• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Fire
ଜେକେ ପେପର ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସ୍ଥିତ ଜେକେ ପେପର ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟାରେ ପେପର ମିଲ୍‌ର ଗୋଦାମରେ ନିଆଁ ଲାଗି ଯାଇଥିଲା। ନିଆଁରେ ଅନେକ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟ୍‌ ଯୋଗୁ ପେପର ମିଲ୍‌ରେ ନି‌ଆଁ ଲାଗିଥିବା ସନ୍ଦେହ କରାଯାଉଛି।

  • Thursday, 22 July 2021
odisha
ଦାଦନ ଦୁଃଖର କରୁଣ ଚିତ୍ର: ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗନିଆରୀ ଗାଁର ବିଳାଶିନୀ ବାଗ୍‌ ଓ ସିନାପାଲି ବ୍ଲକ୍‌ ଅନ୍ତର୍ଗତ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାଶିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାଶିନୀଙ୍କ ପରିବାରର […]

  • Thursday, 22 July 2021
tv-blast-11
ଟିଭି ଫାଟି ସ୍ତ୍ରୀ ମୃତ; ସ୍ୱାମୀ, ଛୁଆ ଗୁରୁତର

ସୁନ୍ଦରଗଡ଼: ଟିଭି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଓ ୬ମାସର ଶିଶୁ ଗୁରୁତର ହୋଇପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଧୁରୁହାଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବବି ନାଏକ। ଗତକାଲି ସନ୍ଧ୍ୟାରେ ଲହଣ୍ଡାବୁଡ଼ ଗାଁର ଡିଲେଶ୍ୱର ନାଏକଙ୍କ ପରିବାର ଲୋକେ ଟିଭି ଦେଖୁଥିବାବେଳେ ଏହି ଅଘଟଣ ଘଟିଥିଲା। ହଠାତ୍‌ ଟିଭିଟି ସର୍ଟ ସର୍କିଟ ହୋଇ ଫାଟି ଯାଇଥିଲା। ଫଳରେ ଡିଲେଶ୍ୱରଙ୍କ ସହ ତାଙ୍କ ପତ୍ନୀ […]

  • Thursday, 22 July 2021
accident
ପିକ୍‌ଅପ୍‌ ଭ୍ୟାନ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ

ସୋନପୁର: ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ୍‌ ବଜାଇବା ପାଇଁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଖେମାଲୋଏ ଗାଁର ତେଜରାଜ ବାଗ, ଉତ୍ତମ ଡଙ୍ଗରିଆ ଓ ଝାରବାହଲି ଗାଁର ବାବୁଲା ମହାକୁଡ଼। ବାବୁଲା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଖେମାଲୋଏ ଗାଁରୁ ଏକ ବ୍ୟାଣ୍ଡ୍‌ […]

  • Thursday, 22 July 2021
Karanjia-1
ଗର୍ଭବତୀ ମହିଳାଙ୍କୁ ଉଠ୍‌ବସ୍‌ କରାଇଲେ ମହିଳା ଫରେଷ୍ଟ ଗାର୍ଡ

କରଞ୍ଜିଆ: କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳାଙ୍କୁ କରଞ୍ଜି‌ଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ ମାଡ଼ ମାରିବା ସହିତ ଉଠ୍‌ବସ୍‌ କରାଇଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଫରେଷ୍ଟ ଗାର୍ଡଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ଅନୁଯାୟୀ, ବାରାହାପାଣପୋଷି ଗାଁରେ ରହୁଥିବା ସମ୍ପୃକ୍ତ ମହିଳାଙ୍କ ବାପ ଘର ଲୋକେ କାଠ ଚୋରି କରି ରଖିଥିବା […]

  • Thursday, 22 July 2021
bjd
ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା

ଭୁବନେଶ୍ୱର: ବିଜେଡିର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବା ବେଳେ ୧୯ ନୂଆ ମୁହଁ ରହିଛନ୍ତି। ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା […]

  • Thursday, 22 July 2021
odisha
ପାହାଡ଼ରୁ ଖସିଲା ପଥର, ୧୫ ଶ୍ରଦ୍ଧାଳୁ ଆହତ

ବୀରମିତ୍ରପୁର/ରାଉରକେଲା: ଆଜି ପବିତ୍ର ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି। ଏସବୁ ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତୁର ରହିଛି। ସେମାନଙ୍କୁ RGHକୁ […]

  • Thursday, 22 July 2021
odisha
ପୋଖରୀ ଭିତରେ ପଶି ଗଲା ଭ୍ୟାନ୍‌

ଉଦଳା (ମାନସ ପାଣି): ପୋଖରୀ ଭିତରେ ପଶି ଗଲା ଭ୍ୟାନ୍‌। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଆଜି ସକାଳେ ଏହି ଘଟଣା ଘଟିଛି। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ସଞ୍ଜିତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ମହାଶିବରାତ୍ରି ପାଇଁ ପରିବାର ଲୋକଙ୍କ ସହ ମନ୍ଦିର ଯିବାକୁ ଆଜି ସକାଳୁ ବାହାରି ଥିଲେ। […]

  • Thursday, 22 July 2021
vlcsnap-error000
ଆଜି ପବିତ୍ର ମହାଶିବରାତ୍ରି: ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର ୩ଟାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ପ୍ରଥମ ଥର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସହ ମନ୍ଦିର ବେଢାକୁ ବିଭିନ୍ନ ଫୁଲରେ ସଜା ଯାଇଛି। ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ […]

  • Thursday, 22 July 2021
odisha
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ିଲେ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଦୌଡ଼ି ପୁରୀ ଆସିଲେ ଭଦ୍ରକର ଜଣେ ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଗାଁରୁ ଦୌଡ଼ି ଦୌଡ଼ି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସେନାରେ ଯୋଗଦେବା ପାଇଁ ବାରମ୍ବାର ଚେଷ୍ଟା ପରେ ବି ବିଫଳ ହେବାରୁ ସୌରଭ, ମହାପ୍ରଭୁଙ୍କ ଶରଣ ପଶିଛନ୍ତି। କାଳିଆ ଠାକୁରଙ୍କୁ ମନର […]

  • Thursday, 22 July 2021
missing students
ଝାରସୁଗୁଡ଼ାରୁ ୩ ନାବାଳିକା ନିଖୋଜ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗାୟତ୍ରୀ ବିହାର ଥାନା ଅନ୍ତର୍ଗତ ପୁରୁଣା ବସ୍ତିରୁ ୩ ଜଣ ନାବାଳିକା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ କୈଳାସ ଦାସଙ୍କ ଦୁଇ ଝିଅ ଗୀତା ଦାସ(୧୩), ରଶ୍ମିତା ଦାସ(୧୨ )ଓ ଭଗବାନ ଛନ୍‌ଛନ୍‌ଙ୍କ ଝିଅ ବନିତା ଛନ୍‌ଛନ୍‌। ଏହି ୩ ନାବାଳିକା ସ୍କୁଲ୍‌ ଯିବା ପାଇଁ ଗତକାଲି ସକାଳୁ ଘରୁ ବାହାରି ଆସିଥିଲେ। ହେଲେ ସ୍କୁଲ୍‌ ନ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସ୍କୁଲ୍ ଛୁଟି ହେବାପରେ ଘରକୁ ନ […]

  • Thursday, 22 July 2021
Rs 500 notes
ବ୍ରିଜ୍ ତଳେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠ ଦୁବେସିଙ୍ଗା ବ୍ରିଜ୍ ନିକଟରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍। ହେଲେ ଏହି ସବୁ ନୋଟ୍ ଗୁଡ଼ିକ ମଧ୍ୟରୁ କିଛି ନୋଟ୍‌ ଉଇ ଖାଇ ଯାଇଥିବାବେଳେ ଆଉ କିଛି ନୋଟ୍‌ ଚିରି ଯାଇଛି। ଏନେଇ ସ୍ଥାନୀୟ ଲୋକେ ପୁଲିସ୍‌ ଖବର ଦେବାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହିସବୁ ନୋଟ୍‌କୁ ଜବତ କରିଛି। ଏହା ନୂଆ ୫୦୦ ଶହ ଟଙ୍କିଆ ନୋଟ୍‌ ବୋଲି ଜଣାପଡ଼ିଛି। ତେବେ ଏହି ଟଙ୍କା ଗୁଡିକ […]

  • Thursday, 22 July 2021
big bazaar 11
ପଟିଆ ବିଗ୍ ବଜାର ସିଲ୍‌

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍‌ ବଜାରକୁ ସିଲ୍‌ କରାଯାଇଛି। ସିଲ୍‌କୁ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ବିଡିଏର ବିଲ୍ଡିଂ ପ୍ଲାନ୍ ମୁତାବକ କାର୍ଯ୍ୟ କରାଯାଇ ନଥି ବାବେଳେ ପାର୍କିଂ ସ୍ଥାନରେ ଗୋଦାମ କରାଯାଇଛି। ଏ ନେଇ […]

  • Thursday, 22 July 2021
Meenakshi Mishra
ଆଖି ବୁଜିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର

ବ୍ରହ୍ମପୁର: ଆଖି ବୁଜିଲେ ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଦେଇଥିବା ମିନାକ୍ଷୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ଫେବୃଆରୀ ୧୨ ତାରିଖ ଦିନ ବ୍ରହ୍ମପୁର ଏସ୍‌ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ମିନାକ୍ଷୀ। ଗୁରୁତର ଅବସ୍ଥାରେ […]

  • Thursday, 22 July 2021
exam
ଦିନ ବଦଳରେ ସନ୍ଧ୍ୟାରେ ହେଲା ପରୀକ୍ଷା

ରାଇରଙ୍ଗପୁର: ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିିଫିକେଟ୍ ପରୀକ୍ଷାର ପ୍ରଶ୍ନପତ୍ରରେ ସମସ୍ୟା ଯୋଗୁ ଅପରାହ୍ଣ ବଦଳରେ ସନ୍ଧ୍ୟାରେ ପରୀକ୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ଗତକାଲି ସନ୍ଧ୍ୟା ୬ରୁ ରାତି ସାଢ଼େ ୮ଟା ଯାଏ ଓଡ଼ିଶା ଷ୍ଟେଟ୍ […]

  • Thursday, 22 July 2021
representational image
କ୍ଲାସ୍‌ ରୁମ୍‌ରୁ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ମୃତ ଶିକ୍ଷକ ହେଲେ ଆର୍ତ୍ତତ୍ରାଣ ସ୍ୱାଇଁ (୫୦)। ଆଜି ସକାଳେ ଆର୍ତ୍ତତ୍ରାଣ ଘରୁ ବାହାରି ସ୍କୁଲ୍‌କୁ ଆସିଥିଲେ। ସ୍କୁଲରେ ପହଞ୍ଚି ଏକ ଶ୍ରେଣୀ ଗୃହ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲେ। ସ୍କୁଲ୍‌ ଟାଇମ୍‌ ହେବାରୁ ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀ ସ୍କୁଲ୍‌ରେ ପହଞ୍ଚି […]

  • Thursday, 22 July 2021
electricity
ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଲେ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ଏଣିକି ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିଦ୍ୟୁତ୍‌ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା, ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲେ ୨ ଲକ୍ଷ, ଶରୀରରେ ୪୦ରୁ ୬୦ ପ୍ରତିଶତ କ୍ଷତି ହୋଇଥିଲେ ୫୯ ହଜାର ୧୦୦ ଟଙ୍କା ସହାୟତା ମିଳିବ। ଏନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ବିଦ୍ୟୁତ୍‌ ଆଘାତ ଜନିତ […]

  • Thursday, 22 July 2021
matric
ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ !

ଧର୍ମଗଡ଼: ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଣୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆଜି ପ୍ରଥମ ଦିନ ଥିବା ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଜଣାପଡ଼ିଛି। ମୋବାଇଲ୍‌ରୁ ମୋବାଇଲ୍‌କୁ ପ୍ରଶ୍ନପତ୍ର ଘୂରି ବୁଲୁଛି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଭାଇରାଲ ହୋଇଥିଲେ ତଦନ୍ତ କରାଯିବ ଏବଂ ଏଥିରେ ଯିଏ ସଂପୃକ୍ତ ଥିବେ […]

  • Thursday, 22 July 2021
odisha
ସହାୟତା ବଦଳରେ ଫଟୋ ଉଠାଇଲେ ଲୋକେ, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ

ଭଦ୍ରକ: ମରିଗଲା ମାନବିକତା, ହଜିଗଲା ବିବେକ। ଦୁର୍ଘଟଣାରେ ସଙ୍କଟାପନ୍ନ ହୋଇ ଯନ୍ତ୍ରଣାରେ ରାସ୍ତା ଉପରେ ଜଣେ ଯୁବକ ଛଟପଟ ହେଉଥିବାବେଳେ ଲୋକେ ଉଦ୍ଧାର କରିବା ବଦଳରେ ମୋବାଇଲରେ ଫଟୋ ଉଠାଉଥିବା ଓ ଭିଡିଓ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହୁଏତ ଆଉ କିଛି ସମୟ ପୂର୍ବରୁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତାଙ୍କ ଜୀବନ ବଞ୍ଚି […]

  • Thursday, 22 July 2021
odisha
ଅଟୋରୁ ଖସି ଚାଲିଗଲା ଛାତ୍ରଙ୍କ ଜୀବନ

ବ୍ରହ୍ମପୁର: ଅଟୋରୁ ଖସିପଡ଼ି ଜଣେ ୫ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଏକ ଅଟୋ ସ୍କୁଲ ପିଲାଙ୍କୁ ନେଇ ଦିଗପହଣ୍ଡି ସ୍ଥିତ ଏକ ଘରୋଇ ସ୍କୁଲକୁ ଯାଉଥିବାବେଳେ  ତିଳେଶ୍ୱର ରାମମନ୍ଦିର ନିକଟରେ ସମ୍ପୃକ୍ତ ଛାତ୍ର ଜଣକ କୌଣସି କାରଣରୁ ଅଟୋରୁ ଖସି ପଡ଼ିଥିଲେ। ତାଙ୍କୁ ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ […]

  • Thursday, 22 July 2021
shark
ମାଛଧରା ଜାଲରେ ପଡ଼ିଲା ବିରାଟକାୟ ସାର୍କ

ବ୍ରହ୍ମପୁର: ମାଛଧରା ଜାଲରେ ପଡିଲା ସାର୍କ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ମତ୍ସଜୀବୀଙ୍କ ଜାଲରେ ଏକ ବିରାଟ ସାର୍କ ପଡ଼ିଥିଲା। ଜୀବନ୍ତ ଅବସ୍ଥାରେ ମତ୍ସଜୀବୀମାନେ ତାକୁ ଧରିଥିଲେ। ଏତେ ବଡ଼ ସାର୍କକୁ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା।  ପରେ କିଛି ମତ୍ସ୍ୟଜୀବୀ ଏହି ସାର୍କ ମାଛଟିକୁ ଠେଲି ଠେଲି ସମୁଦ୍ର ଭିତରକୁ ଛାଡି ଦେଇଥିଲେ। ବ୍ରହ୍ମପୁର: ମାଛଧରା ଜାଲରେ ପଡିଲା ସାର୍କ। ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ […]

  • Thursday, 22 July 2021
medical
ମେଡିକାଲ୍‌ କର୍ତ୍ତୃପକ୍ଷ କହିଲେ- ଏହା କରୋନା ନୁହେଁ ନିମୋନିଆ

ଭୁବନେଶ୍ୱର: କରୋନା ନୁହେଁ ନିମୋନିଆ। ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷ। ଚିହ୍ନଟ ହୋଇଥିବା ଭାଇରସ୍‌ ମାରାତ୍ମକ କରୋନା ଭାଇରସ୍‌ ନୁହେଁ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ନିମୋନିଆ ବୋଲି କୁହାଯାଇଛି। ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ମାଇକ୍ରୋବାୟୋଲୋଜି ରିପୋର୍ଟ ସୋଶାଲ୍‌ ମିଡିଆରେ […]

  • Thursday, 22 July 2021
odisha
ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହିଲେ ଲାଗୁ ହେବ “ନୋ ୱାର୍କ ନୋ ପେ’ ” ନିୟମ

ଭୁବନେଶ୍ୱର: ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚେତାବନୀ। ଯଦି ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଛୁଟିରେ ରୁହନ୍ତି ତେବେ “ନୋ ୱାର୍କ ନୋ ପେ’ ” ନିୟମ ଲାଗୁ ହେବ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶ ଆସିଛି। ଏନେଇ ଉଚ୍ଚ ଶିକ୍ଷା ସଚିବ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ […]

  • Thursday, 22 July 2021
bus accident
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌

ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଆଜି ଭୋରରୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ୪୮ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍‌ଟି ବାଲେଶ୍ୱରରୁ ଭୋର ପ୍ରାୟ ୪ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା। […]

  • Thursday, 22 July 2021
matric exam
ଆଜିଠୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଏହାପରେ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ା ଯାଇଥିଲା ଓ ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମୋଟ୍ ୫ଲକ୍ଷ ୬୦ ହଜାର ୯୦୫ଜଣ ଛାତ୍ରଛାତ୍ରୀ ୨ହଜାର ୮ଶହ ୮୮କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନପତ୍ର […]

  • Thursday, 22 July 2021