ଭୁବନେଶ୍ୱର: ଜାମିନ୍ ଆବେଦନ ଖାରଜ ହେବା ପରେ ଜେଲ୍ ଗଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଲିଙ୍କରେ ଆଜି ତାଙ୍କୁ ଗିରଫ କରିଥିଲା ସିବିଆଇ। ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ଜେଲ୍ ଯାଇଛନ୍ତି। ବହୁଚର୍ଚ୍ଚିତ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିବା ପାଇଁ ଆଜି ଭୋରରୁ ତାଙ୍କ କଟକସ୍ଥିତ ବାସଭବନରେ ପହଞ୍ଚିଥିଲା ସିବିଆଇର ୧୪ରୁ ୨୦ ଜଣିଆ ଟିମ୍। ପରେ ତାଙ୍କୁ ସ୍ୱତନ୍ତ୍ର ସିବିଆଇ […]
ମୋହାଲି: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରିଚାଲିଛନ୍ତି। ବୁଧବାର ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ଜବରଦସ୍ତ ବ୍ୟାଟିଂ କରି ଭାରତକୁ ୭ ୱିକେଟରେ ବିଜୟୀ କରାଇଥିଲେ। ଏହି ମ୍ୟାଚରେ କୋହଲି ଅପରାଜିତ ୭୨ ରନର ଇନିଂସ୍ ଖେଳିଥିଲେ। କୋହଲି ନିଜର ଇନିଂସରେ ୩ ଛକା ଓ ୪ ଚୌକା ମାରିଛନ୍ତି। ତେବେ ଏହି ଇନିଂସ୍ ମଧ୍ୟରେ କୋହଲି ଏକାଧିକ ରେକର୍ଡର ମଧ୍ୟ […]
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମଡ଼କ। ପୁଣି ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଜି ୭ ବର୍ଷର ମାଈ ହାତୀ କମଳାର ମୃତ୍ୟୁ ହୋଇଛି। ଘାତକ ହର୍ପେସ ଭୂତାଣୁ ସଂକ୍ରମଣରେ କମଳା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତ ୨୫ ଦିନ ମଧ୍ୟରେ ନନ୍ଦନକାନନରେ ୩ଟି ହାତୀଙ୍କ ମୃତ୍ୟୁ ହେଲାଣି। ପୂର୍ବରୁ ଏକମାତ୍ର ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨୫ରେ ମରିଥିଲା ମାଈ ହାତୀ ଜୁଲି। ସେହିପରି ସେପ୍ଟେମ୍ବର […]
ପାଟଣାଗଡ଼(ବଂଶୀଧର ସେଠୀ): ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଣ ନାରାୟଣ ବରିହା, ସ୍ୱରୁପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା। ଏହି ଘଟଣାରେ ଆହୁରି ଲୋକ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ। ଆଜି ବଲାଙ୍ଗିର ଏସ୍ପି ସନ୍ଦୀପ ସମ୍ପଦ ମଡ଼କର ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଚିନ୍ତାମଣି ବରିହା […]
ବରଗଡ଼: ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ କରୁଥିବା ଜଣେ ଦୁର୍ବୃତ୍ତକୁ ଗିରଫ୍ କରିଛି ପରଗଡ଼ ପୁଲିସ। ଏହି ଯୁବକ ଜଣକ ଲୋକଙ୍କୁ ବ୍ଲାକମେଲିଂ କରିବା ସହ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲା। ଗିରଫ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲା ପ୍ରଭାସୁନୀ ଗ୍ରାମର ସୁଶାନ୍ତ କୁମାର ରଞ୍ଜିତ। ସେ ନିଜ ଫେସବୁକ ପେଜ୍ରେ ମନ୍ତ୍ରୀଙ୍କ ଫୋଟ ଲଗାଇ ବିଭିନ୍ନ ସରକାରୀ ଅଧିକାରୀଙ୍କ ଠାରୁ ବ୍ଲାକମେଲିଂ କରି ଅର୍ଥ ଆଦାୟ କରୁଥିଲା। କୌଶଳ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ି ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କରୁଛି। ଡେଙ୍ଗୁ ସନ୍ଦେହରେ ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବାବେଳେ ୫୬ଟି ନମୂନା ଡେଙ୍ଗୁ ପଜିଟିଭ ଥିବା ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କୁତ୍ରା ବ୍ଲକ୍ ଖତକୁରବାହାଲ ଅଞ୍ଚଳର ଓ ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ଅଂଚଳର ବୋଲି ଜଣାପଡ଼ିଛି। ଜିଲ୍ଲାର ଖତକୁରବାହାଲରୁ ହିଁ ଜିଲ୍ଲାର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲା। ପ୍ରଥମେ ଆକ୍ରାନ୍ତ ହୋଇଥିବା ୨ ରୋଗୀ ବର୍ତ୍ତମାନ ସୁସ୍ଥ ହୋଇଥିବା […]
ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ବିର୍ସା ଅଞ୍ଚଳରୁ ଆଜି ପିଏଲ୍ଏଫ୍ଆଇ କମାଣ୍ଡର ଦୁର୍ଦ୍ଦାନ୍ତ ନକ୍ସଲ୍ ସୁଦାମ ସିଂହକୁ ପୁଲିସ ଗିରଫ କରିଛି। ତା’ଠାରୁ ଗୋଟିଏ ପିସ୍ତଲ ଓ ଜିଅନ୍ତା ଗୁଳି ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ। ସୁଦାମ ୨୦୦୭ ମସିହାରେ ଝାଡଖଣ୍ଡ ବନୋ ଅଞ୍ଚଳର ଏରିଆ କମାଣ୍ଡର ଭାବେ ସକ୍ରିୟ ରହିବା ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ନଜରରେ ରଖିଥିଲା। ଓଡ଼ିଶା ଓ ଝାଡଖଣ୍ଡରେ ଘଟୁଥିବା ଚୋରି, ଡକାୟତି, ଦାଦାବଟି […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ମୃତକ ଗରିବ ଶ୍ରେଣୀରେ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଖଲିକୋଟ ବ୍ଲକ ବାକୁଟୁ ଗାଁର ନାରାୟଣ ନାହକ ଜଣେ ଦିନ ମଜୁରିଆ। ଆଜି ସକାଳେ ସେ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ସର୍ଭିସ୍ (ବିଜୁଳି) ତାରଟି ଝୁଲିଥିବା […]
ଭୁବନେଶ୍ୱର: ୨୦୧୧ରେ ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର ଲିଗ୍ର ପ୍ରମୋସନ ପାଇଁ ଚିଟ୍ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ଗ୍ରୁପଠାରୁ ଟଙ୍କା ଆଣିଥିଲେ ଓସିଏର ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ କମ୍ପାନୀ ସିବିଆଇ ଜାଲରେ ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆଶୀର୍ବାଦ ବେହେରାଙ୍କ ଠାରୁ ସତ ଓଗାଳିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ । ଏନେଇ ୨୦୧୪ ନଭେମ୍ବର ୧୬ ଓ ୧୮ ତାରିଖରେ ଆଶୀର୍ବାଦଙ୍କୁ ସିବିଆଇ ଜେରା କରିଥିଲା ସିବିଆଇ। […]
ବଲାଙ୍ଗିର: ଭୀମଭୋଇ ମେଡିକାଲରେ କ୍ୟାନସର ପୀଡ଼ିତା କର୍ମଚାରୀଙ୍କୁ ମେଡିକାଲ ଅଧିକ୍ଷକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଚାକିରୀ ଯିବା ପରେ ପୁଣି ଥରେ ନିଯୁକ୍ତି ପାଇଁ ହାରିଗୁହାରି କରିବାକୁ ଯାଇଥିବାବେଳେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ। ବଡ଼ ପାଟିରେ ତାଙ୍କ ସମ୍ପର୍କୀୟଙ୍କୁ ଗାଳିଗୁଳଜ କରିବା ସହ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା କର୍ମଚାରୀ। ଯାହାର ପ୍ରତିଟି ଚିତ୍ର କ୍ୟାମେରାରେ କଏଦ ହୋଇଛି। ସାରତି ନାଗ ନାମକ ଜଣେ କର୍ମଚାରୀ […]
ପାରାଦୀପ (ରମାକାନ୍ତ ନାୟକ): ସକାଳେ ଘରୁ ବାହାରି ଟ୍ୟୁସ୍ନ ଯାଇଥିଲା ଝିଅ। ଫେରିଥିଲେ ସ୍କୁଲ ଯାଇଥାନ୍ତା। ହେଲେ ଟ୍ୟୁସନ୍ ସାରି ଝିଅ ଘରମୁହାଁ ହୋଇଥିବା ବେଳେ ବାଟରେ ଚଢ଼ିଗଲା ଟ୍ୟାଙ୍କର୍ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳଠାରେ ଘଟି ଯାଇଛି। ଏହାପୂର୍ବରୁ ଟ୍ୟାଙ୍କରଟି ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ମୃତା ଛାତ୍ରୀଙ୍କ ନାମ ପୂର୍ଣ୍ଣିମା ବେହେରା। ତାଙ୍କ ଘର […]
ଭୁବନେଶ୍ୱର: ଆଜି ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି। ସୂଚନାଯୋଗ୍ୟ, ୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆଜି ସକାଳେ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଏହି ରାଗିଂ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ଛାତ୍ରାବାସରେ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସିନିୟର ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସିନିୟର ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ର […]
ଭୁବନେଶ୍ୱର: ଦୁବାଇକୁ ବିମାନ ଚଳାଚଳ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୂବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ସଂଯୋଗ ପାଇଁ […]
ଜଗତସିଂହପୁର (ଶଶାଙ୍କ ଶେଖର ସାହୁ): ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍କୁ ନୂଆ ସୁରାକ ମିଳିଛି। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବିରିଡ଼ି ଥାନା ପୁଲିସ୍ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ କିଶୋର, ତା’ର ବାପା ଓ ୪ ଜଣ ସାଙ୍ଗ। ଗତକାଲି ଅଖା ଭିତରୁ ନର୍ସଙ୍କ […]
ଭୁବନେଶ୍ୱର: ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ୪ ଟି ଦାବି ନେଇ ହିନ୍ଦୁ ସେନା ବନ୍ଦ ଡାକରା ଦେଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଘାଟ ସମସ୍ୟା, ଗାଡି ଚଳାଚଳ ନିୟମକୁ ୩ ମାସ ବଦଳରେ ୬ ମାସ କୋହଳ କରିବା ଦାବି ରହିଛି। ଅନ୍ୟପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ […]
ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି। ଗାଡ଼ିଟିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। […]
ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା ଓ ମାଲକାନଗିର। ସୂଚନାଯୋଗ୍ୟ, ଆଜି ସକାଳେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।
ନୂଆଦିଲ୍ଲୀ: ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି। ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ । ଆସନ୍ତା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ଲାଣ୍ଟ ଜରିଆରେ ବର୍ଷକୁ ୧.୨୭ ମିଲିୟନ ଟନ୍ ୟୁରିଆ ଉତ୍ପାଦନ କରାଯିବ। ଏହି […]
ଭୁବନେଶ୍ୱର : ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍ ଖୋଲିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍ ଖୋଲିବ ବୋଲି ସୂଚନା ମିଳିଛି। କଳ୍ପନା ଛକସ୍ଥିତ ବିଏମ୍ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍ସି ୱାର୍ଡ ଅଫିସ୍ ଓ ନାଲ୍କୋ ଛକରେ ଥିବା ବିଏମ୍ସି ଜୋନାଲ ଅଫିସ୍ରେ ଏହି ସବୁ କ୍ୟାମ୍ପ୍ ଅଫିସ୍ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ […]
ଜୟପୁର(ଟି.ଗୌରୀ ଶଙ୍କର): OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ! ସେ ଅନ୍ଲାଇନ ଠକ ହାବୁଡ଼ରେ ପଡ଼ି ୭୪ ହଜାର ଟଙ୍କା ଗଣିଛନ୍ତି। କାର୍ ଚଳାଇବାକୁ ଆଶା ବାନ୍ଧିଥିବା ଜୟପୁରର ପୁଲୁ ଖରା ଛଦ୍ମ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ଟଙ୍କା ପୈଠ କରି ଶେଷରେ ଗାଡ଼ି ନପାଇବାରୁ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। OLX ରେ ଏକ ମାରୁତି ଅଲ୍ଟୋ କାର୍ ବିଜ୍ଞାପନ ଦେଖି କିଣିବା ପାଇଁ ମନ ବଳାଇଥିଲେ କୋରାପୁଟ ଜିଲ୍ଲା […]
ପୁରୀ: ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବା ବେଳେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ବେଳେ ତାଲିକା ମାଗିଲେ ପ୍ରଶାସନ ଦେଉନାହିଁ ବୋଲି ଏମାନେ ଅଭିଯୋଗ ଆଣିଛନ୍ତି। ଗତ୧୫ ତାରିଖରେ ସାତପଡାରେ ହୋଇଥିବା ଋଣମେଳାରେ ଯିବାକୁ ପ୍ରଥମେ ଡାକିବା ପରେ ଏସ୍ଏମ୍ଏସ୍ରେ ନଯିବାକୁ […]
ସମ୍ବଲପୁର: ସମ୍ବଲପୁର ଉପକଣ୍ଠ ବେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସଂପର୍କୀୟ ଭଉଣୀଙ୍କ ସହ କଥା ହେବାକୁ ନେଇ ଗତ ଶନିବାର ରାତିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ଲହୁଲୁହାଣ କରି ଦେଇଛନ୍ତି ସହପାଠୀ ଓ ସିନିୟର। ରାତି ତମାମ ଷ୍ଟିଲ ରଡ୍, ପାଣି ପାଇପ ଓ ବେଲ୍ଟରେ ନିସ୍ତୁକ ପିଟିଛନ୍ତି ୩ ସହପାଠୀ ଓ ଜଣେ ଉପର ଶ୍ରେଣୀର ଛାତ୍ର। ଛାତ୍ର ଜଣଙ୍କର ପିଠି ଫାଟି […]
ଭୁବନେଶ୍ୱର: ମୁମ୍ବାଇରେ ଭୁଲ୍ ରନ୍ୱେରେ ବିମାନ ଅବତରଣ କଲେ ଏୟାର ଇଣ୍ଡିଆ ପାଇଲଟ୍। ଅଳ୍ପକେ ବର୍ତ୍ତିଲେ ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ୧୫୨ ଜଣ ଯାତ୍ରୀ। ତେବେ ଏଥିପାଇଁ ସମ୍ପୃକ୍ତ ବିମାନ ଏଆଇ-୬୬୯ର ପାଇଲଟ୍ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ଏନ୍ଆଇ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ଇଞ୍ଜିନିୟରିଂ ଡକ୍ୟୁମେଣ୍ଟ ଠିକ୍ ନ ଥାଇ ଏହା ମୁମ୍ବାଇରୁ ଭୁବନେଶ୍ୱରକୁ ଉଡ଼ାଣ ଭରିଥିଲା। ବିମାନଟି ଭୁବନେଶ୍ୱର ପହଞ୍ଚିବା ପରେ ଏହାକୁ ପୁଣି ମୁମ୍ବାଇ ଉଡ଼ାଣ ପାଇଁ […]