• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 13 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ !

୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। More
  • Chandan Shishu
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ୍ ଜାରି କଲେ କୋର୍ଟ

ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More
  • Pramod Behera
  • 2 years ago

‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’

ପଦ୍ମଶ୍ରୀ ସଚ୍ଚି ରାଉତରାୟ କେବଳ ମାଟିର ମହାକବି ନଥିଲେ, ସେ ଥିଲେ ଜଣେ ବିପ୍ଲବୀ। ରଣପୁରରେ ବେଜଲ୍‌ଗେଟ୍‌ ହତ୍ୟାକାଣ୍ଡ ପରେ ପ୍ରଜାମଣ୍ଡଳର କର୍ମିମାନଙ୍କୁ ମୁକ୍ତ କରିବାକୁ ରଣପୁର ଧାଇଁ ଯାଇଥିଲେ। ଆଜି ତାଙ୍କର ଜନ୍ମ ଦିବସରେ ଆସନ୍ତୁ ଜାଣିନେବା ଏହି ମହାନ ଆତ୍ମାଙ୍କ ବିଷୟରେ। More
  • Prangyan Parimita
  • 2 years ago

ପୌର ପରିଷଦ ବୈଠକରେ ମୁହାଁମୁହିଁ ମନ୍ତ୍ରୀ-ଅଧ୍ୟକ୍ଷା : କାନ୍ଦି କାନ୍ଦି ବୈଠକରୁ ବାହାରିଲେ ମମତା

ଟୁକୁନି ସାହୁଙ୍କ ଦାଦାଗିରି ! କଇଁ କଇଁ କାନ୍ଦିଲେ ପୌର ପରିଷଦର ଅଧ୍ୟକ୍ଷା । More
  • Prangyan Parimita
  • 2 years ago

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ସିସିଟିଭ କ୍ୟାମେରା ଲଗାଇବା ପାଇଁସ୍ଥାନ ଚିହ୍ନଟ ହୋଇଯାଇଛି, ଟେଣ୍ଡର ବି ଆହ୍ୱାନ ହୋଇସାରିଛି । More
  • Chandan Shishu
  • 2 years ago

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ। More
  • Otv Khabar Bureau
  • 2 years ago

ବାରମ୍ୱାର ଧାରଣା ସତ୍ତ୍ୱେ ଶୁଣୁଲାନି ପ୍ରଶାସନ; ନ୍ୟାୟ ଦାବି ନେଇ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ

ନ୍ୟାୟ ପାଇଁ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ । ପ୍ରଥମେ ଭଦ୍ରକ ଟାଉନ୍ ଥାନା ଆଗରେ ଧାରଣା ଦେଇ କେହି ନଶୁଣିବାରୁ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଭଦ୍ରକ ଗବସାହିର ଅଗ୍ନି ବିପନ୍ନ ସୁଦର୍ଶନ ଦାସ । More
  • Pallipuspa Samal
  • 2 years ago

ରାଜ୍ୟ ସରକାରଙ୍କୁ ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ

ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ । ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ । ମହାନଦୀର ଉପନଦୀରେ ଅଧିକରୁ ଅଧିକ ଚେକଡ୍ୟାମ ପାଇଁ ପରାମର୍ଶ ଦେଇଛନ୍ତି । More
  • Prangyan Parimita
  • 2 years ago

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । More
  • Rajalaxmi Sahoo
  • 2 years ago

୨୧ରୁ ମାଟ୍ରିକ ଖାତାଦେଖା

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖାହେବ। ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ପରୀକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି। More
  • Otv Khabar Bureau
  • 2 years ago

ବାଘଙ୍କ ପାଇଁ ଭିଟାମାଟି ଛାଡିଲେ ଗାଁ ଲୋକେ

ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । More
  • Pallipuspa Samal
  • 2 years ago

କେବେ ଖାଇନଥିବେ ମଟନ୍‌ର ଏହି ରେସିପି

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ଖାସି ମାଂସ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Otv Khabar Bureau
  • 2 years ago

ଚାକିରିରୁ ନିଲମ୍ବିତ ହେଲେ, ପ୍ରତିବାଦରେ DFO ଙ୍କ ଅଫିସ୍‌ ଆଗରେ ଆମ୍ବ ବିକିଲେ ଫରେଷ୍ଟର୍‌

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ । More
  • Otv Khabar Bureau
  • 2 years ago

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ; ଜାଣନ୍ତୁ କେବେ ହେବ ପରୀକ୍ଷା

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । More
  • Otv Khabar Bureau
  • 2 years ago

ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ । More
  • Pallipuspa Samal
  • 2 years ago

ରାଜ୍ୟ ବିଜେପିର କୋର୍ କମିଟି ବୈଠକ, ନିର୍ବାଚନ ରୋଡମ୍ୟାପ ନେଇ ହେବ ଆଲୋଚନା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର ଚିନ୍ତନ ବୈଠକ । More
  • Rajalaxmi Sahoo
  • 2 years ago

ବଢ଼ି ବଢ଼ି ଚାଲିଛି ଚିକେନ ଦାମ୍‌, ଏବେ ୨୮୦

ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା। ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି। More
  • Pallipuspa Samal
  • 2 years ago

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର, ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା

ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର । ଏହାର ଜଳଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି । ଏମିତି ହେଲେ ସାଙ୍ଘାତିକ ବିଦ୍ୟୁତ ସଂକଟ ସହ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ସ୍ଥିତିକୁ ନେଇ ଜଳଭଣ୍ଡାର ଯେତିକି ଉପକାର କରିଛି ତାର ବହୁଗୁଣା ସମସ୍ୟାର କାରଣ ପାଲଟିବ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ । More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରେ ଡାକ୍ତରଙ୍କ ଆତ୍ମହତ୍ୟା, ୧୫ ଦିନ ପୂର୍ବେ ବିବାହ କରିଥିଲେ...

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଗତକାଲି ନିଜ ଚାମ୍ବରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। More
  • Pallipuspa Samal
  • 2 years ago

ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ, ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି

ବିଶୁଦ୍ଧ ପାନୀୟ ଜଳର ଘୋର ସଂକଟ ଦେଖାଦେଇଛି ନୂଆପଡ଼ା ଜିଲ୍ଲା ଝିକିଡୋଙ୍ଗରି ଗାଁରେ । ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି । ଅତ୍ୟଧିକ ମାତ୍ରାରେ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପିଇ ଲୋକେ ରୋଗରେ ପଡୁଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । More
  • Otv Khabar Bureau
  • 2 years ago

ଟମାଟୋ ଦରରେ ନିଆଁ; କେଉଁଠି ୧୦୦ ତ କେଉଁଠି ୧୨୦

ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି । More
  • Rajalaxmi Sahoo
  • 2 years ago

ଟଳିଲା ବାତ୍ୟା ଭୟ, ହେଲେ ୧୭ ଯାଏ ଭିଜିବ ଓଡ଼ିଶା !

ବାତ୍ୟା ‘ଅସାନି’ ଟଳିଯିବା ପରେ ଏବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଭିଜାଇଛି ବର୍ଷା। ୧୭ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। More
  • Rajalaxmi Sahoo
  • 2 years ago

କେମିତି ଲାଗିଲା ନିଆଁ ? ରାତି ଅଧରେ ଜଳିଗଲା ଘର, ମା’ ସହ ୨ ଶିଶୁ ଜୀବନ୍ତ ଦଗ୍ଧ

ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ହେବ ବାହ୍ୟ ରାସ୍ତା

ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସ୍ତାବ ଉପରେ ରାଜି ହୋଇଛି ସିଏସି । More
  • Pramod Behera
  • 2 years ago

ବିଳମ୍ବିତ ରାତି ଯାଏଁ ଖୋଲିବ ଡ୍ୟାନ୍ସବାର୍‌; ରଙ୍ଗୀନ ହେବ ରାଜଧାନୀ

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ। କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି। More
  • Satyendu Shekher Mishra
  • 2 years ago

ବାରମ୍ବାର କଥା ବଦଳାଉଛନ୍ତି ପୁରୀ ବିଧାୟକ ! ରହିଛି କି କାହାର ଅଦୃଶ୍ୟ ଚାପ ?

ଖୋଳା ଯାଉଛି ବିରାଟ ବିରାଟ ଗାତ । ମୁଣ୍ଡ ଟେକୁଛି ବିରାଟକାୟ ପିଲାର । କେଉଁଠି ୩୦ରୁ ୩୫ ଫୁଟ୍ ଗାତ ତ ଆଉ କେଉଁଠି ଫିଲିଂ କରାଯାଇଛି ବାଲି । More
  • Satyendu Shekher Mishra
  • 2 years ago

୩ ରାଜ୍ୟସଭା ଆସନ ପାଇଁ ତାଲିକାରେ ଅନେକ ହେଭିୱେଟ୍‌ ! ଜାଣନ୍ତୁ ରେସ୍‌ରେ କିଏ ଆଗରେ..

ଜୁନ୍-ଅଗଷ୍ଟ ମାସରେ ଶେଷ ହେଉଥିବା ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ ।  More
  • Pramod Behera
  • 2 years ago

ମିଳୁନି ରଥ ନିର୍ମାଣ ପାଇଁ କାଠ; ଚିନ୍ତାରେ ସେବକ

ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ। More