• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଚନ୍ଦ୍ର-ତୁଳା ଅହୋରାତ୍ର। ତିଥି-୧୦ ମୀ ରାତ୍ରି ୧୦.୨୯ ଗତେ ୧୧ ଶୀ । ଘାତଚନ୍ଦ୍ର- ନାସ୍ତି। ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ-

ପ୍ରାତଃ–୦୬.୨୨ ରୁ ୦୮.୩୨

ଦିବା- ୧୦.୪୧ ରୁ ୧୧.୪୬

ଦିବା- ୦୧.୩୪ ରୁ ୦୩.୪୪

ସନ୍ଧ୍ୟା- ୦୬.୦୩ ରୁ ୦୬.୫୬

ରାତ୍ରି- ୦୮.୪୨ ରୁ ୦୩.୦୫

ନିଶାନ୍ତ- ୦୪.୪୪ ରୁ ୦୬.୨୨

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୪୬ ରୁ ୦୧.୦୭

କାଳବେଳା- ଦିବା ୦୯.୦୪ ରୁ ୧୦.୨୫

ବାରବେଳା-ଦିବା ୧୧.୪୬ ରୁ ୦୧.୦୭

କାଳରାତ୍ରି- ରାତ୍ରି ୦୩.୦୫ ରୁ ୦୪.୪୪

OTV is now on Whatsapp

Join and get latest news update delivered to you via whatsapp

Join Now