• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

karishma
ଅଭିନେତ୍ରୀ କରିସ୍ମା କପୁରଙ୍କ ଦାମୀ ବ୍ୟାଗକୁ ନେଇ ଚର୍ଚ୍ଚା !  

ମୁମ୍ବାଇ: କୁହାଯାଏ ସେଲିବ୍ରେଟିମାନଙ୍କ ଲାଇଫ୍ ଏକ ଅଲଗା ଅନ୍ଦାଜର । ସେମାନଙ୍କର କଥାବାର୍ତ୍ତା,  ଚାଲିଚଳନ , ବେଶଭୂଷା ଆଦିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଭାବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର । ଫେବୃଆରି ୧୫ରେ କରିସ୍ମା କପୁରଙ୍କ ବାପା ରଣଧିର କପୁରଙ୍କର ଥିଲା ଜନ୍ମଦିନ। ବାପାଙ୍କ ୭୧ତମ ଜନ୍ମଦିନରେ ଡିଜାଇନର୍‌ ବିଭୁ ମଲହୋତ୍ରାଙ୍କ ଡିଜାଇନ୍‌ ଡ୍ରେସ୍‌ ପିନ୍ଧି ପହଁଚିଲେ କରିସ୍ମା। ହାତରେ ଥିଲା ଦାମୀ ସ୍ଲିଙ୍ଗ ବ୍ୟାଗ। […]

jay
ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍‌ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ […]

electric car
ରେଲୱେ ଷ୍ଟେସନରେ ଅଭିନବ ବ୍ୟବସ୍ଥା : ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକ ପାଇଁ ହେବ ଚାର୍ଜିଂ ପଏଣ୍ଟ !

ନୂଆ ଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକର ବହୁଳ ବ୍ୟବହାରକୁ ଦେଖି ରେଳବିଭାଗ କିଛି ପଦକ୍ଷେପ ନେବାକୁ ଯୋଜନା କରିଛି । ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡିକର ଚାର୍ଜିଂ ପାଇଁ ଷ୍ଟେସନ ବନେଇବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜୀକୁ ପ୍ରମୋଟ କରିବା ଓ  ଏହାର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରିବା ନେଇ ରେଲୱେ ଷ୍ଟେସନର ପାର୍କିଂ ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନା କରାଯିବ । ପ୍ରାରମ୍ଭିକ ଭାବେ ଏହି ଯୋଜନା ଦିଲ୍ଲୀ  ଓ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ […]

sleeping-young-woman
ବୟସ ଅନୁସାରେ କେତେ ସମୟ ଶୋଇଲେ ଭଲ: ଜାଣନ୍ତୁ କେତୋଟି ଟିପ୍ସ

ମଣିଷ ସୁସ୍ଥ ରହିବା ପାଇଁ ଠିକ୍‌ ସମୟରେ ଖାଇବା ପିଇବା ସହିତ ଠିକ୍‌ ସମୟରେ  ଶୋଇବା ନିହାତି ଆବଶ୍ୟକ। ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି। ଠିକ୍‌ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି। ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା […]

aprajita-1
ବିଜେପିରେ ସାମିଲ୍ ହେଲେ ଅଭିନେତ୍ରୀ ଅପରାଜିତା ମହାନ୍ତି

ଭୁବନେଶ୍ୱର :  ଅାଜି ବିଜେପିରେ ସାମିଲ୍ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅାୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି।  ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି  । ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଅାସିବା ସହ କଂଗ୍ରେସରେ […]

7
ହାଇୱା ତଳେ ଚାପି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

କୋଣାର୍କ ( ସଂଜୟ ପତି) : ପୁରୀ ଜିଲ୍ଲା କାକଟପୁର ରାସ୍ତା କଲରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ତଳେ ଚାପି ହୋଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୃତକ ହେଲେ ଜଗନ୍ନାଥପୁରର ବାବୁଲି ବେହେରା। ଆହତ ପ୍ରକାଶ କାଣ୍ଡିଙ୍କୁ ଚାରି ଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ନିମାପଡ଼ା-କାକଟପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ […]

hhhuhhhhh
ଆସନ୍ତାକାଲି ଆରମ୍ଭ ହେବ PMSYM ଯୋଜନା

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ, PMSYM ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ ଦିଆଯିବ। ଏପରିକି ଉଠା ଦୋକାନୀ, ରିକ୍ସା ଚାଳକ, ମଧ୍ୟାହ୍ନ ଭୋଜନ ଶ୍ରମିକ, ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, ମୋଚି, ଘରେ କାମ କରୁଥିବା ଲୋକ, ବିଡି ଶ୍ରମିକ, ଧୋବା, କୁଟୀର ଶିଳ୍ପରେ କାମ ଥିବା ଶ୍ରମିକ ସାମିଲ ହୋଇପାରିବେ। ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ […]

congress
କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ : ପ୍ରତିବାଦରେ ଆଜି ରାଜଧାନୀରେ ଅାନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର  : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ  । କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖିନଥିବା ସେ […]

RKL
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ୬ ଦିନିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ।  ଆଜିଠାରୁ ୬ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି, ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି କୋର୍ଟ ଖୋଲା ରହିବ ନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍ ମଧ୍ୟ ବନ୍ଦ ରଖାଯିବ। ଏହା ସହିତ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ […]

school
ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ମାମଲାରେ ଏତଲା ଦେଲେ ବିଇଓ

ମାଲକାନଗିରି : ମାଲକାନଗିରି ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆରମ୍ଭ ହୋଇଛି ବୋର୍ଡର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା। ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦିଆଯାଇଛି। ଏଥିରେ ବିଇଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଉପ-ଅଧୀକ୍ଷକ, ଅବଜରଭର ଓ ଜଣେ ପିଅନଙ୍କ ନାଁରେ ଦିଆଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ। ପୁଲିସ ତଦନ୍ତ ସରିବା ପରେ ହିଁ ବୋର୍ଡ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବ ବୋଲି […]

bijepur by election
ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ବିଜେପୁର ମୈଦାନ : ଘର ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ

ବରଗଡ଼ : ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର ।  ୩ ପ୍ରମୁଖ ଦଳର କ୍ୟାମ୍ପେନ୍‌ରେ ଉଠୁଛି ପଡୁଛି ପ୍ରଚାର ମୈଦାନ । ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ । ବିଜେଡି ନେତ୍ରୀ ରୀତା ସାହୁଙ୍କ ପାଇଁ ଗାଇସିଲାଟ ବ୍ଲକ ଅଞ୍ଚଳରେ ପ୍ରଚାର କରିଛନ୍ତି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଅଭିନେତା ଅରିନ୍ଦମ ଦାସ  ଉଭୟ ଷ୍ଟାରଙ୍କ ସହ ଦଳର […]

bjd
ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି

ଭୁବନେଶ୍ୱର :  ଆସନ୍ତାକାଲିଠୁ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି।  ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏକ ଅଭିଯାନ ଆରମ୍ଭ କରିବ ବିଜୁ ଜନତା ଦଳ।  ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’। ନିର୍ବାଚନ ଇସ୍ତାହାର ପାଇଁ ୮୬ ଲକ୍ଷ ଘରେ ପହଞ୍ଚି ମତାମତ ସଂଗ୍ରହ କରାଯିବ।  ଏ ନେଇ ଆଜି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବିଜେଡି ନେତା ଅରୁଣ ସାହୁ ଓ ସସ୍ମିତ ପାତ୍ର।  […]

krushna sagaria
କୁନ୍ଦୁଲି ଘଟଣାରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର: କୁନ୍ଦୁଲି ଘଟଣା ନେଇ କଂଗ୍ରେସ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଚଳାଇଛି।  ସୋମବାର ପ୍ରଥମେ ଭୁବନେଶ୍ୱର ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବ। ଏହାପରେ କଟକ, ରାଉରକେଲା, ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏ ନେଇ ସୂଚନା ଦେଇଛନ୍ତି। ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶଗରିଆ। ଆଇନ ତା’ ବାଟରେ ଯିବ କହି ତଦନ୍ତକୁ […]

deadbody
ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ

କାମାକ୍ଷାନଗର ( ରାକେଶ ଦେହୁରୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ। କଙ୍କଡ଼ାହାଡ଼ ଥାନା ଆମ୍ବତଇଲା ଗାଁ ପାଖ ବିଲରେ ମହିଳାଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିରହିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ସେପଟେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

plane crass
ଇରାନ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା

ତେହେରାନ୍ :  ଇରାନ୍‌ର ଏକ ଯାତ୍ରୀବାହୀ ବିମାନ ଜାଗ୍ରୋସର ପାହାଡ଼ ଉପରେ  ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୫୦ରୁ ଅଧିକ ଲୋକ ଥିଲେ । ଖବର ଅନୁସାରେ,  ବିମାନ ଦୁର୍ଘଟଣାରେ ୬୬ଜଣ ଲୋକ  ମୃତ୍ୟୁ ବରଣ କରିଛନ୍ତି । ଇରାନ୍‌ର ଅସମନ୍ ଏୟାର ଲାଇନ୍ସର ପ୍ରବକ୍ତା ସରକାରୀ ଟିଭିକୁ ଏହି ସୂଚନା ଦେଇଛନ୍ତି । ଦେଶର ଆପାତ୍ତକାଳୀନ  ସେବାର ପ୍ରମୂଖ ସ୍ଥାନୀୟ ମିଡିଆକୁ  ଆଜି ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ […]

ccs
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଭିତରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଜାତୀୟ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ସୁରକ୍ଷା ପରିଷଦ ବୈଠକରେ ସୁରକ୍ଷା କ୍ୟାବିନେଟ କମିଟିର ମନ୍ତ୍ରୀମାନେ ଉପସ୍ଥିତ ଥିଲେ।   ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଉପସ୍ଥିତ ଥିଲେ।  ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା […]

dominic desouja photo
ଡୋମିନିକଙ୍କ ସଂଘର୍ଷର କାହାଣୀ : ଯାହାଙ୍କ ପାଇଁ ବଦଳିଥିଲା ଏଡ୍‌ସ ରୋଗ ପ୍ରତି ଲୋକଙ୍କ ଧାରଣା

ରୋଗ ହୋଇଥିଲା ବୋଲି ତାଙ୍କୁ ଘରୁ ଡାକିନେଇ ଗିରଫ କରିଥିଲା ପୋଲିସ୍‌। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲା। ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ପଚାରିଥିଲା ପ୍ରଶ୍ନ ପରେ ପ୍ରଶ୍ନ। ଅନ୍ତରଙ୍ଗ ମୁହୂର୍ତ୍ତର ଗୋପନ କଥାସବୁ ବଖାଣିବାକୁ ବାଧ୍ୟ କରିଥିଲା ପୋଲିସ୍‌। କେବେ କାହାସହ ରଖିଥିଲେ ଯୌନ ସମ୍ପର୍କ। କାହା ସହ ବିତାଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତ ,ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ପଡିଥିଲା। କିନ୍ତୁ ସେ  ବୁଝିପାରି ନଥିଲେ ତାଙ୍କର ଦୋଷ କ’ଣ ? କାହିଁକି […]

blast
ରୋଷେଇ ସମୟରେ ଫାଟିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର

ଧର୍ମଗଡ଼ : ହାଣ୍ଡିଶାଳରେ ବିସ୍ଫୋରଣ। ରୋଷେଇ କରୁଥିବାବେଳେ ରନ୍ଧନଗ୍ୟାସ୍ ସିଲିଣ୍ଡର ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଟେମରୀ ଗାଁରେ। ଗାଁର ସୁକାନ୍ତି ପୁଟେଲ ନାମକ ଜଣେ ମହିଳା ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ପାଖରେ ଥିବା ତାଙ୍କ ୨୨ ବର୍ଷର ପୁଅ ସଂଜୀବଙ୍କ ମୃତ୍ୟୁ ହେବା ସହ ଘରର ଛାତ ଉଡ଼ିଯାଇ ନିଆଁ ଲାଗିଯାଇଥିଲା। […]

elephant
ମାଉଥ୍ ଅର୍ଗାନ୍ ବଜାଉଛି ହାତୀ ! ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍

ତାମିଲନାଡୁ :   ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି […]

jail puri
ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା !

ପୁରୀ : ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଶେଖ୍ ଆକବର ମେହେମୁଦ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ। ପୁଲିସର କହିବା କଥା, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଛି। ଆଜି ମଧ୍ୟାହ୍ନରେ ଖାଇ ସାରିବା ପରେ ସେ ନିଜ କୋଠରୀ ନିକଟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍‌ କହିଛି। […]

rayagarda
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାର ମୃତଦେହ

ରାୟଗଡ଼ା: କଲ୍ୟାଣସିଂହପୁର ଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କାଶିପୁର ବ୍ଲକ ବଦଲଝରଣ ଗାଁ ନିକଟରେ ଥିବା ଜଙ୍ଗଲରୁ ଏହି ନାବାଳିକାର ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ମୃତକ ଜଣକ ଡଙ୍ଗାସିଲ ପଞ୍ଚାୟତ ବଦଲଝର ଗାଁର ବୋଲି ଜଣାପଡ଼ିଛି। ନାବାଳିକା ଜଣକ ଗତ ୧୪ ତାରିଖରୁ ନିଖୋଜ ଥିଲେ। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାଶୀପୁର ବ୍ଲକ୍ ଡଙ୍ଗାସିଲ ଥାନାରେ ମାମଲା […]

teacher
ସରକାର-ଶିକ୍ଷକ ସଂଘ ମିଳିତ ମଞ୍ଚର ବୈଠକ ଶେଷ : ବାହାରିଲାନି କୌଣସି ସମାଧାନର ସୂତ୍ର

ଭୁବନେଶ୍ୱର : ସରକାର-ଶିକ୍ଷକ ସଂଘ ମିଳିତ ମଞ୍ଚର ବୈଠକ ଶେଷ ହୋଇଛି । କିନ୍ତୁ କୌଣସି ସମାଧାନର ସୂତ୍ର ବାହାରିପାରିଲା ନାହିଁ । ତେବେ ସରକାରଙ୍କ ସହ ଅାଲୋଚନା ସୌହାର୍ଦ୍ଦପୂର୍ଣ୍ଣ ଭାବେ ହୋଇଛି । ବୈଠକ ଶେଷରେ ମଞ୍ଚର ଅାବାହକ ଗୋଲକ ନାୟକ ସୂଚନା ଦେଇଛନ୍ତି ଯେ, କାଲି ସମାବେଶ ନକରି ପରୀକ୍ଷାରେ ସହଯୋଗ ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି । କିନ୍ତୁ ଏନେଇ ନିଷ୍ପତ୍ତି ହୋଇ ନାହିଁ । ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଅାଯିବ […]

cm
ପୌର କର୍ମଚାରୀଙ୍କ ଲାଗି ୭ମ ବେତନ କମିଶନ ଘୋଷଣା

ଭୁବନେଶ୍ୱର : ପୌର କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା।  ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ। ୨୦୧୬ମସିହା ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ ପୌର କର୍ମଚାରୀ। ରାଜ୍ୟ ନିଜ ପାଣ୍ଠିରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।