• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

infant
ନର୍ସିଂହୋମ୍‌ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣା : ୪ଦିନର ସଂଗ୍ରାମ ପରେ ଅାଖି ବୁଜିଲା ୬ଦିନର ଶିଶୁ

ରାଉରକେଲା : ୪ଦିନର ସଂଗ୍ରାମ ପରେ ଶେଷରେ ଅାଖି ବୁଜିଲା ୬ଦିନର ଶିଶୁ   । ରାଉରକେଲା ନର୍ସିଂହୋମ୍‌ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣାରେ ଶେଷରେ ଅାଖି ବୁଜିଛି । ୬ଦିନର ଶିଶୁ  ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି  । ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର  । ମୃତ୍ୟୁ ପରେଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଗଣ୍ଡଗୋଳ ଅାଶଙ୍କାରେ ନର୍ସିଂହୋମ ଅାଗରେ ପୋଲିସ୍ ମୁତୟନ କରାଯାଇଛି  । ଶନିବାର ନର୍ସିଂହୋସ୍‌ରେ […]

bjd
ଆଜିଠୁ ବିଜେଡି ଆରମ୍ଭ କରିବ 'ଘରେ ଘରେ ଶଙ୍ଖ ଅଭିଯାନ'

ଭୁବନେଶ୍ୱର :  ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ସେପଟେ ଆଜିଠୁ ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ଏହି ଅଭଯାନ ଆରମ୍ଭ କରିବ ଦଳ। ୧୯ ବର୍ଷ କ୍ଷମତାରେ ରହିବାପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା […]

Orissa High Court
ଓଡିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ନେଇ ଆନ୍ଦୋଳନ ଜୋର ଧରିଲା

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର କରାଯିବ ନାହିଁ ବୋଲି ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇ‌ଥିବା ଏହି ଆନ୍ଦୋଳନ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ […]

ramnath covind
ଇଶା ଯୋଗ ସଂସ୍ଥା କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି

କୋଏମ୍ବାଟୁର୍  : ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଏମ୍ବାଟୁର୍ ସ୍ଥିତ ଇଶା ଯୋଗ ସଂସ୍ଥାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହାଶିବରାତ୍ରୀ ଉପଲକ୍ଷେ ଏଠାରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ। ରାଷ୍ଟ୍ରପତି କୋବିନ୍ଦଙ୍କ ସହ ଇସା ଯୋଗ ସଂସ୍ଥା ପ୍ରତିଷ୍ଠାତା ସଦ୍‌ଗୁରୁ ଯାଗୀ ବାସୁଦେବ ଉପସ୍ଥିତ ଥିଲେ। ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା, ଆଳତୀ ସହ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ। ଏହି ଅବସରରେ ପୁଲୱାମା ହମ୍‌ଲାରେ ସହିଦଙ୍କ ସ୍ମୃତି ଚାରଣ କରାଯାଇଥିଲା। ସେହିପରି […]

rani-mukherjee
ଏହି କାରଣ ପାଇଁ ରାଣୀ ମୁଖାର୍ଜୀ ନିଜ ସ୍ୱାମୀଙ୍କୁ ନିତି ଗାଳି କରନ୍ତି !

ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନରେ ବ୍ୟସ୍ତ । ନିକଟରେ ସେ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ୍ ଶୋ’ରେ ପହଁଚିଥିଲେ ।  ଏହି ଶୋ’ରେ  ସେ ପ୍ରସିଦ୍ଧ  ଫ୍ୟାଶନ୍ ଡ଼ିଜାଇନର  ସବ୍ୟସାଚୀଙ୍କ ସହ ଯାଇଥିଲେ । ଏହି ଅବସରରେ ନିଜର ଫିଲ୍ମ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ କିଛି କହିଥିଲେ। ରାଣୀ ମୁଖାର୍ଜୀ ଏଠାରେ ନିଜ ପତି ତଥା ଫିଲ୍ମ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ […]

scjhool
OMR ହଜିବା ଘଟଣାରେ ୨ ନିଲମ୍ବିତ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ  ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଆଜି ଏହି ଦୁଇ ଜଣଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ବିଇଓ। ଏଥି ସହ ପରୀକ୍ଷା କେନ୍ଦ୍ର ଅବଜର୍ଭର ଓ ଜଣେ ପିଅନଙ୍କ ନାଁରେ […]

madipa
ମହାଦୀପ ଦର୍ଶନ କଲେ ହଜାର ହଜାର ଭକ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ। ଆଜି ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ଅପେକ୍ଷା କରିଥିଲେ ମହାଦୀପ ଦର୍ଶନକୁ। ମହାଦୀପ ଉଠିବା ପରେ ହଜାର ହଜାର ଭକ୍ତ ଏହାର ଦର୍ଶନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ […]

kejriwal
ବିବାଦ ଘେରରେ ଦିଲ୍ଲୀ ସରକାର; ମୁଖ୍ୟ ଶାସନ ସଚିବଙ୍କୁ ପିଟିଲେ ଆପ୍ ବିଧାୟକ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଅଭିଯାଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍)ର ୨ ଜଣ ସାଂସଦ ତାଙ୍କୁ ମାରପିଟ୍ […]

bjd--11
ବିଜେଡି ଆପଣାଇଲା କଂଗ୍ରେସ ଓ ବିଜେପି ଫଣ୍ଡା

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି। ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। […]

cold cough
କେମିତି  ସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇବେ ? ଜାଣନ୍ତୁ ଏହାର ଘରୋଇ ଉପଚାର

ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଏବଂ ଏହା ଖୁବ୍ ପ୍ରଭାବଶାଳୀ ଓ ଏଥିରେ ଖର୍ଚ୍ଚାନ୍ତ କମ୍ ହୁଏ । ସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ କିଛି […]

misir
ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ମିଶ୍ରି : ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଖାଇ ସାରିବା ପରେ ଆମେ ପ୍ରାୟତଃ ମିଶ୍ରି ଓ ପାନମଧୁରୀ ଖାଇଥାଉ। ଏହି ଦୁଇଟି ସାମଗ୍ରୀ ସାଧାରଣତଃ ମାଉଥ୍‌ ଫ୍ରେଶ୍‌ନର୍‌ ଭାବେ କାମ କରେ। ତେବେ କେବଳ ମାଉଥ୍‌ ଫ୍ରେଶ୍‌ନର୍‌ ନୁହେଁ, ମିଶ୍ରି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଆସନ୍ତୁ ଜାଣିବା, ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ଥଣ୍ଡା, କାଶରୁ ମୁକ୍ତି ଦିଏ : ଶୀତଦିନେ ଶରୀର ସାଧାରଣତଃ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ […]

hockey
ଅଜନାଲ୍ ଶାହା କପ୍ ପାଇଁ ଭାରତୀୟ ଦଳରେ ୪ଜଣ ଓଡ଼ିଆ

ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି ।  ଏହି କପ୍ ମାର୍ଚ୍ଚ ୩ରୁ  ମାଲେସିଆରେ ଆରମ୍ଭ ହେବାକୁ ଯାଉଛି । ବିରେନ୍ଦ୍ର ଲାର୍କା ଏକ ମାତ୍ର ଖେଳାଳି ଭାବେ ,ଗତ ମାସରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଫୋର୍ ନେସନ୍ସ ଇନଭିଟେସନାଲ୍ ଟୁର୍ଣ୍ଣାମେଣ୍ଟ  ପାଇଁ ଚୟନ ହୋଇଥିଲେ […]

baijayanta
ପଢ଼ନ୍ତୁ, ବୈଜୟନ୍ତଙ୍କୁ ବିରୋଧ ଏବଂ ବିଜେଡିରୁ ଇସ୍ତଫାର ପୂରା ଘଟଣାକ୍ରମ

ଭୁବନେଶ୍ୱର : ଦିନ ଥିଲା, ଜାତୀୟ ସ୍ତରରେ ବୈଜୟନ୍ତ ଥିଲେ ବିଜେଡିର ଫେସ୍। ହେଲେ ୨୦୧୪ ମସିହା ନିର୍ବାଚନ ପରଠୁ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଆରମ୍ଭ ହେଲା ଷଡ଼ଯନ୍ତ୍ର। ତାଙ୍କୁ ଅଣ୍ଡାମାଡ଼, ଢେଲାମାଡ଼ ଓ ବିରୋଧ ଭଳି ଘଟଣା ବଢ଼ିଲା। ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ମାମଲା ସହ ପରିବାର ସଂପୃକ୍ତ ଥିବା ଗୋଟିକ ପରେ ଗୋଟିଏ ସଂସ୍ଥାକୁ ବି ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇଥିଲା। ତିକ୍ତତା ଏଭଳି ସ୍ତରରେ ପହଞ୍ଚିଥିଲା ଯେ […]

buchi
ଗଞ୍ଜାମରେ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ

ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର । ପୋଲସରା କାକୁଡିଆଇ  ଜଙ୍ଗଲରେ ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି । ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି  । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ତା’ଠାରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଓ ବାଇକ୍ ଅାଦି ଜବତ କରାଯାଇଛି  । ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ନେଇ […]

malkanigiri
ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ସନ୍ଦେହ

ମାଲକାନଗିରି: ଗତକାଲି ଛତିଶଗଡ଼ ସୁକ୍ମା ଜିଲ୍ଲାର ଭେଜି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଯବାନ ଆହତ ହୋଇଛନ୍ତି। ପ୍ରାୟ ୫ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ମାଓବାଦୀଙ୍କର ବହୁତ କ୍ଷତି ହୋଇଛି।  ଅନେକ ନକ୍ସଲ ସେମାନଙ୍କ ସାଥୀଙ୍କୁ ବୋହି ନେଉଥିବାର ଟିମ୍ କମାଣ୍ଡର ଦେଖିଛନ୍ତି ବୋଲି ସୂଚନା […]

massod
ମାସୁଦର ମୃତ୍ୟୁ ଖବରକୁ ପାକିସ୍ତାନ ମିଡିଆରେ ଖଣ୍ଡନ

ଇସ୍‌ଲାମାବାଦ୍‌ : ଆତଙ୍କବାଦୀ ସଂଗଠନ ଜୈଶ୍- ଇ- ମହମ୍ମଦର ମୁଖ୍ୟ ମସୁଦ ଆଝରର ମୃତ୍ୟୁ ହୋଇନି। ଏହି ଖବରକୁ ଖଣ୍ଡନ କରିଛି ପାକିସ୍ତାନୀ ଗଣମାଧ୍ୟମ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଜହରର ମୃତ୍ୟୁ ହୋଇନାହିଁ। ପାକ୍ ମିଡିଆ ଜିଓ ଟିଭି ପକ୍ଷରୁ କୁହାଯାଇଛି ଯେ, ମସୁଦ ଏବେ ବି ଜୀବିତ ଅଛି। ଏ ସଂପର୍କରେ କିନ୍ତୁ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗତକାଲି ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଯେ, […]

gobara ghati school
ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପିଟିଲେ ସିକ୍ୟୁରିଟି ଗାର୍ଡ

ଯାଜପୁର: ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଛନ୍ତି ସିକ୍ୟୁରିଟି ଗାର୍ଡ। ଯାଜପୁର କଳିଙ୍ଗନଗର ଗୋବରଘାଟି ଆବାସିକ ସ୍କୁଲରେ ଘଟିଛି ଏଭଳି ଘଟଣା। ଗତକାଲି ରାତି ଅଧରେ ଟାଟା ଷ୍ଟିଲର ସିକ୍ୟୁରିଟି ଗାର୍ଡ ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍କୁଲ ପିଲା ସିକ୍ୟୁରିଟି କର୍ମଚାରୀଙ୍କୁ ପଥର ଫିଙ୍ଗୁଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କ ଏପରି କାଣ୍ଡ ପ୍ରତିବାଦ କରି ଲୋକେ ଗୋବରଘାଟିରେ ଏନ୍‌ଏଚ୍-୨୦୦କୁ ଅବରୋଧ […]

jay7
ଓଡ଼ିଶାର ନେତୃତ୍ୱ ପରିବର୍ତ୍ତନ ଜରୁରୀ, ବିଜେପି ହିଁ ଏହା କରିପାରିବ : ବୈଜୟନ୍ତ

ଭୁବନେଶ୍ୱର: ସବୁ ରାଜନୈତିକ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ପରେ କ’ଣ କହିଲେ ବୈଜୟନ୍ତ ପଢ଼ନ୍ତୁ। ବୈଜୟନ୍ତ କହିଲେ, ପବିତ୍ର ମହାଶିବରାତ୍ରୀରେ ସମସ୍ତଙ୍କୁ ନମସ୍କାର ଓ ଶୁଭେଚ୍ଛା। ୨୨ ବର୍ଷ ତଳେ ଯେତେବେଳେ ଆମେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲୁ ସେତେବେଳେ ଏ କଥା ଚିନ୍ତା କରିନଥିଲି। ଦୁଃଖର କଥା ଯେ ଆମକୁ ୨୨ ବର୍ଷ […]

karishma
ଅଭିନେତ୍ରୀ କରିସ୍ମା କପୁରଙ୍କ ଦାମୀ ବ୍ୟାଗକୁ ନେଇ ଚର୍ଚ୍ଚା !  

ମୁମ୍ବାଇ: କୁହାଯାଏ ସେଲିବ୍ରେଟିମାନଙ୍କ ଲାଇଫ୍ ଏକ ଅଲଗା ଅନ୍ଦାଜର । ସେମାନଙ୍କର କଥାବାର୍ତ୍ତା,  ଚାଲିଚଳନ , ବେଶଭୂଷା ଆଦିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଭାବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର । ଫେବୃଆରି ୧୫ରେ କରିସ୍ମା କପୁରଙ୍କ ବାପା ରଣଧିର କପୁରଙ୍କର ଥିଲା ଜନ୍ମଦିନ। ବାପାଙ୍କ ୭୧ତମ ଜନ୍ମଦିନରେ ଡିଜାଇନର୍‌ ବିଭୁ ମଲହୋତ୍ରାଙ୍କ ଡିଜାଇନ୍‌ ଡ୍ରେସ୍‌ ପିନ୍ଧି ପହଁଚିଲେ କରିସ୍ମା। ହାତରେ ଥିଲା ଦାମୀ ସ୍ଲିଙ୍ଗ ବ୍ୟାଗ। […]

jay
ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍‌ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ […]

electric car
ରେଲୱେ ଷ୍ଟେସନରେ ଅଭିନବ ବ୍ୟବସ୍ଥା : ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକ ପାଇଁ ହେବ ଚାର୍ଜିଂ ପଏଣ୍ଟ !

ନୂଆ ଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକର ବହୁଳ ବ୍ୟବହାରକୁ ଦେଖି ରେଳବିଭାଗ କିଛି ପଦକ୍ଷେପ ନେବାକୁ ଯୋଜନା କରିଛି । ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡିକର ଚାର୍ଜିଂ ପାଇଁ ଷ୍ଟେସନ ବନେଇବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜୀକୁ ପ୍ରମୋଟ କରିବା ଓ  ଏହାର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରିବା ନେଇ ରେଲୱେ ଷ୍ଟେସନର ପାର୍କିଂ ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନା କରାଯିବ । ପ୍ରାରମ୍ଭିକ ଭାବେ ଏହି ଯୋଜନା ଦିଲ୍ଲୀ  ଓ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ […]

sleeping-young-woman
ବୟସ ଅନୁସାରେ କେତେ ସମୟ ଶୋଇଲେ ଭଲ: ଜାଣନ୍ତୁ କେତୋଟି ଟିପ୍ସ

ମଣିଷ ସୁସ୍ଥ ରହିବା ପାଇଁ ଠିକ୍‌ ସମୟରେ ଖାଇବା ପିଇବା ସହିତ ଠିକ୍‌ ସମୟରେ  ଶୋଇବା ନିହାତି ଆବଶ୍ୟକ। ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି। ଠିକ୍‌ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି। ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା […]