗା ଜମି ମାମଲା

ପୁରୀ: ସୁପ୍ରିମକୋର୍ଟ ଗଲା ଜଗା ଜମି ମାମଲା। ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଜନ ସ୍ୱାଭିମାନ ୱେଲଫେୟାର ସୋସାଇଟି ପକ୍ଷରୁ ମାମଲା ଦାୟର ହୋଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ କରାଯାଉ। ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି […]

  • Thursday, 15 July 2021
mandap seal
କମ୍ପ୍ଲେକ୍ସ ପରେ କଟକରେ କୋଚିଂ ସେଣ୍ଟର ସିଲ୍

କଟକ: ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ CMC ସିଲ୍‌ କରିଛି। ସକାଳେ ରାଣୀହାଟରେ ଏକ ସପିଂ କଂପ୍ଲେକ୍ସ ସିଲ୍ କରାଯାଇଥିଲା। ସେପଟେ ଆଜି ଓଡ଼ିଶାରେ ୨୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୨୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ […]

  • Thursday, 15 July 2021
ravenshaw
ରେଭେନ୍ସାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ସେ କହିଛନ୍ତି ଯେ ଏବେ ପାଠ ପଢ଼ା ଜାରି ରହିବ। ଅଫ୍‌ଲାଇନ୍‌ରେ ନ ହେଲେ ବି ଅନ୍‌ଲାଇନ୍‌ରେ ହେବ। ତେବେ ରେଭେନ୍ସା ଇନଚାର୍ଜ କୁଳପତି ଅପରାଜିତା ଚୌଧୁରୀଙ୍କ ସୂଚନା ଅନୁସାରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ […]

  • Thursday, 15 July 2021
saree
ଶାଢ଼ିରେ ଶୋଭା ପାଉଛି ଅଖଣ୍ଡ ଭାରତର ମାନଚିତ୍ର

ସୋନପୁର: ବିଶ୍ୱ ପ୍ରସିଦ୍ଧ ସୁବର୍ଣ୍ଣପୁର ବାନ୍ଧ କଳାର ଆଉ ଏକ ଉତ୍କୃଷ୍ଟ ନିଦର୍ଶନ। ସୂକ୍ଷ୍ମସୂତାରୁ ଶିଳ୍ପୀ ହାତବୁଣା ଶାଢ଼ି କହୁଛି ଦେଶ ପ୍ରେମର କଥା। ଶାଢ଼ିରେ ଶୋଭା ପାଉଛି ଅଖଣ୍ଡ ଭାରତର ମାନଚିତ୍ର। ତା ସହ ୨୮ ରାଜ୍ୟର ନାଁ ଓ ସବୁ ରାଜ୍ୟର ମାନଚିତ୍ର। ବିନା ରଙ୍ଗ ଓ ବିନା ମେସିନ୍‌ର ଏ ନିଖୁଣ କାରିଗରୀର ସୃଷ୍ଟି ତନ୍ତରୁ। ବାନ୍ଧ କାରୀଗରିରେ ବିଶେଷ ନିପୁଣତା ହାସଲ କରିଥିବା ସୋନପୁର ଡୁଙ୍ଗୁରିପାଲି ସହଲା ଗାଁର ବାନ୍ଧଶିଳ୍ପୀ ଈଶ୍ୱର […]

  • Thursday, 15 July 2021
jagannath-temple
ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର

ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର । ସୂଚନା ଦେଲେ ପୁରୀ ଜିଲ୍ଲାପାଳ #Odisha

  • Thursday, 15 July 2021
coronavirus
ନୂଆ ଷ୍ଟ୍ରେନ୍‌ ଚିହ୍ନଟ ନେଇ ଆମେ ଜାଣିଥିଲୁ: ସ୍ୱାସ୍ଥ୍ୟ ଏସିଏସ୍

ଭୁବନେଶ୍ୱର: ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ACS ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଚିହ୍ନଟ ୩ଟି ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ, ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା। ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ACS ବୋଲି କହିଲେ। ପ୍ରକାଶଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ […]

  • Thursday, 15 July 2021
new-strain
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ […]

  • Thursday, 15 July 2021
holi
ପରସ୍ପର ଉପରେ ରଙ୍ଗ ଅବିର ପକାଇବା ସଂପୂର୍ଣ୍ଣ ମନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦୋଳ ଓ ହୋଲି ପାଇଁ ଗାଇଡଲାଇନ ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା କରାଯାଇଛି। କେବଳ ଘରେ ଖେଳିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିରରେ ଦୋଳ ନୀତି ସର୍ବାଧିକ ୨୦ ଜଣଙ୍କୁ ନେଇ ପାଳନ କରିପାରିବେ। ଦୋଳ ମେଳଣରେ ମାସ୍କ ବାଧ୍ୟତାମୂଳକ, ୧୦୦ ଜଣଙ୍କୁ ଅନୁମତି ମିଳିଛି। ପ୍ରତ୍ୟେକ ଦୋଳ ବିମାନ ସାଙ୍ଗରେ ଯିବାକୁ ୬ ଜଣଙ୍କୁ ଅନୁମତି ମିଳିଛି। ବାଜା, ନାଚଗୀତ, ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବାରଣ […]

  • Thursday, 15 July 2021
viral-audio
ପୋଲିସ୍‌ଙ୍କୁ ବିଧାୟକଙ୍କ ଧମକ: ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି

ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୋଲିସକୁ ଧମକ ଦେଉଥିବା ଅଡ଼ିଓ ଭାଇରାଲ ହେଉଛି। ଭଦ୍ରକ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ବ୍ୟୋମକେଶ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡ଼ିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲୁଛି। ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି ବୋଲି ସେ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଏହି ବାର୍ତ୍ତାଳପକୁ ବିଧାୟକ ବ୍ୟୋମକେଶ ରାୟ ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା […]

  • Thursday, 15 July 2021
Corona-new
ଆସିଲା ନୂଆ ଗାଇଡଲାଇନ୍‌: ବାହାଘରରେ ୨ ଶହ, ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: କରୋନା ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସର୍ବାଧିକ ସଂଖ୍ୟା ୫ଶହ ଥିଲା, ଏବେ ୨ଶହକୁ ହ୍ରାସ ହୋଇଛି। ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି […]

  • Thursday, 15 July 2021
maoist landmine blast
ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ୫ ଯବାନ ସହିଦ୍

ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଯବାନ ସହିଦ୍ ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ ହୋଇଛି। DRG ଯବାନଙ୍କୁ ବସ୍‌ରେ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ବସ୍‌ରେ ଥିବା ଅନ୍ୟ ୨୧ ଯବାନ ଆହତ ହୋଇଛନ୍ତି। ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ଅପରାହ୍ନ ୩ଟାରୁ ୪ଟା ସମୟ ମଧ୍ୟରେ ଘଟିଛି। ତେବେ ମାଓବାଦୀ ଲୁଚିଥିବା ନେଇ ପୋଲିସ୍‌କୁ ସୂଚନା ମିଳିଥିଲା। ଏଥିପାଇଁ ୨୫ରୁ […]

  • Thursday, 15 July 2021
water
ବଣ୍ଡାଘାଟିର ବିକଳ ଚିତ୍ର: ପାଣି ପିଇବ ତ ପାହାଡ଼ ଚଢ଼

ମାଲକାନଗିରି: ଦୁର୍ବିସହ ଜୀବନ ଜିଉଁଛନ୍ତି ମାଲକାନଗିରି ବଣ୍ଡା ଘାଟିର ଲୋକେ। ରାତି ପାହୁ ପାହୁ ମୁନ୍ଦିଏ ପାଣି ପାଇଁ ସଂଘର୍ଷ କରନ୍ତି। ନିତି ଡହଳ ବିକଳ ଅବସ୍ଥା। ଆବଡ଼ା ଖାବଡ଼ା ପଥୁରିଆ ରାସ୍ତାରେ ୨ କିଲୋମିଟର ଦୂର ଯିବାକୁ ପଡ଼େ। ଭରସା କେବଳ ପାହାଡ଼ୀ ଝରଣା। ସେଇଠି ହାତ ଗୋଡ଼ ଧୁଆ, ବାସନ ମଜା, କପଡ଼ା ସଫା। ଆଉ ସମସ୍ତେ ସେହି ପାଣିକୁ ଧରି ଘରକୁ ଫେରୁଛନ୍ତି। ଅନ୍ୟ ଉପାୟ ବି ନାହିଁ। ବର୍ଷା ଦିନେ ତ […]

  • Thursday, 15 July 2021
odisha
ଦୁର୍ନୀତି କରି ଚାକିରିରୁ ତଡ଼ା ଖାଇଲେ ସରକାରୀ ବାବୁ

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର। ଆଜି ୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ପେନ୍‌ସନ୍ ସଂକ୍ରାନ୍ତୀୟ ସୁବିଧାକୁ ପୁରା ବନ୍ଦ କରି ଦେଇଛନ୍ତି ସରକାର। ମୟୂରଭଂଜ ଜିଲ୍ଲାର ଖୁଣ୍ଟାରେ କାର୍ଯ୍ୟରତ ବଳରାମ ସୁନା ଓ ମହିଳା ଓ ଶିଶୁ ବିକାଶ ବିଭାଗରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ କାମ କରୁଥିବା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ […]

  • Thursday, 15 July 2021
night-curfew
ଓଡ଼ିଶାର ଏଇ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା

ସର୍ବସାଧାରଣ ଜାଗାରେ ଦୋଳ, ହୋଲି ପର୍ବ ପାଳନ ମନା। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ହେବ ଦୋଳ ମେଳ। ସର୍ବସାଧାରଣ ଜାଗାରେ ସର୍ବାଧିକ ୨ଶହ ଲୋକରେ ହେବ ବଡ଼ଯାତ୍ରା। କୋଭିଡ଼ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତାରେ ବଡ଼ଯାତ୍ରା ପାଳନ। ମାଲକାନଗିରି: ପୁଣି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଲକାନଗିରିରେ ନାଇଟ୍ ମାଲକାନଗିରି ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ […]

  • Thursday, 15 July 2021
bidhansabha
କାଲି ଗାନ୍ଧିମୟ ହେବ ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧିମୟ ହେବ ଓଡ଼ିଶା ବିଧାନସଭା। ମହାତ୍ମା ଗାନ୍ଧିଙ୍କ ଉପରେ କାଲି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ। ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ହେବ। ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଆସନ୍ତାକାଲି ଶହେ ବର୍ଷ ପୂରିବ। ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସ୍ୱତନ୍ତ୍ର ଆଲୋଚନା ହେବ, ସଂକଳ୍ପ ଅଣାଯାଇ ପାରିତ କରାଯିବ। ଏଥିପାଇଁ କାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି […]

  • Thursday, 15 July 2021
bmc
ଭୁବନେଶ୍ୱରର ସ୍ଥିତି ଟିକେ ଚିନ୍ତାଜନକ: କମିଶନର

ଭୁବନେଶ୍ୱର: ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ। ବିଏମ୍‌ସିରେ କୋଭିଡ୍ ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ୱରରେ ଟେଷ୍ଟିଂ ବଢାଯିବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଏୟାରପୋର୍ଟ ଓ ଷ୍ଟେସନରେ ଯାଂଚ କଡ଼ାକଡ଼ି କରାଯିବ। RT-PCR ଟେଷ୍ଟ ସଂଖ୍ୟା ବଢାଯିବ ବୋଲି ସେ କହିଛନ୍ତି। ପଜିଟିଭ ଚିହ୍ନଟ ପରେ XIMBକୁ ସିଲ୍ କରିଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟିଂ କରାଯାଉଛି। ଯାହାର କଣ୍ଟାକ୍ଟ ଅଛି ସେମାନଙ୍କର ନିଶ୍ଚିତ […]

  • Thursday, 15 July 2021
minor girl raped
ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା; ଦିନକୁ ୮ ଦୁଷ୍କର୍ମ !

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା। ୨୦୧୯ ମସିହାରେ ୧ ହଜାର ୪୭୫ ମାମଲା ରୁଜୁ ହୋଇଥିଲା ହେଲେ ୨୦୨୦ରେ ମାମଲା ସଂଖ୍ୟା ୧ ହଜାର ୯୩୧କୁ ବୃଦ୍ଧି ପାଇଛି। ବିଧାନସଭାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ୨୦୧୯-୨୦ରେ ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲାରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ରାଜ୍ୟରେ ୨୦୨୦ ମସିହାରେ ୨ ହଜାର ୯୮୪ଟି ଦୁଷ୍କର୍ମ ଜନିତ ମାମଲା […]

  • Thursday, 15 July 2021
fake-news
ବ୍ରହ୍ମପୁର ସଟ୍‌ଡାଉନ୍ ଖବର ମିଛ: ଓଟିଭି

ଭୁବନେଶ୍ୱର: ଓଟିଭି ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ରହ୍ମପୁର ସହର ସଟଡାଉନ୍ ନେଇ ପ୍ରସାରିତ ହେଉଛି ମିଛ ଖବର। ଓଟିଭି ଚଳିତ ବର୍ଷ ବ୍ରହ୍ମପୁର ସହର ସଟ୍‌ଡାଉନ୍ ନେଇ କୌଣସି ଖବର ପ୍ରସାରଣ କରିନାହିଁ। #ବ୍ରହ୍ମପୁର_ସଟ୍‌ଡାଉନ୍_ଖବର_ମିଛ#OTV ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ରହ୍ମପୁର ସହର ସଟଡାଉନ୍ ନେଇ ପ୍ରସାରିତ ହେଉଥିବା ଖବର ମିଛ #FakeNews #Odisha pic.twitter.com/r4imfQV7Zp — ଓଟିଭି (@otvkhabar) March 21, 2021 କେବଳ ଓଟିଭି […]

  • Thursday, 15 July 2021
corona
କରୋନା ଗ୍ରାଫ୍ ଉପରମୁହାଁ: ଦ୍ୱିତୀୟ ଲହର୍‌ ଆସିଯାଇଛି କହିଲେ ବିଶେଷଜ୍ଞ‌

ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣ ବଢାଉଛି ଚିନ୍ତା। ରାଜ୍ୟରେ ଗତ ଦୁଇଦିନ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ରହୁଥିବା ବେଳେ ଆଜି କିନ୍ତୁ ୯୮କୁ ଖସି ଆସିଛି। ତେବେ ୮ ଦିନର ବ୍ୟବଧାନ ପରେ ରାଜ୍ୟରେ ଆଉ ଏକ ଜୀବନ ନେଇଛି କରୋନା। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାରୁ ହୋଇଥିବା ବେଳେ ସେହି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ସଂକ୍ରମଣ ବ୍ୟାପୁଥିବାରୁ କଟକର ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ଟେଷ୍ଟକୁ […]

  • Thursday, 15 July 2021