• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

otv
ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ଜଣଙ୍କୁ ଧରିଲା ପୁଲିସ

ସମ୍ବଲପୁର: ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଧରିଲା ପୁଲିସ। ଜୁଭେନାଇଲ ଜଷ୍ଟିସ୍ କୋର୍ଟରେ ସମସ୍ତଙ୍କୁ ହାଜର କରାଯିବା ପରେ ସେମାନଙ୍କୁ ସର୍ତ୍ତମୂଳକ  ଭାବେ ଛଡ଼ାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ତାକୁ ଧରିବାକୁ ତନାଘନା ଜାରି ରହିଛି। ସେପଟେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ […]

  • Thursday, 22 July 2021
Capture
ରଡ୍‌ରେ ପିଟି ଯୁବକଙ୍କୁ ହତ୍ୟା

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାଉତରା ଗଢିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଯିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାଁ ବିଜୟ ବେହେରା। ସୂଚନା ଅନୁସାରେ, ଗତ ସନ୍ଧ୍ୟା କୌଣସି କାରଣକୁ ନେଇ ବିଜୟଙ୍କ ସହ ଗାଁର କିଛି ଯୁବକଙ୍କର ବଚସା ହୋଇଥିଲା। ଏହାପରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ଲୁହା ରଡ଼ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଜୟ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ […]

  • Thursday, 22 July 2021
lanc
ଏମିତି ଡାକ୍ତର: କିଏ ଲାଞ୍ଚ ମାଗୁଛନ୍ତି ତ ଆଉ କିଏ କ୍ୟାନ୍‌ସର ରୋଗୀ ବୋଲି ଚାକିରିରୁ ବାହାର କରିଦେଉଛନ୍ତି

ଭୁବନେଶ୍ୱର: ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର। ସେଥିପାଇଁ ତାଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଇଥାଏ। ହେଲେ ସେହି ଦ୍ୱିତୀୟ ଭଗବାନ ଆଜିକାଲି ଲାଞ୍ଚ ମାଗୁଛନ୍ତି ଓ ଦୁର୍ବ୍ୟହାର କରୁଛନ୍ତି। ତାହା ପୁଣି ନିଜ ବିଭାଗର କର୍ମଚାରୀଙ୍କ ଉପରେ। ଯଦି ଡାକ୍ତର ନିଜ ବିଭାଗର କର୍ମଚାରୀଙ୍କୁ ଏପରି ବ୍ୟବହାର ଦେଖାଉଛନ୍ତି କରୁଛନ୍ତି, ତେବେ ସେମାନେ ରୋଗୀଙ୍କୁ କେମିତି ଚିକିତ୍ସା କରୁଥିବେ ଭାବନ୍ତୁ। ଆଜି ଏପରି ଦୁଇଟି ଅଭିଯୋଗ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ ଆସିଛି। ବୌଦ୍ଧ […]

  • Thursday, 22 July 2021
niranja
ସଙ୍ଗଠନର ପୁନର୍ଗଠନ କରିବ କଂଗ୍ରେସ; ଏଥର ଯୋଜନା କିଛି ଏମିତି

ଭୁବନେଶ୍ୱର: ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ  ନେତାମାନେ ଏକଜୁଟ ହୋଇ ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିର ସମସ୍ତ କମିଟି ଓ ସଂଗଠନକୁ ଭାଙ୍ଗି ଦିଆଯାଇଥିବାରୁ ଏଗୁଡ଼ିକୁ ପୁନର୍ଗଠନ କରିବା ପାଇଁ ସହମତି ହୋଇଛି। ତା’ଛଡ଼ା ସଦସ୍ୟ ସଂଗ୍ରହ ଅଭିଯାନ ଓ ମହାତ୍ମା ଗାନ୍ଧି ଜୟନ୍ତୀ ପାଇଁ […]

  • Thursday, 22 July 2021
rail
ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନ; ଏମିତି ହେବ ଷ୍ଟେସନ୍‌ର ରୂପରେଖ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନର ପୁନଃବିକାଶ ପାଇଁ ଆଜି ନୂଆଦିଲ୍ଲୀସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି। ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ନୂଆଦିଲ୍ଲୀ ଉଦ୍ୟୋଗ ଭବନଠାରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ […]

  • Thursday, 22 July 2021
s
ଜେଲ୍‌ ଗଲେ ଓସିଏ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା

ଭୁବନେଶ୍ୱର: ଜାମିନ୍‌ ଆବେଦନ ଖାରଜ ହେବା ପରେ ଜେଲ୍‌ ଗଲେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍(ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଲିଙ୍କରେ ଆଜି ତାଙ୍କୁ ଗିରଫ କରିଥିଲା ସିବିଆଇ। ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ଜେଲ୍ ଯାଇଛନ୍ତି। ବହୁଚର୍ଚ୍ଚିତ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିବା ପାଇଁ ଆଜି ଭୋରରୁ ତାଙ୍କ କଟକସ୍ଥିତ ବାସଭବନରେ ପହଞ୍ଚିଥିଲା ସିବିଆଇର ୧୪ରୁ ୨୦ ଜଣିଆ ଟିମ୍। ପରେ ତାଙ୍କୁ ସ୍ୱତନ୍ତ୍ର ସିବିଆଇ […]

  • Thursday, 22 July 2021
virat
ମୋହାଲି ମ୍ୟାଚ୍‌ରେ ଏକାଧିକ ରେକର୍ଡ କଲେ କୋହଲି

ମୋହାଲି: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରିଚାଲିଛନ୍ତି। ବୁଧବାର ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ଜବରଦସ୍ତ ବ୍ୟାଟିଂ କରି ଭାରତକୁ ୭ ୱିକେଟରେ ବିଜୟୀ କରାଇଥିଲେ। ଏହି ମ୍ୟାଚରେ କୋହଲି ଅପରାଜିତ ୭୨ ରନର ଇନିଂସ୍ ଖେଳିଥିଲେ। କୋହଲି ନିଜର ଇନିଂସରେ ୩ ଛକା ଓ ୪ ଚୌକା ମାରିଛନ୍ତି। ତେବେ ଏହି ଇନିଂସ୍ ମଧ୍ୟରେ କୋହଲି ଏକାଧିକ ରେକର୍ଡର ମଧ୍ୟ […]

  • Thursday, 22 July 2021
EE08XyhVUAYHFla
ନନ୍ଦନକାନନରେ ପୁଣି ହାତୀ ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମଡ଼କ। ପୁଣି ଗୋଟିଏ ହାତୀର ମୃତ୍ୟୁ ହୋଇଛି।   ଆଜି ୭ ବର୍ଷର ମାଈ ହାତୀ କମଳାର ମୃତ୍ୟୁ ହୋଇଛି। ଘାତକ ହର୍ପେସ ଭୂତାଣୁ ସଂକ୍ରମଣରେ କମଳା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତ ୨୫ ଦିନ ମଧ୍ୟରେ ନନ୍ଦନକାନନରେ ୩ଟି ହାତୀଙ୍କ ମୃତ୍ୟୁ ହେଲାଣି। ପୂର୍ବରୁ ଏକମାତ୍ର ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨୫ରେ ମରିଥିଲା ମାଈ ହାତୀ ଜୁଲି। ସେହିପରି ସେପ୍ଟେମ୍ବର […]

  • Thursday, 22 July 2021
patangraho
ପାଟଣାଗଡ଼ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କ ହତ୍ୟା ଘଟଣାରେ ୪ ଗିରଫ

ପାଟଣାଗଡ଼(ବଂଶୀଧର ସେଠୀ): ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍‌ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଣ ନାରାୟଣ ବରିହା, ସ୍ୱରୁପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା। ଏହି ଘଟଣାରେ ଆହୁରି ଲୋକ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ। ଆଜି ବଲାଙ୍ଗିର ଏସ୍ପି ସନ୍ଦୀପ ସମ୍ପଦ ମଡ଼କର ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଚିନ୍ତାମଣି ବରିହା […]

  • Thursday, 22 July 2021
mantri
ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ ଅଭିଯୋଗ

ବରଗଡ଼: ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ କରୁଥିବା ଜଣେ ଦୁର୍ବୃତ୍ତକୁ ଗିରଫ୍ କରିଛି ପରଗଡ଼ ପୁଲିସ। ଏହି ଯୁବକ ଜଣକ  ଲୋକଙ୍କୁ ବ୍ଲାକମେଲିଂ କରିବା ସହ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲା। ଗିରଫ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲା ପ୍ରଭାସୁନୀ ଗ୍ରାମର ସୁଶାନ୍ତ କୁମାର ରଞ୍ଜିତ। ସେ ନିଜ ଫେସବୁକ ପେଜ୍‌ରେ ମନ୍ତ୍ରୀଙ୍କ ଫୋଟ ଲଗାଇ ବିଭିନ୍ନ ସରକାରୀ ଅଧିକାରୀଙ୍କ ଠାରୁ ବ୍ଲାକମେଲିଂ କରି ଅର୍ଥ ଆଦାୟ କରୁଥିଲା। କୌଶଳ […]

  • Thursday, 22 July 2021
sundragad
ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ି ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କରୁଛି। ଡେଙ୍ଗୁ ସନ୍ଦେହରେ ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବାବେଳେ ୫୬ଟି ନମୂନା ଡେଙ୍ଗୁ ପଜିଟିଭ ଥିବା ଜଣାପଡିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କୁତ୍ରା ବ୍ଲକ୍ ଖତକୁରବାହାଲ ଅଞ୍ଚଳର ଓ ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ଅଂଚଳର ବୋଲି ଜଣାପଡ଼ିଛି। ଜିଲ୍ଲାର ଖତକୁରବାହାଲରୁ ହିଁ ଜିଲ୍ଲାର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲା। ପ୍ରଥମେ ଆକ୍ରାନ୍ତ ହୋଇଥିବା ୨ ରୋଗୀ ବର୍ତ୍ତମାନ ସୁସ୍ଥ ହୋଇଥିବା […]

  • Thursday, 22 July 2021
plfi...
ପୁଲିସ ହାତରେ ହାଡକୋର ପିଏଲ୍‌ଏଫଆଇ କମାଣ୍ଡର

ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ବିର୍ସା ଅଞ୍ଚଳରୁ ଆଜି ପିଏଲ୍‌ଏଫ୍‌ଆଇ କମାଣ୍ଡର ଦୁର୍ଦ୍ଦାନ୍ତ ନକ୍ସଲ୍ ସୁଦାମ ସିଂହକୁ ପୁଲିସ ଗିରଫ କରିଛି। ତା’ଠାରୁ ଗୋଟିଏ ପିସ୍ତଲ ଓ ଜିଅନ୍ତା ଗୁଳି ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ। ସୁଦାମ ୨୦୦୭ ମସିହାରେ ଝାଡଖଣ୍ଡ ବନୋ ଅଞ୍ଚଳର ଏରିଆ କମାଣ୍ଡର ଭାବେ ସକ୍ରିୟ ରହିବା ସହିତ  ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ନଜରରେ ରଖିଥିଲା। ଓଡ଼ିଶା ଓ ଝାଡଖଣ୍ଡରେ ଘଟୁଥିବା ଚୋରି, ଡକାୟତି, ଦାଦାବଟି […]

  • Thursday, 22 July 2021
b.pur_-750x420
ମରଣ ଫାଶରେ ପୁଅକୁ ଦେଖି ଜୀବନକୁ ବାଜି ଲଗାଇ ଦେଲା ମାଆ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ମୃତକ ଗରିବ ଶ୍ରେଣୀରେ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଖଲିକୋଟ ବ୍ଲକ ବାକୁଟୁ ଗାଁର ନାରାୟଣ ନାହକ ଜଣେ ଦିନ ମଜୁରିଆ। ଆଜି ସକାଳେ ସେ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ସର୍ଭିସ୍‌ (ବିଜୁଳି) ତାରଟି ଝୁଲିଥିବା […]

  • Thursday, 22 July 2021
asribad
ଆଶୀର୍ବାଦଙ୍କ ଚିଟ୍‌ଫଣ୍ଡ ଲିଙ୍କ୍ ଓ ସିବିଆଇ ତଦନ୍ତର ପୂରା ଘଟଣାକ୍ରମ ଏମିତି

ଭୁବନେଶ୍ୱର: ୨୦୧୧ରେ ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର ଲିଗ୍‌ର ପ୍ରମୋସନ ପାଇଁ ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ଗ୍ରୁପଠାରୁ ଟଙ୍କା ଆଣିଥିଲେ ଓସିଏର ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ କମ୍ପାନୀ ସିବିଆଇ ଜାଲରେ ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆଶୀର୍ବାଦ ବେହେରାଙ୍କ ଠାରୁ ସତ ଓଗାଳିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ । ଏନେଇ ୨୦୧୪ ନଭେମ୍ବର ୧୬ ଓ ୧୮ ତାରିଖରେ ଆଶୀର୍ବାଦଙ୍କୁ ସିବିଆଇ ଜେରା କରିଥିଲା ସିବିଆଇ। […]

  • Thursday, 22 July 2021
pm modi
କ୍ୟାନ୍‌ସର ରୋଗୀ ବୋଲି ତଳ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଦେଲେ ଡାକ୍ତର !

ବଲାଙ୍ଗିର: ଭୀମଭୋଇ ମେଡିକାଲରେ କ୍ୟାନସର ପୀଡ଼ିତା କର୍ମଚାରୀଙ୍କୁ ମେଡିକାଲ ଅଧିକ୍ଷକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଚାକିରୀ ଯିବା ପରେ ପୁଣି ଥରେ ନିଯୁକ୍ତି ପାଇଁ ହାରିଗୁହାରି କରିବାକୁ ଯାଇଥିବାବେଳେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ହସ୍‌ପିଟାଲ ସୁପରିଣ୍ଟେଣ୍ଡେଣ୍ଟ। ବଡ଼ ପାଟିରେ ତାଙ୍କ ସମ୍ପର୍କୀୟଙ୍କୁ ଗାଳିଗୁଳଜ କରିବା ସହ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା କର୍ମଚାରୀ। ଯାହାର ପ୍ରତିଟି ଚିତ୍ର କ୍ୟାମେରାରେ କଏଦ ହୋଇଛି। ସାରତି ନାଗ ନାମକ ଜଣେ କର୍ମଚାରୀ […]

  • Thursday, 22 July 2021
acciendt
ସକାଳୁ ଟ୍ୟୁସନ୍ ଯାଇଥିଲା ଝିଅ; ଆଉ ଫେରିଲାନି

ପାରାଦୀପ (ରମାକାନ୍ତ ନାୟକ): ସକାଳେ ଘରୁ ବାହାରି ଟ୍ୟୁସ୍‌ନ ଯାଇଥିଲା ଝିଅ। ଫେରିଥିଲେ ସ୍କୁଲ ଯାଇଥାନ୍ତା। ହେଲେ ଟ୍ୟୁସନ୍‌ ସାରି ଝିଅ ଘରମୁହାଁ ହୋଇଥିବା ବେଳେ ବାଟରେ ଚଢ଼ିଗଲା ଟ୍ୟାଙ୍କର୍‌ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳଠାରେ ଘଟି ଯାଇଛି। ଏହାପୂର୍ବରୁ ଟ୍ୟାଙ୍କରଟି ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ମୃତା ଛାତ୍ରୀଙ୍କ ନାମ ପୂର୍ଣ୍ଣିମା ବେହେରା। ତାଙ୍କ ଘର […]

  • Thursday, 22 July 2021
rain
୧୦ ଜିଲ୍ଲାରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ

ଭୁବନେଶ୍ୱର: ଆଜି ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି। ସୂଚନାଯୋଗ୍ୟ, ୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆଜି ସକାଳେ […]

  • Thursday, 22 July 2021
revensa
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବି ରାଗିଂ ଭୟ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଏହି ରାଗିଂ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ଛାତ୍ରାବାସରେ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସିନିୟର ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସିନିୟର ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ର […]

  • Thursday, 22 July 2021
Bhubaneswar-Airport-718x430
ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦୁବାଇକୁ ବିମାନ ଚଳାଚଳ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୂବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ସଂଯୋଗ ପାଇଁ […]

  • Thursday, 22 July 2021
murder-1..1
ନର୍ସ ନିହାରିକାଙ୍କ ହତ୍ୟା ପଛରେ କିଏ ? ‌୬ ଜଣକୁ ଅଟକ ରଖିଲା ପୁଲିସ

ଜଗତସିଂହପୁର (ଶଶାଙ୍କ ଶେଖର ସାହୁ): ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌କୁ ନୂଆ ସୁରାକ ମିଳିଛି। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବିରିଡ଼ି ଥାନା ପୁଲିସ୍‌ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ  କିଶୋର, ତା’ର ବାପା ଓ ୪ ଜଣ ସାଙ୍ଗ। ଗତକାଲି ଅଖା ଭିତରୁ ନର୍ସଙ୍କ […]

  • Thursday, 22 July 2021
cyc
ଆଜି କଟକ ଓ ବଲାଙ୍ଗିର ବନ୍ଦ

ଭୁବନେଶ୍ୱର: ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ୪ ଟି ଦାବି ନେଇ ହିନ୍ଦୁ ସେନା ବନ୍ଦ ଡାକରା ଦେଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଘାଟ ସମସ୍ୟା, ଗାଡି ଚଳାଚଳ ନିୟମକୁ ୩ ମାସ ବଦଳରେ ୬ ମାସ କୋହଳ କରିବା ଦାବି ରହିଛି। ଅନ୍ୟପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ […]

  • Thursday, 22 July 2021
44a18d02fe800ec53ed98c9e840863c7
ପିଣ୍ଡଦାନ କରି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି। ଗାଡ଼ିଟିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। […]

  • Thursday, 22 July 2021
rain
୫ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା ଓ ମାଲକାନଗିର। ସୂଚନାଯୋଗ୍ୟ, ଆଜି ସକାଳେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।

  • Thursday, 22 July 2021
talcher
ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନା କମ୍ପାନୀ

ନୂଆଦିଲ୍ଲୀ:  ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି। ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ । ଆସନ୍ତା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ଲାଣ୍ଟ ଜରିଆରେ ବର୍ଷକୁ ୧.୨୭ ମିଲିୟନ ଟନ୍‌ ୟୁରିଆ ଉତ୍ପାଦନ କରାଯିବ। ଏହି  […]

  • Thursday, 22 July 2021
snip
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ

ଭୁବନେଶ୍ୱର : ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍‌ ଖୋଲିବ ବୋଲି ସୂଚନା ମିଳିଛି। କଳ୍ପନା ଛକସ୍ଥିତ ବିଏମ୍‌ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍‌ସି ୱାର୍ଡ  ଅଫିସ୍‌ ଓ ନାଲ୍‌କୋ ଛକରେ ଥିବା ବିଏମ୍‌ସି ଜୋନାଲ ଅଫିସ୍‌ରେ ଏହି ସବୁ କ୍ୟାମ୍ପ୍ ଅଫିସ୍ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ […]

  • Thursday, 22 July 2021