• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tara
'ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି'

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ। ଆଜି ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା […]

rer
ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ ହାତରେ। କାରଣ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆସନ୍ତାକାଲି ହେବ ଶୁଣାଣି। ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ […]

odisa
ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଦାଖ ଗାଲୱାନ ଭ୍ୟାଲିରେ ୨ ଓଡ଼ିଆ ଯବାନ ସହିଦ ଘଟଣାରେ ଶୋକ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।  ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା […]

temple-under-mahandi
ମହାନଦୀରେ ପ୍ରାଚୀନ ମନ୍ଦିର ବୁଡ଼ିବା ଘଟଣାରେ ଅନୁଧ୍ୟାନ ଆରମ୍ଭ

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟରେ ମହାନଦୀ ଗର୍ଭରେ ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରତ୍ନତତ୍ୱବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିହେଲା, […]

  • Monday, 26 July 2021
top-headlines
ଟପ୍‌ ହେଡ୍‌ ଲାଇନ୍ସ: କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ, କରୋନାକୁ ବ୍ରେକ୍ ପାଇଁ ସରକାରଙ୍କ ପଦକ୍ଷେପ

ଟପ୍ ହେଡ୍ ଲାଇନ୍ସ ତିଥି ପାଖଉଛି, ଅଡୁଆ ବଢୁଛି: ରାଜ୍ୟ ସରକାରଙ୍କ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ଶଙ୍କାରେ ଭକ୍ତ। ଶ୍ୱର ଶାଣିତ କଲେ ବିରୋଧୀ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ, ରଥଯାତ୍ରା ବନ୍ଦ ହେଲେ ସୃଷ୍ଟି ହେବ କଳଙ୍କମୟ ଇତିହାସ। ସଂଘର୍ଷର ରୂପନେଲା ଚୀନ୍ ସୀମାରେ ଉତ୍ତେଜନା: ଜଣେ କର୍ଣ୍ଣେଲଙ୍କୁ ମିଶାଇ ୩ ଭାରତୀୟ ସୈନିକ ସହିଦ। ଚୀନ୍ ପକ୍ଷର ୫ ମୃତ। CDS ଓ ତିନି ବାହିନୀ ମୁଖ୍ୟଙ୍କ ସହ ରାଜନାଥଙ୍କ ଆଲୋଚନା, ଭାରତକୁ […]

  • Monday, 26 July 2021
patnagarh
ତିନି ବର୍ଷ ହେଲା ଖଟିଆରେ ପଡ଼ି ରହିଛନ୍ତି ପ୍ରଦୀପ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ

lp
ବୋହୂକୁ ଗୁଳି କରି ଜଙ୍ଗଲ ଆଡ଼େ ଯାଇଛି ଶ୍ୱଶୁର

ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା। ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପା ରାଗି ଯାଇ ପୁଅ ଉପରକୁ ଗୁଳି ଚଳାଇବାକୁ ଘରେ ଥିବା ବନ୍ଧୁକ ଉଠାଇଥିଲେ। ବାପ-ପୁଅ ମଧ୍ୟରେ ବଚସା ବଢ଼ିବା ପରେ ବାପା […]

ertrf
ଟେଷ୍ଟିଂ କମ୍ କରି ପଜିଟିଭ୍ କମ୍ ଦର୍ଶାଇବାକୁ ଚାହୁଁଛନ୍ତି କି ସରକାର ?

ଭବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ମାସ କୌଣସି ଗୋଟିଏ ଦିନ ସଂଖ୍ୟା ୪ ହଜାର ବି ଛୁଇଁନି। ଯାହାକୁ ନେଇ ଉଦ୍‌ବେଗ ସୃଷ୍ଟି ହୋଇଛି। ଟେଷ୍ଟିଂ କମୁଥିବାରୁ ଦିଲ୍ଲାକୁ ସୁପ୍ରିମୋକର୍ଟ […]

  • Monday, 26 July 2021
bhuda
ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ

ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି। ମିଳିଥିବା ସୂଚନା ମୁତାବକ ବୃଦ୍ଧ […]

utkala
ଭଦ୍ରକରେ ନିର୍ମାଣ ହେବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ

ଭଦ୍ରକ: ଭଦ୍ରକରେ ନିର୍ମାଣ ହେବ ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ। ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରଣକୀ ନିର୍ମାଣ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖ ପୂର୍ବରୁ ସ୍ମାରକି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ କବେଳ ପ୍ରତିମୂର୍ତ୍ତି ସ୍ଥାପନ ହେବନି, ତା ସହିତ ନାଟ୍ୟମଣ୍ଡପ, […]

  • Monday, 26 July 2021
njp
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍; କାହାକୁ ମିଳିଲା କେଉଁ ଦାୟିତ୍ୱ ?

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍। କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର। ଏହି ଟିମ୍‌ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଟିମ୍ ଉପସଭାପତି ହେଲେ- ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର […]

  • Monday, 26 July 2021
rain
୪୮ ଘଣ୍ଟାରେ ଆଉ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ: ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ମୌସୁମୀ ଆହୁରି ସକ୍ରିୟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କେତେ ଜିଲ୍ଲାକୁ ମୌସୁସୀ ଛୁଇଁ ସାରିଥିବା ବେଳେ ଆଉ  ୪୮ ଘଣ୍ଟାରେ ଆଉ କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ କହିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁଥିବା ବେଳେ ରାୟଗଡ଼ା, ଗଜପତି ଓ ଗଞ୍ଜାମର ବି କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବା […]

  • Monday, 26 July 2021
ko
ମାସ୍କ କେଳେଙ୍କାରୀ ନେଇ ଉତ୍ତର ରଖିଲା ବିଜେଡି

ଭୁବନେଶ୍ୱର: ମାସ୍କ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ପ୍ରେସ୍‌ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଲକ୍‌ଡାଉନ୍ ଯୋଗୁ ପ୍ରଡକ୍ସନ କଷ୍ଟ୍ ବଢ଼ିଥିବାରୁ ମାସ୍କ ରେଟ୍ ବଢ଼ିଲା। ପ୍ରଡକ୍ସନ କଷ୍ଟ୍ ବଢ଼ିବାରୁ ୧୦ ଟଙ୍କା ମାସ୍କ ୧୬ ଟଙ୍କାରେ କଣିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଥିବା ମଧ୍ୟ ବିଜେଡି ଉଦାହରଣ ଦେଇଛି। ଗୁଜରାଟ ୨୦, କର୍ଣ୍ଣାଟକ ୧୮, ତାମିଲନାଡ଼ୁ ୧୫ ଟଙ୍କା ୮୬ ପଇସାରେ କିଣିଛନ୍ତି ବୋଲି […]

  • Monday, 26 July 2021
dribing
ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍‌ଏଲ୍‌ ସ୍ଲଟ ବୁକିଂ

ଭୁବନେଶ୍ୱର: ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍‌ଏଲ୍‌ ସ୍ଲଟ ବୁକିଂ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେବେ DL/LL ସ୍ଲଟ ବୁକିଂ କରାଯିବ, ସେନେଇ ସରକାର ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି। ମାର୍ଚ୍ଚ ୧୮ରୁ ସେମ୍ବେର ୩୦ ତାରିଖ ମଧ୍ୟରେ ଡିଏଲ୍‌ ଓଏଲ୍‌ଏଲ୍‌ ଅବଧି ସରୁଥିଲେ ଏହା କାଏମ୍ ରହିବ। ତେବେ କେବେଠୁ ସାରଥି ପୋର୍ଟାଲ କାର୍ଯ୍ୟ କରିବ, ବିଜ୍ଞାପନ ମାଧ୍ୟମରେ […]

  • Monday, 26 July 2021
nilagiri
ବାଲେଶ୍ୱର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଉପଜିଲାପାଳ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ୫୦ରୁ ଅଧିକ ଲୋକେ ଏକାଠି ହୋଇ ଛଡ଼ାଇନେଲେ ଜବତ କରାଯାଇଥିବା ଗାଡ଼ି। ଖବର ଅନୁସାରେ, ବାଲେଶ୍ୱର ନୀଳଗିରି ତହସିଲ ଅଧିନ କାଠପାଳ ପୋଲ ନିକଟ ପୁନ୍ଦାଳ ସୋନ ନଦୀ ଘାଟରୁ ଆଜି ରାତିରେ ନୀଳଗିରି ପ୍ରଶାସନ ମିଳିତ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ ଓ ପୋଲିସ ଫୋର୍ସଙ୍କ ମିଳିତ ଚଢ଼ାଉରେ ଘଟଣାସ୍ଥଳରୁ ଦୁଇଟି ଡମ୍ଫର, […]

  • Monday, 26 July 2021
ମୋଈ
କାର୍‌ ଭିତରୁ ପୁଳା ପୁଳା ଟଙ୍କା ଜବତ

ବରଗଡ଼: ବରଗଡ଼ରୁ ରାୟପୁର ଅଭିମୁଖେ କାର୍‌ରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ବିଡ଼ା ବିଡ଼ା ନୋଟ୍ ଜବତ କରିଛି ଛତିଶଗଡ଼ ପୋଲିସ। ଯାହାର ପରିମାଣ ୧ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା । ୨ ଜଣ ହେଲେ ପ୍ରତୀକ ଛାପାଡ଼ିଆ ଏବଂ ସୁରେନ୍ଦ୍ର ସୋନା। ଏମାନେ କାର୍ ଡିକିରେ ସ୍ୱତନ୍ତ୍ର ଚାମ୍ବର ତିଆରି କରି ତାଭିତରେ ଏସବୁ ଟଙ୍କାକୁ ଭର୍ତ୍ତି କରି ନେଉଥିଲେ। କିନ୍ତୁ ଛତିଶଗଡ଼ ସିଂଘୋଡା ପୋଲିସ ରେହଟିଖୋଲ୍ […]

  • Monday, 26 July 2021
gyt
ପାଣି ଶୁଖିଲା ପରେ ମହାନଦୀ ଗର୍ଭରେ ଦିଶିଲା ୫ଶହ ବର୍ଷ ତଳର ପ୍ରାଚୀନ ମନ୍ଦିର

ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି। ବିଷ୍ଣୁ ମନ୍ଦିର ଢାଞ୍ଚାରେ ତିଆରି ହୋଇଛି ମନ୍ଦିର। ଏହା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି […]

  • Monday, 26 July 2021
rain
୨୪ ଘଣ୍ଟାରେ ଆରମ୍ଭ ହେବ ବର୍ଷା; ଏପଟେ ବଜ୍ରପାତରେ ଗଲା ୫ ଜୀବନ

ଭୁବନେଶ୍ୱର: ଧୀରେଧୀରେ ଓଡ଼ିଶା ଅଭିମୁଖେ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୧୨ ତାରିଖ ସୁଦ୍ଧା ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଭୁବନେଶ୍ୱର ପାଣିପାଗ ଗବେଷଣା କେନ୍ଦ୍ର ଏହି ଆକଳନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ମୌସୁମୀ ୧୨ ତାରିଖ ସୁଦ୍ଧା ଓଡ଼ିଶା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆସିବା ପୂର୍ବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ […]

  • Monday, 26 July 2021
samil
ମଧ୍ୟଯୁଗୀୟ ବର୍ବରତା: ଭିନ୍ନ ଜାତିରେ ଭୋଜି ଖାଇଥିଲେ ବୋଲି ଦୁଇ ଭଉଣୀଙ୍କୁ ଲଣ୍ଡା କଲେ ଜାତୀ ଭାଇ

କୋରାପୁଟ: ମାନବ ଗଲାଣି ଚନ୍ଦ୍ରପୃଷ୍ଠକୁ। ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଭେଦିବାକୁ ପ୍ରୟାସ ବି କଲାଣି। ଅଥଚ ମଧ୍ୟଯୁଗୀୟ ମାନସିକତାରୁ ମୁକୁଳି ପାରୁନି ଉପାନ୍ତ ଇଲାକାର ମଣିଷ। ଆଜି ବି ଜାତିବାଦର କୁତ୍ସିତ ଚିନ୍ତାଧାରା ତାକୁ କବଳିତ କରି ରଖିଛି। ଭିନ୍ନ ଜାତିର ଭୋଜି ଖାଇଲେ ବୋଲି ପିତୃହରା ଦୁଇ ଭଉଣୀଙ୍କୁ ଲଣ୍ଡା କରିବା ଏବଂ ପରେ ସାହି ଭାଇ ଜାତିରେ ମିଶାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋରାପୁଟ ଜୟପୁର ଅଞ୍ଚଳରେ ଏଭଳି ଦଣ୍ଡ ପାଇଥିବା ଦୁଇ […]

  • Monday, 26 July 2021
dl
ପୁଣିଥରେ ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ; କାଲିଠାରୁ ସ୍ଲଟ ବୁକିଂ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। DL ଓ LL ଟେଷ୍ଟ ଆରମ୍ଭ ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର। ସାମାଜିକ ଦୂରତ୍ୱ ସହ ସବୁ ଗାଇଡଲାଇନ ମାନି ଟେଷ୍ଟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଡିଏଲ୍ ଟେଷ୍ଟ ପାଇଁ ଆସନ୍ତାକାଲିଠାରୁ ପୁଣିଥରେ ସ୍ଲଟ ବୁକିଂ ଆରମ୍ଭ ହେବ। ସକାଳ ୭ଟାରୁ DL ଟେଷ୍ଟ ସ୍ଲଟ ବୁକିଂ ଖୋଲିବ। ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ […]

  • Monday, 26 July 2021
cm naveen
ଘରକୁ ଘର ବୁଲି କୋଭିଡ୍ ପରିସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଜରିଆରେ ଚାଲିଥିବା ଏକ କର୍ମଶାଳାରେ ଯୋଗଦେଇ ନବୀନ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବା ଏବଂ ସୁସ୍ଥତା ହାର ବୃଦ୍ଧି କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ପରିସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ସେ CDMO ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। […]

  • Monday, 26 July 2021
kamala
କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ। କିଡ୍‌ନୀରେ ସମସ୍ୟା ଥିବା ସନ୍ଦେହ କରି ତାଙ୍କର ଅଲ୍ଟ୍ରାସାଉଣ୍ଡ କରାଯାଇ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଦେଇଛନ୍ତି। ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁଁ ୨ ଦିନ ତଳେ କମଳାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସେ, ଜିଲ୍ଲା ପ୍ରଶାସନ ନିଜ ଖର୍ଚ୍ଚରେ ତାଙ୍କୁ ବ୍ରହ୍ମପୁର ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି। […]

  • Monday, 26 July 2021
chating
ପ୍ରବଳ ବର୍ଷା; ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ଜିଲ୍ଲାରେ ଝଡ଼ ବର୍ଷା ସହ ୪୦ କିମି ବେଗରେ ପବନ ବହିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ୱେଲ୍‌ମାର୍କରେ ପରିଣତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ତା ସହିତ ଆଜି ଓ କାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, କନ୍ଧମାଳ ଓ […]

  • Monday, 26 July 2021
prdaeep
ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କରୋନା ମହାମାରୀ ବେଳେ ଶାହ ଓଡ଼ିଶା ଲୋକଙ୍କ ସମସ୍ୟା ଉପରେ ଫୋକସ ନ କରି ରାଜନୈତିକ ଅଭିସନ୍ଧିମୂଳକ ମତ ରଖିଛନ୍ତି ବୋଲି ପ୍ରଦୀପ କହିଛନ୍ତି। ରାଜ୍ୟରେ ମାସ୍କ, ପିପିଇ କିଟ୍ ଦୁର୍ନୀତି ସଂପର୍କରେ ଶାହ ମୁହଁ ଖୋଲିନାହାନ୍ତି। କେବଳ ନିଜ ସରକାରଙ୍କ ପ୍ରଚାର ପ୍ରସାର କରିଛନ୍ତି। କରୋନା ଆକ୍ରାନ୍ତ ଲୋକଙ୍କ ପାଇଁ ଶାହଙ୍କର ଦରଦ ନାହିଁ ବୋଲି […]

  • Monday, 26 July 2021