• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police--1
ରାଜ୍ୟରେ ପୁଲିସ ବି ଅସୁରକ୍ଷିତ !

ଭୁବନେଶ୍ୱର : ପୁଲିସ ମାଗୁଛି ସୁରକ୍ଷା। ଦିନକୁ ଦିନ ସେମାନଙ୍କ ଉପରେ ଆକ୍ରମଣ ବଢୁଥିବା ଅଭିଯୋଗ କରି ସୁରକ୍ଷା ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ପୁଲିସ ଅଧିକାରୀ ସଂଘ। ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ସଂଘ କହିଛି ଯେ, ପୁଲିସଙ୍କ ସୁରକ୍ଷା ପାଇଁ ଏକ କଡ଼ା ଆଇନ ଦରକାର। ତାଛଡ଼ା ତଦନ୍ତ ଓ ଆଇନ ଶୃଙ୍ଖଳା ପାଇଁ ଅଲଗା ଅଲଗା ଭାବେ […]

cuttack seriel killer
ସିଲଭର୍‌ ସିଟି ମର୍ଡର ମିଷ୍ଟ୍ରିର ମିଳିଲା ସୁରାକ୍

କଟକ : ସିଲଭର୍ ସିଟିର ସିରିୟଲ୍ କିଲର୍‌ର ମିଳିଲା ସୁରାକ୍। ୬ ଦିନର ମାରାଥନ୍ ଇନ୍‌ଭେଷ୍ଟିଗେସନ୍, ଲଗାତର ସରଜମିନ୍ ତଦନ୍ତ ଆଉ ମାନସମନ୍ଥନ ପରେ କମିଶନରେଟ୍ ପୁଲିସ ହାତରେ ଲାଗିଲା ସନ୍ଦିଗ୍ଦ ହତ୍ୟାକାରୀର ପତ୍ତା। ଯାହାକୁ ପୂର୍ବରୁ ପୁଲିସ ସାଇକୋ କିଲର୍ ବୋଲି ସନ୍ଦେହ କରୁଥିଲା, ସେହି ସନ୍ଦିଗ୍ଧ ହିଁ ହତ୍ୟାକାରୀ ବୋଲି ଠୋସ୍ ପ୍ରମାଣ ପାଇଛି ପୁଲିସ। ରାଣୀହାଟ ଏବଂ ଓଏମ୍‌ପି ଛକରେ ୩ ଜଣଙ୍କୁ ହତ୍ୟା କରିଛି ବୋଲି ପୁଲିସ ସୁରାଗ୍ ପାଇଛି। ଯିଏ […]

rairangapur
ବିନା ଦୋଷରେ ଦଣ୍ଡ

କଟକ /ରାଇରଙ୍ଗପୁର : ହତ୍ୟା ଭଳି ସଂଗୀନ ମାମଲାରେ ବି କେତେ ବେପରୁଆ ହୋଇପାରେ ପୁଲିସ ? ଦୋଷ ନକରିବି, କେତେ ସହଜରେ ଆଇନ ଜାଲରେ ଛନ୍ଦି ହୋଇଯାଆନ୍ତି ନିରୀହ? ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ, କେମିତି ବିନା ସତ୍ୟାସତ୍ୟ ଯାଞ୍ଚରେ ଦୁଇଟି ଭିନ୍ନଭିନ୍ନ ମାମଲାକୁ ଯୋଡ଼ି ଦିଏ ପୁଲିସ? ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି, ମୟୂରଭଞ୍ଜ ବାଦାମପାହାଡ଼ ଥାନା ଅଞ୍ଚଳରେ। ଘଟଣା ଅନୁସାରେ, ପୁରୁଣାପାଣି ଗାଁର ସଞ୍ଜୟ ନାୟକଙ୍କ ପତ୍ନୀ ରାଇମଣି ବାଙ୍କିରା ନିଖୋଜ ହେବା […]

viral photo
ଜଣେ ଅଭିନେତା କି ମଡେଲ ନୁହନ୍ତି ଏହି ଯୁବକ, କିନ୍ତୁ ସୋଶାଲ ମିଡିଆରେ ଭାଇରାଲ୍‌ ଫଟୋ

ଭୁବନେଶ୍ୱର : ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। He’s not your […]

water
ଉଦ୍‌ବେଗଜନକ ଭାବେ କମି ଚାଲିଛି ରାଜ୍ୟର ଭୂତଳ ଜଳସ୍ତର

ପାରାଦୀପ /କୋରାପୁଟ : ଧିରେ ଧିରେ ଚେନ୍ନାଇ ପାଲଟୁଛି କି ପାରାଦୀପ ? ସ୍ୱଳ୍ପବୃଷ୍ଟିରୁ ଶ୍ରାବଣ ମାସରେ ବି ମହାନଦୀ ଖାଲି। ଆଉ ଯେଉଁଥିପାଇଁ ପାରାଦୀପକୁ ଜଳଯୋଗାଣର ମୁଖ୍ୟ ଉତ୍ସ ତାଳଦଣ୍ଡା କେନାଲ୍‌ରେ ମଧ୍ୟ ଆବଶ୍ୟକ ମୁତାବକ ପାଣି ନାହିଁ । ଖସିଯାଇଛି ପୋର୍ଟ ଜଳଭଣ୍ଡାରର ଜଳସ୍ତର। ଆଉ ସେଇଥିପାଇଁ ୩ ଦିନ ତଳେ ପାରାଦୀପ ଟାଉନ୍‌ସିପ୍‌ରେ ଦୁଇବେଳା ପରିବର୍ତ୍ତେ ବେଳାଏ ଜଳଯୋଗାଣର ସତର୍କ ସୂଚନା ଦେଇ ଗଳିକନ୍ଦି ବୁଲିଥିଲା ପ୍ରଚାର ଗାଡ଼ି। ଏହା ଭିତରେ ଅଳ୍ପ […]

generator
ପରିତ୍ୟକ୍ତ ଅବସ୍ଥାରେ ବ୍ରିଟିଶ ସମୟର ବିଶାଳ ଜେନେରେଟର

ପୁରୀ : ପରିତ୍ୟକ୍ତ ଅବସ୍ଥାରେ ବ୍ରିଟିଶ ସମୟର ବିରଳ ଜେନେରେଟର। କାଳକ୍ରମେ ଏହା ଖରାପ ହୋଇ ଅକାମୀ ହୋଇପଡିଥିଲା ବେଳେ ଏହାକୁ ଐତିହ୍ୟ ସ୍ମାରକୀ ପାଇଁ ଦାବି କରିଛନ୍ତି ଐତିହ୍ୟ ବିଶାରଦ। ବିରଳ ଓ ବିଶାଳ ଏହି ଜେନେରେଟର  ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ ଥିବା ଲୁଣ କାରଖାନା ଏବଂ ରାଜଭବନ ପରିସରକୁ ବିଦ୍ୟୁତ୍ ଯୋଗାଉଥିଲା । କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅବହେଳିତ ଏବଂ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏଥିରେ ବ୍ରିଟିଶ ଇଣ୍ଡିଆ […]

raining odisha
୧ ତାରିଖରୁ ବଢିବ ବର୍ଷା

ଭୁବନେଶ୍ୱର : ଆସନ୍ତା ଦୁଇରୁ ତିନି ଦିନ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ୧ ତାରିଖରୁ ବଢିବ ବର୍ଷା। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲ୍ଲା କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଆଉ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତାସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେବେ […]

la
ରହିବାକୁ ନାହିଁ ଘର ; ଶୌଚାଳୟରେ ବିତୁଛି ଜୀବନ

କେନ୍ଦୁଝର  : ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ବାସ ଗୃହ ଯୋଗାଇବାଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଯୋଜନା ଗୁଡ଼ିକର ଲାଭ କଣ  ସମସ୍ତେ ପାଇପାରୁଛନ୍ତି ? ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ନାଁ ରଇବାରି ମୁଣ୍ଡା ,ଜଣେ ଅସହାୟ ମହିଳା । ସ୍ୱାମୀ ମରିବା ପରେ ନିଜର ୪ଟି ଛୋଟ ଛୋଟ ପିଲାଙ୍କୁ ଧରି ବିତାଉଛନ୍ତି ଜୀବନ। ଘର ନଥିବାରୁ ଶୌଚାଳୟରେ ରହୁଛନ୍ତି। ବଣରୁ କାଠ ସଂଗ୍ରହ କରି ପରିବାରର […]

handivcapped
ଦିବ୍ୟାଙ୍ଗ ହୋଇଥିବାରୁ ସ୍କୁଲରେ ହୋଇପାରିଲାନି ନାମଲେଖା

କୋଣାର୍କ (ସଞ୍ଜୟ ପତି) : ପାଠ ପଢ଼ିବାକୁ ମନରେ ଅଛି ଅଗାଢ ଆଗ୍ରହ। ହେଲେ ଦିବ୍ୟାଙ୍ଗ ହୋଇଥିବାରୁ ସେ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡ଼ିହା ଗାଁରୁ। ଅତ୍ୟନ୍ତ ଗରିବ ଶ୍ରେଣୀର ସମୀର ବେହେରାଙ୍କ ପୁଅ ସତ୍ୟବ୍ରତ। ପଢ଼ିବାକୁ ତାଙ୍କର ଖୁବ ଆଗ୍ରହ। ସ୍କୁଲରେ ଶ୍ରେଣୀରେ ସବୁବେଳେ ପ୍ରଥମ। ସାରଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କର ସେ ଅତି ପ୍ରିୟ। ଶାରୀରିକ ଅକ୍ଷମତା ଯେମିତି ସତ୍ୟବ୍ରତଙ୍କ ଭବିଷ୍ୟତକୁ ଅନ୍ଧାର […]

dumper
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଡମ୍ପର, ଜଣେ ମୃତ

କେନ୍ଦୁଝର : ବଡ଼ବିଲ ଥାନା ବଙ୍ଗଳା ଛକ ମାଉସୀ ମା’ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଡମ୍ପର ଖସିବାରୁ ଡ୍ରାଇଭରର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଝାଡ଼ଖଣ୍ଡ ଜଗନ୍ନାଥପୁର ଅଂଚଳର କାହ୍ନୁ ବୋଲି ଜଣାପଡ଼ିଛି। ଡମ୍ପର ମାଲିକ ବଡ଼ବିଲ ଉପର ବସ୍ତି ଅଂଚଳର ଏମ୍ ଡି  ତୁଫେଲ ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ  ବଡ଼ବିଲ ପୁଲିକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ […]

odia
ଦୁବାଇରେ ଫସିଥିବା ୧୮ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶା ଫେରିଲେ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ଦୁବାଇରେ ଫସିଥିବା ଶ୍ରମିକ। ଫସିଥିବା ୧୮ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶା ଫେରିଛନ୍ତି। ସେମାନେ ହେଲେ କାଳିଆ ଜେନା, ପବିତ୍ର ମଲ୍ଲିକ, ଟୁନା ମଲ୍ଲିକ, ଦିବାକର ନାହାକ, ରାଜୁ ଗଉଡ଼ ଓ ସାନ୍ତନୁ ପଲାଇ। ଅନ୍ୟ ୧୨ ଜଣ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଓଡ଼ିଶା ଫେରିବା ନେଇ ସୂଚନା ମିଳିଛି। ୨୦୧୮ ନଭେମ୍ବରରେ ଗଞ୍ଜାମ ଜିଲ୍ଲାର ୧୮ ଜଣ ଶ୍ରମିକ କାର୍ତ୍ତିକ ଜେନା ନାମକ ସ୍ଥାନୀୟ ଏଜେଣ୍ଟ ଜରିଆରେ […]

cuttack killer
କଟକରେ ମାତିଥିବା ସାଇକୋ କିଲରର ମିଳିଲା ସୁରାକ୍‌ !

କଟକ : କଟକ ସିରିଏଲ୍ ହତ୍ୟା ଘଟଣାରେ କମିଶନରେଟ ପୁଲିସକୁ ସୁରାକ୍ ମିଳିଛି।  ଜଣେ ସାଇକିଆଟ୍ରିକ୍ ବ୍ୟକ୍ତି ହତ୍ୟା ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ SCBର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜରି ଗୋଟାଳି ହୋଇଥିବା ସୂଚନା ମିଳଛି। ଉଲ୍ଲେଖନୀୟ ଯେ, କିଛିଦିନ ତଳେ କଟକ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ଖୁବ୍‌ ଚର୍ଚ୍ଚାର ବିଷୟ ସାଜିଛି। ଏହି ତିନିଟି ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ […]

assembly
ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା ; ୨୦୧୮ ପାଇଁ ଗୃହ ବିଭାଗର ଶ୍ୱେତପତ୍ରକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର :  ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା। ୨୦୧୮ ପାଇଁ ଗୃହ ବିଭାଗର ଶ୍ୱେତପତ୍ରରେ ଏଭଳି ତଥ୍ୟ ପ୍ରକାଶ ପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।  ଶ୍ୱେତପତ୍ରରେ ରାଜ୍ୟ ସରକାର ବହୁତ ତଥ୍ୟ ଲୁଚାଇଛନ୍ତି ବୋଲି କହିଛନ୍ତି ନରସିଂହ। ଶ୍ୱେତପତ୍ରରେ ସରକାର କୌଣସି ତୁଳନାତ୍ମକ ତଥ୍ୟ ରଖିନାହାନ୍ତି। ଗୃହରେ ଖର୍ଚ୍ଚଦାବି ଆଲୋଚନା କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ,ଏ ନେଇ ସେ ସୂଚନା ଦେଇଛନ୍ତି। ବିଜେପି ବି ଏକା ପ୍ରସଙ୍ଗ ଉଠାଇଛି। […]

cabinet
୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନାହାନ୍ତି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏଥିରେ ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର […]

RELIANCE
୧୦୦୦ ଶିକ୍ଷକଙ୍କୁ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ” ପ୍ରଦାନ

ମୁମ୍ବାଇ : ସେଣ୍ଟର ଫର ଟିଚର୍ସ ଆକ୍ରିଡିଟେସନ୍‍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ, ସିବିଏସ୍‍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ଜାତୀୟ ସ୍ତରରେ ସେଣ୍ଟା- […]

maoist k,illed
ପୁଲିସ ଏନକାଉଣ୍ଟରରେ ୭ ମାଓବାଦୀ ମୃତ

ମାଲକାନଗିରି( ଜିତେନ୍ଦ୍ର ବେଉରା)   : ୭ ମାଓବାଦୀ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ତିରିଆମାଚକଟ ଜଙ୍ଗଲରେ ୭ ମାଓବାଦୀଙ୍କୁ ଏନକାଉଣ୍ଟର କରିଛି ଛତିଶଗଡ଼ ପୁଲିସ। DRG ଏବଂ STF  ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ସମସ୍ତ ମାଓବାଦୀ। ତିରିଆମାଚକଟ ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍ ଓ ୪ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି। ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ […]

school student
ଶିକ୍ଷୟିତ୍ରୀଙ୍କ ମାଡ଼ରେ ୭ ଛାତ୍ର ଛାତ୍ରୀ ଆହତ ; ଆହତ ପିଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଉମରକୋଟ  (କାର୍ତ୍ତିକ ମଲ୍ଲିକ) : ଶିକ୍ଷୟିତ୍ରୀଙ୍କ ମାଡ଼ରେ ୭ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଶବ୍ଦ ଉଚ୍ଚାରଣ ଠିକ୍ ଭାବେ କରି ନ ପାରିବାରୁ ଶିକ୍ଷୟିତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ୭ ଜଣ କୁନି କୁନି ଛାତ୍ର ଛାତ୍ରୀ । ଏଭଳି ଘଟଣା ଘଟିଛି ଆଦିବାସୀ ଅଧ୍ୟୁସିତ ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତୁମା ଏସି ପ୍ରାଥମିକ ବିଦ୍ୟାଳୟରେ । ସହକାରୀ ଶିକ୍ଷୟିତ୍ରୀ ଜୟନ୍ତିମାଳା ଭତରା ତୃତୀୟ ଶ୍ରେଣୀର ଏହି ପିଲାଙ୍କୁ […]

bus strike
୧୨ରୁ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଚେତାବନୀ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଲାଗି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।  ପୁରୀରେ ବସ୍‌ ଦୁଷ୍କର୍ମ ମାମଲାରେ ସଂପୃକ୍ତ ବସ୍‌ର ପରମିଟ୍ ରଦ୍ଦକୁ ବସ୍ ମାଲିକ ସଂଘ ବିରୋଧ କରିଛି। ତୁରନ୍ତ ପରମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ। ଆସନ୍ତା ୧୨ ତାରିଖରୁ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଲାଗି ସଂଘ ନିଷ୍ପତ୍ତି ନେଇଛି। ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଏହି […]

mo bus
ରାଜଧାନୀରେ ଗଡ଼ିଲା ମୋ ବସ୍ : ଛିଡ଼ା ହୋଇ ଯାଇ ପାରିବେନି ଯାତ୍ରୀ

ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ ।