• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

nasa2
'ନାସାର ରୋଭର୍‌ ଚ୍ୟାଲେଞ୍ଜ'ରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ନାସା ପାଇଁ ରୋଭର ପ୍ରସ୍ତୁତ କରିଥିବା ଓଡିଶାର ନାପସାଟ୍ ଟିମ୍‌କୁ ସମ୍ମାନଜନକ ପୁରସ୍କାର ମିଳିଛି। ହାଇସ୍କୁଲ ଡିଭିଜନରେ ଏହି ଟିମକୁ ବେଷ୍ଟ ଭିଡିଓଗ୍ରାଫି ଆୱାର୍ଡ ମିଳିଛି। ଭାରତର ପ୍ରଥମ ହାଇସ୍କୁଲ ଟିମ୍ ଭାବେ ଓଡିଶାକୁ ଏହି ପୁରସ୍କାର ମିଳିଛି। ସାରା ବିଶ୍ୱର ୮୭ଟି ଟିମ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ନାପସାଟ୍ ଟିମ୍ ତୃତୀୟସ୍ଥାନ ହାସଲ କରିଛି। କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଓଡିଶାର ବଛାବଛା ୧୦ଜଣ ଛାତ୍ରଛାତ୍ରୀ ନାସା […]

  • Thursday, 15 July 2021
night curfew
ଚେତାଇ ଦେଲେ ସିପି, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୋଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ, ୬୦ ଅଫିସର ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ ବୋଲି କହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ୍ ଦରକାର ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। […]

  • Thursday, 15 July 2021
Hyder
ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ

ଭୁବନେଶ୍ୱର: ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ। ହାଇଦର ଗିରଫ ଘଟଣାରେ OTVକୁ EXCLUSIVE ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍‌କୁ ଆଲର୍ଟ କରିଥିଲୁ। ସବୁ ସିସିଟିଭିକୁ ଛାନ୍‌ଭିନ୍‌ କରିବା ବେଳେ ସୁରାକ ମିଳିଥିଲା।  ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ  ସେ ଧରାପଡ଼ିଥିଲା। ହାଇଦରକୁ ତେଲେଙ୍ଗାନା ଟାସ୍କଫୋର୍ସ ମାଡ଼ିବସିଥିଲା। ହାଇଦ୍ରାବାଦ ଉପକଣ୍ଠ ଜହିରାବାଦ୍‌ରେ ତାକୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ବୋଲି ହାଇଦ୍ରାବାଦ ସିପି କହିଛନ୍ତି। […]

niranjan
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ। ନିରଞ୍ଜନ ପଟ୍ଟନାୟକଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ନେଇ ନିରଞ୍ଜନଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ତାଙ୍କର ରେଗୁଲାର ହାର୍ଟ ଚେକଅପ୍ ପାଇଁ ମେଡିକାଲରେ ଭର୍ତ୍ତି ହୋଛନ୍ତି। ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ […]

  • Thursday, 15 July 2021
rec=search
ବିଶେଷଜ୍ଞଙ୍କ ମତ: ଯେମିତି ବଢୁଛି, ସେମିତି କମିବ କରୋନା

ଭୁବନେଶ୍ୱର: ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ୍, ଛତିଶଗଡ଼ କରୋନା ପାଇଁ ଚାରିଆଡ଼େ ହାହାକାର। ସବୁଠି ଦୁର୍ଦ୍ଦଶାର ଦୟନୀୟ ଚିତ୍ର। କେଉଁଠି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ବେଡ୍ ନାହିଁ। ଆକ୍ରାନ୍ତଙ୍କୁ ଧରି ଧାଡ଼ିରେ ଶହ ଶହ ଆମ୍ବୁଲାନ୍ସ ତ କେଉଁଠି ଶବ ପାଇଁ ଶ୍ମଶାନରେ ବି ଜାଗା ମିଳୁନି। ଆଉ ଏସବୁ ଭିତରେ ଭୟକୁ ଦ୍ୱିଗୁଣ କରି ଆଜି ଦେଶରେ ଦୁଇ ଲକ୍ଷ ଡେଇଁ ଯାଇଛି। ଦୈନିକ ସଂକ୍ରମଣ ଦୁଇଦିନ ଧରି ହଜାରେ ଉପରେ ବି ଦୈନିକ ମୃତ୍ୟୁର ଧାରା। […]

  • Thursday, 15 July 2021
Hyder
ହଜାରେ କିଲୋମିଟର ଦୂରରେ ଲୁଚିଥିବା ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

କଟକ: ଶେଷରେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଗାଙ୍ଗଷ୍ଟର ସେଖ୍ ହାଇଦର। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଛି କଟକ ପୋଲିସ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ହାଇଦରକୁ ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି। ଗତ ଏପ୍ରିଲ […]

  • Thursday, 15 July 2021
shutdown
ଓଡ଼ିଶାକୁ ଫେରିଲା ସପ୍ତାହନ୍ତ ସଟ୍‌ଡାଉନ୍

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ପୁଣି କଠୋର ହେଲା କଟକଣା। ସାରା ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୧୭ ତାରିଖଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଗଲା। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଂଧ୍ୟା […]

  • Thursday, 15 July 2021
hospital
କେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଏକମାତ୍ର ରାସ୍ତା ?

କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଟିକାକରଣ ପାଇଁ ଦେଶରେ ଉପଲବ୍ଧ ହେବ ଋଷୀୟ ଟିକା ସ୍ଫୁଟନିକ୍ ଭି। ଏହି ଟିକାକୁ ଆଜି ଡିଜିସିଏର ଅନୁମୋଦନ ମିଳିଛି। ତେବେ ଏଭିତରେ କୋଭିଡ୍‌ର ନୂଆ ନୂଆ ଷ୍ଟ୍ରେନ୍ ସାଙ୍ଗକୁ ନୂଆ ନୂଆ ଲକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ଟିକେ ବି ଅସାବଧନତା ବିପଦକୁ ଡାକିପାରେ। ତେବେ ଆସନ୍ତୁ ଦେଖିବା କିଭଳି ଲକ୍ଷଣ ପାଇଁ କି ପଦକ୍ଷେପ ନେବେ? ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ମହାମାରୀର କେମିତି କରିବେ […]

  • Thursday, 15 July 2021
ramjan
ରମଜାନ ମାସ ପାଇଁ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ପବିତ୍ର ରମଜାନ ମାସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଏଥିଲାଗି ଖୁବ୍‌ଶୀଘ୍ର ଏସ୍ଓପି ଜାରି ହେବ। ଧାର୍ମିକ ଅନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ହେବ ନମାଜ ପାଠ। ଏଥିସହ ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ହୋଇଛି। ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ସିଏମ୍‌ସି ପକ୍ଷରୁ ମଧ୍ୟ ରମଜାନ […]

  • Thursday, 15 July 2021
bijaymahapatra
ହାଇଦର ଫେରାର ଫଛରେ ବଡ଼ ଅଫିସରଙ୍କ ହାତ: ବିଜୟ

ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି। ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ […]

Hyder
ହାଇଦରକୁ ଫେରାର କରାଇଛି କିଏ? ସୂଚନା ଦେଲେ କଟକ ଡିସିପି

କଟକ: ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି। […]

religious
ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି। ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି। […]

  • Thursday, 15 July 2021
medical
ଜରୁରୀ ନଥିଲେ ହସ୍ପିଟାଲ ନଆସିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ, କରୋନାର ଯେମିତି ଲଗାମ୍ ନାହିଁ। ଏପ୍ରିଲ୍ ପହିଲାରେ ୩୯୪ ପଜିଟିଭ୍, ଆଉ ଆଜି ୧୭୪୧ କେବଳ ଚଳିତ ମାସରେ ଆଜି ସୁଦ୍ଧା ବାହାରିଲେଣି ୧୦ ହଜାର ୩୮୫ ଜଣ ଆକ୍ରାନ୍ତ। ଗଲା ୨୪ ଘଣ୍ଟାରେ ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ତେବେ ଚମକାଇବା ଭଳି ଚିତ୍ର ଆସିଛି ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ। ହଠାତ୍ ଏଠାରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା […]

  • Thursday, 15 July 2021
cm
ପିପିଲି ଓ ଡେଲାଙ୍ଗ ବିକାଶ କଥା ମୁଁ ବୁଝିବି: ନବୀନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ବିଜେଡି ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ୍‌ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିଛନ୍ତି। ବସୁଆପୁର ପଞ୍ଚାୟତର କୁମାରପୁର ମେଲଣ ପଡିଆରେ ସଭା କରାଯାଇଥିଲା। ପିପିଲି ବ୍ଲକର ଦାଣ୍ଡମକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ଭର୍ଚୁଆଲ ବୈଠକର ଆୟୋଜନ ହୋଇଥିଲା। ୬ଟି ଜିଲ୍ଲା […]

  • Thursday, 15 July 2021
sambit-alligation
ପଳାତକ ଘୋଷିତ ଅପରାଧୀ ବିଜେଡି ପାଇଁ କରୁଛନ୍ତି ପ୍ରଚାର: ସମ୍ବିତ

ପିପିଲି: ପିପିଲିରେ ମୁକ୍ତ, ଅବାଧ ନିର୍ବାଚନରେ ବାଧକ ସାଜିଛି ପୋଲିସ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର। ଏମିତିକି ଅବାଧ ନିର୍ବାଚନ ଅଟକାଇବାକୁ ପୋଲିସ ସହାୟତାରେ ବିଜେଡି ଲାଗିଛି ବୋଲି କହିବା ସହ ପିପିଲିରେ ଭୟ, ଆତଙ୍କର ବାତାବରଣ ସୃଷ୍ଟି ପାଇଁ ପୋଲିସ ଚେଷ୍ଟିତ ବୋଲି କହିଛନ୍ତି। ଏମିତିକି କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ମଧ୍ୟ ବିଜେଡି ପାଇଁ ଲାଗିଛନ୍ତି ବୋଲି ଅଭିଯୋଗ ଆଣିବା ସହ ଫଟୋ ସହ ପ୍ରମାଣ ଦେଖାଇଛନ୍ତି। […]

  • Thursday, 15 July 2021
haider-ali
କେଉଁଠି ଲୁଚିଛି ହାଇଦର? ସାମନାକୁ ଆସିଲା ବଡ଼ ତଥ୍ୟ

କଟକ: ସାମନାକୁ ଆସିଲା ହାଇଦର ଫେରାର ପଛର କାହାଣୀ। ଗତ ଶନିବାର ଏସ୍‌ସିବି ମେଡିକାଲ ସର୍ଜରୀ ଓ୍ୱାର୍ଡର କ୍ୟାବିନ ନମ୍ବର ୫ରୁ କେମିତି ଫେରାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର? ସେଦିନ କଟକ ବଡ ମେିକାଲରେ ହାଇଦର କ୍ୟାବିନରେ ପହରା ଦେଉଥିବା ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଏତଲାରେ ବିସ୍ତୃତ ଭାବେ ସେଦିନର ଘଟଣାର ବିଷୟରେ ଉଲ୍ଲେଖ କରିଛନ୍ତି। ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା […]

  • Thursday, 15 July 2021
purandeswari
ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି: ପୁରନ୍ଦେଶ୍ୱରୀ

ପିପିଲି: ପିପିଲିରୁ ଆରମ୍ଭ ହେବ ପରିବର୍ତ୍ତନର ସ୍ୱର। ଏହି ଉପନିର୍ବାଚନରେ ବିଜେପିକୁ ଲୋକେ ଭୋଟ ରୂପରେ ଆର୍ଶୀବାଦ ଅଜାଡ଼ି ଦେଇ ଦଳକୁ ନିଶ୍ଚିତ ଭାବେ ବିଜୟୀ କରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ। ପିପିଲି ପାଇଁ ପ୍ରଚାର କରିବା ପରେ ଆଜି ସେ ଭୁବନେଶ୍ୱର ଛାଡ଼ିଛନ୍ତି। ଏହି ସମୟରେ ସେ କହିଛନ୍ତି, ନବୀନ ସରକାର ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି। ୨ ବର୍ଷ […]

  • Thursday, 15 July 2021
mask-chhecking
ମାସ୍କ ଫାଇନ୍‌ ବଢିଲା ୨ ଗୁଣା, ଧରାପଡ଼ିଲେ ଗଣିବ ୫ ହଜାର !

ଭୁବନେଶ୍ୱର: ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏଥିପାଇଁ ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ […]

  • Thursday, 15 July 2021
marriage
ବିବାହରେ ପ୍ରୋସେସନ୍‌ ସମ୍ପୂର୍ଣ୍ଣ ବନ୍ଦ, ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍‌ଲାଇନ୍ ଜାରି କରିଛି। ଗାଇଡ୍‌ ଲାଇନ୍‌ ଅନୁସାରେ, ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ଦୁଇ ପରିବାର, ପୂଜକ, […]

  • Thursday, 15 July 2021
OTV-portal-Prathama-jiwan
କରୋନା କଟକଣା ବନାମ ଶିକ୍ଷା: ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ପ୍ରଶାସନ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ମହାମାରୀର ଜାଲ ଭିତରକୁ ପୁଣି ଥରେ ଠେଲି ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ଗାଇଡ୍‌ଲାଇନ୍ ଉଲ୍ଲଂଘନ ଯୋଗୁଁ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆଦି ଗୋଟିଏ ପରେ ଗୋଟିଏ ସିଲ୍‌ ହେବାରେ ଲାଗିଛି। ସଂକ୍ରମଣ ଯୋଗୁଁ  କଲେଜ ଓ ସ୍କୁଲ ସାମୟିକ ଭାବେ ବନ୍ଦ କରାଯାଉଛି। […]

  • Thursday, 15 July 2021
cm-naveen
ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା: ନବୀନ

ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ, ସଟଡାଉନ କରିବାକୁ ପଡ଼ିଥିଲା। ଏବେ କୋଭିଡ୍‌ର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି। ଆମେ କୋଭିଡ଼ ନିୟମ ମାନିଲେ […]

kotia
ପୁଣି ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର

ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ ନିର୍ବାଚନ ସାରିବାକୁ ଆନ୍ଧ୍ର ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏହି ବୁଥ୍‌ରେ। ହେଲେ ଭୋଟ୍ ପଡ଼ିବା କ୍ଷଣି ଭୋଟିଂ ସେଣ୍ଟର ପରିସରରେ ମୁହାଁମୁହିଁ ହୋଇଗଲେ ଓଡ଼ିଶାର […]

report
ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ବସ୍, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି। ଆସିବାର ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ ରିପୋର୍ଟ ଜରୁରୀ। ଦୁଇ ଡୋଜ୍ ଟିକା ନେଇଥିଲେ ଓଡ଼ିଶା ପ୍ରବେଶକୁ ଅନୁମତି ମିଳିବ। ନେଗେଟିଭ ରିପୋର୍ଟ ନଥିଲେ ୭ ଦିନ କ୍ୱାରେଣ୍ଟିନ ରହିବାକୁ ପଡ଼ିବ। ସୁନ୍ଦରଗଡ଼, […]

  • Thursday, 15 July 2021
hike-corona
ମାସକରେ ୧୧ ଗୁଣା ବଢ଼ିଗଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣର ୩ଟି ଚିତ୍ର। ଫେବ୍ରୁୟାରୀ ୭ରେ ୭୨, ମାର୍ଚ୍ଚ ୭ରେ ୭୦, ଆଉ ଏପ୍ରିଲ୍ ୭ରେ ୭୯୧। ମାସକରେ କରୋନା ମାରିଛି ଲମ୍ବା ଡିଆଁ। ୧୧ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ବିସ୍ଫୋରକ ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ୍‌ର ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍। ଭୁବନେଶ୍ୱରରୁ ଭଦ୍ରକ, କଟକରୁ କଳାହାଣ୍ଡି ସବୁଠି କଡ଼ା ଚେକିଂ। ରାଜଧାନୀରେ ବିଏମ୍‌ସି ଓ […]

  • Thursday, 15 July 2021
hostel
ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼, ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼। ଏହି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି […]