• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

madras
ସମସ୍ୟା ଘେରରେ ସରକାରୀ ମଦ୍ରାସା

ଯାଜପୁର  : ଅବହେଳିତ ଯାଜପୁର ଜିଲ୍ଲା ବିଞ୍ଝାରପୁରର ମଦ୍ରାସା। ରାଜ୍ୟର ଏହା ଏକମାତ୍ର ମଦ୍ରାସା ଯେଉଁଠି ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠପଢାଯାଏ। ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିବା ଭଲ । ଛାତରୁ କଂକ୍ରିଟ୍ ଖସି ରଡ୍ ଦିଶୁଛି । ଛୋଟିଅା ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି ପିଲା । ଅାବଶ୍ୟକ ଶ୍ରେଣୀ ଗୃହ ଓ ଶୌଚାଳୟ ନଥିବାରୁ ସମସ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ। ଖେଳ ପଡିଅା ସହ ଭିତ୍ତିଭୂମିର ଅଭାବ […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍‌ର ଛାନଭିନ୍ ଆରମ୍ଭ

କଟକ : ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ। ଆଜି ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି। ପୁଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ ଯାଇ ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି। ଛାତ ଉପର ବୁଲି ଦେଖିବା ସହ ସେ କେଉଁଠି ଏବଂ କିଭଳି ପଡ଼ିଲେ ସେନେଇ ଟିମ୍ ଅନୁଧ୍ୟାନ କରିଛନ୍ତି। ଏହାସହ ଘଟଣାକୁ ନେଇ ନିକିତାଙ୍କ ଶାଶୁ ଶ୍ୱଶୁରଙ୍କୁ ପଚରାଉଚୁରା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଗତକାଲି […]

  • Friday, 16 July 2021
wine-prpotest-up
ମଦ ବିକ୍ରିକୁ ନେଇ ତେଜିଲେ ମହିଳା

ଭଦ୍ରକ  : ମଦକୁ ନେଇ ତେଜିଲେ ମହିଳା। ବେଅାଇନ ମଦ ବିକ୍ରିକୁ ନେଇ ଅାନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବ୍ରାହ୍ମଣ ଗାଁ ବଜାରରେ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଯାହାକ ନେଇ ଗାଁର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିରୋଧ ହୋଇ ଅାସୁଥିଲା। ଏହାର ପ୍ରତିବାଦ କରି ଶତାଧିକ ମହିଳା ବେଅାଇନ ମଦ ବିକ୍ରି କରୁଥିବା ବେପାରୀକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରୁ […]

  • Friday, 16 July 2021
bb1
ଦେଶର ଅର୍ଥନୀତି ସମୃଦ୍ଧିରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ: ନନ୍ଦକିଶୋର ସିଂହ

ଭୁବନେଶ୍ୱର: ଦେଶର ଅର୍ଥନୀତି ସମୃଦ୍ଧ କରିବାରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଅର୍ଥନୀତିର ବିକାଶ ଲାଗି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ କହିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନନ୍ଦକିଶୋର ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଗସ୍ତ ଅବସରରେ ନନ୍ଦକିଶୋର ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ବିକାଶ ପ୍ରସଙ୍ଗ ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ। ପଞ୍ଚଦଶ ଅର୍ଥ କମିଶନ […]

  • Friday, 16 July 2021
lawyer2-up
ଥମୁନି ଓକିଲ ଅାନ୍ଦୋଳନ ; ବିବାଦ ନେଇ ବାହାରିପାରୁନି ସମାଧାନ

କଟକ :   ଓକିଲଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଏବେବି ଥମିବାର ନା ନେଉନି। ଅାଜି ମଧ୍ୟ ହାଇକୋର୍ଟ ଅାଗରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ। ହାଇକୋର୍ଟର ବିଭିନ୍ନ ଫାଟକରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସେମାନେ ହାଇକୋର୍ଟ ଭିତରକୁ ଅାସୁଥିବା ଅାଇନଜୀବୀଙ୍କ ପରିଚୟପତ୍ର ଦେଖିବା ପରେ ଭିତରକୁ ଛାଡୁଛନ୍ତି। ତେବେ ଅାଜି  ଶାନ୍ତିପୂର୍ଣ୍ଣ ଭାବେ ଅାନ୍ଦୋଳନ ଚାଲିଛି। ହାଇକୋର୍ଟ ପରିସରରେ ବିଜୁ ଲିଗାଲ ଫ୍ରଣ୍ଟର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ବିବାଦ ନେଇ ବର୍ତ୍ତମାନ ସୁଦ୍ଧା କୌଣସି […]

  • Friday, 16 July 2021
sagaria-2
ବିଧାୟକ ପଦରୁ ଇସ୍ତଫା ଦେବେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା

ଭୁବନେଶ୍ୱର : ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା।  ବାଚସ୍ପତିଙ୍କୁ  ଭେଟିବା ପାଇଁ ବିଧାନସଭାକୁ ଯାଇଥିଲେ ଶଗରିଅା । ହେଲେ ବାଚସ୍ପତି ତାଙ୍କ ଅଞ୍ଚଳ ଗସ୍ତରେ ଥିବାରୁ ସେ ଅାସନ୍ତା ୬ତାରିଖରେ ସମୟ ଦେଇଛନ୍ତି। ଶଗରିଅା ଅାସନ୍ତା ୬ତାରିଖରେ  ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେବେ। କୁନ୍ଦୁଲି ଗଣଦୁଷ୍କର୍ମ ଓ ଅାତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେବେ ବୋଲି  ଭୁବନେଶ୍ୱରରେ ଏକ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ଶଗରିଅ। ଶଗରିଅା […]

  • Friday, 16 July 2021
k2
ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

କଳାହାଣ୍ଡି: କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ୧୨ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଓକିଲ ସଙ୍ଘ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିଛନ୍ତି। ଏହି ବନ୍ଦ ଯୋଗୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ କୋର୍ଟ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସକାଳୁ ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି […]

  • Friday, 16 July 2021
e-odisha-up
ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା କି ଟ୍ରାନ୍ସପେରାନ୍ସି ?

ଭୁବନେଶ୍ୱର : ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା ଟ୍ରାନ୍ସପେରାନ୍ସି ବା ସ୍ୱଚ୍ଛତା । ସରକାରୀ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ସିଧାସଳଖ ଇଣ୍ଟରନେଟ୍ ଯୋଗେ ଜାଣିବାକୁ ପ୍ରଚଳିତ ହୋଇଥିଲା ଇ-ଡେସପାଚ୍।  ହେଲେ ବିଭାଗୀୟ ମୁଖ୍ୟ ହୁଅନ୍ତୁ କି ରାଜ୍ୟ ପ୍ରଶାସନ ମୁଖ୍ୟଙ୍କ ତାଗିଦ୍ ନଥିବାରୁ ଲଗାମ ଛଡ଼ା ହୋଇଛି ଏ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କଣ ନିଅାଯାଉଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ? କେଉଁ ଅଫିସରଙ୍କ ନିକଟକୁ ଗଲା କେଉଁ ବିଭାଗର ଫାଇଲ୍ […]

  • Friday, 16 July 2021
tiger
ଟ୍ରାଙ୍କୁଲାଇଜ୍‌ ପରେ ନନ୍ଦନକାନନକୁ ଅାସିବ ‘ସୁନ୍ଦରୀ’

ଭୁବନେଶ୍ୱର : ଟ୍ରାଙ୍କୁଲାଇଜ୍‌ ପରେ ସାତକୋଶିଅାରୁ ନନ୍ଦନକାନନକୁ ଅାସିବ ବାଘୁଣୀ ସୁନ୍ଦରୀ। ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ମନ୍ତ୍ରୀ କହିଛନ୍ତି ଯଦି ବାଘୁଣୀକୁ ନନ୍ଦନକାନନରେ ରଖିବା ଲାଗି NTCA କର୍ତ୍ତୃପକ୍ଷ ରାଜି ନହୁଅନ୍ତି, ତେବେ ତାକୁ ପୁଣି ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଅାଯିବ। ସାତକୋଶିଅା ଅଭୟାରଣ୍ୟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବିଶେଷଜ୍ଞ ଟିମ୍ ଉଦ୍ୟମ କରୁଥିଲେ ବି ଏ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେପଟେ ବାଘୁଣୀ ସୁନ୍ଦରୀ ସମ୍ପର୍କରେ […]

  • Friday, 16 July 2021
politics-up
କଟକରେ ବିଜେଡି ଲିଗାଲ ସେଲ୍-ଅାନ୍ଦୋଳନକାରୀ ଓକିଲ ହାତାହାତି

କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍‌ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି ସମୟ ପାଇଁ ହାଇକୋର୍ଟ ପରିସରରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ମାସ ଧରି ଚାଲିଥିବା କାର୍ଯ୍ୟବନ୍ଦ ଅାନ୍ଦୋଳନରୁ ଓହରି ବିଜେଡି ଲିଗାଲ୍ ଫ୍ରଣ୍ଟ ସଦସ୍ୟ ଅାଜି କାମରେ  […]

  • Friday, 16 July 2021
dhabaleswar2-up
ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼

କଟକ : ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ କଟକ ଜିଲ୍ଲା ବାବା ଧବଳେଶ୍ୱର ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ରଖି ମହାଦେବଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ। ଅାଜି ଧବଳେଶ୍ୱର ପୀଠରେ ଭୋର ୩ଟାରୁ ମନ୍ଦିରର ସମସ୍ତ ନୀତି ସମାପନ କରାଯାଇ ମଙ୍ଗଳ ଅାଳତି ଏବଂ ଖେଚୁଡି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା […]

  • Friday, 16 July 2021
mla
ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର। ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍‌ ଆରୋହୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବା ବେଳେ ଲାଲପାରା ନିକଟରେ ଏକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏହା ପରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ଧାନ ବିଲ ଭିତରକୁ ପଶି ଯାଇଥିଲା। ତେବେ […]

  • Friday, 16 July 2021
j1
ବିଚ୍‌ ରାସ୍ତାରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ!

ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା। ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଭତଲମା ଗାଁର ଅଶୋକ ଦଣ୍ଡସେନା ଏବଂ ସ୍ତ୍ରୀ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ […]

  • Friday, 16 July 2021
2
ବିନା ବିଦ୍ୟୁତ୍‌ରେ ଲମ୍ବା ବିଲ୍‌

ରାୟଗଡ଼ା: ଘର ଘରକୁ ବିଜୁଳି ଆଲୋକ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଲୋକେ ଯୋଜନାର ସୁଫଳ ଉଠାଇ ପାରୁନାହାନ୍ତି। ଏପରିକି ବିଦ୍ୟୁତ୍‌ ସଂଯୋଗ ନହୋଇ ଲମ୍ବା ବିଦ୍ୟୁତ୍‌ ବିଲ୍‌ର ଚିଠା ଆସିଛି। ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନାରେ ଗାଁରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଇଛି। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଏମିତି କହିଲେ ପୁଲିସ୍‌ କମିଶନର

କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯଦି ରିପୋର୍ଟ କିଛି ସେଇ ପ୍ରକାର ଆସେ, ଯେଉଁ ଫଳରେ କେସ୍‌କୁ ଟର୍ଣ୍ଣ କରି ହେବ। ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି […]

  • Friday, 16 July 2021
a1
କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର […]

  • Friday, 16 July 2021
chaga
NSAରେ ବୁକ୍‌ ହେଲା ଦୁର୍ଦ୍ଦାନ୍ତ ଅପରାଧୀ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ସାହୁ ଓରଫ ଚଗ ଜାତୀୟ ନିରାପତ୍ତା ଆଇନ ବା NSAରେ ବୁକ୍ ହୋଇଛି। ଜାତୀୟ ନିରାପତ୍ତା ଆଇନ୍‌ରେ ଚଗ ବୁକ୍‌ ହୋଇଥିବା ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ  ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତାକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଛି। ପୁଲିସ୍‌ର ସୂଚନା ଅନୁସାରେ, ଚଗ କଟକ, ଜଗତପୁରର ସିଂହପୁର ଅଞ୍ଚଳରେ ଡକାୟତି, ବୋମାମାଡ଼, ଦାଦାବଟି ଆଦି ମାମଲାରେ ସଂପୃକ୍ତ ସହ ଆତଙ୍କରାଜ ସୃଷ୍ଟି କରୁଥିଲା। […]

  • Friday, 16 July 2021
ctc
କଟକ ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

କଟକ: କଟକରେ ମହାପ୍ରୟାଣ ଯୋଜନାରେ କଳଙ୍କି ଲାଗିଛି। ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଗାଡ଼ି ବ୍ୟବହାର ନହୋଇ ପଡ଼ି ରହିଛି। ଆର୍‌ଟିଆଇ ତଥ୍ୟ ମୁତାବକ ୨ବର୍ଷରେ ସିଟି ହସ୍ପିଟାଲ୍‌ରେ ମାତ୍ର ୫ଥର ମହାପ୍ରୟାଣ ଗାଡ଼ି ବ୍ୟବହାର ହୋଇଛି। ଏହାକୁ ନେଇ କର୍ତ୍ତୃପକ୍ଷ ଅଜବ ଯୁକ୍ତି ବାଢ଼ିଛନ୍ତି। କଟକ ସିଟି ହସ୍ପିଟାଲ ଓ ଶିଶୁ ଭବନରେ ମହାପ୍ରୟାଣ ଗାଡ଼ି ଖତ ଖାଉଛି। ଆର୍‌ଟିଆଇ ତଥ୍ୟ ଅନୁସାରେ ସିଟି ହସ୍ପିଟାଲରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ଥର ମହାପ୍ରୟାଣ […]

  • Friday, 16 July 2021
simran singh
ଆସିଲା ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ

ସମ୍ବଲପୁର: ମୁଣ୍ଡରେ ଆଘାତ ଲାଗିବା ଯୋଗୁ ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତକାଲି ତାଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ପୁଲିସ୍‌ ଏହି ସୂଚନା ଦେଇଛି। ସିମ୍‌ରନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହି ମାମଲାରେ ସିମ୍‌ରନ୍‌ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଛି। ଧୃବରାଜ ସିମ୍‌ରନ୍‌ଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ […]

  • Friday, 16 July 2021
strike
ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ଦାବିରେ ରାସ୍ତାରୋକ

ବରଗଡ଼: ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବା ଦାବିରେ ଲୋକମାନେ ରାସ୍ତାରୋକ କରିଛନ୍ତି। ବରଗଡ଼ ଜିଲ୍ଲା ଭଟ୍‌ଲି ଥାନା ଗୋପାଳପୁର ଛକରେ ଏହି ରାସ୍ତାରୋକ ହୋଇଛି। ରାସ୍ତାରୋକ ଯୋଗୁ ବରଗଡ଼ ଓ ଭଟ୍‌ଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଟ୍‌ଲି ଥାନା ରାଇଶୋଭା ଗାଁରେ ଦୀର୍ଘ ଦିନ ହେବ ୩୩ ବାଏ ୧୧ କେଭିର ଟାନ୍ସଫର୍ମର ସ୍ଥାପନ କରାଯାଇଥିଲା। ହେଲେ ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ। ଏହାକୁ […]

  • Friday, 16 July 2021
bbsr
କେନ୍ଦ୍ରର ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ କରିଛି। ଏହାକୁ ନେଇ ଦଳ ଭୁବନେଶ୍ୱରରେ ଏକ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବ। ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ବିଜୁ ଛାତ୍ର ଓ […]

  • Friday, 16 July 2021
baba
ଗୋଲଡେନ୍ ବାବାକୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଗୋଲଡେନ୍ ବାବାକୁ ଜେରା କରିବ। ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ବିରୋଧରେ ତଦନ୍ତ ପାଇଁ କମିଶନରେଟ ପୁଲିସ୍‌ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁକୁ ଚିଠି ଲେଖିଛି। କମିଶନରେଟ ପୁଲିସ୍‌ର ଚିଠି ପରେ ଏହି ମାମଲାରେ ସମସ୍ତ ଆର୍ଥିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ। ୧୨ କୋଟି ଟଙ୍କାର ଚେକ୍ ଜାଲିଆତି ଅଭିଯୋଗରେ ଗୋଲଡେନ୍ ବାବାକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍‌ ଗିରଫ କରିଛି।ଜ୍ୟୋତିରଞ୍ଜନ ବେଉରା ନାମକ ଏହି ବ୍ୟକ୍ତି ସବୁବେଳେ […]

  • Friday, 16 July 2021
12
ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା

ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା। ବେଡ୍‌ ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ତଳେ ଶୋଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜରେ ପାରଦ ୯ ଡିଗ୍ରୀକୁ ଖସିଥିବାରୁ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ନବଜାତ ଶିଶୁ ସହ ପ୍ରସୂତି ତଳେ ଶୋଇ ରାତି କଟାଉଛନ୍ତି। ଅନ୍ୟପଟେ ଶୀତବସ୍ତ୍ର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଥିବା ମେଡ଼ିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଆବଶ୍ୟକ ଅନୁସାରେ ବେଡ୍ ନଥିବାରୁ ରୋଗୀ ଅସୁବିଧାର […]

  • Friday, 16 July 2021
1
ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଗଞ୍ଜାମ: ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇ ଭୋକ ଉପାସରେ ଥିବା ଗଞ୍ଜାମର ୨୦ ଜଣ ଶ୍ରମିକ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଆନ୍ଧ୍ରରେ କେବୁଲ ଲାଇନ୍‌ ଖୋଳିବାକୁ ପୁନେର ବାଲାଜୀ ନାମକ ଠିକାଦାର ଯୋଗାଯୋଗ କରି ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳର ୨୦ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦ ନେଇଥିଲା। ଦିନକୁ ୫୫୦ଟଙ୍କା ଦେବାକୁ ଠିକାଦାର କହିଥିଲା। ତେବେ ଘଟଣାକୁ ୨ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦେଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ […]

  • Friday, 16 July 2021
b1
୩୮ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର୍‌ ଜବତ; ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍‌ ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର୍‌ ଜବତ କରାଯାଇଛି। ଆଜି ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର୍‌ ଜବତ କରିଛନ୍ତି। ଜବତ ବ୍ରାଉନ୍ ସୁଗାର୍‌ର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗାର ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। […]

  • Friday, 16 July 2021