• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Ekamra-Lit-Fest
ଆରମ୍ଭ ହେଲା ଏକାମ୍ର ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ

ଭୁବନେଶ୍ୱର; ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକାମ୍ର ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍‌ଘାଟନ କରିଛନ୍ତି। ଏସିଆର ପ୍ରଥମ କୁହାଯାଉଥିବା ଏହି ଅନ୍ତର୍ଜାତୀୟ ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ ୨ ଦିନ ଧରି ଚାଲିବ। ଫେଷ୍ଟିଭାଲରେ ବିଶ୍ୱର ବହୁ ଜଣାଶୁଣା କ୍ରୀଡାବିତ ଓ କ୍ରୀଡା ସାମ୍ବାଦିକ, ଲେଖକ ଓ ସମୀକ୍ଷକ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଥଲେଟ ବେନ୍ ଜନସନ୍, ସୁଇମର୍ ଷ୍ଟିଫାନି ରାଇସ୍, ରେସଲର୍ ଯୋଗେଶ୍ୱର ଦତ୍ତ, ବଜରଙ୍ଗ ପୁନିଆ, ଜାଭେଲିନ୍ […]

  • Friday, 16 July 2021
t1
ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଏଏସ୍‌ଆଇ

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଏଏସ୍ଆଇ ବିଜେଶ୍ୱର ପଣ୍ଡା। ୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡ଼ିଛନ୍ତି ବିଜେଶ୍ୱର। ଏଏସ୍ଆଇ ବିଜେଶ୍ୱର ଏକ ମାରପିଟ୍ କେସ୍‌ର ରଫାଦଫା କରିବା ସହିତ ଥାନାରେ ହିଁ ଜାମିନ୍ ମିଳିଯିବା କହି ଖଡ଼ିଆଳ କୁଅଁରପଡ଼ାର ଭବାନୀ ଶଙ୍କର ଅଦାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ୪ ହଜାର ଟଙ୍କା ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ଭିଜିଲାନ୍ସର ଦୁଇ ଜଣିଆ […]

  • Friday, 16 July 2021
basant
ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ: ବିଜେପି

ଭୁବନେଶ୍ୱର: ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ମିଲର୍ସଙ୍କ ଚାଷୀ ମାରଣ ନୀତିକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟରେ ଫସଲହାନୀ ଓ ଋଣ ଭାରରେ ଚାଷୀ ଆତ୍ମହତ୍ୟା ବଢ଼ୁଥିବା ବେଳେ ସରକାର ଏହାକୁ ମାନୁ ନଥିବା ଦଳ ଅଭିଯୋଗ କରିଛି। ଚାଷୀଙ୍କ ଭାଗ୍ୟ ମିଲର୍ସଙ୍କ ପାଖରେ ବନ୍ଧା ପଡ଼ିଥିବା ବେଳେ ଯୋଗାଣ ମନ୍ତ୍ରୀ ଅସହାୟ ହୋଇପଡ଼ିଛନ୍ତି। ତୃତୀୟ ମହଲାର କୋଟେରୀ ଦ୍ୱାରା ମିଲର୍ସ ପରିଚାଳିତ ହେଉଛନ୍ତି ବୋଲି ଆଜି ଏକ ଖବରଦାତା ସମ୍ମିଳନୀରେ […]

  • Friday, 16 July 2021
avijit
ଆସନ୍ତାକାଲି ପୁଣି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍‌

ଭୁବନେଶ୍ୱର: ଆଜି ସତ୍ୟପାଠ ଦେଇ ନପାରିବାରୁ ଆସନ୍ତାକାଲି ପୁଣି ଥରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍ ଆୟାର ମିତ୍ର। ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଜିତ୍ ଆଜି ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। କମିଟି ଆଗରେ ହାଜର ହେବା ପରେ ସେ କିଛି ସମୟ ମାଗିଥିଲେ ବି ଆଜି ସତ୍ୟପାଠ ଦାଖଲ କରିପାରିନଥିଲେ। ତେଣୁ ଗୃହ କମିଟି ତାଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ […]

  • Friday, 16 July 2021
NAVEEN
ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ର ଅଣଦେଖା କରୁଛି: ନବୀନ

ଭୁବନେଶ୍ୱର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ପୁଣି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡ଼ିଶାର ହକ୍। ଏହାକୁ ହାସଲ ପାଇଁ ଲଢ଼େଇ ଜାରି ରହିବ। ଭୁବନେଶ୍ୱରରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରି ନବୀନ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ଏକାଠି ସରକାର ଗଢ଼ିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର […]

  • Friday, 16 July 2021
choppeer
ଡିଜିସିଏ କ୍ଲିନ୍‌ ଚିଟ୍‌ ପରେ ଗୋଟିଏ ହେଲିକପ୍ଟରକୁ ସିଲ୍‌ କରାଯିବା ନେଇ ଆପତ୍ତି ଉଠାଇଲେ ବୈଜୟନ୍ତ

ଭୁବନେଶ୍ୱର: ପୁରୀ ପୁଲିସ୍‌ର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ୍ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଡିଜିସିଏର କ୍ଲିନ୍ ଚିଟ୍ ସତ୍ତ୍ୱେ ଇମ୍ଫା ଏଭିଏସନ୍‌ର ଗୋଟିଏ ହେଲିକପ୍ଟରକୁ ଅଧିକ ତଦନ୍ତ ଆଳରେ ପୁରୀ ପୁଲିସ୍ ସିଲ୍ କରି ରଖିଛି। ତେବେ କେଉଁ ଉଡ଼ାଣ ନିୟମର ଉଲ୍ଲଙ୍ଘନର ତଦନ୍ତ କରିବାକୁ ଚାହୁଁଛି ପୁଲିସ୍, ତାହା ସ୍ପଷ୍ଟ କରୁ ବୋଲି ବୈଜୟନ୍ତ ଦାବି କରିଛନ୍ତି। ନଚେତ୍ ହେଲିକପ୍ଟରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବାବଦକୁ ପୁଲିସ ଓ ପ୍ରଶାସନିକ […]

  • Friday, 16 July 2021
high-court-up
ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ୩ ନେତା ହାଇକୋର୍ଟ ବାରରୁ ବହିଷ୍କୃତ

କଟକ: ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍‌ଗୋ, ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ବାର୍ କାଉନ୍‌ସିଲ୍‌ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ହାଇକୋର୍ଟ […]

  • Friday, 16 July 2021
c1
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ମିଳିଲା ଅଧିକ ସମୟ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ଅଧିକ ସମୟ ଦିଆଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଜମାକାରୀମାନେ ଚିଟ୍‌ଫଣ୍ଡ କମିଶନ ଜଷ୍ଟିସ୍‌ ମଦନ ମୋହନ ଦାସଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ। ପୂର୍ବରୁ କମିଶନଙ୍କ ପକ୍ଷରୁ ୮ଲକ୍ଷ ୧୭ହଜାର ସତ୍ୟପାଠ ହସ୍ତଗତ ହୋଇଥିଲା। ଏହାପରେ ନଭେମ୍ବର ୧୬ରେ ଜମାକାରୀ ମାନେ ସାନି ସତ୍ୟପାଠ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା। ଏହି ସମୟ […]

  • Friday, 16 July 2021
constable-up
ମାଡ଼ ମାରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ପୁଲିସକୁ ଓକିଲଙ୍କ ମାଡ଼ ଅଭିଯୋଗ ମାମଲା। ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ୨ ପୁଲିସ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଅାଣି ମହାସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମହାସଂଘ ଅଭିଯୋଗ କରିଛି ଯେ, ସିସିଟିଭିରେ ଓକିଲ ମାଡ଼ ମାରିଥିବା ଦୃଶ୍ୟ ରେକର୍ଡ ହୋଇଛି। ତେଣୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଅାନଗଲେ କାର୍ଯ୍ୟବନ୍ଦ ସହ ମଉନ ପ୍ରତିବାଦ କରାଯିବ ବୋଲି ମହାସଂଘ ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି। ଦରକାର […]

  • Friday, 16 July 2021
b1
ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗିର ଗସ୍ତକୁ ନେଇ ଉତ୍ସାହିତ କର୍ମୀ

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଜେପି କ୍ୟାମ୍ପ୍‌ ଚଳଚଞ୍ଚଳ ହୋଇ ଉଠିଛି। ବଲାଙ୍ଗିର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ବିଜେପି ନେତା ଏବଂ କର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି। ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବିଜେପି କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି। ମୋଦିଙ୍କ ଓଡ଼ିଶା ଗସ୍ତ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ସପକ୍ଷକୁ ସୁହାଇବ ବୋଲି ଦଳ ଆଶା ରଖିଛି। ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ […]

  • Friday, 16 July 2021
woman rape
ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ପାଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ପାଟ ଅଭିଯୋଗ । ୪ ଜଣ ଯୁବକ ବାଇକ୍‌ରେ ଅାସି ସଂପୃକ୍ତ ମହିଳାଙ୍କୁ ଫୁଲବାଣୀରେ ପହଞ୍ଚାଇଦେବେ ବୋଲି କହିଥିଲେ। କିନ୍ତୁ ଟିକାବାଲିରୁ ଫେରାଇ ଅାଣି ହାତଗୋଡ଼ ବାନ୍ଧି ସଂପୃକ୍ତ ଯୁବକ ମାନେ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଜାଣନ୍ତୁ ପୁରା ଘଟଣା କଣ ଥିଲା – ଆଜି ସକାଳେ ଚକାପାଦ ଥାନା ଅଞ୍ଚଳର ଜଣେ ମହିଳା […]

  • Friday, 16 July 2021
bjd
ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ ; ଚିତ୍‌ପଟାଙ୍ଗ ମାରିପାରେ ବିଜେଡି !

ଭୁବନେଶ୍ୱର : ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ। ବିଜେଡି ପାଇଁ ପୁଣି ବଜାଇଛି ସତର୍କ ଘଣ୍ଟି। ରାଜ୍ୟରେ ବିଜେଡି ପ୍ରତି ସମର୍ଥନ ଆଶାତୀତ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ଆଜି ନିର୍ବାଚନ ହେଲେ ସାଂଘାତିକ ଘାଟାରେ ପଡିପାରେ ବିଜେଡି। ଗତ ସେପ୍ଟେମ୍ବରରେ ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ୧୯ରେ ବିଜେଡି ୬ଟି ଲୋକସଭା ଅାସନ ଜିତିବା ନେଇ ପୂର୍ବାନୁମାନ କରାଯାଇଥିଲା। ରାଜ୍ୟର ୨୧ ଅାସନ ମଧ୍ୟରୁ ଏନ୍‌ଡିଏ ୧୩ ଓ ୟୁପିଏ ୨ଟି […]

  • Friday, 16 July 2021
bank
ବ୍ୟାଙ୍କରେ ନିଆଁ ଲାଗି ପୋଡ଼ିଗଲା କମ୍ପ୍ୟୁଟର, ଆସବାବପତ୍ର

ଗଞ୍ଜାମ: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପାଇଲିପଡ଼ା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବ୍ୟାଙ୍କର କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ି ନାହିଁ।

  • Friday, 16 July 2021
central team
ତିତ୍‌ଲି ବାତ୍ୟା କ୍ଷୟକ୍ଷତିର ଅାକଳନ ପାଇଁ ଅାସିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ତିତ୍‌ଲି ବାତ୍ୟା କ୍ଷୟକ୍ଷତିର ଅାକଳନ ପାଇଁ ଅାସିଲା କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ଏସ୍. କେ. ସାହିଙ୍କ ନେତୃତ୍ୱରେ ଅାସିଥିବା ୭ଜଣିଅା ଟିମ୍ ଅାଜି ଗଂଜାମ ଜିଲ୍ଲାରେ କ୍ଷୟକ୍ଷତିର ଅାକଳନ କରିଛନ୍ତି। ଅାସନ୍ତା କାଲ ଟିମ୍ ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଦୁଇ ଜିଲ୍ଲାର ପ୍ରଶାସନ ଏହି କେନ୍ଦ୍ରୀୟ ଟିମ୍‌ଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାରେ ସହାୟତା କରିବେ। ଟିମ୍‌ ଦୁଇ ଦିନ ଧରି ଦୁଇ ଜିଲ୍ଲାରେ ତିତ୍‌ଲି […]

  • Friday, 16 July 2021
a1
ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ରତିବାଦ

କେନ୍ଦୁଝର: ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ରତିବାଦ ଜାରି ରହିଛି।  ଗତକାଲି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍‌ ଧନୁର୍‌ଜୟପୁର ପଞ୍ଚାୟତର କୁସଟିକିରି ଗାଁର ଅଙ୍ଗନବାଡ଼ି କର୍ମୀ କିରଣବାଳା ବାଇକ୍‌ରେ ବସି ଯାଉଥିବା ବେଳେ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ହାଟଡିହି ବ୍ଲକ୍‌ ପରିସରରେ ମୃତଦେହକୁ […]

  • Friday, 16 July 2021
baijayanta
ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅାଳି ପରେ ବାଲେଶ୍ୱରରେ ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ସ୍ଥିତି ଦିନକୁ ଦିନ ଖରାପରୁ ଦୟନୀୟ ଅାଡ଼କୁ ଗତି କରୁଛି। ଖାରବେଳ ନିର୍ବାଚନ କମିଶନଙ୍କ ପାଖରେ ଏନେଇ ଅଭିଯୋଗ କରିବା ଦରକାର ବୋଲି ବୈଜୟନ୍ତ ଚ୍ୱିଟରରେ ଲେଖିଛନ୍ତି । ନିର୍ବାଚନ ପାଖେଇ ଅାସୁଥିବା ବେଳେ ରାଜ୍ୟରେ ରାଜନୈତିକ ହିଂସା ବଢିବାରେ ଲାଗିଛି । ବିଶେଷ କରି ଶାସକ ଦଳର ଗୁଣ୍ଡାମାନେ ବିରୋଧୀ ଦଳ ନେତାଙ୍କ ଉପରେ […]

  • Friday, 16 July 2021
blast
ବାଣ ଭିଡ଼ିବା ବେଳେ ବିସ୍ଫୋରଣ

ବାଲିପାଟଣା : ଦୀପାବଳି ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ଅଘଟଣ। ବାଲିପାଟଣା ନୂଅାସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ଜ୍ଞାନେନ୍ଦ୍ର ମିଶ୍ର ଓ ଲକ୍ଷ୍ମୀପ୍ରିୟା ମିଶ୍ର। ଏହାଛଡ଼ା ବିସ୍ଫୋରଣରେ ୨ ଜଣ ଗୁରୁତର ଅାହତ ହୋଇଛନ୍ତି।  ଅାହତଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ଟିମ୍ […]

  • Friday, 16 July 2021
drought
୯ ଜିଲ୍ଲାରେ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲା ମରୁଡ଼ି ଦ୍ୱାରା ପ୍ରଭାବିତ। ଅାଜି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ୯ଟି ଜିଲ୍ଲାର ୬୬ ଟି ବ୍ଲକ୍‌ ଏବଂ ୧୬ଟି ପୌରାଞ୍ଚଳରେ ମରୁଡ଼ି ହୋଇଛି। ମରୁଡ଼ି ଘୋଷିତ ୯ଟି ଜିଲ୍ଲା ହେଉଛି ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଅାପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ୬୬ଟି ବ୍ଲକ୍‌ ଓ ୧୬ଟି ପୌରାଞ୍ଚଳର ୫୬୩୩ଟି ଗାଁ ମରୁଡ଼ି ଘୋଷଣା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ୨ ଲକ୍ଷ ୩୩ […]

  • Friday, 16 July 2021
puri
ଇଚ୍ଛାମୃତ୍ୟୁ ପାଇଁ ସେବାୟତ କଲେ ଆବେଦନ

ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀ ଶ୍ରୀମନ୍ଦିରରେ ସେବକମାନେ ଭକ୍ତଙ୍କ ଠାରୁ ଦାନ ଓ ଦକ୍ଷିଣା ପାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଅାର୍ଥିକ ଅନଟନ ମଧ୍ୟରେ ଜୀବନଯାପନ କରୁଥିବା ଅଭିଯୋଗ କରିଛନ୍ତି ସେବାୟତ। ଏହାକୁ ନେଇ ଇଚ୍ଛାମୃତ୍ୟୁର ନିଷ୍ପତ୍ତି ନେଇଛନ୍ତି ସେବାୟତ ନରସିଂହ ମିଶ୍ର ପୂଜାପଣ୍ଡା। ତାଙ୍କର ପରିବାର ସଂଖ୍ୟା ୧୨ ଜଣ ହୋଇଥିବାବେଳେ ଏବେ ଚଳିବା କଷ୍ଟକର ହୋଇ ପଡିଥିବା ସେ କହିଛନ୍ତି। ଏପରିକି ନିରାଶ ହୋଇ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଇଚ୍ଛାମୃତ୍ୟୁ […]

  • Friday, 16 July 2021
nikita
ଆସିଲା ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୁଲିସ୍‌ର ହସ୍ତଗତ ହୋଇଛି। ନିକିତା ଉଚ୍ଚସ୍ଥାନରୁ ତଳେ ପଡ଼ିବା ପରେ ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଫେରାର୍ ଥିବା ପୁଲିସ୍‌ କହିଛି। ଘଟଣାର ତଦନ୍ତ ଚାଲିଥିବାବେଳେ ଆବଶ୍ୟକ ପଡ଼ିଲେ ଉଭୟ ଶାଶୂ ଓ ଶ୍ୱଶୁରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

  • Friday, 16 July 2021
sri mandira
ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି

ଭୁବନେଶ୍ୱର : ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଓ ପୁଲିସ ବନ୍ଧୁକ ଧରି ଓ ଜୋତା ପିନ୍ଧି ମନ୍ଦିର ଭିତରେ ପଶିବା ମାମଲାରେ ଘୁଞ୍ଚିଲା ଶୁଣାଣି। ଅାସନ୍ତା ନଭେମ୍ବର ୩୦ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଅାମିକସ୍‌କ୍ୟୁରୀ ଅସୁସ୍ଥ ଥିବାରୁ ମାମଲାର ଶୁଣାଣି ଘୁଂଚାଯାଇଛି। ପୂର୍ବ ଶୁଣାଣିରେ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ କୋର୍ଟ କହିଥିଲେ। ଗତ ୩ ତାରିଖରେ ପୁରୀ […]

  • Friday, 16 July 2021
black flag
ସମ୍ବଲପୁରରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ବିରୋଧ

ସମ୍ବଲପୁର  : ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି। ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍‌ସିଏଲ୍ ଫାଟକ ଅାଗରେ କଳାପତାକା ପ୍ରଦର୍ଶନ କରିଛନ୍ତି ଅାଇନଜୀବୀ। ବିରୋଧ ଭିତରେ ବୈଠକକୁ ଯାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର। ଓକିଲଙ୍କ ବିରୋଧ ଚେତାବନୀକୁ ନେଇ ମନ୍ତ୍ରୀଙ୍କ ବୈଠକ ସ୍ଥଳ ବଦଳି ଥିଲା।    

  • Friday, 16 July 2021
sagarmala project protest
ସାଗର ମାଳା ପ୍ରକଳ୍ପକୁ ବିରୋଧ କରିବ ଓଡିଶା ପାରମ୍ପରିକ ମତ୍ସଜୀବୀ ସଂଘ

ଭୁବନେଶ୍ୱର : ସାଗର ମାଳା ପ୍ରକଳ୍ପ ଦ୍ୱାରା ଉପକୂଳ ଅଂଚଳରେ ପରିବେଶ ଧ୍ୱଂସ ହେବ। ମତ୍ସ୍ୟଜୀବୀମାନେ ଜୀବୀକା ହରାଇବା ସହ ମତ୍ସ ସମ୍ପଦ ଓ ଜଙ୍ଗଲ ସମ୍ପଦ ଧ୍ୱଂସ ପାଇବା ଅାଶଙ୍କା ରହିଛି। ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବ ଓଡିଶା ପାରମ୍ପରିକ ମତ୍ସଜୀବୀ ସଂଘ। ଏନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଅାଯାଇଛି।  

  • Friday, 16 July 2021
unity run
ଲୌହ ମାନବଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକତା ଦୌଡ଼

ଭୁବନେଶ୍ୱର : ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଦେଶର ବିଭିନ୍ନ ସ୍ଥାନରେ ଏକତା ଦୌଡର ଅାୟୋଜନ କରାଯାଇଛି। ଭୁବନେଶ୍ୱରରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମଞ୍ଚେଶ୍ୱର ସ୍ଥିତ ରେଲୱେ ଷ୍ଟାଡିୟମରୁ ଇଷ୍ଟକୋଷ୍ଟ ରେଲୱେ  ଅଡିଟୋରିୟମ ପର୍ଯ୍ୟନ୍ତ ଏକତା ଦୌଡର ଅାୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ଯୁବକ ଓ ବିଭିନ୍ନ ବୟସ ବର୍ଗର ଲୋକେ ଏହି ଏକତା ଦୌଡରେ ସାମିଲ ହୋଇଛନ୍ତି। ସେପଟେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ […]

  • Friday, 16 July 2021
puri1
୨୫୦ ଏନ୍.ସି.ସି କ୍ୟାଡେଟ୍‌ଙ୍କ କୋଣାର୍କ ଅଭିମୁଖେ ଯାତ୍ରା

ପୁରୀ: ଅଲ୍‌ ଇଣ୍ଡିଆ କୋଷ୍ଟାଲ ଟ୍ରେକିଂର ଆଜି ଦ୍ୱିତୀୟ ଦିନରେ ୨୫୦ଜଣ ଏନ୍.ସି.ସି କ୍ୟାଡେଟ୍‌ କୋଣାର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହାକୁ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଫ୍ଲାଗ୍‌ ଅପ୍ କରି ଶୁଭାରମ୍ଭ କରିଥିଲେ। ବିଶେଷ କରି ଏନ୍.ସି.ସି କ୍ୟାଡେଟ୍‌ଙ୍କର ସାହସ ବଢ଼ାଇବା ଏବଂ ପ୍ରତିକୂଳ ପରିସ୍ଥିତିକୁ ସେମାନେ କିପରି ସାମ୍ନା କରିପାରିବେ, ତାକୁ ନେଇ ପ୍ରତିବର୍ଷ କୋଷ୍ଟାଲ ଟ୍ରେକିଂ କରାଯାଇଥାଏ। ଏହି ଟ୍ରେକିଂ ମାଧ୍ୟମରେ ଏନ୍.ସି.ସି. କ୍ୟାଡେଟଙ୍କ ଅନୁଶାସନ ଉପରେ ଗୁରୁତ୍ୱ ଦିଆଯାଏ। […]

  • Friday, 16 July 2021