• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain
୧୬ ଜିଲ୍ଲାରେ ବର୍ଷା ଓ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର: ୧୬ ଜିଲ୍ଲାରେ ବର୍ଷା ଓ ବଜ୍ରପାତର ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତା ସହିତ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ଘୂର୍ଣ୍ଣିଝଡ଼ ଓ ବର୍ଷା ସହିତ ବଜ୍ରପାତର ଆଶଙ୍କା ଥିବା କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, […]

  • Monday, 26 July 2021
pradeeep
ଇଟାଭାଟି ମାଲିକ ପାଖରେ ବନ୍ଧକ ଥିଲା ନାବାଳିକା: ଉଦ୍ଧାର କଲେ ପ୍ରଦୀପ ମାଝୀ

ନବରଙ୍ଗପୁର: ହାଇଦ୍ରାବାଦରେ ଇଟାଭାଟି ମାଲିକ ପାଖରେ ବନ୍ଧକ ପଡ଼ିଥିବା ନବରଙ୍ଗପୁର ନନ୍ଦାହାଣ୍ଡିର ନାବାଳିକା ଛାତ୍ରୀ ଉଦ୍ଧାର। ବାପା-ମା ଛେଉଣ୍ଡ ନାବାଳିକା ଜଣକ ବାରମ୍ବାର ଗୁହାରି କଲା ପରେ ବି ଜିଲ୍ଲା ପ୍ରଶାସନ ବିଫଳ ହେବାରୁ ଶେଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହାୟତାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି। ମାଆର ମୃତ୍ୟୁ ପରେ ନାବାଳିକ ଛାତ୍ରୀ ଜଣକ ଗତ ୫ ମାସ ଧରି ଇଟାଭାଟି ମାଲିକ ପାଖରେ ଅଟକ ରହିଥିଲା। ଏନେଇ ବିଭିନ୍ନ ଗଣାମଧ୍ୟମରେ ଖବର ପ୍ରକାଶ […]

  • Monday, 26 July 2021
o
ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍‌କୁ କଂଗ୍ରେସ କହିଲା ଅବାସ୍ତବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍‌କୁ କଂଗ୍ରେସର ଟାର୍ଗେଟ।  ଏନେଇ ଆଜି ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍‌କୁ ଅବାସ୍ତବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା କେମିତି ଖର୍ଚ୍ଚ ହେବ ବିଧାନସଭା ଡାକି ଆଲୋଚନା କଲେ ଭଲ ହୁଅନ୍ତା ବୋଲି ନିରଞ୍ଜନ କହିଛନ୍ତି। ପୂର୍ବରୁ କ୍ୟାବିନେଟ୍ ବୈଠକରେ କୃଷି ପାଇଁ ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଏ ନେଇ […]

  • Monday, 26 July 2021
dtg
କେତେ ଭୟଙ୍କର ଏସି ଶର୍ଟସର୍କିଟ୍ ନିଆଁ! ବିଜେଡି ନେତାଙ୍କ ସହ ଗଲା ଦୁଇ ଜୀବନ

ବ୍ରହ୍ମପୁର: ରାତି ଅଧରେ କେତେ ଭୟଙ୍କର ହୋଇପାରେ ଏସି ଶର୍ଟସର୍କିଟ୍ ନିଆଁ। ତାର ପ୍ରମାଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ। ବ୍ରହ୍ମପୁରର ଜଣାଶୁଣା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଘରେ ବ୍ୟାପିଥିବା ନିଆଁରେ ପ୍ରାଣ ହରାଇଛନ୍ତି ନିଜେ ଅଲେଖଙ୍କ ସହ ତାଙ୍କ ଶଳା ଓ ଜଣେ କେୟାର ଟେକର। ନିମିଷକର ନିଆଁ ଅକସ୍ମାତ୍ ନେଇଗଲା ତିନି ତିନିଟି ଜୀବନ। ଗତକାଲି ରାତି ପ୍ରାୟ ୨ଟା ସମୟରେ ଅଲେଖଙ୍କ ଗୋଷାଣୀନୂଆଗାଁ ପାଣିଗ୍ରାହୀସ୍ଥିତ ଦୁଇ ମହଲା ଘରର […]

  • Monday, 26 July 2021
otgv
ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ କଲେ ସରକାର

ଓଡ଼ିଶା: ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ହେଲା ଏ ନେଇ  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ  ୨୦୨୦ ମସିହାର ଏପ୍ରିଲ୍, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ଲାଗି ଘୋଷଣା କରାଯାଇଛି। ରାଜ୍ୟର ଯାତ୍ରୀବାହୀ ଯାନଗୁଡ଼ିକ ଲାଗି ଏହି ଟ୍ୟାକ୍ସ ଛାଡ଼ ଘୋଷଣା କରାଯାଇଛି।  ଲକ୍‌ଡାଉନ୍ କାରଣରୁ ଗାଡ଼ି […]

  • Monday, 26 July 2021
maoist
ପୁଲିସ, ମାଓବାଦୀ ମୁହାଁମୁହିଁ: ଧୂଆଁଧାର ଗୁଳିମାଡ଼ରେ ଛତ୍ରଭଙ୍ଗ ଦେଲେ ଲାଲ୍‌ବାହିନୀ

ବରଗଡ଼: ଏପଟେ କରୋନା ଦାଉ ସେପଟେ ମାଓବାଦୀଙ୍କ ତୁମୁଳକାଣ୍ଡ। ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଗୁଳି ବିନିମୟ ପରେ ଛତ୍ରଭଂଗ ଦେଇଛନ୍ତି ମାଓବାଦୀ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତର୍ମା ଗାଁକୁ ମାଓବାଦୀ ଆସୁଥିବା ନେଇ ପୋଲିସକୁ ଖବର ମିଳିଥିଲା।  ଏହାପରେ ଡିଭିଏଭ୍‌ର ଏକ ଟିମ୍ ମଲାଇଖମନ ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ। ସର୍ଚ୍ଚ ଅପରେସନ ସମୟରେ ୭ ଜଣ ମାଓବାଦୀଙ୍କ ସହ ଡିଭିଏଫ୍ ଟିମ୍ […]

  • Monday, 26 July 2021
lod
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ଦିନକ ପରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ। ଉଭୟ ଐତିହ୍ୟ ସ୍ଥଳରେ ଚାଲିଥିବା ଉନ୍ନୟନ କାମ ପୁଣି ଥରେ ଆରମ୍ଭ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ଉଭୟ ପ୍ରକଳ୍ପର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ […]

  • Monday, 26 July 2021
demage
ମାଆର ଅବସ୍ଥା ସଂକଟାପନ୍ନ : ଘରକୁ ଫେରିବା ପାଇଁ ବୈଜୟନ୍ତଙ୍କୁ ଆକୁଳ ନିବେଦନ କଲେ ମନୋଜ

ଭୁବନେଶ୍ୱର: ମୃତ୍ୟୁଶଯ୍ୟାରେ ପଡ଼ିଥିବା ମାଆଙ୍କୁ ଦେଖିବା ଲାଗି ଆକୁଳ ନିବେଦନ କରୁଛି ପୁଅ। ସବୁ ପ୍ରକାର ଚେଷ୍ଟା ପରେ ଏବେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧାନମଣ୍ଡଳ ଗାଁର ମନୋଜ ସାହୁ। ୯ ମାସ ତଳେ ଚାକିରୀ କରିବାକୁ ଦୁବାଇ ଯାଇଥିଲେ ମନୋଜ। ତାଙ୍କ ରୋଜଗାରରେ କର୍କଟ ରୋଗାକ୍ରାନ୍ତ ମାଆ ହେମଲତାଙ୍କ ଚିକିତ୍ସା ଚାଲୁଥିଲା। ହେଲେ ଲକଡାଉନ ଯୋଗୁ ରୋଜଗାର ବନ୍ଦ […]

  • Monday, 26 July 2021
bdk
ପ୍ରବାସୀ ସମ୍ପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର

ଭଦ୍ରକ: ପ୍ରବାସୀ ଓଡ଼ିଆ ସଂପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜିଙ୍କିରିଆ ପଞ୍ଚାୟତର ତୋଟାପଡ଼ା କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସେଣ୍ଟରରେ ଥିବା ପ୍ରବାସୀଙ୍କ ଏକ ବାଇକକୁ ତାଙ୍କ ସମ୍ପର୍କୀୟକୁ ନଦେବାରୁ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨ ଦିନ ତଳେ ବାହାର […]

  • Monday, 26 July 2021
cancer patient
କ୍ୟାନସର ରୋଗରେ ଛଟପଟ ହେଉଛନ୍ତି ଲକ୍ଷ୍ମୀଧର : ଭୋକ ଉପାସରେ ଦିନ କାଟୁଛି ପୂରା ପରିବାର

ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

pregnat
ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍‌ରେ ପ୍ରସବ ବେଦନା ହେବାରୁ ଟ୍ରେନ୍‌କୁ ଅଟକାଇ ମହିଳାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲା ପୋଲିସ ଗାଡ଼ିଷ ତେବେ ପୋଲିସ ଗାଡ଼ିରେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ମହିଳା ଆଇଆଇସି ସାବିତ୍ରୀ ବଳଙ୍କ ତତ୍ତ୍ୱାବଧାନରେ ପ୍ରବାସୀ ଓଡ଼ିଆ ଶ୍ରମିକ ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ […]

  • Monday, 26 July 2021
bipin
ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ଅବସରପ୍ରାପ୍ତ  ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ଏହାକୁ ଠିକ୍ କରିବା ଲାଗି ହ୍ୟାକର ତାଙ୍କୁ ୨୦୦୦ ଡଲାର ବା ୧ ଲକ୍ଷ ୫୦ ହଜାର ଟଙ୍କା ବିଟ୍ କଏନ ଦାବି କରିଥିବା ନିଜେ ବିପିନ ବିହାରୀ ମିଶ୍ର ଅଭିଯୋଗ କରିଛନ୍ତି। ୪୮ ଘଣ୍ଟା ଭିତରେ ଟଙ୍କା ନ ଦେଲେ ଆକାଉଣ୍ଟରେ ଥିବା ଗୁପ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଦେବାକୁ ଧମକ ଦେଇଛନ୍ତି ହ୍ୟାକର୍। ଏନେଇ […]

  • Monday, 26 July 2021
swi
ଓଡ଼ିଶାରେ ମଦର ହୋମ୍ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି

ଭୁବନେଶ୍ୱର: ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି। ଦେଶର ସବୁଠାରୁ ବଡ଼ ଦୁଇ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଅନ୍‌ଲାଇନ୍‌ରେ ମଦ ଡେଲିଭରି ପାଇଁ ଲଗାତର ଭାବେ ଦେଶର ସମସ୍ତ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଚଳାଇଥିଲେ। ଆଉ ଆଜି […]

  • Monday, 26 July 2021
yo
ସାବିତ୍ରୀ ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲା ରାମପୁରରେ ସାବିତ୍ରୀ ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲା ଥିବା ଜଣାପଡ଼ିଛି। ଗତକାଲି ଗାଁରେ ଆୟୋଜିତ ସାବିତ୍ରୀ ପୂଜାର ଭୋଗ ଖାଇ କିଛି ଲୋକ ରାତିରେ ଅସୁସ୍ଥ ହୋଇପଡ଼ିଥିଲେ।  ସେମାନଙ୍କୁ ବାନ୍ତି ହେବା ସହ ଝାଡ଼ା ମଧ୍ୟ ହୋଇଥିଲା। ସମସ୍ତ ଅସୁସ୍ଥଙ୍କୁ ଆଗରପଡ଼ା ମେଡିକାଲ୍ ଓ କେନ୍ଦୁଆପଦା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ […]

  • Monday, 26 July 2021
sitala
ଶୀତଳଷଷ୍ଠୀ ଉପରେ ଲକ୍‌ଡାଉନ୍‌ ପ୍ରଭାବ

ସମ୍ବଲପୁର: ଦେବ ଦେବ ମହାଦେବଙ୍କ ବିବାହରେ ମଧ୍ୟ କରୋନା ଲକ୍‌ଡାଉନ୍‌ର ପ୍ରଭାବ ପଡ଼ିଛି। ଏଥର ଶିବ-ପାର୍ବତୀଙ୍କ ବିବାହ ଧୁମ୍‌ଧାମରେ ହେବ ନାହିଁ, ବରଂ ନିରାଡ଼ମ୍ବର ଭାବେ ହେବ। ଆଜି ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି ଉତ୍ସବ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ନିର୍ବନ୍ଧ  ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ସଂଧ୍ୟାରେ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରି ପାର୍ବତୀଙ୍କ ଘରେ ପହଞ୍ଚିଥିଲା। ଆଗ ବର୍ଷ ପରି ଏହି ଶୋଭାଯାତ୍ରା ଏକ […]

  • Monday, 26 July 2021
high-court
'ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ ତାହା ଦୁଷ୍କର୍ମ ନୁହେଁ'

କଟକ: ଦୁଷ୍କର୍ମ ସଂପର୍କରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଏକ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ଏଥିସହିତ ସଂପୃକ୍ତ ମାମଲାର ଅଭିଯୁକ୍ତକୁ ଜାମିନ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି। ୨୦୧୯ ନଭେମ୍ବର ୨୭ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ […]

  • Monday, 26 July 2021
tardin
ତାତିରେ ତାତିଲା ଟିଟ୍‌ଲାଗଡ଼: ଏହିସବୁ ଜିଲ୍ଲାକୁ ହିଟ୍ ୱେଭ୍ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବାତ୍ୟା ଅମ୍ପନ ଯିବା ପରଠୁ ଗତ ଦୁଇ ଦିନ ହେଲା ରାଜ୍ୟରେ ରେକର୍ଡ କରୁଛି ପାରଦ। ଗତକାଲି ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ଥିବାବେଳେ ଆଜି ଏଥିରେ ରେକର୍ଡ କରି ପାରଦ ୪୫.୫ ଡିଗ୍ରୀରେ ପହଞ୍ଚିଛି। ଗତକାଲି ଭଳି ଆଜି ବି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୧ ଡିଗ୍ରୀକୁ ଟପିଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତା’ସହ ୨ ଦିନରେ […]

  • Monday, 26 July 2021
oli
ସମସ୍ତେ ଜାଣୁଥିଲେ ତେଲ ଟ୍ୟାଙ୍କର: କିନ୍ତୁ ଚାଲାଣ ହେଉଥିଲା ଆଉ କିଛି

କନ୍ଧମାଳ: ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଖବର ଆସିଛି କନ୍ଧମାଳ ଜିଲ୍ଲାରୁ। ଚୋରା ଗଞ୍ଜେଇ ଚାଲାଣ କରୁଥିବା ତେଲ ଟ୍ୟାଙ୍କରକୁ ଜବତ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ। ଟ୍ୟାଙ୍କରରୁ ୫୦ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ନୟାଗଡ଼ ଜିଲ୍ଲାର ଗଞ୍ଜେଇ ମାଫିଆ ଗୋଲକ ବିହାରୀ ଦାସକୁ ପୋଲିସ ଗିରଫ କରିଛି। ଟ୍ୟାଙ୍କରଟି ରାୟଗଡ଼ାରେ ପେଟ୍ରୋଲ ଅନଲୋଡ଼ ସାରି ଫେରୁଥିବା ସମୟରେ ବାଲିଗୁଡ଼ା ଅଂଚଳରୁ ୩ ବସ୍ତା ଗଞ୍ଜେଇ ନେଇ ଖୋର୍ଦ୍ଧା ଅଭିମୁଖେ […]

  • Monday, 26 July 2021
mamata
ଅମ୍ପନ ପ୍ରଭାବିତ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ୱର: ଅମ୍ପନ ପ୍ରଭାବିତ ପଶ୍ଚିମବଙ୍ଗରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହାୟତା ହାତ ବଢ଼ାଇଲା ଓଡ଼ିଶା। କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାମ ଲାଗି ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ୍ ଟିମ୍ ସହ ୫୦୦ ଜଣ କର୍ମଚାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। #CycloneAmphan is one of the worst disasters to hit #WestBengal. The people of #Odisha stand […]

  • Monday, 26 July 2021
moid
୨୪ ଘଣ୍ଟା ନପୂରୁଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟିର ଅଗ୍ରୀମ ବାତ୍ୟା ସହାୟତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାକୁ ମିଳିଲ ବାତ୍ୟା ଅଗ୍ରମୀ ସହାୟତା ରାଶି। ବାତ୍ୟା ଅମ୍ପନ କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ମିଳିଛି ଅଗ୍ରୀମ ୫୦୦ କୋଟି ଟଙ୍କା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟକୁ ଏହି ଟଙ୍କା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ‌ଅର୍ଥ ମଞ୍ଜୁର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। MHA […]

  • Monday, 26 July 2021
lopd
ଗ୍ରୀନରୁ ଅରେଞ୍ଜ ଜୋନ୍ ହେଲା ଗଜପତି ଜିଲ୍ଲା

ଗଜପତି: ନୂଆ ୪ ପଜିଟିଭ ଚିହ୍ନଟ ପରେ ଗ୍ରୀନରୁ ଅରେଂଜ ଜୋନ୍ ହେଲା ଗଜପତି ଜିଲ୍ଲା। ସମସ୍ତ ନୂଆ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ମଧ୍ୟରୁ ୩ ଜଣ ବାହାରୁ ଫେରିଥିବାବେଳେ ଜଣେ ସ୍ଥାନୀୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେମାନଙ୍କୁ ଆର.ସୀତାପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚିହ୍ନଟ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଗୁମ୍ମା ବ୍ଲକର ହୋଇଥିବା ବେଳେ ଜଣେ ଗୋଷାଣି ଓ ଆଉ ଜଣେ କାଶୀନଗର ବ୍ଲକର ବୋଲି ଜଣାପଡ଼ିଛି। […]

  • Monday, 26 July 2021
cyclone
ବାତ୍ୟା ଅମ୍ପନ କ୍ଷୟକ୍ଷତିର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶ କଲେ ସରକାର

ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପ୍ରାଥମିକ ଆକଳନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବାତ୍ୟାରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ କ୍ଷତି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ୯୨ ବ୍ଲକର ୯୮୩୩ ଗାଁ, ୨୨ ପୌରାଞ୍ଚଳର ୨୭୨ ୱାର୍ଡ  ମଧ୍ୟ ବାତ୍ୟା ଦ୍ୱାରା  ପ୍ରଭାବିତ ହୋଇଛନ୍ତି। ଏଥିରେ ମୋଟ ୪୪ ଲକ୍ଷ ୪୪ ହଜାର ୮୯୬ ଲୋକ ପ୍ରଭାବିତ ହୋଇଛନ୍ତି। ୫ଶହ […]

  • Monday, 26 July 2021
wine
କାଲିଠୁ ରାଜ୍ୟରେ ଅନ୍‌ଲାଇନରେ ମିଳିବ ମଦ: ଲାଗିଲା କୋଭିଡ୍‌ ଟ୍ୟାକ୍ସ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଅନ୍‌ଲାଇନରେ ମଦ ବିକ୍ରି ଆରମ୍ଭ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଅନ୍‌ଲାଇନ୍‌ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ୍‌ ଡେଲିଭରି ଦେଇପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଦର ହୋମ୍‌ ଡେଲିଭରି ହୋଇପାରିବ ବୋଲି କୁହାଯାଇଛି। ତେବେ ପୂର୍ବଥର ଅପେକ୍ଷା ଏଥର ମଦର ଦାମ୍‌ ଆକାଶ ଛୁଆଁ ହୋଇପାରେ। କାରଣ ମଦର ଦାମ୍‌ ସହିତ ଲାଗିଛି […]

  • Monday, 26 July 2021