ଉମରକୋଟ: ତିନି ଧରି ନିଖୋଜ ଥିବା ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀ। ଗତ ୪ ତାରିଖରୁ ଉଭୟ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ସେମାନଙ୍କର କୌଣସି ପତ୍ତା ନ ମିଳିବାରୁ ଏନେଇ ଉଭୟ […]
ମାଲକାନଗିରି: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ନା ମାନେ କୌଣସି ବାଧାବିଘ୍ନ ନା ସମାଜର ପ୍ରତିବନ୍ଧକ। ଏପରିକି ପ୍ରେମକୁ ସବୁଦିନ ପାଇଁ ନିଜର କରିବା ଲାଗି ସେମାନେ ସବୁ କିଛି କରିପାରନ୍ତି। ଏମିତି କିଛି ଘଟଣା ଘଟିଛି ଦିଲ୍ଲୀରେ। ଯାହାକୁ ନେଇ ଏବେ ମାଲକାନଗିରିରୁ ଦିଲ୍ଲୀ ସବୁଆଡେ ଚର୍ଚ୍ଚା। ମାଲକାନଗିରିର ଦୁଇ ଜଣ ଝିଅ ପରସ୍ପରଙ୍କୁ ଭଲ ପାଉଥିଲେ। ସାରା ଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଲେ। ହେଲେ କେମିତି ସମ୍ଭବ ? ସାମାଜିକ […]
ବ୍ରହ୍ମପୁର: ରାସ୍ତା ଉପରେ ଅଳିଆ ପକାଇଥିବା ୬ ଜଣ ଦୋକାନୀଙ୍କୁ ୧୦ ହଜାର ଲେଖାଏ ଅର୍ଥ ଦଣ୍ଡ ଦେବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବ୍ରହ୍ମପୁରର ମୁଖ୍ୟ ମାର୍କେଟ କୁହାଯାଉଥିବା ଅନ୍ନପୂର୍ଣ୍ଣା ମାର୍କେଟ ଓ ଏସ୍ଏନଟି ରୋଡ୍ରେ ବୁଲୁଥିଲେ। ଏହି ସମୟରେ ମାର୍କେଟରେ ଥିବା ଦୋକାନୀ ମାନେ ସେମାନଙ୍କ ଦୋକାନ ବନ୍ଦ କରୁଥିବା […]
ଭୁବନେଶ୍ୱର: ଭୁଲ୍ ରାସ୍ତାରେ ଗାଡ଼ି ଚଲାଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସାବଧାନ ! ନ ହେଲେ ଅସୁବିଧାରେ ପଡ଼ିପାରନ୍ତି। କାହିଁକି ନା ଏଣିକି ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ଜୋରଦାର ଅଭିଯାନ ଆରମ୍ଭ କରିଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ୮୦ ଜଣଙ୍କୁ ପୁଲିସ୍ ଧରିଛି। ଏହାସହ ସେମାନଙ୍କର ଗାଡ଼ିକୁ ମଧ୍ୟ ସିଜ୍ କରାଯାଇଛି। ଅନ୍ୟପକ୍ଷରେ ରାସ୍ତାରେ ରଙ୍ଗ୍ […]
ପୁରୀ: ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ମାଡ଼ି ଆସିଲା ବଡ଼ ଲହଡି। ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ମୃତ୍ୟୁ ମୁଖରୁ ୪ଜଣଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ଦମ୍ପତ୍ତି ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ଭାସି ଯାଇଥିଲେ ୪ ଜଣ। ସମୁଦ୍ର ବେଳାଭୂମିରେ କର୍ତ୍ତବ୍ୟରତ ଲାଇଫ ଗାର୍ଡ ତୁରନ୍ତ […]
ବାସୁଦେବପୁର: ଭଦ୍ରକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ପୁଲିସ୍ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଏବେ ଏହି ଘଟଣାର ଏକ ନୂଆ ଗୁମର ପଦାକୁ ଆସିଛି। ଦୁଇ ଜଣ ଯୁବକଙ୍କ ସହ ସମ୍ପୃକ୍ତ ମୃତ ଛାତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଛି। ଏଥିସହ ଛାତ୍ରୀ ଜଣଙ୍କ ରହୁଥିବା ମେସ୍ର ମାଲିକ ତାଙ୍କ ସହ ଅଶାଳୀନ ବ୍ୟବହାର କରୁଥିବା ଭିଡିଓ […]
ଭୁବନେଶ୍ୱର: ଦୁଇ ଦିନ ହେବ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଉ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ବର୍ଷା […]
କଟକ: କଟକ ବଡ଼ ଡାକ୍ତରଖାନାରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ସ୍ୱାଇନ ଫ୍ଳୁ ସନ୍ଦେହରେ ତିନି ଜଣଙ୍କୁ କଟକ ଏସ୍ସିବିର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହାସହ ସେମାନଙ୍କର ରକ୍ତ ନମୁନା ଭୁବନେଶ୍ୱର RMRCକୁ ପଠାଯାଇଥିଲା। ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ଆଉ ଦୁଇଜଣଙ୍କୁ ପ୍ରାଥମିକ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବସ୍ ଓଲଟିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦାରିଙ୍ଗବାଡ଼ି ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଗାଡ଼ିଟି ଘାଟି ତଳକୁ ନ ଖସି ଘାଟି ଉପରେ ଝୁଲି ରହିଥିଲା। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ୫୦ ଜଣ ଟୁରିଷ୍ଟ୍ ବର୍ତ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରେ କିଛି ଛାତ୍ରଛାତ୍ରୀ ଥିଲେ। ସୂଚନା ଅନୁସାରେ, ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଦାରିଙ୍ଗିବାଡିକୁ […]
କଟକ: ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨, ୮୮୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି। ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପରୀକ୍ଷା ପାଇଁ […]
ଭୁବନେଶ୍ୱର: ନିଜ ପାଇଁ ତଥା ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ଙ୍କ ପାଖକୁ ଆସିଛି ଆୟକର ନୋଟିସ୍। ଜଣେ ଦିନ ମଜୁରିଆଙ୍କ ନିକଟକୁ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଆୟକର ନୋଟିସ୍ ହୋଇଛି। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ ଜିଲ୍ଲା ଉମରକୋଟ ସ୍ଥିତ ପୁଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି। ପୁଜାରୀଭରଣ୍ଡି ଗାଁର ସନଥର ଗଣ୍ଡଙ୍କ […]
ଭୁବନେଶ୍ୱର: ଲର୍ଣ୍ଣସ୍ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ପରିବହନ କମିଶନର ନୂଆ ନିୟମ କରିଛନ୍ତି। ଏହି ନୂଆ ନିୟମଟି ହେଲା ଏଣିକି ଲାଇସେନ୍ସ ପାଇଁ ଆବଶ୍ୟକ ପଡ଼ୁଥିବା ପେପର୍ ଡକ୍ୟୁମେଣ୍ଟ୍ସ୍ ସବୁ ଆପଣ ଅନ୍ଲାଇନ୍ରେ ଅପଲୋଡ୍ କରି ଆବେଦନ କରିପାରିବେ। ଫେବୃଆରୀ ୧ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଯଦି ଆପଣଙ୍କ ପାଖରେ ଲର୍ଣ୍ଣସ୍ ଓ ଡ୍ରାଇଭିଂ ଲାଇସେନ୍ସ ନାହିଁ ତା‘ହେଲେ ଆପଣ RTO ଅଫିସ ଯାଇ ଡକ୍ୟୁମେଣ୍ଟସ୍ ସବୁ ଦାଖଲ କରିବା ପରିବର୍ତ୍ତେ […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, ନୟାଗଡ଼, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା। ଏସବୁ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଘନ କୁହୁଡ଼ି ନେଇ […]
କଟକ: କାୟା ମେଲାଉଛି ‘କରୋନା’ ଭାଇରସ୍। ଭାରତରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି । ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ସରକାରୀ ଅନୁଷ୍ଠାନରେ ଚାକିରି ଦେବା ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ୍ ଧରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଭୁବନେଶ୍ୱରର ଏକ ଅନୁଷ୍ଠାନର କାର୍ଯ୍ୟରତ ଯାଜପୁର ଜିଲ୍ଲାର ରବୀନ୍ଦ୍ର କୁମାର ବେହେରା ଓ ଦିଗପହଣ୍ଡିର ଅରୁଣ କୁମାର ବେହେରାଙ୍କୁ ପୁଲିସ୍ ଗିରଫ କରିଛି। ଏମାନେ ଯାଜପୁର, ତାଳଚେର, ଅନୁଗୁଳ, ଜଗତସିଂହପୁର ଆଦି ଅଞ୍ଚଳରେ ଚେର୍ ଲମ୍ବାଇଥିବା […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ୍ରେ ଏକ ଟ୍ୱିଟ୍ରେ ତ୍ରୁଟି ଦେଖିବାକୁ ମିଳିଛି। ଶେଆର୍ ହୋଇଥିବା ଏହି ଟ୍ୱିଟ୍ରେ ଡିଜିପି ଅଭୟଙ୍କ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ପୋଷ୍ଟ ହୋଇଥିବା ନଜର ଆସିଥିଲା। ଘଟଣାଟି ହେଲା…. ଡିଜିପି ଅଭୟ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ଖବର ଟ୍ୱିଟ୍ କରାଯାଇଥିଲା। ଡିଜିପି ଅଭୟ ସ୍ୱାଭିମାନ […]
ନୂଆପଡ଼ା: ପ୍ରେମ, ପ୍ରତାରଣାର ଭୟଙ୍କର ପରିଣତି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଏସିିଡ୍ ମାଡ଼ରେ ଗୁରୁତର ହୋଇ ଯୁବକ। ୩ ମାସ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅର୍ନ୍ତଗତ ବଙ୍ଗାମୁଣ୍ଡା ଗାଁରେ। ସୂଚନା ଅନୁସାରେ, ବଙ୍ଗାମୁଣ୍ଡା ଗାଁର ଆଲୋକ କୁମାର ସାହୁଙ୍କ ଗତବର୍ଷ ନଭେମ୍ୱର ୧୦ ତାରିଖରେ ବିବାହ କରି ଥାଆନ୍ତେ। ଏଥିପାଇଁ ସେ ୭ […]
ଭୁବନେଶ୍ୱର: ଏଣିକି ହୋଲ୍ଡିଂ ଟାକ୍ସ କିମ୍ବା ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ମହିଳା ମହାସଂଘର ସଦସ୍ୟା। ଏଥିଲାଗି ଚୟନ ହୋଇଥିବା ୨୦ଟି ଏସ୍ଏଚ୍ଜି/ମହିଳା ମହାସଂଘର ସଦସ୍ୟଙ୍କୁ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ମେସିନ୍ ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଇଛି। ତେବେ ୪୦ ଲକ୍ଷ ଟଙ୍କା ଆଦାୟ ମଧ୍ୟରେ ସମ୍ପୃକ୍ତ ଗୋଷ୍ଠୀକୁ ଆଦାୟ ରାଶିର ୧ ପ୍ରତିଶତ, ୪୦ରୁ ୬୦ ଲକ୍ଷ ମଧ୍ୟରେ ଆଦାୟ ରାଶିର ୧.୫ ପ୍ରତିଶତ, ଏହାଠାରୁ […]
କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ପରମ୍ପରା ଅନୁସାରେ, ଗତକାଲି ତିନି ଠାକୁର କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରିଥିଲେ। ମଧ୍ୟରାତ୍ରରେ ଏନଏସି ଭୋଗ ମଣ୍ଡପରେ ଭୋଗ ଖାଇଥିଲେ। ପରେ ମିଳିତ ଭାବେ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ଗସ୍ତ କରି ବିଳମ୍ବିତ ରାତିରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋର ସମୟରେ ତିନି ଠାକୁରଙ୍କ ମହାସ୍ନାନ ପରେ ଭକ୍ତମାନେ ବୁଡ଼ ପକାଇଥିଲେ। […]
ଭୁବନେଶ୍ୱର: ରାଜଧାନୀରେ ଗୋ ପାଳକ ସାବଧାନ ! ଏଣିକି ବୁଲା ଗୋରୁଗାଈଙ୍କ ଉପରେ କଡ଼ା ନଜର ରଖିବ ବିଏମ୍ସି। ଯଦି କୌଣସି ଗୋ ପାଳକ ସେମାନଙ୍କର ଗୋରୁଗାଈଙ୍କୁ ରାସ୍ତାକୁ ଛାଡ଼ି ଧରାପଡ଼ନ୍ତି, ତା’ହେଲେ ସେମାନଙ୍କୁ ୫ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ। ଯଦି କୌଣସି ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତା’ହେଲେ ସେମାନଙ୍କୁ ବିଏମ୍ସିର ଟିମ୍ ଧରି କାଞ୍ଜିଆ ହୁଦାରେ ରଖିବେ। ଏହାପରେ ଗୋରୁଗାଈଙ୍କୁ ମୁକୁଳାଇବା ପାଇଁ ଗୋ ପାଳକଙ୍କୁ ୫ ହଜାର ଟଙ୍କା ଫାଇନ୍ ଦେବାକୁ […]
ମାଲକାନଗିରି: ମାଓବାଦୀଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଭାଙ୍ଗୁଛି ଏକତା। ଏହାସହ ଭୟଙ୍କର ସ୍ଥିତି ଆଡ଼କୁ ମୁହାଁଉଛନ୍ତି ନିରୀହ ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାର ଦିନ ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ […]
ଫୁଲବାଣୀ: ଓଡ଼ିଶାରେ କରୋନା ଭାଇରସ୍ ଭୟ। କେରଳରେ ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଭାଇରସ୍କୁ ନେଇ ଓଡ଼ିଶାର ଭୟ ସୃଷ୍ଟି ହୋଇଛି। କାହିଁକି ନା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀରେ। ସେ ଚୀନରେ ରହି MBBS କରୁଛନ୍ତି। ତେବେ ଗତ ୧୧ ତାରିଖରେ ସେ ଚୀନ୍ରୁ […]
ପୁରୀ: ନୂଆ ବ୍ୟାରିକେଡ୍ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ। ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥବଲ୍ଲଭ ମଠକୁ ଯିବାବେଳେ ପୁରୀ ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା। ନୂତନ ଭାବେ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ ଦିଅଁଙ୍କ ବିମାନ ଯାଇ ପାରିନଥିଲା। ଆଉ ଏହି ବ୍ୟାରିକେଡ୍କୁ ହଟାଇବାକୁ କେହି ନ ଥିବାରୁ ୧୫ ମିନିଟ୍ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ବଡ଼ୁ ସେବକ […]
କଟକ: ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତା ମଝିରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଚପଲରେ ପିଟିବା ସହ ଆଣ୍ଠେଇ ଭୁଲ୍ ମଗାଇଥିଲେ ଯୁବତୀ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଗତକାଲି କଟକ ବକ୍ସି ବଜାର ଛକରେ ଉକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରି ସମ୍ପୃକ୍ତ ଯୁବକଙ୍କୁ […]
ପାରଳାଖେମୁଣ୍ଡି: ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନ୍.ଭି.ଏସ୍. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ। ସୂଚନା ଅନୁସାରେ, ମୃତାହତ […]