• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 01 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି ପାଇଁ କାହିଁକି ୪ଟି ଭେଣ୍ଡରଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର?

କର୍ପୋରେଟ୍ ପ୍ରୀତି ଯୋଗୁ ସରକାର ରାଜ୍ୟର ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ୍ ଓ ଷ୍ଟିକରିଂ ଆର୍ଟିଷ୍ଟଙ୍କ ପେଟକୁ ନାତ ମାରୁଛନ୍ତି।  More
  • Chandan Shishu
  • 2 years ago

ଭୁବନେଶ୍ୱରରେ ଅଭିନେତ୍ରୀ-ଓଲା ଡ୍ରାଇଭର ମୁହାଁମୁହିଁ !

ଯଦି କାର୍‌ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହାହେଲେ ଅଟୋରେ ଆସନ୍ତୁ। More
  • Satyendu Shekher Mishra
  • 2 years ago

ଡାକ୍ତରଖାନାରୁ ମିଳୁନି ଜନ୍ମ ପ୍ରମାଣପତ୍ର ! ଏଡିଏମ୍‌ଓ ବାଢ଼ୁଛନ୍ତି ଅଜବ ଯୁକ୍ତି , ଶୁଣିଲେ ଆଶ୍ଚର୍ଯ୍ୟ ହେବେ

୫ ବର୍ଷ ବିତିଗଲା ପଛରେ ମିଳିପାରୁନି ଜନ୍ମ ପ୍ରମାଣପତ୍ର । ୭୦ରୁ ୮୦ଥର ଆସିଲେଣି ଅଫିସକୁ । କିନ୍ତୁ ନାନା ଆଳ କରି ତାଙ୍କୁ ଫେରାଇ ଦିଆଯାଉଛି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନଥମୁଣୁ ପୁଣି ତେଜିଲାଣି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁରପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ

ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି । More
  • Pramod Behera
  • 2 years ago

କଂଗ୍ରେସ ପିସିସି ସଭାପତିଙ୍କ ଚେତାବନୀ; ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ

କଂଗ୍ରେସର ନୂଆ ପିସିସି ସଭାପତିଙ୍କ ଚେତାବନୀ। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା ଭିତରେ ରହି କାମ କରାଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି। More
  • Satyendu Shekher Mishra
  • 2 years ago

ତାତିରୁ ମିଳିବ ଆଶ୍ୱସ୍ତି ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ । More
  • Satyendu Shekher Mishra
  • 2 years ago

ପୁରୀ ସମୁଦ୍ର କୂଳରେ ଲାଗିଛି ଶକ୍ତି କୁଣ୍ଡ ! ଦେଖିବାକୁ ଲୋକଙ୍କ ଭିଡ଼

ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ । More
  • Otv Khabar Bureau
  • 2 years ago

ହାଇକୋର୍ଟରେ ପହଞ୍ଚିଲା MLA କ୍ୱାର୍ଟର୍ସ ପାଇଁ ଶତାଧିକ ପୁରୁଣା ଗଛ କାଟିବା ମାମଲା

କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା । More
  • Prangyan Parimita
  • 2 years ago

ପରମ୍ପରାରେ ପରିଣତ ହୋଇଛି ରାମ ନାଟକ : ୨୧ଦିନ ବ୍ୟାପି ଆଇଁଷ ନଖାଇ ଉତ୍ସବ ପାଳନ୍ତି ସରଳାପଦର ଗାଁ ଲୋକେ

ବର୍ତ୍ତମାନ ସରଳାପଦର ଗାଁର ରାମ ନାଟକକୁ ଅନୁସରଣ କରି ଆଖପାଖ ଅଞ୍ଚଳରେ ରାମଲୀଳା ଆରମ୍ଭ କରିଲେଣି । More
  • Otv Khabar Bureau
  • 2 years ago

ଦିନରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି, ରାତିରେ ଯମ ପରି ବିକଟାଳ ରଡ଼ି ଛାଡ଼ୁଛନ୍ତି

କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଡାକ୍ତର ଜଣକ ଅଭିନୟ କରିଛନ୍ତି । ଡାକ୍ତର ପଟେଲ ଗତ କିଛି ଦିନ ତଳେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ । More
  • Rajalaxmi Sahoo
  • 2 years ago

ନିରାଶ ହେବେ କି କ୍ରିକେଟପ୍ରେମୀ ? ବାରବାଟୀରେ T-20 ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ ବାରବାଟୀ ଷ୍ଟାଡିୟମରେ T-20 ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି।  More
  • Rajalaxmi Sahoo
  • 2 years ago

କୁମ୍ଭୀର ମୁହଁରୁ ମୁକୁଳିଥିବା ବାଳକର ଛାତିଥରା କାହାଣୀ...

ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତାଙ୍କର ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍।  More
  • Otv Khabar Bureau
  • 2 years ago

ପ୍ରକାଶ ପାଇଲା OJEE ପରୀକ୍ଷାସୂଚୀ, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା..

OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । More
  • Prangyan Parimita
  • 2 years ago

କମିଲା ସୁନା ଦର ! କିଣିବାକୁ ଯୋଜନା କରିଥିଲେ ମୂଲ୍ୟ ଦେଖନ୍ତୁ . .

ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇଛି . . . More
  • Otv Khabar Bureau
  • 2 years ago

ମେଡିକାଲରେ ମାଡ଼ିଗଲା ଗାଡ଼ି; ୧ ମୃତ, ୪ ଗୁରୁତର

ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । More
  • Otv Khabar Bureau
  • 2 years ago

ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ହିନ୍ଦୋଳ SDPO । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । More
  • Rajalaxmi Sahoo
  • 2 years ago

ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍‌

ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍‌ ବୃଦ୍ଧି ପାଇଛି। ଓମ୍‌ଫେଡ୍‌ କ୍ଷୀର ଦାମ୍‌ ଦୁଇ ଦୁଇ ଥର ଦର ବଢାଇ ଯାଇଥିବା ବେଳେ ଗତ ୪ବର୍ଷ ଧରି ଛେନା ଏବଂ ପନିରର ଦର ବଢ଼ି ନଥିଲା।  More
  • Otv Khabar Bureau
  • 2 years ago

ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି

ବାରବାଟୀ ଟି-20 ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ । ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ। More
  • Rajalaxmi Sahoo
  • 2 years ago

Daily Horoscope 1st June: ଏହି ରାଶିର ବ୍ୟକ୍ତିଙ୍କ ଆଜି ଧନ ପ୍ରାପ୍ତି ହେବ

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ଆଜି ୧ ତାରିଖ, ବୁଧବାର। ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା  ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୯/୪୭/୧୩ । More
  • Otv Khabar Bureau
  • 2 years ago

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର; ବାହାରିଲା ଶୋଭାଯାତ୍ରା, ସର୍ଗିପତ୍ର ଦେଇ କନ୍ୟାପକ୍ଷଙ୍କ ସହ ହେଲା ନିର୍ବନ୍ଧ

ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା । ବାଜା ବାଣ ରୋଷଣୀ ସହ କନ୍ୟାପିତାଙ୍କ ଘର ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା । More
  • Rajalaxmi Sahoo
  • 2 years ago

ALERT ! ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ: ତୁରନ୍ତ କରନ୍ତୁ, ନହେଲେ ଗଣିବେ ୧୦ ହଜାର ଫାଇନ୍‌

ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍  ଆସିଯିବ। More
  • Otv Khabar Bureau
  • 2 years ago

ଶୂନଶାନ ରାତିରେ ଭୂତ ମାରୁଛି ଟ୍ୟୁବୱେଲ୍‌! ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ..

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ। More
  • Otv Khabar Bureau
  • 2 years ago

SBI ହୋମ୍‌ ଲୋନ୍‌ ସୁଧ ହେବ ମହଙ୍ଗା, ଏଣେ ଇନ୍‌ସୁରାନ୍ସ ପ୍ରିମିୟମ୍‌ ବଢ଼ିବାରୁ ଚିନ୍ତାରେ ଗାଡ଼ି ଚାଳକ

SBI ଗୃହ ଋଣ ନେଇଛନ୍ତି କି? ଆଜିଠୁ ମହଙ୍ଗା ପଡିବ ସୁଧ । କାରଣ, ଜୁନ୍ ପହିଲାରୁ ଗୃହ ଋଣ ଉପରେ ସୁଧ ହାର ବୃଦ୍ଧି କରୁଛି । ଏସବିଆଇ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବା ପରେ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ଏକ୍ସଟର୍ଣ୍ଣାଲ ବେଞ୍ଚ ମାର୍କ ଲେଣ୍ଡିଂ ରେଟ୍ ୪୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି । More
  • Otv Khabar Bureau
  • 2 years ago

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରକୁ ସ୍ପଷ୍ଟୀକରଣ ପଠାଇଲା ଓଡ଼ିଶା

ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । More
  • Otv Khabar Bureau
  • 2 years ago

ବିଶ୍ୱ ତମାଖୁ ବର୍ଜନ ଦିବସରେ ସବୁଠି ସଚେତନତା କାର୍ଯ୍ୟକ୍ରମ

ମେ ୩୧ ଅର୍ଥାତ୍ ଆଜି ବିଶ୍ୱ ପାଳନ ହେଉଛି ତମାଖୁ ବର୍ଜନ ଦିବସ । ତମାଖୁ ବିରୋଧରେ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତମାଖୁ ନିରୋଧୀ ସଚେତନତା ଲାଗି ଆଗେଇ ଆସିଛନ୍ତି । More
  • Satyendu Shekher Mishra
  • 2 years ago

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । More
  • Satyendu Shekher Mishra
  • 2 years ago

ମ୍ୟାଟ୍ରିମୋନିରୁ ଆରମ୍ଭ ଲଭ୍‌ ଷ୍ଟୋରୀ, ତା’ପରେ ବାହାଘର ! ୨ ମାସରେ ମୃତ୍ୟୁ..

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । More
  • Otv Khabar Bureau
  • 2 years ago

ମାଛ ଧରିବା ପାଇଁ ଏତେ ପାଗଳ ଯେ ନିଜ ବାହାଘର ତାରିଖ ଘୁଞ୍ଚାଇଦେଲେ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ. More
  • Satyendu Shekher Mishra
  • 2 years ago

ସିଭିଲ୍‌ ସର୍ଭିସ୍‌ ପାରୀକ୍ଷାରେ କାହିଁକି ଓଡ଼ିଆ ଛାତ୍ରଛାତ୍ରୀ ପଛରେ ?

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର । More