ଭୁବନେଶ୍ୱର: ରି- କାର୍ପେଟିଂ ବା ରନ୍ ୱେ ମରାମତି ଲାଗି ପ୍ରାୟ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଭାବିତ ହେବ ବିମାନସେବା। ଆସନ୍ତା ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦରରେ ସମସ୍ତ ଅପରେସନ ବନ୍ଦ ରହିବ । ତେବେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମରାମତି କାମ ପାଇଁ ଏପ୍ରିଲ୍ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନ […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସକୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ! ଏପରି ଅଭିଯୋଗ ଜଗତସିଂହପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ମୃତ ନର୍ସଙ୍କ ପ୍ରେମିକ କିଏ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନିର୍ସିଂହୋମ୍ରେ ନର୍ସ ଭାବେ […]
କଟକ : ୧୦ ଘଣ୍ଟାରୁ ଅଧିକ ସମୟ ହେଲାଣି ନଈ ଭିତରେ ଫସି ରହିଛନ୍ତି ହାତୀପଲ। ମହାନଦୀ ମଝିରେ ୧୧ଟି ହାତୀ ଫସି ରହିଥିବା ଜଣାପଡ଼ିଛି। କଟକ ଭଗିପୁର ମହାନଦୀ ପାର ହେଉଥିବାବେଳେ ହାତୀପଲ ସେଠାରେ ଫସି ଯାଇଛନ୍ତି। ନଦୀ ପାର ହୋଇ ଆସିପାରୁ ନାହାନ୍ତି। କାରଣ ମଝିରେ ପାଣି ରହିଛି ଏବଂ ନଈର ସୁଅ ମଧ୍ୟ ପ୍ରଖର ଅଛି। ତେଣୁ ନଦୀ ଡେଇଁ ହାତୀମାନେ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସି ପାରୁ ନାହାନ୍ତି। ହାତୀ […]
ନୂଆପଡ଼ା: ସ୍କୁଲରେ ଭୂତ ଭୟ ଯୋଗୁ ସ୍କୁଲକୁ ଆସୁନାହାନ୍ତି ଛାତ୍ରଛାତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ନାଗଝର ଗାଁର ୟୁପି ସ୍କୁଲରେ ଏଭଳି ସ୍ଥିତି ଦେଖାଦେଇଛି। ସ୍କୁଲକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଅସ୍ୱାଭାବିକ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ପିଲାମାନେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ଅଭିଭାବକମାନେ ମଧ୍ୟ ଭୟରେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡୁନାହାନ୍ତି। ଫଳରେ ସ୍କୁଲର ଉପସ୍ଥାନ କମିବାରେ ଲାଗିଛି। ସେପଟେ ଭୂତ ଭୟ କିଛି ନାହିଁ। ଘଟଣାର ପ୍ରକୃତ ରହସ୍ୟ ଖୋଜି […]
ବଲାଙ୍ଗିର: କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ବାପା-ମା’ଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏକଥା ଜାଣିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ପୁଅ ରମେଶ ବରିହା। ଏତେମାତ୍ରାରେ ଡରି ଯାଇଛନ୍ତି ଯେ, ଗାଁକୁ ଯାଇ ପାରୁନାହାନ୍ତି। ଡେରା ପକାଇଛନ୍ତି ଏସ୍ପିଙ୍କ ଅଫିସରେ। ଏଣେ ଡାକ୍ତରଖାନାରେ ପଡ଼ି ରହିଛି ବାପା-ମା’ଙ୍କ ଶବ । ସତ୍କାର ହୋଇ ପାରୁନି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଟିଟକାମାଲ ଗାଁରେ। ଗତକାଲି ଚିନ୍ତାମଣି ବରିହା […]
ଭୁବନେଶ୍ୱର: ସରକାରୀ ଚାକିରିଆ ପାଇଛନ୍ତି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ବି କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ଆଜି ସ୍ପଷ୍ଟ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଏହି ଚାକିରିଆମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନହେଲେ ଦରମାରୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଲି ସେତିକି ନୁହେଁ ଏହି ଯୋଜନାରେ ମୋଟ୍ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ଯେଉଁଥିରୁ ପ୍ରାୟ ୧୨ […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଏବେ ରାଜ୍ୟରେ କଟକଣା ଲାଗିବ। ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ। ଆଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସହରାଞ୍ଚଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ରୋକ ଲାଗିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାପୂର୍ବରୁ ସ୍ୱାଧୀନତା ଦିବସ ଦିନ ପ୍ଲାଷ୍ଟିକ ବ୍ୟାନ ପାଇଁ […]
ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୭୫ ମିଟର ପରିଧିର ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ ହେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହା ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ଆଡଭୋକେଟ ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି […]
ବାଲେଶ୍ୱର: ପ୍ରତିବର୍ଷ ପରି ଏଥର ମଧ୍ୟ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ସମାଜସେବୀ ତଥା ମିସ୍ ବାଲେଶ୍ଵର ଅଙ୍କିତା। ଏଥର ମଧ୍ୟ ସେପ୍ଟେମ୍ବର ୧୨ ତାରିଖ ଦିନ ସହରର ଏକ ବିଳାସପୂର୍ଣ୍ଣ ହୋଟେଲର ସମ୍ମିଳନୀ କକ୍ଷରେ ସେ ନିଜର ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ଏଠାରେ ଅତିଥି ହୋଇ ଆସିଥିଲେ ବାଲେଶ୍ଵର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଛାତ୍ରୀ। ଏହି ଛାତ୍ରୀମାନେ ଦେଖି ପାରୁନଥିଲେ ସିନା, କିନ୍ତୁ ମୁହଁର ହସ ହସ ଭାବରୁ […]
ଭୁବନେଶ୍ୱର : ଦୁର୍ନୀତିଖୋର କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ବରଖାସ୍ତର ଖଣ୍ଡା। ଗୋଟିଏ ମାସରେ ୩୭ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ବାର୍ତ୍ତା। ତେବେ ଏଥିରେ ପୁଣି କେଁ ପୂରାଇଛନ୍ତି ବିରୋଧୀ। କେବଳ ତଳିଆ କର୍ମଚାରୀ କାହିଁକି, ଦୁର୍ନୀତି କରୁଥିବା ବଡ଼ ବଡ଼ିଆ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି। ମାସକ ଭିତରେ ବରଖାସ୍ତ ହେଲେଣି ୩୭ କର୍ମଚାରୀ। ପେନସନ […]
ବାଲୁଗାଁ: ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨ । ଚିଲିକା ନିକଟ ରାଜହଂସରେ ଅଟକିଥିବା ଏହି ଜାହାଜକୁ ଉଦ୍ଧାର କରିବା ପାଇଁ ସିଙ୍ଗାପୁର ଜାହାଜ ଏମ୍ଭି-ଚିତା ପହଞ୍ଚିଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରାୟ ୪୦ ଦିନ ଧରି ଏହି ଜାହାଜ ଜିନ୍-ହ୍ୱା 32 ରାଜହଂସରେ ଅଚଳାବସ୍ଥାରେ ପଡ଼ିରହିଛି। ପୂର୍ବରୁ ଏଥିରେ ଥିବା ୧୩ ହଜାର ଲିଟର ତେଲ ଚିଲିକା ଜଳରେ ମିଶି ଜୈବ ବିବିଧତା ପ୍ରତି ସଂକଟ ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟ ସରକାର […]
ଜଳେଶ୍ୱର(ଅଜିତ ଦାସ): ଟୋଲ୍ ଗେଟ୍ରେ ନକଲି ଏମ୍ଭିଆଇଙ୍କ ଦୌରାତ୍ମ୍ୟ। ଚେକିଂ ଆଳରେ ତୀର୍ଥଯାତ୍ରୀଙ୍କୁ ଲୁଟ୍ପାଟ୍ କରିବା ସହିତ ନିସ୍ତୁକ ମାଡ଼ ମାରିଲେ। ଏପରି ଘଟଣା ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଘଟିଛି। ତେବେ ଠେଲାଠେଲି ବେଳେ ତୀର୍ଥଯାତ୍ରୀମାନେ ୫ ଜଣଙ୍କୁ କାବୁ କରି ନେଇଥିଲେ। ଏଥିରେ ପୁଲିସର ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିହାରରୁ ୫ଟି ତୀର୍ଥଯାତ୍ରୀ ବସ୍ କୋଲକାତା ଭାୟା ଜଳେଶ୍ୱର ଦେଇ ପୁରୀ ଅଭିମୁଖେ ଆସୁଥିଲା। ତେବେ ଓଡ଼ିଶା-ପଶ୍ଚିମବଙ୍ଗ […]
ଫୁଲବାଣୀ (ତ୍ରିନାଥ ସାହୁ): ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ମେଡିକାଲ୍ ନେବା ପାଇଁ ୧୦୮ ଆମ୍ୱୁଲାନ୍ସ ଯାଇଥିଲା। ମାତ୍ର ରାସ୍ତାରେ ତାର ବାଡ଼ ଲାଗିଥିବାରୁ ଠିକଣା ଜାଗାରେ ଆମ୍ୱୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗର୍ଭବତୀଙ୍କୁ ୨ କିଲୋମିଟର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଜମି ବିବାଦକୁ ନେଇ ଦାଡକୀ ପଞ୍ଚାୟତର ଦୁବଗଡ଼ଠାରୁ ଟ୍ରସିପଦର ଗାଁକୁ ଯାଇଥିବା ମାଟି ରାସ୍ତାରେ ତାର ବାଡ଼ ବସିଛି। […]
ଗଞ୍ଜାମ: ପିଉସୀଙ୍କୁ ପିଟି ମାରିଦେଲା ପୁତୁରା! ସାମାନ୍ୟ ବଚସାରୁ ପିଉସୀଙ୍କୁ ଠେଙ୍ଗାରେ ପିଟି ପିଟି ପୁତୁରା ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗଂଜାମ ସୋରଡ଼ା ବ୍ଲକ ଅମୂରତୁଲ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଖବର ଅନୁସାରେ, ଗତକାଲି ଅମୂରତୁଲ ଗାଁରେ ସନ୍ତୋଷ ନାୟକ ନାମକ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିଲା। ଏହାପରେ ଏହି ଘଟଣାକୁ ନେଇ ପିଉସୀ ମନାସୀଙ୍କ ସହ ସନ୍ତୋଷଙ୍କ ବଚସା ହୋଇଥିଲା। ଏହାପରେ ମନାସୀ ଦାସଙ୍କୁ ସନ୍ତୋଷ ପିଟି […]
ଗଜପତି: ଗ୍ରାମବାସୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଯୋଗୁ ୭ ମାସ ହେଲାଣି ଅଙ୍ଗନଓ୍ୱାଡି କେନ୍ଦ୍ରରେ ତାଲା ଝୁଲୁଛି। କୁନି କୁନି ପିଲା ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ବେଳେ ପିଲାଙ୍କ ପାଇଁ ଆସୁଥିବା ଛତୁଆ ବି ଫେରିଯାଉଛି। ଏମିତି କି ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ମମତା ଯୋଜନା ବି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଲବାରସିଂ ପଂଚାୟତ ଅନଙ୍ଗପୁର ଅଙ୍ଗନଓ୍ୱାଡି କେନ୍ଦ୍ରରେ। […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଜଗତସିଂହପୁର ଏରସମା ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ତଦନ୍ତ ଦାବି କରିଛନ୍ତି। ପୋଖରିଆପଡ଼ା ଗାଁରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନୀଳମଣି ସ୍ୱାଇଁଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍ ତାର ତଳେ ଓହଳିଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ […]
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା। ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ
ବାଲେଶ୍ୱର: ଖନ୍ତାପଡ଼ା ନିକଟ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ କାର୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିବାରୁ ଜଣେ ୩ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ଶିଶୁ ସହିତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁସାରେ, ସୋର ପଣପଣା ଗାଁର ପ୍ରଫୁଲ୍ଲ ଦଳେଇ ଏବଂ ତାଙ୍କ ସାଙ୍ଗ ରତ୍ନାକର ପ୍ରଧାନ ନିଜର […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁର ରମେଶ ସାହୁ । ୩ଦିନ ତଳେ ଗୋଟେ ହୁଲି ଡଙ୍ଗାରେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହି ଘଟଣାରେ ୪ଜଣ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ତେବେ ଗତକାଲି କୁନ୍ଦନଦେଇପୁରର ବାପୁନି ଆଚାର୍ଯ୍ୟଙ୍କ ମୃତହେଦ ଉଦ୍ଧାର କରାଯାଇଥିବା ବେଳେ ଆଜି […]
ଖୋର୍ଦ୍ଧା(ବଳରାମ ଲେଙ୍କାର): ସୋମବାର ରାତିରେ ରାଜୁଆ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପରିସ୍ଥିତି ଯୋଗୁ ୫ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ହୋଇଥିବା ପଞ୍ଚାୟତଗୁଡ଼ିକ ହେଲା ଓରବର ସିଂ, ଡିହଖଳା, ମାନପୁର, ଓରମି ଓ ରାୟପୁର। ରାତିରେ ହଠାତ୍ ଘରେ ପାଣି ପଶିବା ଯୋଗୁ ଧାନ, ଚାଉଳ ସମେତ ଲୋକଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ […]
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାରେ ଡବଲ୍ ଏନ୍କାଉଣ୍ଟର ହୋଇଛି। ଗତ ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍। ଏମାନେ ଦୁଇଜଣ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିରୋଲ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। ଗାଁର ୨୦ରୁ ୨୫ ଜଣ ଏବେ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମେଡିକାଲ୍ରେ ଚିକିତ୍ସାଧିନ ଅଛନ୍ତି। ଏହା ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ପୁଣି ଏହି ରୋଗ ବ୍ୟାପିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେପଟେ ଡାକ୍ତରୀ ଟିମ୍ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଗାଁରେ […]
ଭୁବନେଶ୍ୱର: ସଂଶୋଧିତ ନୂଆ ମୋଟର ଯାନ ନିୟମ ୨୦୧୯କୁ ଜୋର୍ଦାର୍ ବିରୋଧ କରିବାକୁ ଏକାଠି ହେଉଛି ପରିବହନ ଏବଂ ଶ୍ରମିକ ମିଳିତ ମଞ୍ଚ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ନହେଲେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପରିବହନ ମାଲିକ ଏବଂ ଶ୍ରମିକ ମିଳିତ ମଞ୍ଚ ଚେତାବନୀ ଦେଇଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ମଞ୍ଚ ଏଭଳି ଚେତାବନୀ ଦେଇଛି। ଆନ୍ଦୋଳନ ପୂର୍ବରୁ ଏହି ମାସ ଶେଷ ସୁଦ୍ଧା […]
ଭଦ୍ରକ(ପ୍ରାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍ଷ୍ଟାଣ୍ଡ ନିକଟରେ କାର୍ ଧକ୍କାରେ ଦୁଇ ନାବଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁମିତ ସାହୁ ଓ ଶୁଭଙ୍କର ମଲ୍ଲିକ। ସୁମିତ ଅଷ୍ଟମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଶୁଭଙ୍କର ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ ପରିବାର ସହ ଭଦ୍ରକ ଜିଲ୍ଲା କୁଆଁସରେ ଭଡ଼ାରେ ରହୁଥିଲେ । ଆଜି ଭୋର ପ୍ରାୟ ୫ଟା ସମୟରେ ଦୁଇ ଜଣ ନାବାଳକ ସାଇକେଲରେ ମର୍ଣ୍ଣିଂ ୱାକ୍ […]