• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain
୮ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଘଡ଼ିକୁ ଘଡ଼ି ପାଗର ପରିବର୍ତ୍ତନ ଚାଲିଛି। ଆସନ୍ତାକାଲି(ବୁଧବାର)ଠୁ ପୁଣି ବର୍ଷା ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ପାଣିପାଗ କେନ୍ଦ୍ରର ସତର୍କ କରାଇଛି। ୧୧ ତାରିଖରେ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା ରାୟଗଡ଼ା, କୋରାପୁଟ, ଗଜପତି, କଳାହାଣ୍ଡି , କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼। […]

  • Wednesday, 14 July 2021
police
ମଦୁଆଙ୍କ ମାଡ଼ରେ ପୋଲିସ ଅଫିସର ଲହୁଲୁହାଣ

ବାଲେଶ୍ୱର: ମଦ ଦୋକାନ ବନ୍ଦ କରିବାକୁ କହିବା ପୋଲିସକୁ ହେଲା କାଳ। କାମ ଦେଲାନି ପୋଲିସଙ୍କ ନାଲିଆଖି। ବରଂ ମଦୁଆଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ। ଏପରିକି ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁରରେ। ମଦ ଦୋକାନ ବନ୍ଦ କରିବାକୁ ଯାଇଥିବାବେଳେ ସଂପୃକ୍ତ ପୋଲିସକୁ କିଛି ମଦ୍ୟପ ଆକ୍ରମଣ କରିଥିଲେ। ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀ […]

  • Wednesday, 14 July 2021
fire
ଇମାମି ପେପର ମିଲରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ। ପ୍ଲାଣ୍ଟର କଞ୍ଚାମାଲ ଗୋଦାମରେ ନିଆଁ ଲାଗି କୋଟି କୋଟି ଟଙ୍କାର କାଗଜ ମଣ୍ଡି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଦିନ ପ୍ରାୟ ୧୧ଟା ୪୦ରେ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କଂପାନୀର ନିଜସ୍ୱ ଅଗ୍ନିଶମ ବିଭାଗ ସହିତ ରେମୁଣା, ବାଲେଶ୍ୱର ଓ ବିର୍ଲା ଟାୟାର୍ସର ମୋଟ ୭ଟି ଦମକଳ ନିୟୋଜିତ ହୋଇଥିଲା। ତଥାପି ନିଆଁର ପ୍ରକୋପ ଏତେ ଅଧିକ ଥିଲା […]

  • Wednesday, 14 July 2021
death-drown
କାଳ ସାଜିଲା ହୋଲି ଖେଳ, ଚାଲିଗଲା ୧୦ ଜୀବନ

ଭୁବନେଶ୍ୱର: ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର। ହୋଲି ଖେଳ ହିଁ କାଳ ସାଜିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଂଚଳର ୩ ଜଣ ଯୁବକ ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା ବେଳେ […]

  • Wednesday, 14 July 2021
HOSP
‘ପ୍ରଥମେ ଟଙ୍କା ଦିଅ ତାପରେ ସ୍ତ୍ରୀକୁ ନିଅ’

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ବନ୍ଧା ପଡ଼ିଛି ସ୍ତ୍ରୀ। ଚିକିତ୍ସା ବାବଦ ବିଲ୍ ପୈଠ କରି ନ ପାରିବାରୁ ପ୍ରାଇଭେଟ ହସ୍ପିଟାଲରେ ବନ୍ଧା ପଡିଛି ସ୍ତ୍ରୀ। ଘରକୁ ନେବାକୁ ଚାହିଁଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡ଼ୁନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ରାଜଧାନୀର ଏକ ଘରୋଇ ହସ୍ପିଟାଲ ବିରୋଧରେ। ଘଟଣା ଅନୁଯାୟୀ, ଗତ ଫେବ୍ରୁଆରୀ ୨୩ ତାରିଖରେ ବଳଙ୍ଗା ଅଞ୍ଚଳର ଜଣେ ମହିଳା ହାତୀ ଆକ୍ରମଣରେ ଆହତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ଚିକିତ୍ସା […]

  • Wednesday, 14 July 2021
rto
ଭିଡିଓ ଭାଇରାଲ ପରେ ଆରଟିଓ ଅଫିସରଙ୍କ ଖୋଲିଲା ଗୁମର

ନବରଙ୍ଗପୁର: ଜଣେ ଆରଟିଓ ଅଫିସର ଲାଞ୍ଚ ମାଗୁଥିବା ନେଇ ଭିଡିଓ ଭାଇରାଲ ହେବାପରେ ଖୋଲିଛି ଗୁମର। ଜୟପୁର ଭିଜିଲାନ୍ସ ଟିମ୍ ତନାଘନା ଆରମ୍ଭ କରିବା ପରେ ପଦାକୁ ଆସିଛି ନବରଙ୍ଗପୁର କୋଟିପତି ଆରଟିଓଙ୍କ କଳା ସାମ୍ରାଜ୍ୟ। ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  ଏହି ଅଭିଯୋଗରେ କିଛିଦିନ ତଳେ ଗଣେଶ୍ୱର […]

  • Wednesday, 14 July 2021
dadan
ପୁଣି ଦାଦନ ଯନ୍ତ୍ରଣା; ୫ ଦିନ ପରେ ଆସିଲା ମୃତଦେହ

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ମୋ ପରିବାର ସହାୟତାରେ ଘରକୁ ଫେରିଲା ଦାଦନର ଶବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଡାଲଡବା ଗାଁର ଦେବେନ୍ଦ୍ର ଭୁକ୍ତ। ତାମିଲନାଡୁ କୁତୁପଟି ଜିଲ୍ଲାର ଏକ ଘରୋଇ କମ୍ପାନୀର କାମ କରୁଥିଲେ। ତେବେ ଅସୁସ୍ଥତା କାରଣରୁ ଗତ ୪ ତାରିଖରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ସହିତ ମୃତଦେହ ଆଣିବାକୁ ଅନୁରୋଧ କରିଥିଲେ। ପରେ ରାଜ୍ୟ ସରକାରଙ୍କ ମୋ ପରିବାର […]

  • Wednesday, 14 July 2021
bijay-mohapatra
'ବିଜୟ କେତନଙ୍କୁ ଗିରଫ କଲେ, କୋଟେରୀଙ୍କୁ ଛାଡ଼ିଦେଲେ'

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ ପୁଣି ଥରେ ବର୍ଷିଲେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର। ଏଯାଏ ସରକାର ଟଙ୍କା ଜମା ନେଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ତେଣୁ ଏସବୁ ଜାଣତରେ ହୋଇଥିବା ଅଭିଯୋଗ କରିଛନ୍ତି ବିଜୟ। ୨୦୧୫ରେ ଏଜି ଜଗନ୍ନାଥଙ୍କ ପାଣ୍ଠିରେ ଅନିୟମିତତା ହୋଇଥିବା ଜଣାଇଥିଲେ। ସରକାର କାହିଁକି ୫ ବର୍ଷ ଚୁପ୍ ରହିଲେ। ସେ ନେଇ ପ୍ରଶ୍ନ କରିଛନ୍ତି ବିଜୟ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ୨ ସରକାରୀ […]

  • Wednesday, 14 July 2021
check3
ନିଜ ପେନରେ ଦସ୍ତଖତ କରନ୍ତୁ ବ୍ୟାଙ୍କ ଚେକ୍, ନହେଲେ...

ଭୁବନେଶ୍ୱର: ଚେକରେ ଦସ୍ତଖତ କରିବା ପାଇଁ ନିଜ ପେନ୍ ବ୍ୟବହାର କରୁଛନ୍ତି ତ? ନଚେତ୍ ହୋଇଯାଆନ୍ତୁ ସାବଧାନ। ସରଳତାର ସୁଯୋଗ ନେଇ ଆପଣଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଇଦେବେ କଳାକନା। ଏଭଳି ଅଭିନବ ଢଙ୍ଗରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିବା ଏକ ରାକେଟ୍ ସକ୍ରିୟ ରହିଛି। ଓଟିପି ନୁହେଁ କି ପାସୱାର୍ଡ ନୁହେଁ, ମ୍ୟାଜିକ୍ ପେନ୍ ସାହାଯ୍ୟରେ ଗାୟବ ହୋଇଯିବ ଟଙ୍କା। ମ୍ୟାଜିକ୍ ପେନରେ ଲୁଟରାଜର ଅଭିନବ ଫଣ୍ଡା ଆପଣାଇଥିବା ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଖୋଳ କରିଦେଇଛନ୍ତି। […]

  • Wednesday, 14 July 2021
po
ଆହୁରି ୨୪ ଘଣ୍ଟା ବର୍ଷା: ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ, ପୁଣି ୧୧ରୁ ବର୍ଷିବ

ଭୁବନେଶ୍ୱର: ଘୂର୍ଣ୍ଣି ବଳୟ ଓ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଛି। ଏଭଳି ପାଗ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।   […]

  • Wednesday, 14 July 2021
holi
କରୋନା ଭୟ: ଏଥର କେମିତି ହେବ ହୋଲି ଖେଳ ? ଚାଇନା ରଙ୍ଗକୁ...

ଭୁବନେଶ୍ୱର: ଆଉ ଦୁଇଟା ଦିନ ପରେ ରଙ୍ଗର ପର୍ବ ହୋଲି। ହେଲେ ଏବର୍ଷ ରଙ୍ଗର ପର୍ବ ସେତେଟା ରଙ୍ଗୀନ ହୋଇନପାରେ।  ଫିକା ପଡ଼ିପାରେ ଉତ୍ସାହ। ଯାହାର ପୂର୍ବାଭାସ ଦେଖିବାକୁ ମିଳିଛି ହୋଲି ବଜାରରେ। କରୋନାରୁ ବର୍ତ୍ତିବାକୁ ବହୁ ଲୋକ ଘର ଭିତରେ ରହି ହୋଲି ପାଳିବାକୁ ନିଷ୍ପତ୍ତି ନେଇଥିବାରୁ, ରଙ୍ଗ ବେପାର ଏଯାଏଁ ଆରମ୍ଭ ହୋଇନି କହିଲେ ଚଳେ। ସେପଟେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ବି ହୋଲି ମିଳନରୁ ବିରତ ରହିବେ ବୋଲି ସୂଚନା ମିଳିଛି। […]

  • Wednesday, 14 July 2021
rajyasabha
ରାଜ୍ୟସଭା ସିଟ୍ ବଣ୍ଟନର ଗୁମର କଥା, ତୋଷାମଦ ପାଇଁ ମିଳିଲା କି ଟିକେଟ!

ଭୁବନେଶ୍ୱର: ରାଜ୍ୟସଭା ରେସରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାଁରେ ସୁପ୍ରିମୋ ନବୀନଙ୍କ ବାଜିଲା ମୋହର। ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଏଥର ରାଜ୍ୟର ସବୁ ପ୍ରାନ୍ତରୁ ପ୍ରାର୍ଥୀ ବାଛି ବାଲାନ୍ସ କାର୍ଡ ଖେଳିଛନ୍ତି ନବୀନ। ତେବେ କଳିକେଶ, ମହେଶ୍ୱର, ଦେବାଶିଷଙ୍କ ଭଳି ପୁରୁଣାଙ୍କ ନେତା ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିବା ସତ୍ତ୍ୱେ ତାଙ୍କୁ ବାଦ୍ ଦେଇ ନୂଆଙ୍କ ଉପରେ ନବୀନ […]

  • Wednesday, 14 July 2021
op
କରୋନା ଭୟ: ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି, ମନ୍ତ୍ରୀଙ୍କୁ ବିଦେଶ ଯାତ୍ରା ମନା

ଭୁବନେଶ୍ୱର: କେମିତି ଓଡ଼ିଶାର ପାଖ ମାଡ଼ିବନି କରୋନା ଭାଇରସ୍? ରାଜ୍ୟକୁ କେମିତି ପ୍ରଭାବିତ କରିବନି ଏ ଭୂତାଣୁ? ଗଲା କିଛି ଦିନ ଧରି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା କରାନା ଭାଇରସ୍ ମୁକାବିଲା ଲାଗି ସବୁ ପ୍ରକାର ପ୍ରସ୍ତୁତି କରିଛି ଓଡ଼ିଶା। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍‌ସିଂ ପରେ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଏହାପରେ କରୋନା ମୁକାବିଲା ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍। ଏହା ଅନୁସାରେ ପରବର୍ତ୍ତୀ ନିର୍ଦ୍ଦେଶ […]

  • Wednesday, 14 July 2021
prashhnna
କଥା ଦେଇ କଥା ରଖିଲେନି ମୁଖିଆ: ନିରାଶ ହେଲେ ପାଟ୍ଟଶାଣୀ ଓ ରମେଶ

ଭୁବନେଶ୍ୱର: ପୁଣି ନିରାଶ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ତାଙ୍କ ନାଁ ନଥିବାରୁ ଉଭୟ ନେତା ନିରାଶ ହୋଇଛନ୍ତି। ସାଧାରଣ ନିର୍ବାଚନବେଳେ ଉଭୟ ପାଟ୍ଟଶାଣୀ ଓ ଚାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ନିଜେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଙ୍କୁ ଟିକଟ୍ ମିଳିନାହିଁ। ପ୍ରତିକ୍ରିୟାରେ ପାଟ୍ଟଶାଣୀ କହିଛନ୍ତି, ଟିକଟ୍ ପାଇବାକୁ ତାଙ୍କର ପୂର୍ଣ୍ଣ ଭରସା ଓ ବିଶ୍ୱାସ ଥିଲା। କିନ୍ତୁ କଣ ପାଇଁ କଟିଲି, ମୁଁ […]

  • Wednesday, 14 July 2021
balasore
ବିଦେଶିନୀଙ୍କ କାଳିଆ ପ୍ରେମ : ପ୍ରାଞ୍ଜଳ ଭାବେ ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି ଜର୍ମାନୀରୁ ଆସିଥିବା ଲୀଳାବତୀ

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି ।

cuttack bus terminal
ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ ଚାଲିଛି କାମ : ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ ।

nabarangpur
ସାପ କାମୁଡ଼ିଥିବା ଝିଅକୁ ନିଆଗଲା କଟକ; ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।

Snake
ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ

ACFO In Odisha Dies Of Burn Injuries, Family Accuses Wife Of Murder
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ବଢ଼ୁଛି ସନ୍ଦେହ, ପତ୍ନୀଙ୍କୁ ପରିବାରର ଆଙ୍ଗୁଳି ନିର୍ଦ୍ଦେଶ

ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି

Cycle
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ।

Cycle
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି

Snake
ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା।

lightening
ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ

ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।

hacked to death
ଏକା ସାଙ୍ଗରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆରପଟେ ସ୍ତ୍ରୀ କବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମଧ୍ୟ ଜୀବନ ଚାଲିଗଲା। ଗାଁ ଲୋକେ ଏକା ସମୟରେ ଅଲଗା ଅଲଗା ଜୁଇରେ ଦୁଇଟି ଯାକ ମୃତଦେହକୁ ଦାହ କରିଛନ୍ତି।

koraput
ଆତ୍ମହତ୍ୟା ପୂର୍ବରୁ ଭିଡ଼ିଓ କରି କହିଲେ- "ଭାଇ, ସରି ମୁଁ ତମ କଥା ରଖିପାରିଲିନି..."

ସୁନାବେଢ଼ା: “ଭାଇ, ସରି ମୁଁ ତମ କଥା ରଖିପାରିଲିନି। କିଛି ଭୁଲ ପଦକ୍ଷେପ ନନେବା ପାଇଁ ତୁମେ ମୋତେ କହିଥିଲ, ହେଲେ ଏମାନେ ମୋତେ ଶାନ୍ତିରେ ରଖେଇ ଦେବେ ନାହିଁ। ଏମାନେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି..” ଆତ୍ମହତ୍ୟା ପୂର୍ବରୁ ଏଭଳି କିଛି କହିଥିଲେ ଜଣେ ମହିଳା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ସେ କିଛି ଲୋକଙ୍କୁ ଦାୟୀ କରିବା ସହ ତାଙ୍କ ନାଁ ମଧ୍ୟ ନେଇଛନ୍ତି। […]

  • Tuesday, 13 July 2021