• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ଦିଲ୍ଲୀର ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀର ୬ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ନର୍ଥ ଇଷ୍ଟ ଦିଲ୍ଲୀ ଆସନରୁ ଦଳ ପ୍ରାର୍ଥୀ କରିଛି। ଅନ୍ୟପଟେ ବରିଷ୍ଠ ନେତା ଅଜୟ ମାକେନଙ୍କୁ ଦଳ ନୂଆ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ସେହିପରି ଜେ.ପି.ଅଗ୍ରଓ୍ୱାଲଙ୍କୁ ଚାନ୍ଦିନୀ ଚୌକ୍, ଅରବିନ୍ଦର ସିଂ ଲଭଲିଙ୍କୁ ଇଷ୍ଟ ଦିଲ୍ଲୀ, ରାଜେଶ ଲିଲୋଥିଆଙ୍କୁ ନର୍ଥ-ୱେଷ୍ଟ ଦିଲ୍ଲୀ ଓ ମହାବଳ ମିଶ୍ରଙ୍କୁ ୱେଷ୍ଟ ଦିଲ୍ଲୀ ଆସନରୁ ଦଳ ପ୍ରାର୍ଥୀ କରିଛି। […]

  • Wednesday, 21 July 2021
srilanka
ଶ୍ରୀଲଙ୍କାରେ ସିରିଜ୍‌ ବିସ୍ଫୋରଣ ଘଟଣା: ଦୁଇ ଜେଡିଏସ୍ ନେତା ମୃତ, ୫ ନିଖୋଜ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦ କୁ ବୃଦ୍ଧି ହୋଇଛି। ଏହାସହ ପାଖାପାଖି ୫୦୦ରୁ ଅଧିକ ଆହତ ହୋଇଛନ୍ତିା ଏହି ବିସ୍ଫୋରଣରେ ଜେଡିଏସ୍‌ର ୨ଜଣ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଥିବା ଜଣାପଡ଼ିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ଏହା ସ୍ପଷ୍ଟ କରିଛନ୍ତି। ସେମାନଙ୍କର ନାମ କେ.ଜି ହନୁମନଥାରୟପ୍ପା ଏବଂ ଏମ୍‍ ରଙ୍ଗପ୍ପା ବୋଲି କୁମାରସ୍ୱାମୀ କହିଛନ୍ତି। External affairs Min. @SushmaSwaraj has confirmed […]

  • Wednesday, 21 July 2021
IRCTC Launches Special Train
ପିତୃପକ୍ଷରେ ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ।  ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।  ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।

abhinandan
ମଇଦାନକୁ ଓହ୍ଲାଇବାକୁ ଅଭିନନ୍ଦନ ଫିଟ୍‌

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଫାଇଟର୍‌ ଜେଟ୍‌ର କକ୍‌ପିଟ୍‌କୁ ଫେରି ପାରନ୍ତି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ଗତ କିଛିଦିନ ହେବ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିନନ୍ଦନ ଏବେ ପୂରା ଫିଟ୍ ହେବାସହ ପୁଣିଥରେ ମଇଦାନ୍‌କୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଗଲେଣି। ହେଲେ ଏବେ କେବଳ ଅପେକ୍ଷା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍‌ ମେଡିସିନ୍‌ର ଅନୁମତିକୁା IAF ପକ୍ଷରୁ ବିଧିବଦ୍ଧ କ୍ଲିଏରାନ୍ସ ମିଳିବା ପରେ ହିଁ ଡ୍ୟୁଟିରେ ଯୋଗଦେବେ ଅଭିନନ୍ଦନା ମିଳିଥିବା ସୂଚନା ମୁତାବକ ଅଭିନନ୍ଦନଙ୍କ ସୁସ୍ଥ ହୋଇଯିବା ଖବର […]

  • Wednesday, 21 July 2021
8
ଘଞ୍ଚ ଜଙ୍ଗଲ ପାର ହୋଇ ସୁରକ୍ଷିତ ଫେରିଲେ ପୋଲିଂ କର୍ମଚାରୀ

କନ୍ଧମାଳ(ତ୍ରିନାଥ ସାହୁ): ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି ଓ ଢୁଉଢୁଉ ବର୍ଷା ସାଙ୍ଗକୁ ମାଓବାଦୀଙ୍କ ଭୟ। ଏ ସବୁକୁ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥଳକୁ ସୁରକ୍ଷିତ ଭାବେ ଫେରିଛନ୍ତି ପୋଲିଂ କର୍ମଚାରୀ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାରହଲା ଗ୍ରାମରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିଂ ପାର୍ଟି ଫୁଲବାଣୀ ସ୍ଥିତ ଡିସ୍‌ପର୍ସାଲ୍ ସେଣ୍ଟରକୁ ସୁରକ୍ଷିତ ଫେରିପାରିଛନ୍ତି। ସୂଚନା ଅନୁସାରେ ପୋଲିଂ କର୍ମଚାରୀଙ୍କୁ ଅସୁବିଧାରେ ପକାଇବା ପାଇଁ ମାଓବାଦୀ ମାନେ ବିଭିନ୍ନ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ […]

  • Wednesday, 21 July 2021
ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେଉଛି କେନ୍ଦ୍ର: ନବୀନ

ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚିଲିକା କାର୍ଡ ଖେଳିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚିଲିକା ଆମର ମାଆ ଏବଂ ଓଡ଼ିଶାର ଗର୍ବ ବୋଲି। ଚିଲିକା ଏଠାକାର ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଥିବା ବେଳେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି। ଏଥିସହ […]

  • Wednesday, 21 July 2021
milan yadav
ବୟସରେ ଛୋଟ,ଉଦ୍ଦେଶ୍ୟ ମହତ : ମୌଳିକ ସୁବିଧା ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବର୍ଷିୟ ଝିଅ

ଝୁଲଝୁଲି ଗ୍ରାମର ଏକ ଘରୋଇ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି ମିଲନ୍ ଯାଦବ । ରାଜନୀତି ବିଜ୍ଞାନ ପୁସ୍ତକରୁ ଗ୍ରାମକୁ କାମ ମିଳିବା ପ୍ରସଙ୍ଗରେ ସ୍ଥାନୀୟ ସଂସ୍ଥା ତଥା ପଞ୍ଚାୟତର ଦାୟିତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ

red-fort
ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ

ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।

bird flu
ଦେଶରେ ପ୍ରଥମ : ବାର୍ଡ ଫ୍ଲୁ ସଂକ୍ରମଣରେ ୧୧ ବର୍ଷର ନାବାଳକ ମୃତ

ବାର୍ଡ ଫ୍ଲୁ ସଂକ୍ରମଣରେ ଦେଶରେ ପ୍ରଥମ ମାନବ ମୃତ୍ୟୁ । ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ୧୧ ବର୍ଷର ନାବାଳକ ବାର୍ଡ ଫ୍ଲୁରେ ଜୀବନ ହରାଇଛି । ନାବାଳକ ଜଣକ ଏଚ୫ଏନୱାନରେ ସଂକ୍ରମିତ ହୋଇଥିବା କହିଛନ୍ତି ଡାକ୍ତର

Antony Blinken
ଆଣ୍ଟୋନି ବ୍ଲିଙ୍କନ୍‌ ଭାରତ ଗସ୍ତ କରିବାର ସମ୍ଭାବନା

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍‌ ଭାରତ ଗସ୍ତ କରିବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି। ଏହି ଯାତ୍ରା ଆସନ୍ତା ସପ୍ତାହରେ ହୋଇପାରେ।

kerala-police
ମହିଳାଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ପ୍ରୟାସ : ପିଙ୍କ୍ ସୁରକ୍ଷା ସେବା ଆରମ୍ଭ କଲା କେରଳ ପୋଲିସ୍

ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି କେରଳ ପୋଲିସ ପିଙ୍କ୍ ପ୍ରୋଟେକ୍ସନ୍ ପ୍ରୋଜେକ୍ଟ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନ ତଥା ସାଇବର ଦୁନିଆରେ ମହିଳାଙ୍କୁ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।

pl
ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଗର୍ଭବତୀ

ମାଙ୍ଗାଲୁରୁ: ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ଆଉ ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ନବବିବାହିତ ଦମ୍ପତିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ତେବେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଖାତିର୍ ନ କରି ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ଜଣେ ଗର୍ଭବତୀ ପହଞ୍ଚିଥିଲେ। କର୍ଣ୍ଣାଟକର ମାଙ୍ଗାଲୁରୁରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ‘ଗୋଦ୍‌ ଭରାଇ’ କାର୍ଯ୍ୟକ୍ରମ ଛାଡ଼ି ଭୋଟ୍‌ ଦେବାକୁ […]

  • Tuesday, 20 July 2021
police
ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସାକାଣ୍ଡ

କୋଲକାତା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନମଣ୍ଡଳୀର ଦିଗିରପାର ମତଦାନ କେନ୍ଦ୍ରରେ କିଛି ଦୁର୍ବୃତ୍ତ ପୁଲିସ୍ଉ‌ ପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ କିଛି ଲୋକ ଭୋଟ୍ ଦେବାକୁ ଯିବା ବେଳେ ଏଥିରେ ବାଧା ଉପୁଜାଇବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି। ଫଳରେ ପୁଲିସ୍‌ ଲାଠିଚାର୍ଜ କରିବା ସହ ଟିୟର୍‌ ଗ୍ୟାସ୍ ପ୍ରୟୋଗ କରିଥିବା ଜଣାପଡ଼ିଛି। ଅନ୍ୟପଟେ, ସିପିଏମ୍ ନେତା […]

  • Tuesday, 20 July 2021
storm
ପ୍ରବଳ ଝଡ଼ତୋଫାନ୍ ଓ ବଜ୍ରପାତ ଯୋଗୁ ୩ ରାଜ୍ୟରେ ୩୩ ମୃତ

ନୂଆଦିଲ୍ଲୀ: ଗତକାଲି ଦେଶର ୩ଟି ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ତୋଫାନ, ଧୂଳିଝଡ଼, ବଜ୍ରପାତ ଓ କୂଆପଥର ମାଡ଼ରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୁଜରାଟ୍‌ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ୧୩ ଓ ରାଜସ୍ଥାନରେ ୯ ଜଣଙ୍କ ମୃତ୍ୟୁ ହୋଇଛି। An ex- gratia of Rs 2 lakh each for the next of kin of those who lost their lives due to unseasonal rain […]

  • Tuesday, 20 July 2021