• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

constabla
ସାହସିକତା ଦେଖାଇଥିବା ଲେଡି କନଷ୍ଟେବଳ ହେଲେ ସସ୍‌ପେଣ୍ଡ !

କଟକ : ନିଲମ୍ବିତ ହେଲେ କଟକ ମାଲଗୋଦାମ ଥାନା ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା। ଗଣମାଧ୍ୟମକୁ ବାଇଟ୍ ଦେବା ଅଭିଯୋଗରେ ତାଙ୍କୁ ସସ୍‌ପେଣ୍ଡ୍ କରିଛନ୍ତି ଡିସିପି। ସସ୍‌ପେଣ୍ଡ୍ ହୋଇଥିବା କନଷ୍ଟେବଳଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ହୋଇଥିଲା। ସମ୍ପୃକ୍ତ କନଷ୍ଟେବଳ ଲୁଟେରାକୁ କାବୁ କରିବା ପରେ ପୁଲିସ ଜିମା ଦିଆଯାଇଥିଲା। ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ପୃକ୍ତ ମହିଳା କନଷ୍ଟେବଳ। ସୂଚନା ଅନୁସାରେ, ମାଲଗୋଦାମ ଥାନାର ମହିଳା କନଷ୍ଟେବଳ ଗୀତାଞ୍ଜଳି ଆଜି ସକାଳେ ଥାନାକୁ ଯାଉଥିବା ବେଳେ ଲୁଟେରାଟି […]

rajarani
ରାଜାରାଣୀ ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ ସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ […]

puri6
ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି ; ଧରା ପଡିଲେ ଜରିମନା

ପୁରୀ : ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍‌ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥାହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ବୈଠକ ପରେ ଶ୍ରୀମନ୍ଦିର […]

rain
ମାସେ ନିଖୋଜ ପରେ ଅମାନିଆ ମୌସୁମୀ: କେଉଁଠି ପ୍ରବଳ ବର୍ଷା ତ କେଉଁଠି ଉଭାନ୍

ଭୁବନେଶ୍ୱର : ବିଳମ୍ବରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲୁଚକାଳି ଖେଳ ଏବେ ଚାଷୀକୁଳକୁ ଚିନ୍ତାରେ ପକାଇଛି। ଟ୍ରଫ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ କେଉଁଠି ପ୍ରବଳ ବର୍ଷା ହେଉଛି ତ ଆଉ କେଉଁଠି ଏବେ ବି ପଡ଼ିଆ ଶୁଖିଲା ପଡ଼ିଛି। ଗତ ଦୁଇ ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ମାଲକାନଗିରି ଜିଲ୍ଲାରେ ଶତାଧିକ ଗାଁ […]

odisha secretariat
'ମଦମୁକ୍ତ ଓଡିଶା ଗଠନ ପାଇଁ ନାହିଁ ସରକାରଙ୍କ କୌଣସି ପ୍ରସ୍ତାବ'

ଭୁବନେଶ୍ୱର : ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କର ନାହିଁ କୌଣସି ପ୍ରସ୍ତାବ। ଆଜି ବିଧାନସଭାରେ ଏଭଳି ସ୍ପଷ୍ଟ ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏକ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି, ପଡ଼ୋଶୀ ରାଜ୍ୟମାନଙ୍କରେ ନିଶା ନିବାରଣ ହୋଇନଥିବାରୁ ସେଠାରୁ ଆମ ରାଜ୍ୟକୁ ଚୋରା ମଦ ଆସିବାର ଆଶଙ୍କା ରହିଛି, ଯାହା ସୁଯୋଗରେ ନିଶା ବ୍ୟବସାୟୀ ଅଧିକ ସକ୍ରିୟ ହେବେ। ସେପଟେ ରାଜ୍ୟରେ ବେଆଇନ ଦେଶୀ ମଦ ବିକ୍ରି ବଢୁଥିବା ନେଇ […]

killer cuttack
ସିରିୟଲ କିଲରର ପର୍ଦ୍ଦାଫାଶ ; ମଣିଷ ମାରି ମଜା ନେଉଥିଲା

କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍‌ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଫିଲ୍ମ ଷ୍ଟାଇଲରେ ସେ ମଣିଷ ମାରୁଥିଲା ଏବଂ ହସି ହସି ତା’ର ମଜା […]

sachiba
ବଦଳିବ ରାଜ୍ୟ ସଚିବାଳୟର ନାଁ

ଭୁବନେଶ୍ୱର : ବଦଳିବ ରାଜ୍ୟ ସଚିବାଳୟର ନାଁ। ସଚିବାଳୟକୁ ଲୋକସେବା ଭବନ ନାଁରେ ନାମିତ କରାଯିବ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଲୋକାୟୁକ୍ତ। ରାଜ୍ୟ ସରକାର ଖୁବଶୀଘ୍ର ପୁଲିସ ବିଲ୍ ପାସ୍ କରିବା ପାଇଁ ମଧ୍ୟ ପଦକ୍ଷେପ ନେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟରେ ୫ଟି ଏୟାରଷ୍ଟ୍ରିପ୍‌ ଅପଗ୍ରେଡ୍ କରାଯିବା […]

viral photo sebayata
ଶ୍ରୀମନ୍ଦିର ସେବାୟତ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବା ଭିଡିଓ ଭାଇରାଲ

ପୁରୀ : ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ନିର୍ଦ୍ଦିଷ୍ଟ ରୀତିନୀତି ଅନୁଯାୟୀ ହୋଇଥାଏ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ ଏହି ସମସ୍ତ ନୀତି କରିଥା’ନ୍ତି। ଏଭଳି ନୀତିକାନ୍ତି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ। ହେଲେ ଏବେ ଶ୍ରୀମନ୍ଦିରର ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହେଇଛି। ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ମହାପ୍ରଭୁ ଶ୍ରୀବଳଭଦ୍ର, […]

brown sugaradda
ଭୁଶୁଡ଼ିଲା ହଳଦୀପଡ଼ିଆ ବ୍ରାଉନସୁଗାର ଆଡ୍ଡା

ଭୁବନେଶ୍ୱର :  ବ୍ରାଉନସୁଗାର ମାଷ୍ଟରମାଇଣ୍ଡ ଛୋଟା ଓରଫ୍ ଶୁଭ୍ରାଂଶୁ ପରିଡାଙ୍କ ପରେ ଏବେ ହଳଦି ପଡିଆରେ ଥିବା ନିଶା ବେପାରୀଙ୍କ ପଡିଛି ପାଳି। ଭାଙ୍ଗିଛି ନିଶାବେପାରୀଙ୍କ ଆଡ୍ଡା। ନିଶା କାରବାରର ଭୂସ୍ୱର୍ଗ ରାଜଧାନୀର ହଳଦି ପଡ଼ିଆରେ ଥିବା ୬ ଜଣ ନିଶାବେପାରୀଙ୍କ ଘରକୁ ମାଟିରେ ମିଶାଇଛି ପ୍ରଶାସନ। ଘର ନୁହେଁ, ଏ ଥିଲା ନିଶା କାରବାର ନେଟଓ୍ୱର୍କ କଣ୍ଟ୍ରୋଲ ରୁମ୍‌। ନିଶା ବେପାରୀଙ୍କ ଘରକୁ ମିଳିତ ଭାବେ ଭାଙ୍ଗିଛନ୍ତି ବିଡିଏ, ବିଏମସି ଓ ପୁଲିସ। ସରକାରୀ ସ୍ଥାନରେ […]

woman journalist
ସାଂସଦ ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ; କଟକ ଡିସିପିଙ୍କୁ ଭେଟିଲେ ଅଭିଯୋଗକାରିଣୀ

କଟକ  : କଟକ ଡିସିପିଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ।  ତଦନ୍ତର ଶିଥିଳତା ସହ ଜାଣିଶୁଣି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ପୁଣି ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକା। ସେ ଦେଇଥିବା ଏତଲା କପି ମଧ୍ୟ ବଦଳାଯାଇଥିବା କହିଛନ୍ତି ଅଭିଯୋଗକାରିଣୀ।  ତେବେ ଏ ସମ୍ପର୍କରେ ଡିସିପିଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ଅଭିଯୋଗକୁ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଖଣ୍ଡନ […]

khusi
ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ 'ଖୁସି' ଯୋଜନା ; ଛାତ୍ରୀଙ୍କୁ ଦିଆଯାଉନି ସାନିଟାରୀ ନାପକିନ୍

ଭଦ୍ରକ/ ବିନିକା : ଗୋଦାମ ଘରେ ପଡି ରହିଛି ଲକ୍ଷ ଲକ୍ଷ ଟଙ୍କାର ନାପକିନ। ହେଲେ ଛାତ୍ରୀଙ୍କୁ ଯୋଗାଯାଉନି। ଏ ହେଲା ରାଜ୍ୟ ସରକାରଙ୍କ ଖୁସୀ ଯୋଜନାର ବାସ୍ତବ ଚିତ୍ର। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଥିଲା।ଏପ୍ରିଲ୍ ମାସରେ ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ୯୯ ହଜାର ୮୪୦ ଓ  ଦ୍ୱିତୀୟ ପର୍ଯ୍ୟାୟରେ ୮୧ ହଜାର ୨୭୦ ସାନିଟାରୀ ନାପକିନ୍ ନୋଡାଲ ସେଣ୍ଟରକୁ ଆସିଥିଲା। […]

pandian
ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର : ଚର୍ଚ୍ଚିତ ଆଇଏଏସ୍‌ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ। ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭାବେ ନିଯୁକ୍ତି ପାଇଲେ ପାଣ୍ଡିଆନ୍‌। ୨୦୦୦ ବ୍ୟାଚ୍‌ର ଆଇଏସ୍‌ ଅଫିସର ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇବା ପରେ ୨୦୧୧ରୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ। ରାଜ୍ୟରେ ସୁଶାସନ ପାଇଁ ୫ ଟି କ୍ଷେତ୍ର ଯଥା ସାମୂହିକ ବା ସମ୍ମିଳିତ ପ୍ରୟାସଗତ […]

assembly-
ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ପ୍ରସଙ୍ଗକୁ ନେଇ ବିଜେପି- କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର : ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ବିଜେପି କଂଗ୍ରେସ ମୁହାଁମୁହିଁ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟ ସରକାର ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ କମିଟି ଗଠନ କରିଥିଲେ। ଏଇ କମିଟି କିଛି ପ୍ରସ୍ତାବ ଦେଇଥିଲା, ହେଲେ ଏହାକୁ ସରକାର ଭୁଲିଗଲେ ବୋଲି ଅଭିଯୋଗ କରିଥିଲେ ନରସିଂହ। ଏଥିସହ ଆର୍‌ଏସ୍‌ଏସ୍ ନାଁ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ […]

bijayani
ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ଘଟଣା : ଦୋଷୀକୁ କଡ଼ା ଦଣ୍ଡବିଧାନ ପାଇଁ ଦାବି କରି ଡିଜିପିଙ୍କୁ ଭେଟିଲେ ଝିଅ ବିଜୟିନୀ

ଭୁବନେଶ୍ୱର :  ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ କଡ଼ା ଚାର୍ଜସିଟ୍, ତ୍ୱରିତ ଶୁଣାଣି ଓ ଦୋଷୀକୁ ଯଥାଶୀଘ୍ର ଦଣ୍ଡ ବିଧାନ ଦାବି କରି ଆଜି ଡିଜିପିଙ୍କୁ ଭେଟିଛନ୍ତି ଝିଅ ବିଜୟିନୀ। ତଦନ୍ତରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଡିଜିପି ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି। ଜାରି ରହିଥିବା ତଦନ୍ତର ତଦାରଖ ପାଇଁ ଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିବା ସୂଚନା […]

police--1
ରାଜ୍ୟରେ ପୁଲିସ ବି ଅସୁରକ୍ଷିତ !

ଭୁବନେଶ୍ୱର : ପୁଲିସ ମାଗୁଛି ସୁରକ୍ଷା। ଦିନକୁ ଦିନ ସେମାନଙ୍କ ଉପରେ ଆକ୍ରମଣ ବଢୁଥିବା ଅଭିଯୋଗ କରି ସୁରକ୍ଷା ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ପୁଲିସ ଅଧିକାରୀ ସଂଘ। ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ସଂଘ କହିଛି ଯେ, ପୁଲିସଙ୍କ ସୁରକ୍ଷା ପାଇଁ ଏକ କଡ଼ା ଆଇନ ଦରକାର। ତାଛଡ଼ା ତଦନ୍ତ ଓ ଆଇନ ଶୃଙ୍ଖଳା ପାଇଁ ଅଲଗା ଅଲଗା ଭାବେ […]

cuttack seriel killer
ସିଲଭର୍‌ ସିଟି ମର୍ଡର ମିଷ୍ଟ୍ରିର ମିଳିଲା ସୁରାକ୍

କଟକ : ସିଲଭର୍ ସିଟିର ସିରିୟଲ୍ କିଲର୍‌ର ମିଳିଲା ସୁରାକ୍। ୬ ଦିନର ମାରାଥନ୍ ଇନ୍‌ଭେଷ୍ଟିଗେସନ୍, ଲଗାତର ସରଜମିନ୍ ତଦନ୍ତ ଆଉ ମାନସମନ୍ଥନ ପରେ କମିଶନରେଟ୍ ପୁଲିସ ହାତରେ ଲାଗିଲା ସନ୍ଦିଗ୍ଦ ହତ୍ୟାକାରୀର ପତ୍ତା। ଯାହାକୁ ପୂର୍ବରୁ ପୁଲିସ ସାଇକୋ କିଲର୍ ବୋଲି ସନ୍ଦେହ କରୁଥିଲା, ସେହି ସନ୍ଦିଗ୍ଧ ହିଁ ହତ୍ୟାକାରୀ ବୋଲି ଠୋସ୍ ପ୍ରମାଣ ପାଇଛି ପୁଲିସ। ରାଣୀହାଟ ଏବଂ ଓଏମ୍‌ପି ଛକରେ ୩ ଜଣଙ୍କୁ ହତ୍ୟା କରିଛି ବୋଲି ପୁଲିସ ସୁରାଗ୍ ପାଇଛି। ଯିଏ […]

rairangapur
ବିନା ଦୋଷରେ ଦଣ୍ଡ

କଟକ /ରାଇରଙ୍ଗପୁର : ହତ୍ୟା ଭଳି ସଂଗୀନ ମାମଲାରେ ବି କେତେ ବେପରୁଆ ହୋଇପାରେ ପୁଲିସ ? ଦୋଷ ନକରିବି, କେତେ ସହଜରେ ଆଇନ ଜାଲରେ ଛନ୍ଦି ହୋଇଯାଆନ୍ତି ନିରୀହ? ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ, କେମିତି ବିନା ସତ୍ୟାସତ୍ୟ ଯାଞ୍ଚରେ ଦୁଇଟି ଭିନ୍ନଭିନ୍ନ ମାମଲାକୁ ଯୋଡ଼ି ଦିଏ ପୁଲିସ? ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି, ମୟୂରଭଞ୍ଜ ବାଦାମପାହାଡ଼ ଥାନା ଅଞ୍ଚଳରେ। ଘଟଣା ଅନୁସାରେ, ପୁରୁଣାପାଣି ଗାଁର ସଞ୍ଜୟ ନାୟକଙ୍କ ପତ୍ନୀ ରାଇମଣି ବାଙ୍କିରା ନିଖୋଜ ହେବା […]

viral photo
ଜଣେ ଅଭିନେତା କି ମଡେଲ ନୁହନ୍ତି ଏହି ଯୁବକ, କିନ୍ତୁ ସୋଶାଲ ମିଡିଆରେ ଭାଇରାଲ୍‌ ଫଟୋ

ଭୁବନେଶ୍ୱର : ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। He’s not your […]