• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

deadbody-
ଭୟଙ୍କର ଦୃଶ୍ୟ; ଆମ୍ବ ତୋଟାରେ ଝୁଲୁଛି କାହାର ଏ ଶବ

ଅନୁଗୋଳ(ବିରଜା ଦାଶ):  ଆମ୍ବ ତୋଟାରେ ଝୁଲୁଛି ମୃତଦେହ। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରେ। ଗାଁରେ ଆମ୍ବ ତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ହତ୍ୟା ପରେ ତାଙ୍କୁ କେହି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ […]

  • Friday, 23 July 2021
ran
ଆଜି ଏହିସବୁ ଜିଲ୍ଲାକୁ ଭିଜାଇବ ବର୍ଷା; ସାବଧାନ ! ଘଡ଼ଘଡ଼ି ବି ମାରିବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେଥିପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

  • Friday, 23 July 2021
dd
ଜଙ୍ଗଲ ଭିତରୁ ମିଳିଲା ରକ୍ତଭିଜା ଚପଲ ଓ ଚୁଡ଼ି

ମୟୂରଭଞ୍ଜ: ଡାଆଣୀ ଓ ଗୁଣି ଗାରେଡ଼ିକୁ ନେଇ ଡବଲ୍ ମର୍ଡର ସନ୍ଦେହ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମସାହି ଗାଁର ଦମ୍ପତ୍ତିଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଗାଁର ସୀତାରାମ ସିଂ ଓ ତାଙ୍କ ପତ୍ନୀ ଲେତ ସିଂ ରବିବାର ସ୍ଥାନୀୟ ଛତ୍ରାଆମ୍ବ ଗାଁକୁ ଫୁଟବଲ୍ ଖେଳ ଦେଖିବାକୁ ଯାଇଥିଲେ। ତେବେ ରାତିରେ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ଗତକାଲି ସକାଳୁ ଖୋଜଖୋଜି କରିଥିଲେ। ଏହି ସମୟରେ ପରିବାର ଲୋକ ଘର ନିକଟ […]

  • Friday, 23 July 2021
sunabesa
ରାଜାଧିରାଜ ବେଶରେ ଦର୍ଶନ ଦେବେ ଜଗନ୍ନାଥ

ପୁରୀ: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ପୂଜା ମଣ୍ଡପ। ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପଗୁଡ଼ିକ ନିକଟରେ ଲାଇନ ଲଗାଇଛନ୍ତି। ଆଜି କିଛି ପୂଜା ମଣ୍ଡପରେ ସିନ୍ଦୁର ଖେଳ ପରମ୍ପରା ମଧ୍ୟ ରହିଛି। ସେପଟେ ବିଜୟା ଦଶମୀ ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜାଧିରାଜ […]

  • Friday, 23 July 2021
ravan
ରାବଣପୋଡ଼ି ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ।। ସେ ଦୃଷ୍ଟିରୁ ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା  ହୋଇଛି। ଏଥର କମିଶନରେଟ୍ ଅଞ୍ଚଳରେ ୫ଟି ଜାଗାରେ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ରାଜଧାନୀର ବରମୁଣ୍ଡା, ଝାରପଡ଼ା, […]

  • Friday, 23 July 2021
jagatsinghpur-murder-750x430
ପରକୀୟା ପ୍ରେମ ଓ ପ୍ରତାରଣା ଶେଷରେ ଲୋମହର୍ଷଣ ହତ୍ୟା; ମଧୂ ବାପାଙ୍କୁ ପୁଲିସରେ ଜେରା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣା ପାଇଁ ଘଟିଛି ଲୋମହର୍ଷଣ ହତ୍ୟା। ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁ ରହସ୍ୟଜନକ ମୃତ୍ୟୁ ପଛରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଯାହାର ଖୁଲାସା କରିଛନ୍ତି ମୃତ ଯୁବକଙ୍କ ପତ୍ନୀ। ମୃତଦେହକୁ ଚିହ୍ନଟ କରିବା ସହ ଏହା ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଓ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବୋକାଖାଇରେ। କେବଳ ଏତିକି ନୁହେଁ, ମୃତଦେହ ନିକଟରେ ରକ୍ତରେ ଯେଉଁ ‘ମଧୁ’ଙ୍କ ନାଁ ଲେଖାଯାଇଥିଲା, ସେ […]

  • Friday, 23 July 2021
bbf
ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ; ଗଞ୍ଜାମରେ ୪ ବର୍ଷରେ ୧୩ ମାମଲା

ପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜି ଯାଉଛି ଅନେକ ପରିବାର। ଉଜୁଡ଼ି ଯାଉଛି ସଂସାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ନିର୍ଯାତିତଙ୍କୁଗାଁ ଛାଡ଼ିବାକୁ ପଡ଼ୁଛି। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ […]

  • Friday, 23 July 2021
sura
ରାଜଧାନୀରେ ଭିଆଇପି ଏରିଆରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପିଏମ୍‌ଜି ଏକ ଜନଗହଳିପୂର୍ଣ୍ଣ ସ୍ଥାନ ଓ ବହୁ ବଡ଼ବଡ଼ୁଆଙ୍କ ଘର ରହିଛି। ଏଥିସହିତ ବିଧାନସଭା ସମ୍ମୁଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଯୋଗୁ ପିଏମ୍‌ଜି ରାସ୍ତାରେ ପୁଲିସ ଆଉଟ୍‌ ପୋଷ୍ଟ୍‌ ମଧ୍ୟ ରହିଛି। ଏବେ ପୂଜା ପାଇଁ ଅନବରତ ପାଟ୍ରୋଲିଂ କରୁଛି କମିଶନରେଟ୍‌ ପୁଲିସ୍‌। ଏସବୁ ସତ୍ତ୍ୱେ ବି ନ୍ୟାୟ ପାଇଁ ଧାରଣା ସ୍ଥଳରେ ଆନ୍ଦୋଳନ ଜାରି ରଖିଥିବା ଜଣେ ଯୁବତୀଙ୍କୁ ରାତିରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ […]

  • Friday, 23 July 2021
elephant
କେମିତି ମଲା ହାତୀ ?

କେନ୍ଦୁଝର: ଆଖି ବୁଜିଲା କେନ୍ଦୁଝର ବାଂଶପାଳ ଉପରସୁମଠରେ ଅସୁସ୍ଥ ହୋଇପଡ଼ିଥିବା ହାତୀ। ଚିକିତ୍ସାଧିନ ଅବସ୍ଥାରେ ଆଜି ମାଈ ହାତୀଟି ପ୍ରାଣ ହରାଇଛି।  ଗତ ୨୭ ତାରିଖରେ ହାତିଟି ଅସୁସ୍ଥ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା।  ସ୍ଥାନୀୟ ଲୋକ ହାତୀଟି ପଡ଼ିଥିବା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। କିଭଳି ହାତୀଟି ଅସୁସ୍ଥ ହେଲା ସେନେଇ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିଥିଲେଯ। ତେବେ ଅସୁସ୍ଥର […]

  • Friday, 23 July 2021
gandhi
ଗାନ୍ଧୀଙ୍କୁ କିଏ ଫିଙ୍ଗିଲା ଲାଲ୍‌ ରଙ୍ଗ ?

ଅନୁଗୋଳ (ବିରଜା ଦାଶ): ଅକ୍ଟୋବର ଦୁଇ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଅହିଂସା ବଳରେ ଦେଶକୁ ଇଂରେଜ କବଳରୁ ମୁକ୍ତ କରିଥିବା ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ଆଜି ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ତାଳଚେର ଯୁବ ସମାଜସେବୀ ସଂଗଠନର […]

  • Friday, 23 July 2021
deadbody5
ବୀଭତ୍ସ ହତ୍ୟା: କିଏ କାଟିଦେଲା ଗୁଣସାଗରଙ୍କ ବେକ ?

ଝାରସୁଗୁଡା: ଝାରସୁଗୁଡ଼ା ପୁଡ଼ାମାଲ ଗାଁ ନିକଟରେ ବୀଭତ୍ସ ହତ୍ୟା କାଣ୍ଡ ଦେଖିବାକୁ ମିଳିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣସାଗର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ତା’ ପରଠାରୁ ଘରକୁ ଫେରି ନଥିଲେ। ରାତି ସାରା ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ। ଆଜି ସକାଳୁ ଗୁଣସାଗରଙ୍କ ଗଳାକ କଟା ମୃତ […]

  • Friday, 23 July 2021
bai
ବୈଜୟନ୍ତଙ୍କ ପାଇଁ ସାଉଦି ଆରବରୁ ଫେରିଲେ ସୁବୁନ

କେନ୍ଦ୍ରାପଡ଼ା: ସାଉଦି ଆରବରେ ଫସିଥିବା କେନ୍ଦ୍ରାପଡ଼ା ରାଜକନିକାର ସୁବୁନ ନାୟକ ଓଡ଼ିଶା ଫେରିଛନ୍ତି।  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁବୁନ ସୁରକ୍ଷିତ ଫେରିଥିବା ଜଣାପଡ଼ିଛି। ସାଉଦି ଆରବରେ ସୁବୁନ ନାୟକ ବିନାଖାଦ୍ୟରେ ନାନା ପ୍ରକାର ନିର୍ଯାତନାର ଶିକାର ହେଉଥିବା ତାଙ୍କ ବାପା ଅଭିଯୋଗ କରିବା ସହ ପୁଅକୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ ନିବେଦନ କରିଥିଲେ। ଏନେଇ ବୈଜୟନ୍ତ ଗତ ସେମ୍ବେର ୭ ତାରିଖରେ ସାଉଦି ଆରବରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ହସ୍ତକ୍ଷେପ […]

  • Friday, 23 July 2021
bbgg
ଦୁର୍ନୀତିଖୋର IAS, IPSଙ୍କର କେବେ ପଡ଼ିବ ପାଳି ?

ଭୁବନେଶ୍ୱର: ଦୁର୍ନୀତିଖୋର OAS ଓ OFS ଚାକିରିରୁ ବିଦାହେବା ପରେ କେବେ ପଡ଼ିବ IAS ଓ IPSଙ୍କ ପାଳି? ଦୁର୍ନୀତିଗ୍ରସ୍ତ ବଡ଼ବାବୁଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ? ଗତକାଲି ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏବେ ପାଓ୍ୱାର କରିଡରରେ ଏମିତି ଚର୍ଚ୍ଚା ଚାଲିଛି। ନିକଟରେ ଦୁର୍ନୀତିରେ ଲିପ୍ତ ୪ ଜଣ ଅଫିସରଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଜଣକୁ ବହିଷ୍କାର କରିଥିଲେ। ଡେପୁଟି କନଜରଭେଟର ଅଫ୍ ଫରେଷ୍ଟ ଶରତ ପଣ୍ଡା, ଢେଙ୍କାନାଳର ପୂର୍ବତନ […]

  • Friday, 23 July 2021
dadana-750x430
ପାରିଶ୍ରମିକ ଦେଲାନି ବାବୁ, ଓଲଟି ହାତ ଓ ଗୋଡ଼ ଆଙ୍ଗୁଳି କାଟିଦେଲା

ନୂଆପଡ଼ା (ମାୟାଧର ସରାଫ): ଶ୍ରମିକ ପାଇଁ ନୃଶଂସ ହେଲା ବାବୁ। ଟଙ୍କା ମାଗିବାରୁ ହୋତ ଓ ଗୋଡ଼ର ଆଙ୍ଗୁଳି କାଟିଦେଲା। ସୁଦୂର ମହାରାଷ୍ଟ୍ର ନାଗପୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ସାଂଘାତିକ ନିର୍ଯାତନା। ପାରିଶ୍ରମିକ ଟଙ୍କା ମାଗିବାରୁ ଗୋଡ଼ ଓ ହାତର ଅଙ୍ଗୁଳି କାଟିଦେଲେ ଦାଦନ ଦଲାଲ୍। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ଦାଦନ ଜଣକ ଘରକୁ ଫେରିବା ପରେ ବଖାଣିଛନ୍ତି ପୂରା ଘଟଣା। ଗତ ରଥଯାତ୍ରା ସମୟରେ କୋମନା ଥାନା ଟିକରାପଡ଼ା ଗାଁର ଚମାରୁ […]

  • Friday, 23 July 2021
smaja
୧୦୦ ବର୍ଷରେ ପାଦ ଥାପିଲା ଓଡ଼ିଆ ଖବର କାଗଜ ସମାଜ

କଟକ: ୧୯୧୯ ମସିହାରୁ ୨୦୧୯। ଇତି ମଧ୍ୟରେ ଦୈନିକ ଖବରକାଗଜ ‘ସମାଜ’କୁ ଶହେ ବର୍ଷ ପୂରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ, ଓଡ଼ିଶାର ଜନଜୀବନର ଏକ ବିରାଟ ଆନ୍ଦୋଳନ ଭାବେ ଠିଆ ହୋଇଛି। ଶହେ ବର୍ଷ ଭିତରେ ଅନେକ ଖବରକାଗଜ ପ୍ରକାଶନ ହୋଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପଥଭ୍ରଷ୍ଟ ହୋଇଥିବା ବେଳେ ଆଉ କିଛି ବନ୍ଦ ହୋଇଯାଇଛି। ହେଲେ ‘ସମାଜ’ ଏକ ମାଇଲ […]

  • Friday, 23 July 2021
smaja
ଡାକ ଦେବାକୁ ଆସିଥିଲେ ପୋଷ୍ଟ ପିଅନ, ନାବାଳିକାଙ୍କୁ ଏକୁଟିଆ ଦେଖି...

ବାଲେଶ୍ୱର: ବାଲେଶ୍ୱର ସିଂଲା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସ୍ଥାନୀୟ ଜଣେ ପୋଷ୍ଟ ପିଅନ ନାବାଳିକା ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରେ ଥିବାବେଳେ ଡାକ ଦେବାକୁ ଆସିଥିଲେ ଡାକ କର୍ମଚାରୀ ବଂଶୀଧର ପାତ୍ର। ଘରେ କେହି ନଥିବାର ସୁଯୋଗ ନେଇ ବଂଶୀଧର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ନାବାଳିକା ଜଣକ ଚିତ୍କାର କରିବାକୁ ପାଖରେ ଥିବା କିଛି ଲୋକ ଦୌଡ଼ି ଆସିଥିଲେ  ଗ୍ରାମବାସୀ […]

  • Friday, 23 July 2021
mafia
ପୁଲିସକୁ ପିଟିଲେ ମଦ ମାଫିଆ, ଅବକାରୀ ଅଫିସରଙ୍କୁ ଗୋଡ଼ାଇଲେ ଗାଁ ଲୋକେ

ଅନୁଗୋଳ/ବ୍ରହ୍ମପୁର: ରାଜ୍ୟରେ ଆଇନ୍‌କାନୁନ୍‌ ପ୍ରତି ଯେମିତି ମାଫିଆଙ୍କ ଭୟ ନାହିଁ। କେତେବେଳ ପୁଲିସ୍‌କୁ ପିଟୁଛନ୍ତ କେତେବେଳେ ସରକାରୀ ଅଫିସରଙ୍କୁ ମାଡ଼ ମାରୁଛନ୍ତି। ଏମିତି କିଛି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ। ଅବକାରୀ ଟିମ୍ ଚଢ଼ାଉ ପାଇଁ ଯାଇଥିବା ଟିମ୍ ଉପରେ ଆକ୍ରମଣ କରିଛନ୍ତି ମଦ ମାଫିଆ। ଆକ୍ରମଣରେ ଅବକାରୀ ଟିମ୍‌ର ଜଣେ ଡ୍ରାଇଭଙ୍କ ସହ ୪ଜଣ ଆହତ ହୋଇଛନ୍ତି। ଅବକାରୀ ଟିମ୍ ଚଢ଼ାଉ ପାଇଁ ଯାଇଥିବା ବାଗଡ଼ିଆ ଗାଁରେ ୩ ଜଣଙ୍କୁ […]

  • Friday, 23 July 2021
subarnapur-750x430
ତୁମେ ମଥାରେ ସିନ୍ଦୂର ଦେଇ ନିଜର କରିଥିଲ, ମୁଁ ମୁଖାଗ୍ନି ଦେଇ ବିଦାୟ ଦେଲି

ବିନିକା (ଦିଲ୍ଲୀପ ସାହୁ): ବାହା ବେଦୀରେ ଜୀବନର ଶେଷ ପର୍ଯ୍ୟନ୍ତ ସାଥି ହୋଇ ଚାଲିବାର କଥା କଥା ଦେଇ ଆଣିଥିଲେ ହେଲେ ଅଧାବାଟରେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ। ଆଉ ଏକା ହୋଇଗଲେ ପତ୍ନୀ ପାର୍ବତୀ। ଦିନେ ହୋମ ନିଆଁକୁ ସାଖି ରଖି ସ୍ୱାମୀର ହାତ ଧରି ଶ୍ୱଶୁର ଘର ଆସିଥିଲେ ଆଉ ଆଜି ଯୁଇ ନିଆଁରେ ସ୍ୱାମୀକୁ ମୁକ୍ତି ଦେଇ ସ୍ତ୍ରୀର କର୍ତ୍ତବ୍ୟ କଲେ। ଆଜି ଏପରି ହୃଦୟବିଦାରକ ଦୃଶ୍ୟ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି। ସୁବର୍ଣ୍ଣପୁର […]

  • Friday, 23 July 2021
beby
ଦେଢ଼ ଘଣ୍ଟାର ମାଆ ଓ ମମତାର ସଂଘର୍ଷ: ଶେଷରେ ଆଖିବୁଜିଲେ ମାଆ

ମୟୂରଭଞ୍ଜ: ପ୍ରାୟ ଦେଢ଼ ଘଣ୍ଟାର ମାଆ ଓ ମମତାର ସଂଘର୍ଷ। ନୂଆ ଦୁନିଆକୁ ଆସିବା ପାଇଁ ଜନନୀ ଜଠରେ ଅପେକ୍ଷା କରିଥିଲା କଅଁଳ ଜୀବନ। ଆଉ ଏପଟେ ନିଜ ଉଜ୍ଜ୍ଵଳ ଭବିଷ୍ୟତକୁ ଦୁନିଆର ଆଲୋକ ଦେଖାଇବା ପାଇଁ ଗର୍ଭ ଯନ୍ତ୍ରଣାକୁ ଦାନ୍ତକାମୁଡ଼ି ସହିଯାଉଥିଲା ମାଆ। କିନ୍ତୁ ଏତିକି ବେଳକୁ ବିଧି ବାମ ହେଲା। ଗର୍ଭବତୀଙ୍କୁ ନେଇ ମେଡିକାଲ୍‌ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍ ତେଲ ସରିଗଲା। ଆଉ ଦେଢ଼ ଘଣ୍ଟାର ସଂଘର୍ଷ ପରେ ଶେଷରେ ମୃତ୍ୟୁଠାରୁ ହାରିଗଲା ମାଆ […]

  • Friday, 23 July 2021
noitce
କେନ୍ଦ୍ରାପଡ଼ାରୁ ବିଦା ହେଇପାରନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ ?

ଭୁବନେଶ୍ୱର: ଆସାମ ଭଳି କେନ୍ଦ୍ରାପଡ଼ାରେ ଏନ୍‌ଆରସି ଲାଗୁ ନେଇ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ ପ୍ରଶାସନ ଏହାକୁ ଲାଗୁ କରିବା ପୂର୍ବରୁ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶପ୍ରବଣ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ସ୍ଥିତି ପରଖି ଥିଲା ଓଟିଭି। କେନ୍ଦ୍ରାପଡ଼ା ମହାକାଳପଡ଼ା ପୋସ୍ତା ଗାଁରେ ରହୁଥିବା ଗୀତାଙ୍କ ଅସଲ ନାଁ ହେଉଛି ଗୀତା ମାଲ। ସେ […]

  • Friday, 23 July 2021
cm
ଚାକିରିରୁ ବିଦା ହେଲେ ୫ ଜଣ ଦୁର୍ନୀତିଗ୍ରସ୍ତ ବରିଷ୍ଠ ଅଧକାରୀ

ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ୫ ଜଣ ଦୁର୍ନୀତିଗ୍ରସ୍ତ ବରିଷ୍ଠ ଅଧକାରୀ। ଭିଜିଲାନ୍ସ ଯାଞ୍ଚରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଡେପୁଟି କନଜରଭେଟର ଅଫ୍ ଫରେଷ୍ଟ ଶରତ ପଣ୍ଡା, ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସର ବସନ୍ତ ବେହେରା, ଡେପୁଟି କମିଶନର ଏକ୍ସାଇଜ୍ ଦିଲୀପ ନାଗ୍, ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଅଶୋକ ମାଝୀ। ନୂଆପଡ଼ା ଜିଲ୍ଲା କୋମନାର ପୂର୍ବତନ ବିଡିଓ ତଥା […]

  • Friday, 23 July 2021
4312-750x430
ନଗଡ଼ାରେ କୁପୋଷଣ ରୋକିବାକୁ କ’ଣ କରିଛ କୁହ: ଏନ୍ଏଚ୍ଆର୍‌ସି

ଯାଜପୁର: ୫ ବର୍ଷ ପରେ ପୁଣି ଚର୍ଚ୍ଚାରେ ନଗଡ଼ା। ନଗଡ଼ାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ନଗଡ଼ାରେ କୁପୋଷଣ ରୋକିବାକୁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆର୍‌ସି। ଏ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ନଗଡ଼ା ସ୍ଥିତି ବଦଳୁ ନଥିବା ଏବଂ ଏବେବି ଶିଶୁଙ୍କୁ […]

  • Friday, 23 July 2021