• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rana
ଭାରତକୁ ପ୍ରତ୍ୟର୍ପଣ ହୋଇପାରେ ତାହାଓ୍ୱର ହୁସେନ ରାଣା

ନୂଆଦିଲ୍ଲୀ : ୨୦୦୮ ମସିହା ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତାହାଓ୍ୱର ହୁସେନ ରାଣା। କାନାଡ଼ା ଜନ୍ମିତ ଏହି ପାକିସ୍ତାନୀ ତାହାଓ୍ୱର ହୁସେନ ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକାରେ ବନ୍ଦୀ ଥିବା ରାଣାକୁ ୨୦୨୧ମସିହା ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇପାରେ ବୋଲି କୁହାଯାଉଛି। ୨୦୨୧ମସିହାରେ ରାଣାର ଜେଲ ଦଣ୍ଡକୁ ୧୪ ବର୍ଷ ପୂରଣ ହେବ। ଏଣୁ ଏହା ପୂର୍ବରୁ ତାକୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସରକାର ଯୋଜନା […]

  • Friday, 16 July 2021
congress-in-up
ଉତ୍ତରପ୍ରଦେଶରେ କଂଗ୍ରେସ ଏକାକୀ ଲଢ଼ିବ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏକାକୀ ଲଢ଼ିବାକୁ ଯୋଜନା କରିଛି। ରାଜ୍ୟର ୮୦ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ବିଜେପିକୁ ମାତ୍ ଦେବା ଲାଗି ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟର ୧୩ଟି ଜୋନ୍‌ରେ ୧୩ଟି ସଭା ଓ ଶୋଭାଯାତ୍ରା କରିବେ। ପ୍ରତି ଜୋନ୍‌ରେ ୬ଟି ଲୋକସଭା ଆସନ ରହିବ। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଆଜି […]

  • Friday, 16 July 2021