ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍କା । ବିଜେପି ବିରୋଧୀ ମହାମେଣ୍ଟ ବିଜେପିଠୁ ଛଡ଼ାଇ ନେଇଛନ୍ତି ଦୁଇଟି ଲୋକସଭା ଆସନ। ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ଦେଇଛି ଶକ୍ତ ଧକ୍କା । ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି। ତବସୁମ୍ ହସନଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା। ବିଏସପି ମଧ୍ୟ ଭିତିରିଆ ଭାବେ ତାଙ୍କୁ ସମର୍ଥନ କରିଥିଲା। ଏକାଠି ହୋଇ ବିଜେପିଠାରୁ ଏହି ଆସନକୁ […]
ଭୁବନେଶ୍ୱର : ପ୍ରମୁଖ ଚଳଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଆ ନାଟକ ରଚନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହା ସହିତ ଓଡିଶାର କଳା, ସାହିତ୍ୟ, ଚଳଚିତ୍ର,ଯାତ୍ରା, ନୃତ୍ୟ, ସଂଗୀତ, ଟିଭି ସିରିଏଲ ଓ ସମାଜସେବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୭ […]
ଗଞ୍ଜାମ:ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ ଅଭାବନୀୟ ଘଟଣା। ରୋଗଗ୍ରସ୍ତ ମା’କୁ ଚିକିତ୍ସା ନକରି କୁରାଢିରେ ହାଣି ହତ୍ୟା କରିଛି ପୁଅ। ମୃତକ ଜଣକ ହେଲେ ଝାମ୍ପି ଦାସ। ମିଳିଥିବା ସୂଚନା ଅନୁସାରେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଝାମ୍ପି। ତାଙ୍କର ଦେହ ଦିନକୁ ଦିନ ବେଶି ଖରାପ ହେବରେ ଲାଗିଥିଲା। ସେ ଚଲାବୁଲା କରିପାରୁନଥିଲେ। ଏପରି ଅବସ୍ଥାରେ ମା’ର ଚିକିତ୍ସା ନକରି ପୁଅ ତାଙ୍କୁ ମାରିବା ପରେ ଗାଁ […]
ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଶେଷ ହୋଇଛି। ବଲାଙ୍ଗିର ଏଡିଜେ କୋର୍ଟରେ ଏନେଇ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଜେଲରେ ଅଛନ୍ତି। ଗତ ଏପ୍ରିଲ ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି। ତାପରେ ପର୍ଯ୍ୟାୟକ୍ରମେ ରାଜ୍ୟ ଓ ରାଜ୍ୟ […]
ଭୁବନେଶ୍ୱର: ସାଧାରଣ ପରିବାରରୁ ଆସିଥିବା ଶେଷା କିଶାନ୍ ନାମକ ଜଣେ ଯୁବକ ଆଜି ଜର୍ମାନୀର ଗଟିନ୍ଜେନ୍ ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସୋସିଏଟ୍। ତାଙ୍କର ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଓ ସାଧନା ଯୋଗୁ ଏକ ଚାଟଶାଳୀରୁ ପାଠପଢ଼ି ଆଜି ସେ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବେ ଯୋଗଦାନ କରିପାରିଛନ୍ତି। ତେବେ ପଢ଼ନ୍ତୁ ସମ୍ବଲପୁରର ବଳସିଂହା ଗାଁରୁ ଜର୍ମାନୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶେଷାଙ୍କ ସାଧନା ଓ ତପସ୍ୟାର ପ୍ରେରଣାଦାୟକ କାହାଣୀ… ବାଲ୍ୟକାଳରୁ ବାପା-ମାଆଙ୍କୁ ହରାଇଥିବା […]
ଭୁବନେଶ୍ୱର/ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠ ଚନ୍ଦାପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ପ୍ରସଙ୍ଗରେ ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା କର୍ଣ୍ଣାଟକ ପ୍ରଶାସନ। ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୭ ମାସ ଧରି ସମସ୍ତ ଶ୍ରମିକ ଏଠାରେ କାମ କରିଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦିଅଯାଇନଥିଲା। ପାଉଣା ପାଇଁ ପୋଲିସ ନିକଟରେ ଅଭିଯୋଗ କରିବାରୁ ସମ୍ପୃକ୍ତ ଠିକାସଂସ୍ଥା ଶ୍ରମିକମାନେ ରହୁଥିବା ଘରର ପାଣି ଓ […]
ବାରିପଦା: ପିଲା ଚୋରି ଗୁଜବ ନେଇ ପୋଲିସର ଚେତାବନୀ ଏବଂ ଆଡଭାଇଜରି ସତ୍ତ୍ୱେ ବି ଜାରି ରହିଛି ଅଚିହ୍ନା ଲୋକଙ୍କ ଉପରେ ଅମାନୁଷିକ ଆକ୍ରମଣ। ଗତକାଲି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଠାକୁରତୋଟା ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ରାତି ଅଧରେ ଜଣେ ଅଣ ଓଡ଼ିଆଙ୍କୁ ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ ମାରିବା ସହ ନିର୍ଯାତନା ଦେଇଛନ୍ତି। ସୂଚନା ଅନୁସାରେ, ୩ଜଣ ବ୍ୟକ୍ତି ବୈଶିଙ୍ଗା ଆସିଥିଲେ। […]
ଭୁବନେଶ୍ୱର: ଭୁବନେଶ୍ୱରର ଏକ ସ୍ପା ସେଣ୍ଟରରୁ ୮ ଥାଇଲାଣ୍ଡ ଯୁବତୀ ଧରାପଡ଼ିବା ଘଟଣାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୀଘ୍ର ଦେଶ ଛାଡ଼ି ଚାଲିଯିବାକୁ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ ପୋଲିସ। ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି। ଗତ ୧୯ତାରିଖରେ ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏକ ବଡ ସେକ୍ସ ରାକେଟ୍କୁ କମିଶନରେଟ୍ ପୋଲିସ ଧରିଥିଲା। ଏହି ରାକେଟ୍ରେ […]
ଭୁବନେଶ୍ୱର: ଖୁବ୍ ଶ୍ରୀଘ୍ର ରାଜଧାନୀ ଭୁବନେଶ୍ୱରରେ ହେବ ଆଉ ଏକ ବିମାନ ବନ୍ଦର। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଟ୍ୱିଟ୍ରେ ଏହି ସୂଚନା ଦିଆଯାଇଛି। Identification of a suitable land to build a second airport near Khurda on the outskirts of Bhubaneswar has been initiated. The set-up process will be fast-tracked. The new airport […]
ପୁରୀ : ଶ୍ରୀମନ୍ଦିରରୁ ବାହାରି ଶ୍ରୀଜିଉ ଜନ୍ମବେଦୀକୁ ଯାଇଥିବାରୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଉଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାର, କରବେଲ୍, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ଆଜି ଏସବୁର ଯାଞ୍ଚ କରିବେ ଏଏସ୍ଆଇର ଅଧିକାରୀ ଓ କୋର୍ କମିଟି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ, ଅର୍ଥାତ ଭେଣ୍ଟିଲେସନ୍ ଉପରେ ବିଶେଷ ଗୁରୁତ୍ୱ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ୨ ଦିନିଆ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଧର୍ମଘଟର ଆଜି ଦ୍ୱିତୀୟ ତଥା ଶେଷଦିନ। ଆଜି ବି ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୨୧ରୁ ଅଧିକ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାରବାର ଓ ନେଣଦେଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଏପଟେ ଆଜି ମାସର ଶେଷ ଦିନ ଥିବାରୁ ଦରମା ଓ ପେନ୍ସନ୍ ଆଶାୟୀ ସମସ୍ୟାରେ। ଧର୍ମଘଟ ଯୋଗୁଁ ଏଟିଏମ୍ରୁ […]
ବାରିପଦା: କୁହାଯାଏ ଯେ ବାପା-ମାଆଙ୍କ ଭଲପାଇବା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ବାପା ହେଉ କି ମାଆ ଉଭୟଙ୍କ ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ବାପା? ଯିଏ କି ତା’ର ସନ୍ତାନର ହାତଗୋଡ଼ ବାନ୍ଧି ବେକ କାଟିଦେଲା । ପଢ଼ନ୍ତୁ ପୂରା ଘଟଣା… ବାରିପଦା ସହରରେ ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। କୌଣସି ଏକ ଘଟଣାକୁ ନେଇ […]
ଅନୁଗୁଳ/ବରଗଡ଼: ଗୋଟିଏ ଦିନରେ ରାଜ୍ୟରେ ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପଟେ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ଅନ୍ୟପଟେ ବ୍ରିଜରେ ଏକ ପିକ୍ଅପ୍ ଭ୍ୟାନ୍ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ନିକଟରେ ତିରୁପତି ନାମକ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିବା ଫଳରେ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ […]
ପୁରୀ: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ବାଲୁକା କଳା ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି। Get the help you need to quit! Say #NoTobacco for the sake of your own health and of loved ones !#WorldNoTobaccoDay .my SandArt at […]
ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି କାଳବୈଶାଖୀ ସତର୍କ ସୂଚନା। ୯ ଜିଲ୍ଲାକୁ ଆଜି ସକାଳ ସାଢ଼େ ୯ ଯାଏ ସତର୍କ କରିଛି ପାଣିପାଗ ବିଭାଗ। କାଳବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସତର୍କ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୋନପୁର, କନ୍ଧମାଳ, ରାୟଗଡ଼ା। ବର୍ଷା ସମୟରେ ୫୦ରୁ ୬୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନ୍କାଉଣ୍ଟର। ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ କେନ୍ଦ୍ରାପଡ଼ା ପୋଲିସ ଏନ୍କାଉଣ୍ଟର କରିଛି। ଗତକାଲି ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବା ଜାଣି ତାକୁ ଧରିବାକୁ କୋରୁଆ ଫାଣ୍ଡି ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ ଟିମ୍ ରାତିରେ ଚଢ଼ାଉ କରିଥିଲେ। ହେଲେ ବିଭୁ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଲାଇଥିଲା। ଏପହାପରେ ପୋଲିସ ପାଲଟା ଜବାବ ଦେଇଥିଲା। ପୋଲିସର ପାଲଟା ଜବାବରେ ବିଭୁର ଦୁଇଟି ଗୋଡ଼ରେ ଗୁଳି ବାଜିଛି। […]
ନୂଆଦିଲ୍ଲୀ: ଗଣମାଧ୍ୟମ, ବିମାନସେବା, ବୀମା ଏବଂ ସିଙ୍ଗଲ ବ୍ରାଣ୍ଡ ରିଟେଲ ଆଦି କ୍ଷେତ୍ରରେ ରହିଥିବା ଏଫ୍ଡିଆଇ କଟକଣା କୋହଳ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଏଫ୍ଡିଆଇ ଇନ୍ଫ୍ଲୋ ୬% ବୃଦ୍ଧି ପାଇ ୬୪.୩୭ ବିଲିଅନ୍ ଡଲାରରେ ପହଞ୍ଚିଥିଲା। ବିଦେଶୀ ପୁଞ୍ଜି ନିବେଶ ପ୍ରସଙ୍ଗରେ ସେ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ସ୍ଥଳରେ ପରିଣତ କରିବା ପାଇଁ ପ୍ରଚଳିତ ନିୟମକୁ […]
ବାଲେଶ୍ୱର: ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ଝିଅଟିଏ ବାପଘର ଛାଡ଼ି ୭ ଜନ୍ମ ପାଇଁ ସ୍ୱାମୀ ସହ ସଂସାର କରିବାକୁ ଚାଲିଆସେ ଶାଶୂ ଘରକୁ। ସ୍ୱାମୀଙ୍କୁ ଇହକାଳ, ପରକାଳ ଦେବତା ମାନି ସାରାଜୀବନ ତା’ର ସେବାଯତ୍ନ କରିଚାଲେ। ଅନେକ କଷଣ ସହି ମଧ୍ୟ ସ୍ୱାମୀର ମଙ୍ଗଳ କାମନା କରି ନାନା ଓଷା ବ୍ରତ କରେ। କିନ୍ତୁ ସେହି ସ୍ୱାମୀ ଯଦି ତାର ଇଜ୍ଜତ ବଜାରରେ ନିଲାମ କରିଦିଏ ତେବେ ସେ କି ସ୍ୱାମୀ ? […]
ଢେଙ୍କାନାଳ: ସ୍କୁଲ ଯାଉଥିବା ଛାତ୍ରୀଙ୍କ ଋତୁସ୍ରାବ ସମସ୍ୟା ଓ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରି ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ଝିଅ ଗୀତାଞ୍ଜଳି ମାର୍ଣ୍ଡି। ନୂଆଦିଲ୍ଲୀରେ UNFPA ଆୟୋଜିତ ‘ଆବସେଣ୍ଟିଜିମ୍ ଅଫ୍ ଗାର୍ଲ ଚାଇଲଡ୍ ଇନ୍ ସ୍କୁଲ, ଦ ଇମ୍ପା ଅଫ୍ ମେନଷ୍ଟ୍ରୁଆଲ ହାଇଜିନ୍’ ଶୀର୍ଷକ ତର୍କ ପ୍ରତିଯୋଗିତାରେ ଭାଗ ନେବା ଲାଗି ସାରା ଦେଶରୁ ୨୧ ଜଣ ଛାତ୍ରୀ ଆସିଥିଲେ। ସେ ସମସ୍ତଙ୍କ ମଧ୍ୟରୁ ଗୀତାଞ୍ଜଳିଙ୍କ […]