• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 18 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କ’ଣ ଚାଲିଛି ଏଇଠି ! ବହାଘର ଚାଲିଥିବା ବେଳେ ହଠାତ୍ ହାତରୁ ଶଙ୍ଖା-ଚୁଡ଼ି-ମୁଦି ସବୁ ଖୋଲିଦେଲା କନ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି । More
  • Satyendu Shekher Mishra
  • 2 years ago

୩୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଭୁବନେଶ୍ୱରରେ ହେବ ବ୍ୟାରେଜ୍ ନିର୍ମାଣ

ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ । More
  • Otv Khabar Bureau
  • 2 years ago

ଭଙ୍ଗା ସିଂହ ମୂର୍ତ୍ତି ସେମିତି ପଡ଼ିଥିବ ନା ସଂରକ୍ଷଣ ପାଇଁ ASI ହେପାଜତକୁ ନେବ?

ପୁରୀ ଏମାର୍‌ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍‌ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ । More
  • Otv Khabar Bureau
  • 2 years ago

ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାକୁ ମେଣ୍ଟେନାନ୍ସ କାମ କରାଯାଉଛି: ଟାଟା ପାୱାର

ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି । More
  • Otv Khabar Bureau
  • 2 years ago

ବିରୋଧିଙ୍କ ଟାର୍ଗେଟ୍‌ 'ଭୋଟ ପାଇଁ ବିଜେଡି କରୁଛି ମନ୍ଦିର ରାଜନୀତି'

ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି । More
  • Satyendu Shekher Mishra
  • 2 years ago

ଖବର ପଢ଼ିବା ପରେ ଆପଣ ବି କହିବେ.. ଧିକ୍‌ ସେ ସରକାରୀ ଯୋଜନା !

ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ । More
  • Satyendu Shekher Mishra
  • 2 years ago

ଏମିତି ବି ହୁଏ ! ଶ୍ୱଶୁର ଘରେ ନବ ବଧୂର ଉତ୍ପାତ, ଥାନାରେ FIR ଦେଲେ ସ୍ୱାମୀଙ୍କୁ ମାଡ଼ ଖୁଆଇଲେ

ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହେଲାଣି ସ୍ୱାମୀ । ମାମଲା ଏତେ ବଢିଗଲାଣି ଯେ, ଏମିତି ସ୍ତ୍ରୀ ସାଙ୍ଗରେ କେମିତି ରହିବେ ସେ କଥା ଚିନ୍ତା କରୁଛନ୍ତି ନିରଞ୍ଜନ । More
  • Satyendu Shekher Mishra
  • 2 years ago

ଆଗ ପଛ ହୋଇ ଚାଲିଗଲେ ବାପା-ମାଆ ! ଏବେ ୩ ଅନାଥ ପିଲାଙ୍କ କାହାଣୀ ଭିଜେଇଦେବ ଆଖି

ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି । More
  • Satyendu Shekher Mishra
  • 2 years ago

ପ୍ରରିକ୍ରମା ପ୍ରକଳ୍ପ ନେଇ ପୁଣି ଯୁକ୍ତି ବାଢ଼ିଲେ ପୁରୀ ସାଂସଦ, କହିଲେ GPRS କରାଯାଇଛି

ସେ ଟ୍ୱିଟ୍‌ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ । More
  • Satyendu Shekher Mishra
  • 2 years ago

ସାବାସ୍‌ ସମୃଦ୍ଧି ! ତୁମେ ଚାଲିଗଲ ହେଲେ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲ.. ବାପା-ମାଆ ବି ଗର୍ବିତ

ବାପା-ମାଆଙ୍କ ପରି ହେବାର ସେ ସୁନେଲୀ ସ୍ୱପ୍ନ ଦେଖୁଥିଲା । କିନ୍ତୁ ଆଜି ସବୁ ଚୁରମାର ହୋଇଗଲା । ମୁଁ ନିଜେ ଡାକ୍ତର ହୋଇ ମଧ୍ୟ ତା ରୋଗ ଚିହ୍ନିପାରିଲିନି ।’ More
  • Satyendu Shekher Mishra
  • 2 years ago

ଛତା ଖୋଲୁ ଖୋଲୁ ଭାଙ୍ଗିଗଲା ସପିଂ ମଲ୍‌ର କାଚ ଗେଟ୍ !

ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍‌ରୋଡ୍‌ ମଲ୍‌ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍‌କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି । More
  • Otv Khabar Bureau
  • 2 years ago

ରାଜଧାନୀରେ ଗୁଳିକାଣ୍ଡ ମାମଲାର ନୂଆ ମୋଡ; ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିଲା ଅଭିଯୁକ୍ତ

ସିଆର୍ପି ଛକରେ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି କରିଥିବା ସୂଚନା ମିଳିଛି । More
  • Chandan Shishu
  • 2 years ago

ବିଧାୟକ ବିଜୟ ଶଙ୍କର ଦାସଙ୍କ ମାଆ ଗୁରୁତର

ସେ ସୁସ୍ଥ ହେଲେ ଭୁଲ ଔଷଧ ଖାଇବା ପଛର କାରଣ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି। More
  • Otv Khabar Bureau
  • 2 years ago

ପ୍ରଜାକୋର୍ଟରେ ଅମାନବୀୟ କାଣ୍ଡ: ଯୁବକଙ୍କୁ ପିଟିପିଟି ମାରିଦେଲେ

ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି More
  • Otv Khabar Bureau
  • 2 years ago

ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ: ସମ୍ୱିତ ପାତ୍ର

ଏମାର ମଠରୁ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର... More
  • Otv Khabar Bureau
  • 2 years ago

ଗଛରେ ଝୁଲୁଛି ମୃତଦେହ

ଭୁବନେଶ୍ୱର ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଗୋଟିଏ ଗଛରେ ଝୁଲନ୍ତା ମୃତଦେହ ଠାବ । More
  • Otv Khabar Bureau
  • 2 years ago

ରାଜଧାନୀରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଗଲେ ଛାତ୍ର କଂଗ୍ରେସ ନେତା

ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ...ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଛନ୍ତି । More
  • Chandan Shishu
  • 2 years ago

ପୁଅ ମରିଗଲା ବୋଲି ଜୀବନ ହାରିଦେଲା ବାପା

ରେଲେଓ୍ୱ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ। More
  • Otv Khabar Bureau
  • 2 years ago

କାଳବୈଶାଖୀର ତାଣ୍ଡବ: ଝଡ ପବନରେ ଚାଲିଗଲା ଜୀବନ

ରାଜ୍ୟର ବିଭିନ୍ନ ସ୍ଥାନରେ କେଉଁଠି ବଜ୍ରପାତରେ ଲୋକଙ୍କ ପ୍ରାଣ ଯାଇଛି ତ ଆଉ କେଉଁଠି ଝଡ଼ ପବନ ମାଡ଼ରେ ବିଜୁଳି ଭିତ୍ତିଭୂମି ଉପୁଡ଼ି ଯାଇଛି । More
  • Otv Khabar Bureau
  • 2 years ago

BREAKING: ବଡ଼ଦାଣ୍ଡ ମୁକୁଳା ଡ୍ରେନ୍ ନେଲା ଜୀବନ

ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । More
  • Otv Khabar Bureau
  • 2 years ago

କଟକରେ ଅଚିହ୍ନା ମହିଳାଙ୍କୁ ହତ୍ୟା !

କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ଏକ ମୃତଦେହ ପଡ଼ି ରହିଛି । More
  • Otv Khabar Bureau
  • 2 years ago

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । More
  • Otv Khabar Bureau
  • 2 years ago

ପାଠ ପଢିବାକୁ ବହୁତ୍ ଇଚ୍ଛା ଥିଲେ ବି ପାଖରେ ଟଙ୍କା ନାହିଁ; ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି,କାନ୍ଦ ଲାଗୁଛି

ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା.. More
  • Otv Khabar Bureau
  • 2 years ago

ସରକାରୀ ମେଡ଼ିକାଲ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ; ମାତାଲ ହେଉଛନ୍ତି ନିଶାଡି, ଜମାଉଛନ୍ତି ନିଶା ବେପାର

ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍‌ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି..ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ More
  • Otv Khabar Bureau
  • 2 years ago

ଏମିତି ବି ଥାଆନ୍ତି ମାଆ; ଝିଅର ଅଙ୍ଗଦାନ କରି ବଞ୍ଚାଇଲେ ଦୁଇ ଦୁଇଟି ଜୀବନ

ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି । More
  • Satyendu Shekher Mishra
  • 2 years ago

ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ନାହିଁ ! ପିଲା ଖାଉଛନ୍ତି ପାଣିଆ ସୋୟାବଡ଼ି ତରକାରୀ

ଦରଦାମ ବୃଦ୍ଧି ଲାଗି ଏଭଳି ନିମ୍ନମାନର ଖାଦ୍ୟ ପାଉଛନ୍ତି ସ୍କୁଲ୍ ପିଲା । ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା, ଡାଲିଜାତୀୟ ଶସ୍ୟ, ଗ୍ୟାସ୍ ସିଲିଣ୍ଡର, ଲେବର ଚାର୍ଜ ଆକାଶ ଛୁଆଁ । More
  • Satyendu Shekher Mishra
  • 2 years ago

ଚଉଠି ରାତିରେ ବୟଫ୍ରେଣ୍ଡ ସହ ଚାଲିଥିଲା ନ୍ୟୁଡ୍ ଭିଡିଓ କଲ୍, ଦେଖିଦେଲେ ସ୍ୱାମୀ ! ତା’ପରେ..

ମେ’ ୧୨ ତାରିଖ । ବୈଦିକ ରୀତିନୀତି ଅନୁଯାୟୀ, ସଂପନ୍ନ ହୋଇଥିଲା ଉଭୟଙ୍କ ବିବାହ । ଅଗ୍ନିକୁ ସାକ୍ଷୀ ରଖି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ବଳରାମ । More