• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

samer
ଛାତ୍ରଛାତ୍ରୀ ତାତିବାରୁ ନରମିଲେ ସରକାର

ଭୁବନେଶ୍ୱର:  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ହେବାପରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଚାଲିଛି। ଏହାକୁ ଦେଖି ନରମ ମନଭାବ ପୋଷଣ କରିଛନ୍ତି ସରକାର। ଏନେଇ ଆଜି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।  ସରକାର ଏନେଇ ବିଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏହାଛଡ଼ା ପିଲାମାନଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ପୁଣି ଦୋହରାଇଛନ୍ତି ଗଣଶିକ୍ଷାମନ୍ତ୍ରୀ।  ଯଦି […]

  • Friday, 23 July 2021
s
ଖୁବ୍‌ ସାହସୀ ଏହି ୩ ଓଡ଼ିଆ ଝିଅ : ଦିଲ୍ଲୀରେ ପୁରସ୍କୃତ ହେବେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ICCW(Indian Council for Child Welfare) ପକ୍ଷରୁ ସାହସୀ ପିଲାଙ୍କର ନାଁ ଘୋଷଣା ହୋଇଛି। ଭାରତୀୟ ବାଳ କଲ୍ୟାଣ ପରିଷଦ ପକ୍ଷରୁ ହୋଇଥିବା ଏହି ତାଲିକାରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୁଳର ଶ୍ରୀମନ୍ତି ବଦ୍ରା  ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା […]

  • Friday, 23 July 2021
ccm
କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନିକିଆ ବରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ବରଗଡ଼ ଜିଲ୍ଲା ମେଡିକାଲ୍‌କୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବରଗଡ଼ରେ ଏକ ସାଇନ୍ସ ପାର୍କର ଉଦ୍‌ଘାଟନ କରିବା ସହିତ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ […]

  • Friday, 23 July 2021
fv
ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ମଦୁଆ ଯୁବକଙ୍କୁ ଗୋଡ଼ାଇ ପିଟିଲା ପୁଲିସ୍

କଟକ: ପିକ୍‌ନିକ୍ ପାଇଁ ଯାଇଥିବାବେଳେ ମଦ ପିଇ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ। ବାଙ୍କୀ ଅଂଶୁପା ପର୍ଯ୍ୟଟନସ୍ଥଳୀରେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଂଚକଳର କିଛି ଯୁବକ ଗତକାଲି ଅଂଶୁପାକୁ ପିକ୍‌ନିକ୍ ପାଇଁ ଯାଇଥିଲେ। ସେଠାରେ ଭୋଜିଭାତ କରିବା ସହିତ ମଦ ପିଇ ଉତ୍ପାତ କରିଥିଲେ। ସେଠାକୁ ଆସିଥିବା ମହିଳା ପର୍ଯ୍ୟଟକଙ୍କୁ ଦୁର୍ବବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ଉନ୍ମତ୍ତ […]

  • Friday, 23 July 2021
save
ପାଣ୍ଡିଆନ୍‌ଙ୍କୁ ଦିଗବିଜୟ ସିଂହଙ୍କ ଟାର୍ଗେଟ୍: କହିଲେ, ସବୁ ନିଜ ଅଧୀନକୁ ନେଇଯାଇଛନ୍ତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଓଡ଼ିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍ ରାଜ୍ୟ ଚଳାଉଛନ୍ତି। ପାଣ୍ଡିଆନଙ୍କ ଶକ୍ତିକୁ ମୁଁ ଅନ୍ଦାଜ ଲଗାଇ ପାରୁନି। ସେ 5T ସଚିବ ଅଛନ୍ତି। ସବୁ ବିଭାଗକୁ ନିଜ ଅଧୀନକୁ […]

  • Friday, 23 July 2021
hhh
୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଏତେ ସଚେତନତା, କଠୋର ଦଣ୍ଡ, ଏସବୁ ପରେ ବି ଥମୁନି ଦୁଷ୍କର୍ମ ଘଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଘଟଣା ସମ୍ନାକୁ ଆସୁଛି। ଏବେ ସୁନ୍ଦରଗଡ଼ ଭଷ୍କା ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଖବର। ଘରେ ଏକୁଟିଆ ପାଇଁ ୭ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍। ସ୍ଥାନୀୟ ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ସହ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ […]

  • Friday, 23 July 2021
ff
୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ଯାତ୍ରୀବାହୀ ଲଞ୍ଚ୍‌

ଭଦ୍ରକ: ପାଖାପାଖି ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ୍‌। ଘନ କୁହୁଡ଼ି ଯୋଗୁ  ବାଟବଣା ହୋଇଥିବା ଲଞ୍ଚକୁ ଉଦ୍ଧାର କରିଛି ଧାମରା ମେରାଇନ୍ ପୁଲିସ୍। ଆଜି ସକାଳୁ ଲଞ୍ଚଟି ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁ ଲଞ୍ଚଟି ବାଟବଣା ହୋଇଯାଇଥିଲା। ଆଉ […]

  • Friday, 23 July 2021
hhh
ପରବିନ୍ଦର ଆକ୍ରମଣ ଘଟଣାରେ ଜାଣିଶୁଣି ଜାମିନ ଯୋଗ୍ୟ ଦଫା ଲଗାଇଛି ପୁଲିସ: ବରିଷ୍ଠ ଓକିଲ

ଭୁବନେଶ୍ୱର: ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ପୁଲିସ ଏତଲାରେ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ସେ କହିଛନ୍ତି। ଆକ୍ରମଣରେ ପରବିନ୍ଦର ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ ପୁଲିସ ୩୦୭ ଦଫା ବଦଳରେ ୩୨୩ ଓ ୩୪୧ ଦଫା ଲଗାଇଥିଲା। ଏପରିକି ପରବିନ୍ଦର ତାଙ୍କ ଜୀବନ […]

  • Friday, 23 July 2021
kse
ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି: ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି। ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରେସ୍‌ରେ ଥିଲେ ବି ଶେଷ ମୁହୂର୍ତ୍ତରେ ସମୀରଙ୍କ ନାଁରେ ମୋହର ମାରିଥିଲା ଦଳ। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ତେବେ ସଭାପତି ଶିରପା ପିନ୍ଧିବା ପରେ ସମୀରଙ୍କ ସାମ୍ନାରେ ଏବେ ଏକାଧିକ ଚ୍ୟାଲେଞ୍ଜ ରହିଛି। ସାମୀର ଆଜି କେନ୍ଦ୍ରୀୟ […]

  • Friday, 23 July 2021
kk
ପୁଲିସ୍‌ ସାମ୍ନାରେ ଇଟା, ପଥରରେ ପିଟିଲେ ; ବିଧାୟକ ଘରକୁ ଗଲା ପରେ ସାଙ୍ଗେ ସାଙ୍ଗେ ବେଲ୍‌

ଭୁବନେଶ୍ୱର: ରାତି ଅଧରେ ପରବିନ୍ଦରଙ୍କ ଘର ଆଗରେ ପୁଲିସ ଅଧିକାରୀଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା କାହିଁକି? ପରବିନ୍ଦରଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିବାର ଠିକ୍ ପରେ ତାଙ୍କ ଘରକୁ ବିଧାୟକଙ୍କ ଅନ୍ଧାରି ବିଜେକୁ ନେଇ ତେଜିଛି ରାଜନୀତି। କଂଗ୍ରେସ ଏନେଇ ବିଧାୟକଙ୍କ ନାଁରେ ମାମଲା କରାଯିବାକୁ ଦାବି କରିଥିଲା ବେଳେ, ଅଭିଯୁକ୍ତଙ୍କ ପ୍ରତି କୋହଳ ଦଫାକୁ ନେଇ ବିଜେପି ମଧ୍ୟ ବର୍ଷିଛି। ସେପଟେ ନ୍ୟାୟ ନମିଳିଲେ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଶିରୋମଣି […]

  • Friday, 23 July 2021
b.pur_-750x420
ଅଫିସ୍‌ରେ ବସିଥିବା ବେଳେ ଜୀବନ୍ତ ଜଳିଗଲେ ସମିତି ସମ୍ପାଦକ

ବ୍ରହ୍ମପୁର: ଜୀବନ୍ତ ଜଳିଗଲେ ବ୍ରହ୍ମପୁର ସହର ଲୋଚାପଡ଼ା ସ୍ଥିତ ସେବା ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୋଚାପଡ଼ା ସ୍ଥିତ ସେବା ସମିତି ଲିମିଟେଡର ଡିପୋଜିଟ୍ କାଉଣ୍ଟରରେ ସମ୍ପାଦକ ଜଗନ୍ନାଥ ପାତ୍ର ବସିଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ସେ […]

  • Friday, 23 July 2021
ff
ଏହିସବୁ ଜିଲ୍ଲାରେ ହାତପାଆନ୍ତାରେ ମିଳିବ ଚକ୍ଷ୍ୟୁ ଚିକିତ୍ସା ସୁବିଧା

ଭୁବନେଶ୍ୱର: LV ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଓ ଓଏମ୍‌ସି ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନର ଶୁଭାରମ୍ଭ କରାଯାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଚକ୍ଷୁ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନରେ ଅତ୍ୟାଧୁନିକ ସରଞ୍ଜାମ ରହିଛି। ସବୁବର୍ଗ ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ଭଳି ସୁବିଧା ରହିଛି। ଏହି ଯାନ କେନ୍ଦୁଝର, ବ୍ରହ୍ମପୁର, ରାୟଗଡା, ରାଜଗାଙ୍ଗପୁରରେ ଚକ୍ଷୁ ରୋଗୀଙ୍କୁ ସେବା ଯୋଗାଇବ। ରାଜଧାନୀ ଭୁବନେଶ୍ୱର ଭଳି ଏହି କେନ୍ଦ୍ର ଗୁଡିକରେ […]

  • Friday, 23 July 2021
Naveen-at-Puri
ପୁରୀ ସୌନ୍ଦର୍ଯ୍ୟକରଣ କାମ ତଦାରଖ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଭିଣୋଇଙ୍କ ଦେହାନ୍ତ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଯାଇପାରିନଥିଲେ। କିନ୍ତୁ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତଥାପି ଶ୍ରୀମନ୍ଦିରର ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଛନ୍ତି। ବ୍ୟାଟେରୀ ଚାଳିତ ଗାଡ଼ିରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା କାମକୁ ଦେଖିଥିଲେ। ପରେ ନବୀନ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ […]

  • Friday, 23 July 2021
k
ମକର ସଂକ୍ରାନ୍ତିରେ ଟୁସୁ ପର୍ବ ବିଷୟରେ ଜାଣିଛନ୍ତି କି ?

ମୟୂରଭଞ୍ଜ: ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ। ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। ଏମାନେ […]

  • Friday, 23 July 2021
gh
ଓଡ଼ିଶା ଆସିବ ବିଜୁ ପଟ୍ଟନାୟକଙ୍କ 'ଡାକୋଟା' ବିମାନ

ଭୁବନେଶ୍ୱର: ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ସାଥୀ ‘ଡାକୋଟା’। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର। ବିଜୁବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର ଡାକୋଟା ବିମାନ ଏବେ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି। ଏହାକୁ ଓଡ଼ିଶା ଆଣିବା ପାଇଁ ଆଜି ଲୋକସେବା […]

adalat-1
ସରକାରୀ ବଡ଼ବାବୁମାନଙ୍କ ପାଇଁ ବସିବ ପ୍ରମୋସନ ଅଦାଲତ

ଭୁବନେଶ୍ୱର: ଚଳିତ ମାସର ୨୮, ୨୯, ୩୧ରେ ବସିବ ପଦୋନ୍ନତି ବା ପ୍ରମୋସନ ଅଦାଲତ। ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନରଙ୍କ ଅଦାଲତରେ ପଦନ୍ନୋତି ମାମଲାର ଶୁଣାଣି ହେବ। ତେବେ କେଉଁ ଦିନ କାହାର ଅଦାଲତ ବସିବ ସେନେଇ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ। ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରେ, ପ୍ରଦୀପ୍ତ କୁମାର ମହାପାତ୍ର କୃଷି […]

  • Friday, 23 July 2021
child
ଭିଡ଼ ଭିତରେ ଝିଅକୁ ଛାଡ଼ି କୁଆଡ଼େ ପଳାଇଲା ନିର୍ଦ୍ଦୟୀ ମାଆ? ଖୋଜୁଛି କୁନି ଝିଅ

ଜଗତସିଂହପୁର: ଦୁଇ ବର୍ଷର କୁନି ଝିଅ। ଠିକ୍‌ରେ କଥା କହିପାରୁନି। ହେଲେ ମାଆକୁ ନପାଇ ରାହାଧରି କାନ୍ଦୁଛି। ଚାରି ଆଡ଼କୁ ଅନାଇ ଜନଗହଳି ଭିତରେ ମନେ ମନେ ମାଆକୁ ଖୋଜୁଛି। ସତେ ଯେମିତି ସେ କହୁଛି ମାଆଲୋ ତୁ କଉଠି ଅଛୁ, ମୋତେ ନେଇ ଯାଆ, ମୋତେ ଶୀଘ୍ର ନେଇଯାଆ…। କୁନି ଝିଅଟି କଥା କହିପାରୁନଥିଲେ ମଧ୍ୟ ତା ଆଖିରୁ ଝରିପଡ଼ୁଥିବା ଲୁହରୁ ସବୁକିଛି ଜଣାପଡ଼ୁଛି। ଆଜି ଅପରାହ୍ନ ୪ଟାରୁ ସାଢ଼େ ୪ଟା ହେବ। ଜଗତସିଂହପୁର ଗୋରେଖନାଥଙ୍କ […]

  • Friday, 23 July 2021
rajya
କିପରି ହେବ ଏଥରର ରାଜ୍ୟ ବଜେଟ୍ ? ୧ ଲକ୍ଷ ୬ ହଜାର କୋଟି ଟପିପାରେ ଋଣ

ଭୁବନେଶ୍ୱର: ଚଳିତ ଥର କିପରି ହେବ ରାଜ୍ୟ ବଜେଟ୍‌, ସେ ନେଇ ପ୍ରାକ୍-ବଜେଟ୍ ବୈଠକ ହୋଇଛି। ବଜେଟ୍ ବାବଦରେ ଲୋକଙ୍କ ମତାମତ ନେଇସାରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦-୨୧ରେ ବଜେଟ୍‌ର ଆକାର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ଏହି ପରିମାଣ ୧ଲକ୍ଷ ୩୯ ହଜାର କୋଟି ଥିଲା। ଏଥର ଏହା ଦେଢ଼ ଲକ୍ଷ କୋଟି ଟପିପାରେ ବୋଲି […]

  • Friday, 23 July 2021
jd
ରାଜ୍ୟ ବିଜେପି ମୁଖ୍ୟ ଦୌଡ଼ରେ ଏମାନେ; କାଲି ହେବ ଘୋଷଣା

ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ  କରିବେ ପ୍ରାର୍ଥୀ। ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭ ତାରିଖରେ ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଗୋଟିଏ ମାସ ଧରି ଚର୍ଚ୍ଚା ଆଲୋଚନା ପରେ ଏବେ ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ  ସଂପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ […]

  • Friday, 23 July 2021
hh
ବଲାଙ୍ଗିରରେ ମାତ୍ର ଦୁଇ ଜଣଙ୍କ ପାଇଁ ଚାଲୁଛି ଟ୍ରେନ୍; ଦିନକୁ ଆୟ ମାତ୍ର ୨୦ ଟଙ୍କା

ବଲାଙ୍ଗିର: ମାତ୍ର ୨ ଜଣ ଯାତ୍ରୀରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବଲାଙ୍ଗିରରୁ ବିଛୁପାଲ୍ଲୀ ୧୯ କିଲୋମିଟର ରୁଟ୍‌ରେ ଦୈନିକ ଦୁଇ ଥର ଯାଆ ଆସ କରୁଥିବା ଟ୍ରେନ୍‌ରେ କେତେବେଳେ ୨ଜଣ ଯାତ୍ରୀ ଯାଉଛନ୍ତି ତ କେତେବେଳେ ପୂରା ଖାଲି। ସତ ଜାଣିବାକୁ ଆମେ ବି ଦିନେ ଯାତ୍ରୀ ସାଜିଲୁ ଯାହା ଦେଖିଲୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠି ଦିନକୁ ମାତ୍ର ୨୦ ଟଙ୍କା ଆୟରେ ଚାଲୁଛି ପାସେଞ୍ଜର ଟ୍ରେନ୍। […]

  • Friday, 23 July 2021
images
ଆମାଜନ ମୁଖ୍ୟ ଜେଫ୍‌ ବେଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀଙ୍କ ବିରୋଧ

ଭୁବନେଶ୍ୱର: ଆମାଜନ ମୁଖ୍ୟ ଜେଫ୍‌ ବେଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀମାନେ ବିରୋଧ କରିଛନ୍ତି। ସାରା ଦେଶରେ ବେଜୋସଙ୍କୁ ବିରୋଧ କରାଯାଉଥିବା ବେଳେ ଓଡ଼ିଶାର ୮ଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ୧୦ ବ୍ୟବସାୟ ସଂଘ ବିରୋଧରେ ସାମିଲ ହୋଇଛନ୍ତି। ଆଜିର ଦିନକୁ ବ୍ୟବସାୟୀ ପ୍ରତିବାଦ ଦିବସ ବୋଲି କହିଛି ସଂଘ।   ଆନ୍ତର୍ଜାତିକ ବଜାରରେ ଗ୍ରାହକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ଆମାଜନ, ଓ୍ୱାଲମାର୍ଟ ଓ ଫ୍ଲିଫକାର୍ଟ ଭଳି କମ୍ପାନୀଙ୍କ ଆଧିପତ୍ୟ ଖୁଚୁରା ବ୍ୟବସାୟରେ […]

  • Friday, 23 July 2021
bijuli
କାଲିଠାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହେବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଦ୍ୟୁତ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ କରାଯିବ। ପ୍ରଥମେ ବକେୟା ରଖିଥିବା ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ଗୁଡ଼ିକରୁ ବିଦ୍ୟୁତ ବିଛିନ୍ନ କରାଯିବ। ତେବେ ଏ ସବୁ ନିଷ୍ପତ୍ତି ପରେ ମଧ୍ୟ କଟକରେ ଥିବା ବିଦ୍ୟୁତ ବିଭାଗର ଦେୟ ଆଦାୟ କେନ୍ଦ୍ର ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। ରାଣୀହାଟ ଓ ଯୋବ୍ରା ଠାରେ ଥିବା ସେସୁ କାର୍ଯ୍ୟାଳୟରେ ସବୁଦିନ ଭଳି ସାଧାରଣ ଗ୍ରାହକମାନେ ଆସି ବିଦ୍ୟୁତ ଦେୟ ପୈଠ […]

  • Friday, 23 July 2021
dadan
ଦେହ ଅସୁସ୍ଥ ହେବାରୁ ଝିଅକୁ ବାପା ସହ ପଠାଇ ଦେଲା ପପୁ ଖାନ୍; ରାସ୍ତାରେ ଚାଲିଗଲା ଜୀବନ

ପାଟଣାଗଡ଼: ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଘରକୁ ଫେରୁଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥ ଅବସ୍ଥାରେ ତାଙ୍କର ଟ୍ରେନ୍‌ରେ ମୃତ୍ୟୁ ଘଟିଛି। ଝିଅର ମୃତଦେହକୁ ନେଇ ବାପା ଗାଁକୁ ଫେରିଛନ୍ତି। ଏହି ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୁତୁଲା ମହୁଲ ଗାଁର ସନ୍ତୋଷିନୀ ସାହୁ ୩ ବର୍ଷ ହେବ ସେ ଶ୍ୱଶୁର ଘରୁ ଚାଲିଆସି ବାପ […]

  • Friday, 23 July 2021