• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ruby
ଏହି କମ୍ପାନୀର ପାମୋଲିନ୍ ତେଲ କିଣୁଛନ୍ତି କି ? ସାବଧାନ

କଟକ: କଟକ ଟାଙ୍ଗୀରେ ପୁଣି ନକଲି ଖାଇବା ତେଲ କାରଖାନା ଠାବ। ମଙ୍ଗୁଳି ଛକ ନିକଟରେ ଏକ ଗୋଦାମ ଉପରେ ଚଢ଼ାଉ କରିଛି ଟାଙ୍ଗୀ ପୁଲିସ। ରେଡ୍ ବେଳେ ଶହଶହ ଲିଟର ନକଲି ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ମିଳିଛି। ଗଜାନନ ଇଣ୍ଡଷ୍ଟ୍ରି ନାଁରେ ଥିବା ଏହି କମ୍ପାନୀ ରୁଚି ଗୋଲଡ୍ ଅସଲି ବ୍ରାଣ୍ଡ୍‌ର ଡୁପ୍ଲିକେଟ୍ ଭାବେ ରୁବି ଗୋଲ୍ଡ ନାଁରେ ତେଲ ପ୍ରସ୍ତୁ କରୁଥିଲା। ଚଢ଼ାଉ ବେଳେ ବହୁ ସଂଖ୍ୟାରେ ତେଲ ଟିଣ, ପାଉଚ, ପେଟୀ […]

  • Friday, 23 July 2021
dga
ଖୋଲୁଛି ବାଂଲା ସେକ୍ସ ରାକେଟର ଗୁମର: ଏସ୍‌ଟିଏଫ୍‌ ହାତରେ ନୂଆ ତଥ୍ୟ

ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ। ତେବେ ଏମାନେ କେମିତି ସୀମା ଡେଇଁ ଭାରତରେ ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ୍ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ହାସଲ କରୁଛନ୍ତି ତାହା ଜାଣିବା ପୁଲିସ […]

  • Friday, 23 July 2021
h-90-1-750x430
କୌନ ବନେଗା କରୋଡ଼ପତି ନାଁରେ ଠକିନେଲେ ୭୦ ହଜାର

ବଲାଙ୍ଗିର: କୌନ ବନେଗା କରୋଡ଼ପତି ନାଁରେ ଠକେଇ।  ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି ଠାକାମୀରେ ଶିକାର ହୋଇଥିବା ଯୁବକ। ତେବେ ଏହା ପୂର୍ବରୁ ଠକାମୀ ପଛର ଗୁମର ଖୋଲିଛନ୍ତି। ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି କିପରି ହୋଇଥିଲା ତାଙ୍କ ସହ ଅନ୍‌ଲାଇନ୍ ଠକେଇ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ୍‌ରେ ଗତ ୧୮ ତାରିଖ ଦିନ କଳାହାଣ୍ଡିର ଯୁବକ ପ୍ରତାପ ବାରିକ ଆତ୍ମହତ୍ୟା କରିଥିଲେ। ତେବେ କାହିଁକି ଓ କେଉଁ କାରଣରୁ ସେ […]

  • Friday, 23 July 2021
z
ବାଂଲାଦେଶରୁ ଯୁବତୀ ଆଣି ଦେହ ବେପାର କରୁଥିଲା ଅଞ୍ଜଳି

ଭୁବନେଶ୍ୱର: ବାଂଲାଦେଶୀ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଖୁଲମଖୁଲ୍ଲା ସେକ୍ସ କାରବାର ଚଳାଉଥିବା କୁଖ୍ୟାତ ଦେହ ବ୍ୟବସାୟ ରାକେଟର ମୁଖ୍ୟ କାର୍ପଟଦାର ଗିରଫ। ଗଲା କିଛି ଦିନ ଧରି ପୁଲିସ ସ୍କାନରରେ ଥିବା ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମକୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ପିପିଲି ଦାନଗୋହିରୀ ଛକରୁ ପତି-ପତ୍ନୀଙ୍କୁ କାବୁ କରିଥିବା ବେଳେ ରାକଟର ଆଉ ୬ ଦେହଜୀବୀଙ୍କୁ ଭୁବନେଶ୍ୱରରୁ ବି ଗିରଫ କରାଯାଇଛି। ଏମାନେ ଏଠାରେ ରହୁଥିବା ଖବର ପାଇ ଚଢ଼ାଉ […]

  • Friday, 23 July 2021
mada peebi nahi
୨୦ ବର୍ଷ ପରେ ଏବେ କେମିତି ଅଛନ୍ତି 'ନାଇଁ ନାଇଁ ମଦ ପିଇବି ନାହିଁ' ଗୀତର ଶ୍ରଷ୍ଠା ?

“ଭାଇ…ରେ ମଦ ପିଇବି ନାଇଁ… ନାଇଁ ନାଇଁ ମଦ ପିଇବି ନାହିଁ… ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ… ଚାଳରେ ଛଣ ନାହିଁ… ଚୁଲି ମୁଣ୍ଡେ ଲୁଣ ନାହିଁ… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି…ବନ୍ଧୁ ରେ… ମଦ ପିଇବି ନାଇଁ…ନାଇଁ ନାଇଁ ମଦ ପିଇବି ନାହିଁ। ପିଲା ପେଟେ ଦାନା ନାଇଁ… ମାଇକିନା ହାତେ କନା ନାଇଁ… ପିଲା ପେଟେ ଦାନା […]

  • Friday, 23 July 2021
kednr
ରାଜନୈତିକ ଚେସ୍ ପାଲିରେ ଏବେ ପଛୁଆ ବର୍ଗ ଗୋଟି: ସମର୍ଥନ ହାତେଇବାକୁ କେନ୍ଦ୍ର-ରାଜ୍ୟର ପ୍ରତିଯୋଗିତା

ଭୁବନେଶ୍ୱର: ରାଜନୈତିକ ଚେସ୍ ପାଲିରେ ଏବେ ପଛୁଆବର୍ଗ ଗୋଟି ଚାଲିଛି। ଏହି ବର୍ଗର ସମର୍ଥନ ହାତେଇବାକୁ କେନ୍ଦ୍ର-ରାଜ୍ୟ ପ୍ରତିଯୋଗିତା ହେଉଛି। ଜାତିଭିତ୍ତିକ ଜନଗଣନା ଦାବି କରି ମାଇଲେଜ୍ ନେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ କରୁଥିବା ବେଳେ ତେଣେ ପଛୁଆବର୍ଗଙ୍କ ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟକୁ ଜାତୀୟ ଓବିସି କମିଶନ ଚିଠି କରିଛି। ବଡ଼ କଥା ହେଉଛି, ରାଜ୍ୟ କ୍ୟାବିନେଟ୍‌ରେ ସଂଙ୍କଳ୍ପ ପାରିତ ହେବା ପୂର୍ବରୁ ଜାତୀୟ କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ […]

  • Friday, 23 July 2021
gunda
ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାରେ ଏଡିଜିଙ୍କୁ ଭେଟିଛି ଶିଖ୍ ସଂପ୍ରଦାୟ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ ବ୍ୟକ୍ତି ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାକୁ ନେଇ ଏଡିଜିଙ୍କୁ ଭେଟିଛି ଶିଖ୍ ସଂପ୍ରଦାୟ। ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାରେ ଡିଜିପି ଅଭୟଙ୍କୁ ଭେଟିବାକୁ ଯାଇଥିଲେ ଶିଖ୍ ସଂପ୍ରଦାୟ। ହେଲେ ଡିଜିପିଙ୍କ ଅନୁପସ୍ଥିତିରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆକ୍ରମଣ ମାମଲାରେ କମିଶନରେଟ୍‌ ପୁଲିସ ତିନି ଜଣ ଗିରଫ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫର କିଛି ଘଣ୍ଟା ମଧ୍ୟରେ ଜାମିନ୍ ମିଳି ଯାଇଥିଲା। ତେବେ ମରଣାନ୍ତ୍ରକ […]

  • Friday, 23 July 2021
secc
ଧରା ହେଲା ସେକ୍ସ କାରବାରର କିଙ୍ଗପିନ୍

ଭୁବନେଶ୍ୱର: ଧରା ହେଲା ସେକ୍ସ କାରବାରର କିଙ୍ଗପିନ୍। ବାଂଲାଦେଶୀ ଯୁବତୀଙ୍କୁ ଅଣି ସେକ୍ସ କାରବାର ଚଳାଉ ଥିବା କିଙ୍ଗପିନ୍ ଦିଦି ଓ ତାର ସ୍ୱାମୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ସେମାନଙ୍କୁ ଭୁବନେଶ୍ୱର ଉପକଣ୍ଠ ପିପିଲି ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏମାନଙ୍କ ପାଖରେ କାମ କରୁଥିବା କିଛି ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଧରାଯାଇଥିବା ସୂଚନା ମିଲିଛି। କିଙ୍ଗପିନ୍ ଦିଦି ଜଣେ ବାଂଲାଦେଶୀ ହୋଇଥିବାବେଳେ ସେଠାରୁ ଯୁବତୀମାନଙ୍କୁ କାମ କରାଇବା ନାଁରେ ଆଣି […]

  • Friday, 23 July 2021
ganguli
ଓଡ଼ିଶାରେ ରୂପା ଗାଙ୍ଗୁଲି: କହିଲେ, ମୋ ବାପା ବଞ୍ଚିଥିଲେ ଖୁସି ହୋଇଥାନ୍ତେ

ଭୁବନେଶ୍ୱର: ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି।  ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ଆଇନ ନେଇ ଭୁଲ୍‌ ଧାରଣା ସୃଷ୍ଟି କରାଇ ଲୋକଙ୍କୁ ଉସୁକାଉଛନ୍ତି। ୧୯୪୭ରୁ ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ଦଫାରେ ନାଗରିକତା […]

  • Friday, 23 July 2021
ss
ଟ୍ରାଫିକ୍‌ ନିୟମକୁ ନେଇ ଓଡ଼ିଆ ପିଲାଙ୍କ ଗୀତ ସୋଶାଲ୍‌ ମିଡିଆରେ ଭାଇରାଲ୍

ଭୁବନେଶ୍ୱର: ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ସଙ୍ଗୀତ ସାମିଲ ହୋଇଥିବା ବେଳେ ଏହା ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଗାଇଥିବା ଏ ଗୀତରେ ଟ୍ରାଫିକ ସଚେତନତା ପାଇଁ ସରକାରଙ୍କ […]

  • Friday, 23 July 2021
samer
ଛାତ୍ରଛାତ୍ରୀ ତାତିବାରୁ ନରମିଲେ ସରକାର

ଭୁବନେଶ୍ୱର:  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ହେବାପରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଚାଲିଛି। ଏହାକୁ ଦେଖି ନରମ ମନଭାବ ପୋଷଣ କରିଛନ୍ତି ସରକାର। ଏନେଇ ଆଜି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।  ସରକାର ଏନେଇ ବିଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏହାଛଡ଼ା ପିଲାମାନଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ପୁଣି ଦୋହରାଇଛନ୍ତି ଗଣଶିକ୍ଷାମନ୍ତ୍ରୀ।  ଯଦି […]

  • Friday, 23 July 2021
s
ଖୁବ୍‌ ସାହସୀ ଏହି ୩ ଓଡ଼ିଆ ଝିଅ : ଦିଲ୍ଲୀରେ ପୁରସ୍କୃତ ହେବେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ICCW(Indian Council for Child Welfare) ପକ୍ଷରୁ ସାହସୀ ପିଲାଙ୍କର ନାଁ ଘୋଷଣା ହୋଇଛି। ଭାରତୀୟ ବାଳ କଲ୍ୟାଣ ପରିଷଦ ପକ୍ଷରୁ ହୋଇଥିବା ଏହି ତାଲିକାରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୁଳର ଶ୍ରୀମନ୍ତି ବଦ୍ରା  ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା […]

  • Friday, 23 July 2021
ccm
କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନିକିଆ ବରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ବରଗଡ଼ ଜିଲ୍ଲା ମେଡିକାଲ୍‌କୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବରଗଡ଼ରେ ଏକ ସାଇନ୍ସ ପାର୍କର ଉଦ୍‌ଘାଟନ କରିବା ସହିତ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ […]

  • Friday, 23 July 2021
fv
ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ମଦୁଆ ଯୁବକଙ୍କୁ ଗୋଡ଼ାଇ ପିଟିଲା ପୁଲିସ୍

କଟକ: ପିକ୍‌ନିକ୍ ପାଇଁ ଯାଇଥିବାବେଳେ ମଦ ପିଇ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ। ବାଙ୍କୀ ଅଂଶୁପା ପର୍ଯ୍ୟଟନସ୍ଥଳୀରେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଂଚକଳର କିଛି ଯୁବକ ଗତକାଲି ଅଂଶୁପାକୁ ପିକ୍‌ନିକ୍ ପାଇଁ ଯାଇଥିଲେ। ସେଠାରେ ଭୋଜିଭାତ କରିବା ସହିତ ମଦ ପିଇ ଉତ୍ପାତ କରିଥିଲେ। ସେଠାକୁ ଆସିଥିବା ମହିଳା ପର୍ଯ୍ୟଟକଙ୍କୁ ଦୁର୍ବବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ଉନ୍ମତ୍ତ […]

  • Friday, 23 July 2021
save
ପାଣ୍ଡିଆନ୍‌ଙ୍କୁ ଦିଗବିଜୟ ସିଂହଙ୍କ ଟାର୍ଗେଟ୍: କହିଲେ, ସବୁ ନିଜ ଅଧୀନକୁ ନେଇଯାଇଛନ୍ତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଓଡ଼ିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍ ରାଜ୍ୟ ଚଳାଉଛନ୍ତି। ପାଣ୍ଡିଆନଙ୍କ ଶକ୍ତିକୁ ମୁଁ ଅନ୍ଦାଜ ଲଗାଇ ପାରୁନି। ସେ 5T ସଚିବ ଅଛନ୍ତି। ସବୁ ବିଭାଗକୁ ନିଜ ଅଧୀନକୁ […]

  • Friday, 23 July 2021
hhh
୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଏତେ ସଚେତନତା, କଠୋର ଦଣ୍ଡ, ଏସବୁ ପରେ ବି ଥମୁନି ଦୁଷ୍କର୍ମ ଘଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଘଟଣା ସମ୍ନାକୁ ଆସୁଛି। ଏବେ ସୁନ୍ଦରଗଡ଼ ଭଷ୍କା ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଖବର। ଘରେ ଏକୁଟିଆ ପାଇଁ ୭ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍। ସ୍ଥାନୀୟ ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ସହ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ […]

  • Friday, 23 July 2021
ff
୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ଯାତ୍ରୀବାହୀ ଲଞ୍ଚ୍‌

ଭଦ୍ରକ: ପାଖାପାଖି ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ୍‌। ଘନ କୁହୁଡ଼ି ଯୋଗୁ  ବାଟବଣା ହୋଇଥିବା ଲଞ୍ଚକୁ ଉଦ୍ଧାର କରିଛି ଧାମରା ମେରାଇନ୍ ପୁଲିସ୍। ଆଜି ସକାଳୁ ଲଞ୍ଚଟି ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁ ଲଞ୍ଚଟି ବାଟବଣା ହୋଇଯାଇଥିଲା। ଆଉ […]

  • Friday, 23 July 2021
hhh
ପରବିନ୍ଦର ଆକ୍ରମଣ ଘଟଣାରେ ଜାଣିଶୁଣି ଜାମିନ ଯୋଗ୍ୟ ଦଫା ଲଗାଇଛି ପୁଲିସ: ବରିଷ୍ଠ ଓକିଲ

ଭୁବନେଶ୍ୱର: ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ପୁଲିସ ଏତଲାରେ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ସେ କହିଛନ୍ତି। ଆକ୍ରମଣରେ ପରବିନ୍ଦର ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ ପୁଲିସ ୩୦୭ ଦଫା ବଦଳରେ ୩୨୩ ଓ ୩୪୧ ଦଫା ଲଗାଇଥିଲା। ଏପରିକି ପରବିନ୍ଦର ତାଙ୍କ ଜୀବନ […]

  • Friday, 23 July 2021
kse
ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି: ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି। ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରେସ୍‌ରେ ଥିଲେ ବି ଶେଷ ମୁହୂର୍ତ୍ତରେ ସମୀରଙ୍କ ନାଁରେ ମୋହର ମାରିଥିଲା ଦଳ। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ତେବେ ସଭାପତି ଶିରପା ପିନ୍ଧିବା ପରେ ସମୀରଙ୍କ ସାମ୍ନାରେ ଏବେ ଏକାଧିକ ଚ୍ୟାଲେଞ୍ଜ ରହିଛି। ସାମୀର ଆଜି କେନ୍ଦ୍ରୀୟ […]

  • Friday, 23 July 2021
kk
ପୁଲିସ୍‌ ସାମ୍ନାରେ ଇଟା, ପଥରରେ ପିଟିଲେ ; ବିଧାୟକ ଘରକୁ ଗଲା ପରେ ସାଙ୍ଗେ ସାଙ୍ଗେ ବେଲ୍‌

ଭୁବନେଶ୍ୱର: ରାତି ଅଧରେ ପରବିନ୍ଦରଙ୍କ ଘର ଆଗରେ ପୁଲିସ ଅଧିକାରୀଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା କାହିଁକି? ପରବିନ୍ଦରଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିବାର ଠିକ୍ ପରେ ତାଙ୍କ ଘରକୁ ବିଧାୟକଙ୍କ ଅନ୍ଧାରି ବିଜେକୁ ନେଇ ତେଜିଛି ରାଜନୀତି। କଂଗ୍ରେସ ଏନେଇ ବିଧାୟକଙ୍କ ନାଁରେ ମାମଲା କରାଯିବାକୁ ଦାବି କରିଥିଲା ବେଳେ, ଅଭିଯୁକ୍ତଙ୍କ ପ୍ରତି କୋହଳ ଦଫାକୁ ନେଇ ବିଜେପି ମଧ୍ୟ ବର୍ଷିଛି। ସେପଟେ ନ୍ୟାୟ ନମିଳିଲେ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଶିରୋମଣି […]

  • Friday, 23 July 2021
b.pur_-750x420
ଅଫିସ୍‌ରେ ବସିଥିବା ବେଳେ ଜୀବନ୍ତ ଜଳିଗଲେ ସମିତି ସମ୍ପାଦକ

ବ୍ରହ୍ମପୁର: ଜୀବନ୍ତ ଜଳିଗଲେ ବ୍ରହ୍ମପୁର ସହର ଲୋଚାପଡ଼ା ସ୍ଥିତ ସେବା ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୋଚାପଡ଼ା ସ୍ଥିତ ସେବା ସମିତି ଲିମିଟେଡର ଡିପୋଜିଟ୍ କାଉଣ୍ଟରରେ ସମ୍ପାଦକ ଜଗନ୍ନାଥ ପାତ୍ର ବସିଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ସେ […]

  • Friday, 23 July 2021
ff
ଏହିସବୁ ଜିଲ୍ଲାରେ ହାତପାଆନ୍ତାରେ ମିଳିବ ଚକ୍ଷ୍ୟୁ ଚିକିତ୍ସା ସୁବିଧା

ଭୁବନେଶ୍ୱର: LV ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଓ ଓଏମ୍‌ସି ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନର ଶୁଭାରମ୍ଭ କରାଯାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଚକ୍ଷୁ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନରେ ଅତ୍ୟାଧୁନିକ ସରଞ୍ଜାମ ରହିଛି। ସବୁବର୍ଗ ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ଭଳି ସୁବିଧା ରହିଛି। ଏହି ଯାନ କେନ୍ଦୁଝର, ବ୍ରହ୍ମପୁର, ରାୟଗଡା, ରାଜଗାଙ୍ଗପୁରରେ ଚକ୍ଷୁ ରୋଗୀଙ୍କୁ ସେବା ଯୋଗାଇବ। ରାଜଧାନୀ ଭୁବନେଶ୍ୱର ଭଳି ଏହି କେନ୍ଦ୍ର ଗୁଡିକରେ […]

  • Friday, 23 July 2021
Naveen-at-Puri
ପୁରୀ ସୌନ୍ଦର୍ଯ୍ୟକରଣ କାମ ତଦାରଖ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଭିଣୋଇଙ୍କ ଦେହାନ୍ତ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଯାଇପାରିନଥିଲେ। କିନ୍ତୁ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତଥାପି ଶ୍ରୀମନ୍ଦିରର ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଛନ୍ତି। ବ୍ୟାଟେରୀ ଚାଳିତ ଗାଡ଼ିରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା କାମକୁ ଦେଖିଥିଲେ। ପରେ ନବୀନ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ […]

  • Friday, 23 July 2021