• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bjp-complained-against-bjp-750x430
ବିଜେପୁର ହିଂସା ନେଇ ସିଇଓଙ୍କ ଠାରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ବିରୋଧୀଙ୍କୁ ଭୟଭୀତ କରି ବିଜେପୁର ଉପନିର୍ବାଚନ ଜିତିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ବିଜେଡି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପୁରରେ ଦଳର ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ଼ କରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ […]

  • Friday, 23 July 2021
mrinal
ବିଜେପୁର ରାଜନୀତିରେ ହିଂସା; ବିଜେପି ନେତାଙ୍କୁ ଆକ୍ରମଣ, ବିଜେଡିକୁ ଦାୟୀ କଲା ଦଳ

ବରଗଡ଼: ନିର୍ବାଚନ ପୂର୍ବରୁ ବିଜେପୁର ରାଜନୀତିରେ ପୁଣି ରାଜନୈତିକ ହିଂସା ଦେଖା ଦେଇଛି। ବିଜେପି କର୍ମୀ ମନୋରଂଜନ ମେହେରଙ୍କ ଉପରେ ଆକ୍ରମଣକୁ ହୋଇଛି। ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି। ଗତ ନିର୍ବାଚନ ବେଳେ ମନୋରଂଜନଙ୍କୁ ଘର ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ତେବେ ହିଂସାକୁ ନେଇ ତିନି ପ୍ରମୁଖ ଦଳ ପରସ୍ପରକୁ ଦାୟୀ କରିଛନ୍ତି।   ଅନ୍ୟପଟେ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ଦଳ ପ୍ରଥମେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ଅଡୁଆ […]

  • Friday, 23 July 2021
rain
ସମୟ ହେଲାଣି, କିନ୍ତୁ ଫେରୁନି ମୌସୁମୀ

ଭୁବନେଶ୍ୱର: ସେପ୍ଟେମ୍ବର ସରିବାକୁ ଆଉ ଦିନ ୨ଟା ବାକି। ଏ ସମୟରେ ପ୍ରାକ୍ ଶୀତର ଆଗମନ ହେବା କଥା । ହେଲେ ଏଯାଏ ମୌସୁମୀ ଫେରିବାର କୌଣସି ଲକ୍ଷଣ ପ୍ରକାଶ ପାଉନି । ଏପରିସ୍ଥଳେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ୍‌। ସମୟଠାରୁ ଆହୁରି ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଣେ ଲେଉଟାଣି ସମୟରେ ମୌସୁମୀ ଅଧିକ ସକ୍ରିୟ ରହୁଥିବାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ସହ […]

  • Friday, 23 July 2021
tigrir-attack-750x430
ଛତୁ ତୋଳିବାକୁ ଯାଇଥିଲେ; ହଠାତ୍ ଉପରକୁ ଡେଇଁଲା ହେଟାବାଘ

ଅନୁଗୋଳ (ବିରଜା ଦାସ): ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ ଦାଦା ଓ ପୁତୁରା। ଠିକ୍‌ ଏତିକି ବେଳେ ଏକ ହେଟା ବାଘ ଦାଦାଙ୍କ ଉପରକୁ ଲମ୍ଫ ମାରିଥିଲା। ଏହା ଦେଖି ପୁତୁରା ଗଛ ଉପରକୁ ଚଢ଼ି ଯାଇ ଚିତ୍କାର କରିଥିଲେ। ମାରଣାସ୍ତ୍ର ଧରି ଲୋକେ ସେଠାକୁ ଚାଲି ଆସିବାରୁ ହେଟା ଛାଡ଼ି ପଳାଇଯାଇଥିଲା। ଆଜି ସକାଳେ ଏପରି ଘଟଣା ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି। ବନଖଣ୍ଡ ଅନ୍ତୁଳିଆ ଗାଁର ଚିତ୍ତରଞ୍ଜନ ଦଳବେହେରା ଓ ତାଙ୍କ ପୁତୁରା ବିଦ୍ୟାଧର […]

  • Friday, 23 July 2021
erom
ଅବହେଳାରେ ରକ୍ତ ତୀର୍ଥ

ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ପାଇଁ ଘଟିଥିବା ଲୋମହର୍ଷଣ ଘଟଣା ଇରମ ହତ୍ୟାକାଣ୍ଡକୁ ପୂରିଛି ୭୭ ବର୍ଷ।  ୧୯୪୨ ମସିହା ଆଜିର ଦିନରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ଯେଉଁଥିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଏହାସହ ୫୬ ଜଣ ସ୍ୱାଧୀନତା ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ। ଇଂରେଜଙ୍କ କବଳରୁ ପରାଧୀନ ଭାରତର ମୁକ୍ତି ପାଇଁ ଇରମରେ ଏକାଠି ହୋଇଥିବା ଶତାଧିକ ନିରସ୍ତ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୁଳି ଚଳାଇଥିଲେ ଇଂରେଜ। ତେବେ ଆଜି ଦିନକୁ […]

  • Friday, 23 July 2021
lcr
ଗୋପାଳପୁର ଏଏଡି କଲେଜ୍‌କୁ ମିଳିଲା ରାଷ୍ଟ୍ରପତି କଲର୍ସ ସମ୍ମାନ

ଗଞ୍ଜାମ: ଗୋପାଳପୁରରେ ଥିବା ସେନାର ଆର୍ମି ଏୟାର ଡିଫେନ୍ସ କଲେଜକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ସମ୍ମାନ। ଆଜି ଏଏଡି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ୱାଧିନ ବାହିନୀ ଭାବେ ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରାଦନ […]

  • Friday, 23 July 2021
baalsore-750x430
ଡ୍ରଗ୍ସ ମାଫିଆଙ୍କ ଘରେ ପୁଲିସ୍ ଚଢ଼ାଉ: ୩ ଲକ୍ଷ ଟଙ୍କା ଜବତ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଡ୍ରଗ୍ସ ମାଫିଆ ରାଜା ପରେ ଆଉ ଜଣଙ୍କ ଘରେ ଆଜି ପୁଲିସ ଚଢ଼ଉ କରିଛି। ମାତ୍ର ଏ ସମ୍ପର୍କରେ ଡ୍ରଗ୍ସ ମାଫିଆମାନେ ଜାଣିପାରି ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କ ଘରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଥିବା ବେଳେ ଜଣକୁ ଅଟକ ରଖି ପଚାରାଉଚରା କରୁଛି। ଜଳେଶ୍ୱର ଥାନା ଶେଖବାଡ଼ ଓ ଝାଡେଶ୍ୱରପୁର ଗାଁର ଡ୍ରଗ୍ସ ମାଫିଆ ଶେଖ୍ ତୋଇରିଦୁନି ଏବଂ ତାଙ୍କର ୪ ଭାଇ […]

  • Friday, 23 July 2021
sabara
ଗିରଫ୍‌ ହେଲା ଜୁନାଗଡ଼ ଗଣଦୁଷ୍କର୍ମର ମୁଖ୍ୟ କାର୍ପଟଦାର୍ ଲଳିତେନ୍ଦ୍ର ଶବର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶେଷରେ ଗିରଫ ହେଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୁଲିସ ରାଜସାକ୍ଷୀ କରିଥିବା ଅଭିଯୁକ୍ତ ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର। ପୀଡ଼ିତାଙ୍କ ସାନି ବୟାନ୍‌ ଆଧାରରେ ପୁଲିସ ତାକୁ ଆଜି ଗିରଫ କରି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପାଇଁ ନେଇଥିଲେ। ମହାଳୟା ପାଇଁ ଆଜି କୋର୍ଟ ଛୁଟି ଥିବାରୁ ପୁଲିସ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍‌ଙ୍କ ଘରେ ଉପସ୍ଥାପନ କରିଥିଲା। ପରେ ତାଙ୍କୁ ଜେଲ୍‌ ପଠେଇ ଦିଆଯାଇଛି। ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ […]

  • Friday, 23 July 2021
lutiela
ଦୋକାନରୁ ୨୫ରୁ ଅଧିକ ଦାମି ମୋବାଇଲ୍‌ ଲୁଟିନେଲେ

ଭୁବନେଶ୍ୱର: ରାତି ଅଧରେ ମୋବାଇଲ୍ ଦୋକାନ୍‌ରୁ ଲୁଟିନେଲେ ୨୫ରୁ ଅଧିକ ଦାମି ମୋବାଇଲ୍। ଗତ ୨୬ ତାରିଖରେ ଭୁବନେଶ୍ୱର ଖଣ୍ଡଗିରି ସାମପୁରରେ ଥିବା ଏକ ମୋବାଇଲ୍ ଦୋକାନରୁ ଏଭଳି ଲୁଟ୍ ହୋଇଛି। ଆଉ ଲୁଟ୍‌ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଦୁଇଜଣ ଲୁଟେରା ପ୍ରଥମେ ଦୋକାନର ସଟର ତାଡ଼ିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ପରେ ଦୋକାନର ଟାଇଲ୍ ଭାଙ୍ଗି ଲୁଟେରାମାନେ ଦୋକନରେ ପ୍ରବେଶ କରିଥିଲେ। ପରେ ଟ୍ରଚ୍ ଲାଇଟ୍ ପକାଇ […]

  • Friday, 23 July 2021
bjp
କିଏ ହେବ ବିଜେପିର ବିଜେପୁର ଯୋଦ୍ଧା ?

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସମୀର କହିଛନ୍ତି। ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପୁରରେ ବିଜେପି କାହାକୁ ଓହ୍ଲାଇବ, ତାକୁ ନେଇ ଉତ୍କଣ୍ଠା ଲାଗି […]

  • Friday, 23 July 2021
rira-shaoo
“ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି”

ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ବିଜେପୁର ହୋଇଛି ଟପ୍‌ ଇଲେକ୍ସନ୍‌ ବେଟଲ୍‌ ଫିଲ୍ଡ। କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ କରିଛି। ତେବେ ଏ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ନିଜର ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି,  “ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି। କିନ୍ତୁ ସବୁବେଳେ ସିମ୍ପାଥି ନଥାଏ। ନବୀନ ବାବୁ କେତେଦିନ ବିଜେପୁର […]

  • Friday, 23 July 2021
inx
ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଓଡ଼ିଆ ଅଫିସର୍‌ଙ୍କ ହାତ

ଭୁବନେଶ୍ୱର: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଛନ୍ତି ଜଣେ ଓଡ଼ିଆ ଆଇଏଏସ୍‌ ଅଧିକାରୀ। ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ତଥା ଆଇଏଏସ୍‌ ଅଧିକାରୀ ଅନୂପ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ଓଡ଼ିଆ ଅଫିସର ଅନୂପ ପୂଜାରୀଙ୍କ ସମେତ ଅନ୍ୟ ତିନିଜଣ ଆଇଏସ୍ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନେ ହେଲେ ଅଣ୍ଡର ସେକ୍ରେଟାରୀ ଆର ପ୍ରସାଦ, ଡାଇରେକ୍ଟର୍ ପ୍ରବୋଧ ସକ୍ସେନା, ଓ ପୂର୍ବଚନ ଅର୍ଥନୈତିକ ବ୍ୟାପାର ବିଭାଗ ଅତିରିକ୍ତ […]

  • Friday, 23 July 2021
press meet
ବିଜେଡି, ବିଜେପିର ଯୋଜନା କଳି; ପଦ୍ମ କହୁଛି ଆମେ ଦଉଛୁ ଶଙ୍ଖ ନାଁ ନେଉଛି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ବିଜେଡି ସରକାର କ୍ରମାଗତ କିଛିବର୍ଷ ହେବ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କଠୁ ବାହାବା ନେବାକୁ ପ୍ରୟାସ କରୁଛି। କେନ୍ଦ୍ରୀୟ […]

  • Friday, 23 July 2021
41b5790f63f82571ac0b86711141cd45
ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼; ଆଉଥରେ ବୟାନ ନେବ ପୁଲିସ୍

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଟୁଇଷ୍ଟ। ଯିଏ ବାଇକ୍‌ରେ ଲିଫ୍ଟ ଦେଇଥିଲା ଓ ଯାହାକୁ ପୁଲିସ ମାମଲାରେ ରାଜସାକ୍ଷୀ ସଜାଇଥିଲା, ସେ ହିଁ ଲଳିନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର ଘଟଣାର ମୁଖ୍ୟ ଖଳନାୟକ। ସୋଶାଲ୍ ମିଡ଼ିଆରେ ପୀଡ଼ିତାଙ୍କ ବୟାନ ଭାଇରାଲ୍‌ ହେବା ପରେ ମାମଲା ଏବେ ନୂଆ ମୋଡ଼ ନେଇଛି। ପୁଲିସ ତତ୍ପର ହୋଇଛି। ପୀଡ଼ିତାଙ୍କ ସାନି ବୟାନ ନିଆଯିବ ବୋଲି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି। ସେ କହିଛନ୍ତି-“ପୀଡ଼ିତା […]

  • Friday, 23 July 2021
pm kishan
କେନ୍ଦ୍ର ସରକାରଙ୍କ ନୂଆ ରାସ୍ତା; ରାଜ୍ୟ ନ ଚାହିଁଲେ ବି ପିଏମ୍‌ କିଷାନରେ ସାମିଲ୍‌ ହୋଇପାରିବେ ଚାଷୀ

ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟ ‘ପିଏମ୍‌ କିଷାନ’ ଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ‘ପିଏମ୍‌ କିଷାନ’ ଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ‘ପିଏମ୍ କିଷାନ’ ୱେବ୍‌ସାଇଟକୁ ଯାଇ ନିଜ ସଂପର୍କିତ ତଥ୍ୟ ଅପ୍‌ଲୋଡ୍‌ କରିବେ ଚାଷୀ। ସମ୍ବଲପୁର ଦଣ୍ଡେଇପାଲି ଗାଁର ରାମ ସାଗର ସାହୁ। ସେ ଜଣେ ଚାଷୀ ହୋଇଥିଲେ ମଧ୍ୟ ପାଇ ନାହାନ୍ତି […]

  • Friday, 23 July 2021
piaja
ପିଆଜ ଯୋଗାଣ ନେଇ କେନ୍ଦ୍ରର ଆଶ୍ୱସ୍ତି; ମନ୍ତ୍ରୀ କହିଲେ, ଦାବି ଜଣାଇଲେ ତୁରନ୍ତ ଦେବୁ

ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ପରିବେଶ ଭିତରେ ଲୋକଙ୍କୁ କନ୍ଦାଉଛି ପିଆଜ ଦର। ସବୁଠାରୁ ଅଧିକ ପିଆଜ ଯୋଗାଉଥିବା ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ଥିବାରୁ ଏହି ସମୟରେ ପିଆଜ ସଙ୍କଟ ଚିନ୍ତାର କାରଣ ପାଲଟିଛି। ତେବେ ପିଆଜ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱସ୍ତି ମିଳିବା ପିଆଜ ପାଇଁ ବିଭିନ୍ନ ରାଜ୍ୟ ଦାବି କରିସାରିଲେଣି। ଏବଂ ପିଆଜ ଯୋଗାଣ ଆରମ୍ଭ ମଧ୍ୟ ହେଲାଣି। କିନ୍ତୁ ଯାଏ ଓଡ଼ିଶା ଏନେଇ କୌଣସି ମତ ସ୍ପଷ୍ଟ କରିନାହିଁ। ତେବେ […]

  • Friday, 23 July 2021
sAVE
ଓଡ଼ିଶାରେ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ

ଗଞ୍ଜାମ: ରଙ୍ଗେଇଲୁଣ୍ଡାରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ। ଏୟାରଷ୍ଟ୍ରପି୍ରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ସେନାର ବରିଷ୍ଠ କର୍ମଚାରୀ। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଆର୍‌ମି ଏୟାର ଡିଫେନ୍ସ କଲେଜ୍‌କୁ ନିଆଯାଇଛି। ଏହାପୂର୍ବରୁ ରାଷ୍ଟ୍ରପତି ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ସେ ଆସନ୍ତାକାଲି ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  ତାଙ୍କ ସହ ସେନା ମୁଖ୍ୟ ଏବଂ […]

  • Friday, 23 July 2021
bjya
ଅସାମାଜିକ ଯୁବକଙ୍କ କମେଣ୍ଟ ଓ ମାଡ଼ ସହି ନପାରି ବିଷ ପିଇଲେ ଯୁବତୀ

ବଲାଙ୍ଗିର/କଳାହାଣ୍ଡି (ଘଟେଶ୍ୱର/ରାଜକୁମାର): ଘରକୁ ଫେରିବା ପାଇଁ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ ଜଣେ ଛାତ୍ରୀ। ଠିକ୍‌ ଏହି ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କୁ କମେଣ୍ଟ ମାରିଥିଲେ। ଏପରିକି ମାଡ଼ ମାରିଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ। ପରିବାର ଲୋକଙ୍କ କହିବା ଅନୁସାରେ, ଅଳତାରା ଗାଁର କବିତା ପଧାନ ମଦନପୁର-ରାମପୁର ସରକାରୀ କଲେଜର ଯୁକ୍ତ […]

  • Friday, 23 July 2021
guru
କେନ୍ଦ୍ରୀୟ ଯୋଜନାକୁ ବିଜେଡି ନିଜ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଛି: ବିଜେପି

ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି। ଏ ନେଇ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଏବଂ ପୌରାଞ୍ଚଳ ଘେରାଉ କରିଛି ବିଜେପି। ରାଜଧାନୀ ଭୁବନେଶ୍ୱରରେ ବି ବିଜେପି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଛି। BMC ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଅତିରିକ୍ତ କମିଶନ୍‌ରଙ୍କୁ ଭେଟି ରାଜ୍ୟପାଳଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘରକୁ ରାଜ୍ୟ ସରକାର ବିଜୁ ପକ୍କାଘର […]

  • Friday, 23 July 2021
ff
ଦଲାଲ୍‌ ଧରା ଅଭିଯୋନ; ଭୁଲ୍‌ ଲୋକଙ୍କୁ ବାନ୍ଧି ଆଣିଲା କି ପୁଲିସ ?

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରୁ ପୁଲିସ ୪ ଦଲାଲ ଗିରଫ କରିବା ଘଟଣାରେ ନୂଆ ଟ୍ୱିଷ୍ଟ। ଗିରଫ ହୋଇଥିବା ବ୍ୟକ୍ତିମାନେ ଦଲାଲ୍ ନୁହନ୍ତି ବରଂ ସେମାନେ ମେଡିକାଲ୍ ରି-ପ୍ରେଜେଣ୍ଟେଟିଭ୍। ଆଜି ଏନେଇ ଅଭିଯୋଗ ଆଣିଛି ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍ ୟୁନିଅନ୍। OSRU ଏମ୍.ଆର୍‌ୟୁଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତୁରନ୍ତ ଏମାନଙ୍କୁ ଖଲାସ କରାଯାଉ ବୋଲି OSRU ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତ୍ରୀବ କରିବା ନେଇ ଚେତାବନୀ ଦେଇଛି ସଂଘ। ଦୁଇ […]

  • Friday, 23 July 2021
lekhashree
ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ଲିଙ୍କ୍‌ ନେଇ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମରେ ବିଜେଡି ଲିଙ୍କ୍ ଆଣି ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳର ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବର ହେଉଛି ଜଣେ ବିଜେଡି ନେତାଙ୍କ ସହଯୋଗୀ। ସେ ହେଉଛି ବିଜେଡି ନେତା ପ୍ରବୋଧ ରଥଙ୍କ ବସ୍‌ ଡ୍ରାଇଭର। ଆଉ ପ୍ରବୋଧ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି।   ଏହି ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ରଙ୍କ ସହିତ ବିଜେଡି ନେତାଙ୍କ ସଂପର୍କ ଥିବାରୁ […]

  • Friday, 23 July 2021
presient
ଭୁବନେଶ୍ୱରରୁ ଗଞ୍ଜାମ୍‌ ଗଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ଶାସନ ସଚିବ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ସେ ଗୋଳାବନ୍ଧ ପାଇଁ ବାହାରିଯାଇଥିଲେ। ଏବେ ତାଙ୍କ ହେଲିକ୍ପଟର୍‌ ଗଞ୍ଜାମ୍‌ର ରଙ୍ଗେଇଲୁଣ୍ଡା ଏୟାର୍‌ ଷ୍ଟ୍ରିପ୍‌ରେ ଅବରତର କରିଛି। ଆସନ୍ତାକାଲି ସେ ଗୋଳାବନ୍ଧ ଆର୍‌ମି […]

  • Friday, 23 July 2021
naveen
ମୁଖ୍ୟମନ୍ତ୍ରୀ କହିଲେ, ଅଧିକ ସଭ୍ୟ ସଂଗ୍ରହ କର

ଭୁବନେଶ୍ୱର: ଅଧିକ ସଭ୍ୟ ସଂଗ୍ରହ କରିବାକୁ ବିଜେଡି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ହୋଇଥିବା ବୈଠକ ପରେ ଦଳର ଉପସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ଦେବୀ ମିଶ୍ର କହିଛନ୍ତି, ରାଜ୍ୟର ବିକାଶ, ‘5T’ ଓ ‘ମୋ ସରକାର’ ନେଇ ଆଲୋଚନା ହୋଇଛି। ଅଧିକ ସଭ୍ୟ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଏହି ବୈଠକରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, […]

  • Friday, 23 July 2021
bb
୩ ଦିନିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲା ଓକିଲ ସଂଘ

ସମ୍ବଲପୁର: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ୩ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଆଜି, ଆସନ୍ତାକାଲି ଓ ୩୦ ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ କମିଟି ଆହ୍ୱାନ ଦେଇଛି। ତେବେ ବନ୍ଦରୁ ଗାଡ଼ି ଚଳାଚଳ ଓ ଶିକ୍ଷାନୁଷ୍ଠାନ ବାଦ୍ ଦିଆଯାଇଛି। ଆଜି ସମମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଦେବଗଡ଼ ଓ ଝାରସୁଗୁଡ଼ା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ […]

  • Friday, 23 July 2021