ନୂଆଦିଲ୍ଲୀ: ମ୍ୟାଜିକ୍ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ମ୍ୟାଜକ୍ର ଟ୍ରିକ୍ କୁ ମଧ୍ୟ ଜାଣିଦେଇଥାନ୍ତି। ଏଥର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ୍ ଏକ ଯାଦୁ ଭିଡିଓ ଶେୟାର କରିଛନ୍ତି। ଏବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ହଠାତ୍ ଉପରକୁ ଉଠି ହାୱାରେ ବସି ପଡ଼ୁଛନ୍ତି। Come for the magic — stay til the end to see a guy get […]
ପାଟନା: ବିହାର ପୋଲିସ ଅପରାଧିମାନଙ୍କୁ ଦମନ କରିବା ପାଇଁ ଅଜବଧରଣର ଉପାୟମାନ ଅବଲମ୍ୱନ କରୁଛି। ବେଳେବେଳେ ଚୋରକୁ ଧରିବା ପାଇଁ ତାନ୍ତ୍ରିକର ସାହାଯ୍ୟ ନେଉଛନ୍ତି, ପୁଣି ନିୟମ ନମାନୁଥିବା କିଛି ଅମାନିଆକୁ ସାବାଡ୍ କରିବା ପାଇଁ ହେଲମେଟ୍ ଓ ବୀମା ମଧ୍ୟ କରାଉଛନ୍ତି। ଏଥର ମଧ୍ୟ ଅପରାଧିଙ୍କୁ ଧରିବା ପାଇଁ ପୋଲିସ ଏକ ଆଶ୍ଚର୍ଯ୍ୟ କଲାଭଳି ଉପାୟ ଆପଣେଇଛି। ପୋଲିସ ବ୍ୟାଣ୍ଡବାଜା ବାରାତ୍ ଧରି ଅପରାଧିଙ୍କ ଘରେ ପହଞ୍ଚିଛି। ଏଭଳି ଘଟଣା ଭାଗଲପୁରର ମାଡୱା ଜିଲ୍ଲାରେ ଘଟିଛି। […]
ସାଙ୍ଗ ଘରୁ ଫେରୁଥିଲେ କନ୍ଷ୍ଟେବଲ ଅଶ୍ୱିନୀ। ସେ କିଛି ବୁଝିବା ଆଗରୁ ତାଙ୍କର କାର ମାଟି ତଳକୁ ପଶି ଯାଇଥିଲ।
ଭୟଙ୍କର ସଡ଼କ ଦୁର୍ଘଟଣା । ଏକାଥରେ ଚାଲିଗଲା ୩୦ ଜଣଙ୍କ ଅମୂଲ୍ୟ ଜୀବନ । ଏହାସହ ୭୪ରୁ ଅଧିକ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ।
କରୋନାଭାଇରସର ତୃତୀୟ ଲହର ଭୟ ମଧ୍ୟରେ ପିଲାମାନଙ୍କ ପାଇଁ ଟିକା ଉପରେ ଚାଲିଥିବା ପରୀକ୍ଷାକୁ ନେଇ ଏକ ଖୁସି ଖବର ଆସିଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହ ସୁଦ୍ଧା ପରୀକ୍ଷାରେ ଜଡିତ ୬ ରୁ ୧୨ ବର୍ଷର ପିଲାମାନଙ୍କୁ କୋଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ଦିଆଯାଇପାରିବ। ଏଥି ସହିତ, ଆସନ୍ତା ସପ୍ତାହରେ, ଏହି ପରୀକ୍ଷଣରେ ଜଡିତ ୨-୬ ବର୍ଷ ବୟସର ପିଲାମାନଙ୍କୁ ଦ୍ୱିତୀୟ ଟିକା ଦିଆଯିବ।
ଅନ୍ୟ ଏକ ସଫଳତା ଭାରତୀୟ ରେଳବାଇର ଖାତାରେ ଯୋଡିହୋଇଛି। ଏହାକୁ ଭିସ୍ତାଡୋମ୍ କୋଚ୍ ଡିଜାଇନ୍ କରିଛି, ଯାହା ଟ୍ରେନରେ ଯାତ୍ରାକୁ କେବଳ ଆରାମଦାୟକ ନୁହେଁ ସ୍ମରଣୀୟ ମଧ୍ୟ କରିବ।
ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଛି। ଏମ୍ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରୁଛନ୍ତି। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍ ହେଉଛନ୍ତି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଓଁ ବଡ଼ା ଠାରେ ବିରଳ ପ୍ରଜାତିର ହଳଦିଆ ବେଙ୍ଗ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ ହଳଦିଆ ବେଙ୍ଗକୁ ଦେଖି ଲୋକେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଥିଲେ। […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National Park) ରୁ ହଠାତ୍ ଏକ ବାଘ ଆସି ରାସ୍ତାର ମଝିରେ ବସିପଡ଼ୁଛି। ଫଳରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଭିଡିଓଟି ପେଞ୍ଚ […]