• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୭ମୀ ଦିବା ୦୩.୦୮ ଗତେ ୮ମୀ, ଘାତ ଚନ୍ଦ୍ର – ବୃଷ ଦିବା ୧୧.୧୧ ପର୍ଯ୍ୟନ୍ତ, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୩.୦୮ ଗତେ ୧ପାଦ

ଶୁଭ ସମୟ:

ଦିବା ୦୮.୩୮ ରୁ ୧୦.୩୫

ଦିବା ୦୧.୧୧ ରୁ ୦୧.୩୦

ଦିବା ୦୪.୪୫ ରୁ ୦୫.୩୦

ସନ୍ଧ୍ୟା ୦୬.୨୨ ରୁ ୦୭.୦୭ 

ରାତ୍ରି ୦୧.୪୩ ରୁ ୦୩.୧୧

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୭ ରୁ ୦୪.୪୫

କାଳବେଳା – ଦିବା ୦୧.୩୦ ରୁ ୦୩.୦୭

ବାରବେଳା – ପ୍ରାତଃ ୦୭.୦୦ ରୁ ୦୮.୩୮ 

କାଳରାତ୍ରି –  ରାତ୍ରି ୦୭.୪୫ ରୁ ୦୯.୦୮