ନୂଆଦିଲ୍ଲୀ: ମେ’ ୩୧ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀର ଆଗମନ ପରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ କହିଛି। […]
ନୂଆଦିଲ୍ଲୀ: ଜିଓ ଫାଇବର (Jio Fiber) ଏହାର ଆନୁଆଲ୍ ସବ୍ସ୍କ୍ରିପସନ୍ ପ୍ଲାନ୍ସ ପାଇଁ ଆଡିସ୍ନାଲ୍ ଡବଲ୍ ଡାଟା ବେନିଫିଟସ୍ ଘୋଷଣା କରିଛି। ଏନେଇ ରିଲାଏନ୍ସ ଜିଓ ଏହାର ୱେବ୍ସାଇଟ୍ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜିଓର ବ୍ରୋଞ୍ଜ୍ରୁ ଟାଇଟାନିୟମ୍ ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍ସରେ ବର୍ତ୍ତମାନ ଡବଲ୍ ଡାଟା ମିଳିବ। ଯଦି ଆମେ ଜିଓ ଫାଇବର୍ର ୬୯୯ଟଙ୍କାର ବ୍ରୋଞ୍ଜ୍ ପ୍ଲାନ୍ କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍ ବେନିଫିଟ୍, ୫୦ ଜିବି Introductory ଡାଟା ଓ […]
ବାଲେଶ୍ୱର: ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ୨ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨ ନର୍ସଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ପିଟାଲ୍ର ଅନ୍ୟ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟିନ୍ରେ ରହୁଛନ୍ତି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ୧୪ ଦିନ ଲେଖାଏ କ୍ୱାରେଣ୍ଟିନ୍ରେ ରହୁଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘର ଭିତରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀଙ୍କ ମୃତଦେହକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି। ୩ ମାସ ତଳେ ସେମାନଙ୍କର ବିବାହ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଖବରକାଗଜ ହକର୍ ଥିଲେ ବୋଲି ସୂଚନା ମିଳିଛି। ଗତକାଲି […]
ଜଗତସିଂହପୁର: ନଦୀପଠାରୁ ମିଳିଲା ମଣିଷ ଖପୁରି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୪ଟି ମଣିଷ ଖପୁରି ନଦୀପଠାରୁ ଜବତ ହୋଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀପଠାରୁ ପୁଲିସ୍ ଏହି ଖପୁରି ଗୁଡ଼ିକୁ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ନଦୀପଠାରେ ୪ଟି ମଣିଷ ଖପୁରି ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଏ ସମ୍ପର୍କରେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ […]
ନୂଆଦିଲ୍ଲୀ: ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଥିବାବେଳେ ପଙ୍ଗପାଳକୁ ନେଇ ଚିନ୍ତା ଆହୁରି ବଢ଼ି ଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହରିଆଣା ପରେ ଏବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳକୁ ନେଇ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରର ଭଣ୍ଡାରା ଅଞ୍ଚଳରେ ଅନେକ ଜମିରେ ଏହି ପଙ୍ଗପାଳ ମାନେ ଫସଲ ନଷ୍ଟ କରି ଦେଇଛନ୍ତି। ସେମାନଙ୍କୁ ମାରିବା ପାଇଁ ମେସିନ୍ ମାଧ୍ୟମରେ କୀଟନାଶକ ସିଞ୍ଚନ କରାଯାଉଛି। ଏପରିକି କିଛି ଲୋକ ବାଜା ବଜାଇ ପଙ୍ଗପାଳଙ୍କୁ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ ନେଇ ଦେଖାଦେଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଟ୍ୱିଟରେ କୌଣସି ଅପମାନ ସୂଚକ କଥା ନାହିଁ । ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଶାଳୀନତା ରକ୍ଷା କରିିବା କଥା । ଭଲକରି ଟ୍ୱିଟ୍ ପଢ଼ନ୍ତୁ ଓ ସେଥିରେ ଯଦି କିଛି ଅପମାନ ସୂଚକ କଥା ଅଛି ତା ପରେ ରିଆକ୍ଟ କରନ୍ତୁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । […]
ଇସ୍ଲାମବାଦ:ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ପାଇଁ ବଢୁଛି ଅଡୁଆ। କରାଚୀରେ ବିରୋଧୀ ଦଳ ଗତକାଲି ଇମ୍ରାନ ସରକାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। କରାଚିରେ ରହୁଥିବା ନଓ୍ୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଅଓ୍ୱାନଙ୍କୁ ପୋଲିସ ଏକ ହୋଟେଲରୁ ଗିରଫ କରି ନେଇଛି। ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଝିଅ ତଥା ପାକିସ୍ତାନ ମୁସ୍ଲିମ ଲିଗ (ନୱାଜ)ର ଉପାଧ୍ୟକ୍ଷ […]
ଗୁଆହାଟୀ: ମିଜୋରାମ ସୀମାରେ ଦେଖା ଦେଇଥିବା ଉତ୍ତେଜନା ଉଗ୍ରରୂପ ନେଉଛି। ଗତକାଲି ମିଜୋରାମର କୋଲସିବ ଜିଲ୍ଲା ଓ ଆସାମର କଚର ଜିଲ୍ଲାର ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲ॥ ଉଭୟପକ୍ଷ ପରସ୍ପରର ଘର ପୋଡିଦେବା ସହ ଆକ୍ରମଣ କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରାଳୟକୁ […]
ଥିରୁଅନନ୍ତପୁରମ: କେରଳ ସୁନା ସ୍ମଗଲିଂ ମାମଲାରେ ରହିଛି ଆତଙ୍କୀ ଲିଙ୍କ୍। ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ଦାଉଦ୍ ଇବ୍ରାହିମଙ୍କ ସହ ରହିଛି ସୁନା ସ୍ମଗଲିଂରେ ସାମିଲ ଥିବା ଅଭିଯୁକ୍ତଙ୍କ ସମ୍ପର୍କ। ଆଜି ଏନେଇ ସ୍ପେଶାଲ୍ କୋର୍ଟକୁ ଜଣାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA। ଅଭିଯୁକ୍ତ କେ.ଟି. ରମେଶ ଏବଂ ସରାଫୁଦ୍ଦିନଙ୍କର ସିଧାସଳଖ ଦାଉଦ୍ ସହ ସମ୍ପର୍କ ରହିଛି । ବହୁବାର ଉଭୟେ ଦାଉଦକୁ ଦେଖା କରିଛନ୍ତି। ତାଞ୍ଜାନିଆରେ ଉଭୟଙ୍କ ମଧ୍ୟରେ ବୈଠକ ବି ହୋଇଛି। ଏନେଇ NIA ଆଜି କୋର୍ଟରେ […]
ପ୍ୟାରିସ:କରୋନା ସଂକ୍ରମଣ ରୋକିବାକୁ ଫ୍ରାନସର ପ୍ୟାରିସ ସମେତ ବିଭିନ୍ନ ସହରରେ ପୁଣି କର୍ଫ୍ୟୁ ଜାରି କରାଯାଇଛି । ଆସନ୍ତା ଶନିବାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବା । ୪ ସପ୍ତାହ ପାଇଁ ଏହି କଟକଣା ରହିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଘୋଷଣା କରିଛନ୍ତି । ସୂଚନା ଥାଉ କି, ଫ୍ରାନ୍ସରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି। ଏହା ସମସ୍ତଙ୍କ ପାଇଁ ମାରାତ୍ମକ ହୋଇପାରେ । ଏଥିପାଇଁ ଆମ […]
ଆଠଗଡ଼: ପୁଅର ହତ୍ୟାକାରୀ ସାଜିଲା ବାପା। ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା। ହେଲେ ଏବେ ସାମ୍ନାକୁ ଆସିଲା ସତ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ୩୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯେମିତି କେହି ନ ଜାଣି ପାରିବେ, ସେନେଇ ସମ୍ପୃକ୍ତ […]
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍ ଓ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକର ଆଗୁଆ ରିଜର୍ଭେସନ୍ ଟିକେଟ୍ ବୁକିଂ ସମୟ ସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। Indian Railways has decided that for all trains notified to run, the advance reservation period (ARP) shall be […]