• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rape--2
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଛଡ଼ା ଗାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୁକ୍ତ ତମ୍ପଡ଼ା ଗୋଚ୍ଛାୟତକୁ ଧରି ପୁଲିସ୍‌ର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ମିଳିଥିବା ସୂଚନା ମୁତାବକ ,ବାଲିକୋଟି ଗାଁର ତମ୍ପଡ଼ା ଯୁବତୀଙ୍କ ଘରକୁ ଅଟୋ ନେବା ଲାଗି ଆସିଥିଲା। ଏତିକିବେଳେ ଘରେ କେହି ନଥିବାରୁ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଚିତ୍କାର କରିବାରୁ ଗାଁ ଲୋକେ ପହଞ୍ଚି ତମ୍ପଡ଼ାକୁ ଧରି ନିସ୍ତୁକ ମାଡ଼ […]

plane crash
ଏରୋ ଇଣ୍ଡିଆ ସୋ’ ପାଇଁ ଅଭ୍ୟାସ ବେଳେ ଦୁର୍ଘଟଣା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏୟାର ସୋ’ ପାଇଁ ଅଭ୍ୟାସ ବେଳେ ଅଘଟଣ ଘଟିଛି। ଭାରତୀୟ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ସୂର୍ଯ୍ୟକିରଣ ଜେଟ୍ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏୟାରକ୍ରାଫ୍ଟର ଦୁଇ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେଲେଙ୍କା ଏୟାରବେସ୍‌ରୁ ବିମାନ ଦୁଇଟି ଉଡ଼ାଣ ଭରି ସମରାଭ୍ୟାସ କରୁଥିଲେ। କିନ୍ତୁ କିଛି ସମୟ ପରେ ବିମାନ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆସନ୍ତାକାଲି ଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ଭାରତୀୟ ବାୟୁସେନା ପକ୍ଷରୁ […]

sahid
ସହିଦ୍‌ ମେଜର ବି.ଏସ୍. ଡୌଣ୍ଡିଆଲଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଡ଼େରାଡ଼ୁନ : ପୁଲୱାମା ପିଙ୍ଗଲାନ୍‌ରେ ସହିଦ୍‌ ମେଜର ବି.ଏସ୍. ଡୌଣ୍ଡିଆଲ୍‌ଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ସହିଦ୍‌ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସେନା ଅଫିସର ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ତେବେ ତା ଭିତରେ ସ୍ପଷ୍ଟ ବାରି ହୋଇ ପଡିଥିଲା ସହିଦ୍‌ ଡୌଣ୍ଡିଆଲ୍‌ଙ୍କ ପତ୍ନୀଙ୍କ ଅନାବିଳ ପ୍ରେମର ପରିଭାଷା। ସ୍ୱାମୀଙ୍କ ପାର୍ଥୀବ ଶରୀରରୁ ବାରମ୍ବାର ଛୁଇଁ ଦେଉଥିଲେ, ଆଉ ଚୁମ୍ବନ ଦେଉଥିଲେ। ଏ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଅଧିକ ଭାବ […]

tiger
ବାଘକୁ ଧରିବାକୁ ବଡ଼ ଅପରେସନ ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହେଲା ଅପରେସନ୍ ବାଘ। ରାଜଧାନୀରେ ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ କାବୁ ପାଇଁ ଆରମ୍ଭ ହୋଇଛି ଅପରେସନ୍। ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ବନ ବିଭାଗ, CISF ପକ୍ଷରୁ ମିଳିତ ଭାବେ ଚାଲିଛି ଅପରେସନ୍। ସିଟି ଡିଏଫ୍ଓଙ୍କ ଅଧିନରେ ୪ଟି ରେଞ୍ଜ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ବାଘକୁ ଡ୍ରାଙ୍କୁଲାଇଜ୍ କରିବା ପାଇଁ ନନ୍ଦନକାନନର ଏକ ଟିମ୍ ବି ଅପରେସନ୍‌ରେ ସାମିଲ ହୋଇଛନ୍ତି। ସେପଟେ ଅଞ୍ଚଳରେ ବାଘ ଘୁରି ବୁଲିବା ଖବର ପରେ […]

international
ଦୁଇ ଦିନିଆ ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇ ଦିନିଆ ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜିତ ହେଉଛି। ଦୁଇ ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଲୋହିୟା ଏକାଡେମୀ ଠାରେ ଏହି ଉତ୍ସବ ଆୟୋଜିତ ହେଉଛି। ପ୍ରାୟ ୭ଟି ଦେଶର ୫୦ଟି ଆଦିବାସୀଙ୍କୁ ଆଧାରିତ କରି ନିର୍ମାଣ ହୋଇଥିବା ପ୍ରାମାଣିକ ଚଳଚିତ୍ର ଏଠାରେ ପ୍ରଦର୍ଶିତ ହେବ। ପ୍ରଥମ ଥର ପାଇଁ ଭାରତରେ ଏହି ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜନ ହେଉଛି। ଭିଡିଓ ରିପବ୍ଲିକ୍‌ ଏବଂ ବାପସାର ମିଳିତ ସହଯୋଗରେ […]

mahatma
'ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର' ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧିଙ୍କ ଉପରେ ଲିଖିତ ପୁସ୍ତକ “ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର” ନାମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ ଏବଂ କୋଲକାତା ପ୍ରେସ୍‌ କ୍ଲବ୍‌ ସଭାପତି ସ୍ନେହାଶିଷ ସୁରଙ୍କ ଦ୍ୱାରା ସଂପାଦିତ ଏହି ପୁସ୍ତକକୁ ଭୁବନେଶ୍ୱର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାରେ ଉନ୍ମୋଚନ କରାଯାଇଛି। ଏଥିରେ ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ବର୍ଣ୍ଣନା କରାଯାଇଛି। ଗାନ୍ଧିଜୀଙ୍କ ନାତି ତୁଷାର ଗାନ୍ଧି ସମେତ ବହୁ ବରିଷ୍ଠ ଲେଖକଙ୍କ ଲେଖା […]

joranda mela
ଢେଙ୍କାନାଳର ପ୍ରସିଦ୍ଧ ଜୋରନ୍ଦା ମେଳାର ଆଜି ଦ୍ୱିତୀୟ ଦିନ

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଯୋରନ୍ଦା ମେଳାର ଆଜି ଦ୍ୱିତୀୟ ଦିନ। ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ପାଳିତ ହେବ ଏହି ମେଳା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ। ହଜାର ହଜାର ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ […]

death-2
ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଶିଶୁ

ରାୟଗଡ଼ା : ରାୟଗଡ଼ା ମାଟିକଣାରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଜଣ ଶିଶୁ। ମୃତକ ଦୁଇ ଶିଶୁ ହେଲେ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ମାଟିକଣା ଗାଁର ଏହି ଦୁଇ ଜଣ ଶିଶୁ ଗତକାଲି ସ୍କୁଲରୁ ଘରକୁ ଫେରି ବ୍ୟାଗ୍ ରଖି ପରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ବି ପିଲାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ଉଭୟଙ୍କ ମୃତଦେହ […]

police
ମଦନମୋହନପଡ଼ାରେ ଚୋରକୁ ନିସ୍ତୁକ ମାଡ଼

ଅନୁଗୁଳ : ଅନୁଗୁଳ ସହରର ମଦନମୋହନପଡ଼ାରେ ଚୋରି କରୁଥିବାବେଳେ ଧରାପଡ଼ିଲା ଚୋର। ଚୋରକୁ ଧରିବା ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିବା ସହ ପୁଲିସ୍‌ ଜିମା ଦେଇଛନ୍ତି ଲୋକେ। ଉଲ୍ଲେଖନୀୟ ଯେ, ଗତ କିଛିଦିନ ହେଲା ଏଠାରେ ଘର ଆଉ ଦୋକାନରୁ ଚୋରି ହେଉଥିଲା। ଏନେଇ କଲୋନି ଲୋକେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ର ଅବହେଳା ପରେ ସ୍ଥାନୀୟ ଲୋକେ ରାତିରେ ଜଗିବା ଆରମ୍ଭ କରିଥିଲେ। ଗତ ରାତିରେ କିଛି ଚୋର ଗୋଟିଏ ଦୋକାନରେ ପଶି ଚୋରି କରୁଥିଲେ। […]

୧୬
ଜୀବନରେ ଅନେକ ସମସ୍ୟାର ସମାଧାନ କରିଥାଏ ଏକମୂଖି ରୁଦ୍ରାକ୍ଷ

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। ଏହା ସହ ତାଙ୍କ ଆଖିରୁ ଯେତେବେଳେ ପ୍ରଥମ ଥର ଏବଂ ପ୍ରଥମ ଟୋପା ଲୁହ ବୋହିଥିଲା ସେତେବେଳେ ଏକମୁଖି ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। କୁହାଯାଏ, ଯେଉଁମାନେ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି, ସେମାନେ ଭଗବାନଙ୍କ ପ୍ରିୟ ପାତ୍ର ହୋଇଥାନ୍ତି। ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି। ତାହାଲେ ଆସନ୍ତୁ ଜାଣିବା ଏହି […]

attack
ଏଲ୍‌ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବୋଲାଣିପସି-କଣ୍ଟିଆପୋଡ଼ା ରାସ୍ତାରେ ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଭୀମସେନ ମହାନ୍ତ। ଗତକାଲି ଦିନ ୩ଟା ବେଳେ ଭୀମସେନ ସାହାରାପୋଡ଼ାର ଦିଗପସିରୁ କେନ୍ଦୁଝର ଯିବାବେଳେ ୨ ଜଣ ଦୁର୍ବୃତ୍ତ ପଲସର ବାଇକ୍‌ରେ ଆସି ତାଙ୍କୁ ଠେଲି ଦେଇଥିଲେ। ଏହାସହ ବ୍ଲେଡ୍‌ ମଧ୍ୟ ମାରି ଦେଇଥିଲେ। ତେବେ ଭୀମସେନ ହେଲ୍‌ମେଟ୍‌ ମାଧ୍ୟମରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୨ ଦୁର୍ବୃତ୍ତ ତାଙ୍କ ପର୍ସ ଓ ଟଙ୍କା ବ୍ୟାଗ୍‌ ନେଇଯାଇଥିଲେ। ପର୍ସରେ ୫ ହଜାର ଓ ବ୍ୟାଗରେ ଥିବା […]

0
ପୁଅର ଠେଙ୍ଗା ମାଡ଼ରେ ଗଲା ମା’ର ଜୀବନ

ରାଇରଙ୍ଗପୁର(ରାଜେଶ ଶର୍ମା): ପୁଅର ଠେଙ୍ଗା ମାଡ଼ରେ ମା‘ର ମୃତ୍ୟୁ ହୋଇଛି। ମୟୂର‍ଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଧଳପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କୁନ୍ତୀ ଆଲଡା। ଅଭିଯୁକ୍ତ ନାଁ ଜେରେଇ ଅଲଡା। ତାକୁ ପୁଲିସ୍‌ ଗିରଫ କରିଛି। ମାଆକୁ ହତ୍ୟା କରିଥିବା ଘଟଣାକୁ ସେ ସ୍ୱୀକାର କରିଛି। ଗତ ସୋମବାର ଦିନ ଏହି ଘଟଣା ଘଟିଥିବାବେଳେ ଗତକାଲି ଜାମଦା ପୁଲିସ୍‌ ମୃତଦେହକୁ ଜବତ କରିଥିଲା। ହତ୍ୟାକାଣ୍ଡ ନେଇ ଥାନାରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଲିସ୍‌ ମୃତଦେହକୁ ଜବତ […]