• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

taffic
ଟ୍ରାଫିକ୍‌ ଚେକିଂକୁ ନେଇ ଗଣ୍ଡଗୋଳ ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ୍ ଚେକିଂ ବେଳେ ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ଗୋଣ୍ଡଗୋଳ ହୋଇଥିବା ଘଟଣାରେ ରବିବାର ପୁଲିସ୍ ଆଉ ୯ଜଣକୁ  ଗିରଫ କରିଛି। ଫଳରେ ଏହି ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ତେବେ ଏହି ଗଣ୍ଡଗୋଳ ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଲା। ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ସହିତ ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୫୩, ୫୦୬, ୨୯୪, ୩୭୯ ଓ […]

  • Thursday, 22 July 2021
criminal
ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର୍

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌କୁ ଏନ୍‌କାଉଣ୍ଟର  କଲା ପୁଲିସ। ତ୍ରିଦେବର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ସଦର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଧନୁପାଲି ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଶି ଏହି କୁଲୁଥକାନି-ଧନକଉଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ତ୍ରିଦେବର ସହଯୋଗୀ ଦୀପକ ମଣ୍ଡଳ ସହ ଜଣେ ନାବାଳକ ଅଟକ ରଖିଛି ପୁଲିସ୍। ଏଥିସହିତ ତ୍ରିଦେବ ପାଖରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ସହିତ ଟଙ୍କା, ସୁନା ଚେନ୍ ଜବତ କରାଯାଇଛି। […]

  • Thursday, 22 July 2021
dillip1
ଦିଲୀପଙ୍କ ଶେଷକୃତ୍ୟ ସଂପନ୍ନ; ଦୁଃଖରେ ମ୍ରିୟମାଣ ନେତା ଓ ସାମ୍ବାଦିକ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଗତରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। Saddened to hear that senior journalist & @bsindia Odisha resident editor Dillip Satpathy is no more. He was a friend since our […]

  • Thursday, 22 July 2021
car-festival
ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍

ଭୁବନେଶ୍ୱର: ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି। ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି […]

  • Thursday, 22 July 2021
congress
ଏବେ ନେତା ନୁହେଁ, କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ୍

ଭୁବନେଶ୍ୱର: ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ବିଜେପିର ଆର୍‌ଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ ନାଁରେ ପରିଚିତ ଏହି କ୍ୟାଡରମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲା, ରାଜ୍ୟ […]

  • Thursday, 22 July 2021
100
ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରଣର ହିସାବ ଦେଲେ ମୋଦି ସରକାର: ଓଡ଼ିଶାକୁ ମିଳିଛି ୧୬ ହଜାର କୋଟି

ଭୁବନେଶ୍ୱର: ୧୦୦ ଦିନ ଭିତରେ ଓଡ଼ିଶାକୁ ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ୧୬ ହଜାର କୋଟି ଟଙ୍କା। ମୋଦି ସରକାର ଦ୍ୱିତୀୟ ପାଳିର ୧୦୦ ଦିନର ହିସାବ ଦେଇ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଜାହାଜ ଚଳଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ନିଜ ସରକାରଙ୍କ ସଫଳତାର ଗାଥା ବଖାଣିବା ବେଳେ “ଆୟୁଷ୍ମାନ ଭାରତ” ଗ୍ରହଣ କରିବା ସହ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ବିଜେଡି କେନ୍ଦ୍ର […]

  • Thursday, 22 July 2021
dalita
ଏହି ୪ ପରିବାର ପାଇଁ ଦଳିତ ହେବା ଅଭିଶାପ ପାଲଟିଛି; ନିଆଁ, ପାଣି ପବନ ସହିତ ବିଦ୍ୟାଳୟ ବି ମନା

ସୁନ୍ଦରଗଡ଼: ଦଳିତ ହେବା ଅଭିଶାପ ପାଲଟିଛି। ସୁନ୍ଦରଗଡ଼ ହେମଗିରି ବ୍ଲକ ଲିପସପାଲି ଗାଁର ୪ ଦଳିତ ପରିବାରଙ୍କୁ ଦଳିତ ହୋଇଥିବାରୁ ପୋଖରୀରେ ଗାଧୋଇବାରୁ ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ। ନିଆଁ,ପାଣି, ପବନ ଏସବୁରୁ ବାସନ୍ଦ କରାଯାଇଛି। କେବଳ ସେତିକି ନୁହେଁ ଗାଁ ଦୋକାନରୁ ସଉଦା, ନଳକୂଅରୁ ପାଣି ଏପରିକି ବିଦ୍ୟାଳୟରେ ପାଠ ପଢ଼ିବାକୁ ବି ମନା ହୋଇଛି। ଫଳରେ ବହୁ କଷ୍ଟରେ ଏହି ଚାରି ପରିବାରକୁ ଜୀବନ ବିତାଇବାକୁ ପଡୁଛି। ଘଟଣା ଅନୁଯାଇ ବାସୁଦେବ କୁସୁମଙ୍କ ପତ୍ନୀ […]

  • Thursday, 22 July 2021
news
ମହାନଦୀରେ ବନ୍ୟାପାଣି; ବିପଦରେ କଟକ ଓ ବୌଦ୍ଧ ଜିଲ୍ଲାବାସୀ

ଭୁବନେଶ୍ୱର: ମହାନଦୀର ବନ୍ୟା ପାଣି ଆସିବାରୁ କଟକ ଜିଲ୍ଲାର ବାଙ୍କୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମହାନଦୀର ବ୍ୟାକ୍ ଓ୍ୱାଟର ପଶି ବାଙ୍କୀର ବ୍ୟାପକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଶିମିଳିପୁର ଓ ବିଲିପଡ଼ାକୁ ସଂଯୋଗ କରୁଥିବା କଇଁଆ ନାଳ ଉପରେ ୩ ଫୁଟର ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ବିଲିପଡ଼ା ଓ ତାଳବସ୍ତକୁ ସଂଯୋଗ କରୁଥିବା ରାସ୍ତାରେ ଚାଲିଛି ୫ ଫୁଟ ଉଚ୍ଚର ପାଣି। ସେହିପରି କଇଁମୁଣ୍ଡି, କୁଷପଙ୍ଗି, ଶୁଖୁଆଖେଳା […]

  • Thursday, 22 July 2021
dowry
ଶ୍ୱଶୁର କହିଲେ ‘ବୋହୂର ମୃତ୍ୟୁ କେମିତି ହେଲା ମୁଁ ଜାଣିନି’

ଅନୁଗୁଳ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରୁ। ଅଭିଯୋଗ ଅନୁସାରେ, ବଲରାମପ୍ରସାଦ ଗାଁର ଗୋକୁଳାନନ୍ଦ ବାରିକଙ୍କ ପୁଅ ସତ୍ୟାନନ୍ଦଙ୍କ ସହିତ କଙ୍କରେଇ ଗାଁର ବାନାମ୍ବର ବାରିକଙ୍କ ଝିଅ ସୌମ୍ୟସ୍ମିତାଙ୍କ ବିବାହ ୨୦୧୬ ମସିହା ଏପ୍ରିଲ ୨୬ ତାରିଖରେ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘରଲୋକେ ସୌମ୍ୟସ୍ମିତାଙ୍କୁ ଶାରୀରିକ ଓ […]

  • Thursday, 22 July 2021
cm
୩ ମାସ ଯାଏ କୋହଳ ହେଲା ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ୱର: ନୂଆ ସଂଶୋଧିତ ମୋଟର ଯାନ ଆଇନକୁ ଲାଗୁ ହେବା ପରଠାରୁ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଆକ୍ରୋଶକୁ ଦେଖି ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ କହୋଳ କରିଛନ୍ତି ରାଜ୍ୟ ସରକାର। ଏହି ତିନିମାସରେ ଆବଶ୍ୟକ ଭିତ୍ତିଭୂମି ସୁଧାର ଓ ଲୋକଙ୍କୁ ଟ୍ରାଫିକ ଆଇନ ଉଲ୍ଲଘଂନର ପରିଣତି ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ସରକାର […]

  • Thursday, 22 July 2021
save
ଇସ୍ରୋର ମିସନ୍‌ ଗନଗଯାନରେ ସାମିଲ୍‌ ହୋଇପାରନ୍ତି ଓଡ଼ିଆ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ

ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ ପୁଅ ହେଉଛନ୍ତି ନିଖିଲ। ସର୍ଟ ଲିଷ୍ଟ କରାଯାଇଥିବା ପାଇଲଟଙ୍କ ମଧ୍ୟରେ ଅଛନ୍ତି ନିଖିଲ। ୨୦୨୨ରେ ନିଜର ମ୍ୟାନ୍‌ଡ ମିଶନ ଗଗନଯାନରେ ଇସ୍ରୋ ତିନି ଜଣ ମହାକାଶଚାରୀଙ୍କୁ ମହାକାଶ ପ୍ରେରଣ କରିବ। ୭ ଦିନର ଏହି ଅଭିଯାନରେ ମହାକାଶଚାରୀମାନେ ଭୂପୃଷ୍ଠରୁ ୩ ଶହରୁ ୪ ଶହ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ […]

  • Thursday, 22 July 2021
boat v
ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ି ଘଟଣା; ୪ ଜଣଙ୍କ ପତ୍ତା ମିଳୁନି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ିରେ ନିଖୋଜ ୪ ଜଣଙ୍କ ପତ୍ତା ଏଯାଏ ମିଳିପାରିନି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ପର୍ଜଙ୍ଗ ବ୍ଲକ୍ କୁନ୍ଦନଦେଇପୁରର ଜଣେ ଓ ରୋଡ ଗାଁର ୩ ଜଣ। ଏପଟେ ଆତ୍ମୀୟଙ୍କୁ ନେଇ ଆଶା ଆଶଙ୍କା ଲାଗି ରହିଥିବାରୁ ପରିବାରରେ ଭାଳେଣି ପଡ଼ିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ  କୁନ୍ଦନଦେଇପୁରର ଘାଟକୁ ଯାଉଥିବା […]

  • Thursday, 22 July 2021
boat
ବୁଢ଼ାବଳଙ୍ଗ ହଳଦିଆ ଘାଟରେ ଡଙ୍ଗା ଓଲଟିବା ଘଟଣା; ଯାତ୍ରୀ ସୁରକ୍ଷିତ

ବାଲେଶ୍ୱର: ବୁଢ଼ାବଳଙ୍ଗ ହଳଦିଆ ଘାଟରେ ଡଙ୍ଗା ଓଲଟିବା ଘଟଣାରେ ସମସ୍ତ ୩୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ରେମୁଣା ବ୍ଲକ ପଦମପୁର ହଳଦିଆ ଘାଟରେ ବୁଡ଼ିଥିଲା ଡଙ୍ଗାଟି ବୁଡ଼ି ଯାଇଥିଲା। କୂଳ ଛାଡ଼ିବାର କିଛି ବାଟ ଗଲା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୧୫/୨୦ ଜଣ କୂଳକୁ ପଳାଇ ଆସିଛନ୍ତି। ଡଙ୍ଗାରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରେମୁଣା ବ୍ଲକର ନିଜାମପୁର ହଳଦିଆ ଘାଟରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। […]

  • Thursday, 22 July 2021
bjd
ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି; ୧୪ ନିର୍ବାଚନ ଠାରୁ ୧୮ ଗୁଣା ଅଧିକା

ଭୁବନେଶ୍ୱର: ୧୯ ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି! ନିର୍ବାଚନ କମିଶନ୍‌ଙ୍କ ନିକଟରେ ଦଳ ଦାଖଲ କରିଥିବା ଖର୍ଚ୍ଚ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦଳର ନିର୍ବାଚନୀ ଖର୍ଚ୍ଚ ବିବରଣୀରେ ଉଲ୍ଲେଖ ରହିଛି ଯେ ୧୯ ନିର୍ବାଚନରେ ଦଳ ଖର୍ଚ୍ଚ କରିଛି ୨୨୭ କୋଟି ୭୯ ଲକ୍ଷ ୭୨ ହଜାର ଟଙ୍କା। ଏହାଭିତରୁ ସିଂହଭାଗ ଯାଇଛି ବିଜ୍ଞାପନ ବାବଦକୁ। ଏଥିରେ ଖର୍ଚ୍ଚ ହୋଇଛି ୭୧ କୋଟି ୨୬ ଲକ୍ଷ ଟଙ୍କା। ସେଥିମଧ୍ୟରୁ […]

  • Thursday, 22 July 2021
maharathi
ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି, ଗୁମର ଖୋଲିଲେ ମହାରଥୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ କାହିଁକି ହାରିଲେ ମହେଶ୍ୱର ମହାନ୍ତି ? କୋଣାର୍କ ଯାତ୍ରୀନିବାସଠାରେ ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଏହାର ଗୁମର ଖୋଲିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବୈଠକରେ ଉପସ୍ଥିତ ଥିବା ମହେଶ୍ୱରଙ୍କୁ ଇଙ୍ଗିତ କରି କହିଥିଲେ , ନିର୍ବାଚନରେ ତମକୁ ଦଗା ଦେଇଛନ୍ତି। ସେ କଥାକୁ ନେଇ ଆପଣ ମନଦୁଃଖ କରିବେ। ଅମେ ଜାଣିଛୁ ଆପଣଙ୍କର ମନ  କ’ଣ ହେଉଥିବ। ତେବେ ମହେଶ୍ୱରଙ୍କୁ କିଏ ଦଗା ଦେଇଛନ୍ତି ସେନେଇ କାହାରି […]

  • Thursday, 22 July 2021
lokseva
ନିଶା ନିବାରଣ ନେଇ ହାଇକୋର୍ଟଙ୍କ ଆଦେଶ ମାନୁ ନାହାନ୍ତି ସରକାର

ଭୁବନେଶ୍ୱର: ଲୋକେ ମଦ ପିଇ ମାତାଲ୍। ସରକାର ବି ମଦରୁ ରାଜସ୍ୱ କମାଇ ମାଲାମାଲ୍। ହେଲେ ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ଭୁଲି ଯାଇଛନ୍ତି ସରକାର। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି ଖୋଲିଛି ଗୁମର। ଲୋକଙ୍କ ଭିତରେ ସଚେତନା ସୃଷ୍ଟି ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏ ବାବଦରେ ମଦ ନିଗମ ପ୍ରଥମ ବର୍ଷ ୨କୋଟି ଖର୍ଚ୍ଚ କରିଥିଲେ […]

  • Thursday, 22 July 2021
bb
ବିଶ୍ୱ ଐତିହ୍ୟ ସହର ପରିକଳ୍ପନା ପାଇଁ ମାଟିରେ ମିଶୁଛି ଶ୍ରୀ‍କ୍ଷେତ୍ରର ଆଉ ଏକ ଐତିହ୍ୟ ବଡ଼ ଆଖଡ଼ା ମଠ

ପୁରୀ: ସାଧୁସନ୍ଥଙ୍କ ବିରୋଧ ସତ୍ତ୍ୱେ ଆଜି ପୁରୀର ପ୍ରସିଦ୍ଧ ବଡ଼ ଆଖଡ଼ା ମଠକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନ୍‌ଚିଟ୍‌ ପରେ ଆଜି  ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼ ଆଖଡ଼ା ମଠର ଅର୍ଦ୍ଧାଧିକ କୋଠା ମାଟିରେ ମିଶିଛି। ଦୁଇ ଦିନ ଭିତରେ ଏହି ମଠର ଉଚ୍ଛେଦ କାମକୁ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ପୁରୀକୁ […]

  • Thursday, 22 July 2021
ED2zrF8UYAANORY
୫ ମାସର ଦରମା ଦାନ କରି ଜନକଲ୍ୟାଣ ପାଣ୍ଠି ‘ଭରସା’ ଗଢିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ହେବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନକଲ୍ୟାଣ ପାଣ୍ଠି ‘ଭରସା’ ଆରମ୍ଭ କରିଛନ୍ତି। ଏଥିରେ ଅପରାଜିତା ତାଙ୍କ ୫ ମାସର ଦରମା ଦାନ କରିଛନ୍ତି। ଅନେକ ସାମାଜିକ ସଂଗଠନ ବି ସାଂସଦଙ୍କ ସହ ହାତ ମିଶାଇ ଜନସେବା ପାଇଁ ଆଗଭର ହୋଇଛନ୍ତି।  ଏହା ଦୁର୍ଘଟଣା ଜନିତ ସହାୟତା ସହ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଭରସା ଓ ଗରିବ ଲୋକଙ୍କ ପାଇଁ ସହାୟ ହୋଇପାରିବ। ଏହା ବାଦ ପ୍ରାକୃତିକ ବିପର୍ଯ୍ୟୟ […]

  • Thursday, 22 July 2021
chocolate
ଚକ୍‌ଲେଟ୍‌ ଦେଇ ଲୋକଙ୍କୁ ନୂଆ ଟ୍ରାଫିକ୍‌ ନିୟମ ବୁଝାଉଛି ପୁଲିସ୍

କୋରାପୁଟ: ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା ବାଣ୍ଟୁଛି ପୁଲିସ। ଅଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ ଲୋକଙ୍କ ସଚେତନ କରାଉଛି ପୁଲିସ। ସାପ୍ତାହିକ ହାଟରେ ଲୋକଙ୍କୁ ଚକ୍‌ଲେଟ୍ ଦେଇ ଲିଫଲେଟ୍ ବାଣ୍ଟି ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଅବଗତ କରାଉଛନ୍ତି। ଗତ ୧ ତାରିଖରୁ ସଚେତନାତା କାର୍ଯ୍ୟକ୍ରମ ଚାଲିଆସୁଥି ବେଳେ ଲୋକେ ବି ଧୀରେ ଧୀରେ ସଚେତନ ହେବା ଆରମ୍ଭ କଲେଣି। ବହୁ ସ୍ଥାନରେ ଲୋକେ ହେଲମେଟ୍ ପିନ୍ଧି ଯିବା ଆସିବା କରୁଛନ୍ତି। ତେବେ ଅନେକ […]

  • Thursday, 22 July 2021
murder
ମହିଳାଙ୍କୁ ମାଡ଼ିବସି କାମୁଡ଼ି ମାରିଦେଲେ ଅନ୍ୟ ଜଣେ ମହିଳା

ସୁନ୍ଦରଗଡ଼: ସନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଅଭାବନୀୟ ଘଟଣା। ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁଗନ ତୂରୀ। ଶନିବାର ପଡ଼ୋଶୀ ସୁମିତ୍ରା ତୁରୀଙ୍କ ସହ ସୁଗନଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ସୁମିତ୍ରା ସୁଗନଙ୍କୁ ମାଡ଼ିବସୀ ତାଙ୍କ ବେକକୁ କାମୁଡି ଦେଇଥିଲେ। ଘଟଣା ସ୍ଥଳରେ ସୁଗନଙ୍କ ମୃତ୍ୟୁ ହୋଇଥିଲା। ସକାଳେ ଖବର ପାଇ ହାତୀବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

  • Thursday, 22 July 2021
railway
ରେଲୱେ ହେଲ୍ପଲାଇନ୍ ନମ୍ବର ୧୮୨; ହଜିଗଲେ ଖୋଜିଆଣିବ

ଭୁବନେଶ୍ୱର: ରେଲୱେ ହେଲ୍ପଲାଇନ ନମ୍ବର୍ ୧୮୨ର ଉପାଦେୟତା ନେଇ ସୂଚନା ଦେଇଛି ରେଲୱେ।  ୧୮୨ ନମ୍ବର ମାଧ୍ୟମରେ ଯାତ୍ରୀଙ୍କୁ ଅନେକ ସହାୟତା ମିଳିଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ୩୧୦ଟି ମାମଲାରେ ଟ୍ରେନ୍‌ରେ ଛାଡ଼ି ଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଛି। ୨୩୭ଟି ଲଗେଜ୍ ସମ୍ବନ୍ଧୀୟ ଜିନିଷପତ୍ର, ମନିପର୍ସ, ଲାପଟପ୍ ଓ ମୋବାଇଲ ଫୋନ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ୨୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। […]

  • Thursday, 22 July 2021
722969-axeattack-1402989967
ଡାକ୍ତରଖାନାରୁ ଆସି ଭାଉଜକୁ ହତ୍ୟା କଲା ଦିଅର

ରାଉରକେଲା: କୁଆରମୁଣ୍ଡା ରିଉଁ ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଉଜକୁ ଟାଙ୍ଗିଆରେ ର୍ନିମମ ଭାବେ ହତ୍ୟା କରିଛି ଦିଅର। ଏବଂ ନିଜେ ଦିଅର ମଧ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ହେଲେ ମାନୀ ଭୂମିଜ। ଆଉ ଯୁବକ ଜଣକ ହେଲେ ଲଖୀରାମ ଭୂମିଜ। ମହିଳା ଜଣକର ବେକ ଓ ପେଟରେ କ୍ଷତ ଚିହ୍ନ ରହିଛି। ତେବେ ଲଖିରାମ କାହିଁକି ତାଙ୍କ ଭାଉଜକୁ ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ଗତକାଲି ରାତିରେ […]

  • Thursday, 22 July 2021
wine
ଲୋକେ କହୁଥିଲେ କୁକୁଡ଼ା ଫାର୍ମ; କିନ୍ତୁ ଭିତରେ ଚାଲିଥିଲା ଏମିତି କାମ

ଗଞ୍ଜାମ: ବାହାରକୁ ଲୋକେ ଦେଖୁଥିଲେ କୁକୁଡ଼ା ଫାର୍ମ। କିନ୍ତୁ ଭିତରେ ଚାଲିଥିଲା ବେଆଇନ୍‌ କାମ। ଗଞ୍ଜାମ ଦିଗପହଣ୍ଡି ଥାନା ବୀରପାଟଣା ଗାଁରେ ଏକ କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରବାର ହେଉଥିବାର ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଚଢ଼ାଉ କରି ଏହି କାରଖାନା ଠାବ କରିଛି। ଉକ୍ତ କାରଖାନାରୁ ୪୬ଟି କାର୍ଟୁନରେ ୨୨ ଶହ ନକଲି ବିଦେଶୀ ମଦ ବୋତଲ, ୮୦ ଲିଟର ନକଲି ମଦ, ସ୍ପିରିଟ୍, ମେସିନ୍, ଲେବୁଲ ଏବଂ ଅନ୍ୟାନ୍ୟ ସାମଗ୍ରୀ […]

  • Thursday, 22 July 2021
dam
ଲଗାଣ ବର୍ଷା ଯୋଗୁ ବୈତରଣୀରେ ବନ୍ୟା: ୧୦ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଫଳରେ ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ଆଦି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ହେକ୍ଟର୍ ଚାଷ ଜମିରେ ବନ୍ୟା ପାଣି ମାଡ଼ିଯିବା ସହ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦା ଆନିକଟଠାରେ ଜଳସ୍ତର କମିଥିବାବେଳେ ଧାମନଗର ବ୍ଲକର ତଳିଆ ଅଂଚଳକୁ ବନ୍ୟା ଜଳ ପ୍ରବେଶ କରୁଛି। ସେହିଭଳି ବର୍ଷା ଯୋଗୁ […]

  • Thursday, 22 July 2021
PollutionCheck_Banner
ମାସେ ଯାଏ ଅଛି ସମୟ; ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁସନ୍ ଚେକ୍‌ କରିପାରିବେ ରାଜଧାନୀବାସୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ପାଇଁ ସାରା ଦେଶରେ ଏବେ ଜୋରଦାର ଧରପଗଡ଼ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ  ମାସେ ସମୟ ଦେଇଛନ୍ତି ସରକାର। ଏହି ମାସକ ଭିତରେ ଗାଡ଼ି ଚାଳକଙ୍କୁ ପ୍ରଦୁଷଣ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମୋଟ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଣ୍ଟର୍ ଖୋଲାଯାଇଛି। କେବଳ ରାଜଧାନୀ ଭୁବନେଶ୍ୱରର ମୋଟ୍ […]

  • Thursday, 22 July 2021