• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kamala
ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ

ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ। ରକ୍ତଚାପ ବୃଦ୍ଧି ଯୋଗୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଦୀର୍ଘ ଦିନ ହେଲା ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ସହ ରକ୍ତଚାପ ସମସ୍ୟା ରହିଥିଲା। ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ। କୃଷି କ୍ଷେତ୍ରରେ ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ରାଷ୍ଟ୍ରପତିଙ୍କ […]

  • Monday, 26 July 2021
op
ଲଘୁଚାପ ଅପ୍‌ଡେଟ୍: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଅଧତ୍କାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଦେଖା ଦେଇଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏନେଇ ଆସନ୍ତା କାଲି ସକାଳ ୮ଟା ୩୦ ସୁଦ୍ଧା ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କେନ୍ଦୁଝର, […]

  • Monday, 26 July 2021
dad
ଛେଳି ଚୋର କହି ପିଟି ପିଟି ମାରିଦେଲେ

ବାରିପଦା: ମଣିଷ ଦିନକୁ ଦିନ ଏତେ ନୃଶଂସ ହୋଇଯାଉଛି ଯେ ମାନବିକତା, ଦୟାର ଅର୍ଥ ବୁଝୁ ନାହିଁ। ସାମାନ୍ୟା କଥାକୁ ନେଇ ଜଣେ ଅନ୍ୟ ଜଣକୁ ଜୀବନରୁ ମାରିଦେଉଛି। ବାରିପଦାରୁ ଏଭଳି ଏକ ଘଟଣା ସାମ୍ନା ଆସିଛି। ଛେଳି ଚୋର ସନ୍ଦେହରେ ଜଣକୁ ପିଟି ପିଟି ମାରିଦେଇଛନ୍ତି ଲୋକେ। ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ। ଅଭିଯୋଗ ଅନୁସାରେ, ପାଲବଣୀ ଗାଁରୁ ଗତ ୨୫ […]

  • Monday, 26 July 2021
team
ଓଡ଼ିଶାରେ ବାତ୍ୟା ଅମ୍ପନ୍ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଅମ୍ପନ୍ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଆଜି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥିବା କେନ୍ଦ୍ରୀୟ ଟିମର ୩ ଜଣିଆ ସଦସ୍ୟ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ରାଜନଗର ବ୍ଲକର ପେଣ୍ଠକଟା ସହ ଅନ୍ୟ କିଛି ଅଞ୍ଚଳ ପରିଦର୍ଶନ କରିଥିଲେ। ସେପଟେ ବାଲେଶ୍ୱର ଗସ୍ତରେ […]

  • Monday, 26 July 2021
df
ଆଳୁ-ପିଆଜ ଦର ନିୟନ୍ତ୍ରଣ ମୁକ୍ତ ହେବାକୁ ରାଜ୍ୟର ବିରୋଧ

ଭୁବନେଶ୍ୱର: ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ମାର୍କେଟ। ଏହି ନାରାରେ ଚାଷୀଙ୍କୁ ଫାଇଦା ଦେବାକୁ  ଆଳୁ ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ ଏହା ଦର ଦାମ ଉପରେ ଆଉ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ। ଚାଷୀ ନିଜ ଉତ୍ପାଦନକୁ ଅଧିକ ଦରରେ ବିକିବାର ସୁଯୋଗ ପାଇବ ବୋଲି ଏଭିଳ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ବି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ତେବେ […]

  • Monday, 26 July 2021
temple
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି। ସକାଳ ପାହିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ରୀତିନୀତି ଓ ପରମ୍ପରା ଅନୁଯାଇ ଆସନ୍ତାକାଲି ସକାଳ ୫ ରୁ ୬ ମଧ୍ୟରେ ଚୋକାଛଡ଼ା ନୀତି ଅନୁଷ୍ଠିତ ହେବ। ଏହା ପରେ ଗୋଟି ପହଣ୍ଡି କରି ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରିବେ। ତେବେ ଆସନ୍ତାକାଲି ବାରିପଦାରେ ମଧ୍ୟ କରୋନା ଲକ୍‌ଡାଉନ୍ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ କରାଯିବ। ସକାଳୁ ସଂନ୍ଧ୍ୟା […]

  • Monday, 26 July 2021
aparajita
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରି ଫାଇନ୍‌ ଦେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: କରୋନାର ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବାରୁ ଜୋରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏକଥା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଗତକାଲି ଯାଇଥିବା ବେଳେ ସାମାଜିକ ନିୟମ ଭଙ୍ଗ ହୋଇଥିବାରୁ ନିଜ ତରଫରୁ ସେ ଜୋରିମାନା ଦେଇଥିବା କହିଛନ୍ତି ଅପରାଜିତା। Under very special circumstances, I went to the residence of Sri Jagannath Pradhan, BJP leader, yesterday. I […]

  • Monday, 26 July 2021
s
ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି। ଏହି ଟିମ୍‌ର ଗତକାଲି ୫ ଜଣ ସଦସ୍ୟ ଆସିଥିବା ବେଳେ ଆଗରୁ ୨ ଜଣ ଆସିଥିଲେ। ଟିମ୍‌ ୩ ଦିନ ଧରି ରାଜ୍ୟରେ ରହିବ। ଆସନ୍ତାକାଲି ଗୋଟିଏ […]

  • Monday, 26 July 2021
chkde
କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ ବୋଲି କହିଲା ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ ବୋଲି କହିଲା ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ। କୁକୁଡ଼ା ମାଂସ ଦ୍ୱାରା କରୋନା ବ୍ୟାପିବା ନେଇ କିଛି ବୈଜ୍ଞାନିକ ପ୍ରମାଣ ନାହିଁ। ଉପଲବ୍ଧ ତଥ୍ୟକୁ ଭିତ୍ତିକରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ବୋଲି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।ତେବେ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛଇ। ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଏକ […]

  • Monday, 26 July 2021
sdfgdfg
ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍।  ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଟିମ ଓଡ଼ିଶା ଆସିଛି। ଆଜି ୫ ଜଣିଆ ଟିମ୍‌ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ଏହି ୭ ଜଣିଆ ଟିମ୍ ଅମ୍ପନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବ। ୩ ଦିନ ଧରି ଏହି ଟିମ୍‌ ରାଜ୍ୟରେ ରହିବ।  ବାତ୍ୟାରେ ରାଜ୍ୟରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ଏହି ଟିମ କେନ୍ଦ୍ରକୁ ରିପୋର୍ଟ […]

  • Monday, 26 July 2021
ma
ଅନ୍‌ଲାଇନରେ ମଦ ମଗାଉଛନ୍ତି କି ? ହୁସିଆର୍ !

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଅନ୍‌ଲାଇନରେ ମଦ ମଗାଉଛନ୍ତି କି ? ମିଛ ବିଜ୍ଞାପନର ମୋହରେ ପଡ଼ି ମଦ ପିଇବାକୁ ଆଶା ରଖିଛନ୍ତି କି ? ହୁସିଆର୍ ! କାରଣ ଫାଶ ବସାଇଛନ୍ତି ସାଇବର୍ ଠକ। ଫାଶରେ ପଡୁଛନ୍ତି ଆଛା ଆଛା ଲୋକ। ଭୁବନେଶ୍ୱରର ଜଣେ ସଫ୍ଟେୱେୟାର ଇଞ୍ଜିନିୟର ଏଭଳି ଠକାମୀର ଶିକାର ହୋଇଛନ୍ତି। ସେ ଅନ୍‌ଲାଇନ୍‌ରେ ମଦ ବୁକ୍ କରିବାରୁ ଲୁଟେରା ତାଙ୍କଠାରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏକ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍‌ରୁ ମଦ ଦୋକାନର […]

  • Monday, 26 July 2021
rain
୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ବଜ୍ରପାତ ସହ ଝଡ଼ବର୍ଷା ସାମ୍ଭାବନା

ଭୁବନେଶ୍ୱର: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ବିହାର ଓ ଛତିଶଗଡ଼ ଉପରେ ସୃଷ୍ଟ ଟ୍ରପଲାଇନ ଯୋଗୁ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ବାଲେଶ୍ୱର, ଢେଙ୍କାନାଳ ଓ କଟକ। ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ଆଶଙ୍କା ରହିଛି। […]

  • Monday, 26 July 2021
md
ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର। ମାର୍ଚ୍ଚ ୧୬ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦେବାକୁ ଚିଠି ଲେଖିଛନ୍ତି ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୭୧୭ ଟଙ୍କା […]

  • Monday, 26 July 2021
park
ପାର୍କ ଯିବା ସମୟରେ ପରିବର୍ତ୍ତନ; ବୟସ ଅନୁସାରେ ଲାଗିଲା କଟକଣା

ଭୁବନେଶ୍ୱର: ମହାନଗର ନିଗମ ଅଧିନରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ ହୋଇଛି। ଏଥିସହିତ ପାର୍କରେ ପ୍ରବେଶ ନେଇ ବୟସ ଅନୁସାରେ କଟକଣା ଲଗାଯାଇଛି। ଏଣିକି ସକାଳ ୫ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ପାର୍କ। ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାର୍କ ଖୋଲିବ। ସକାଳ ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପାର୍କ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ଅନ୍ୟ ବୟସର ଲୋକଙ୍କ ପାଇଁ ପାର୍କ […]

  • Monday, 26 July 2021
tahia
୫ରେ ସ୍ନାନଯାତ୍ରା; ଚାଲିଛି ଠାକୁରଙ୍କ ଟାହିଆ ପ୍ରସ୍ତୁତି କାମ

ପୁରୀ: ଆସନ୍ତା ୫ ତାରିଖରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଥିବାରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଭକ୍ତମାନଙ୍କୁ ଦର୍ଶନ ଅନୁମତି ନାହିଁ। ତାଲିକା ଅନୁଯାୟୀ, ସେବାୟତ ସେବା ପୂଜା କରିବେ। ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେବାୟତ। ବେତ, ବାଉଁଶ, ସୋଲ, କନା, ଜରି ଆଦିରେ ତିଆରି ଚାଲିଛି ଠାକୁରଙ୍କ ଟାହିଆ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରତ୍ନସିଂହାସନରୁ ଓହ୍ଲାଇ ପହଣ୍ଡି ହୋଇ ସ୍ନାନମଣ୍ଡପକୁ […]

  • Monday, 26 July 2021
kid
ମହିଳାଙ୍କୁ ରାତିରେ ଥାନାକୁ ଡାକିବା ଘଟଣାକୁ ନେଇ ଉତ୍ତେଜନା

କେନ୍ଦୁଝର: ମହିଳାଙ୍କୁ ରାତିରେ ଥାନାକୁ ଡାକିବା ଘଟଣାକୁ ନେଇ କେନ୍ଦୁଝର ଆନନ୍ଦପୁର ବଉଳା ଥାନା ନିକଟରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବୋଉଳା ଫାଣ୍ଡିରେ ମହିଳାଙ୍କୁ ରାତିରେ ଡକାଯିବାକୁ ନେଇ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ଅପହରଣ ମାମଲାରେ ସ୍ଥାନୀୟ ଜଣେ ମହିଳାଙ୍କୁ ଥାନାରୁ ଡକରା ହୋଇଥିଲା। ତେବେ ଏହାକୁ ବିରୋଧ କରି ଶତାଧିକ ଲୋକେ ବୋଉଳା ଫାଣ୍ଡିରେ ପହଞ୍ଚିଥିଲେ। ହେଲେ ପୋଲିସ୍ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। […]

  • Monday, 26 July 2021
pratap
ମୋଦି ଯାହା କହନ୍ତି ସେୟା କରନ୍ତି: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ମୋଦିଙ୍କ କଥା ମାନେ କାମ ବୋଲି କହିଛନ୍ତି ପ୍ରତାପ। ଏଥିସହିତ କଂଗ୍ରେସକୁ ତେର୍ଚ୍ଛା ବାଣ ମାରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ହାଲ୍‌କା ଟାର୍ଗେଟ୍ କରି ପ୍ରତାପ କହିଛନ୍ତି, ମୋଦି  ଯାହା କହନ୍ତି ସେୟା କରନ୍ତି। ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କ ପାଖକୁ ଲୋକ ପ୍ରତିନିଧି ଯାଇଥିଲେ। ଓଡ଼ିଶାର ସବୁ ଦଳର ପ୍ରତିନିଧି […]

  • Monday, 26 July 2021
coronavirus
୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟର ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ସୁସ୍ଥମାନଙ୍କ ମଧ୍ୟରୁ ୨୨ ଦେବଗଡ଼, ୧୬, ପୁରୀ, ୧୫ ନୟାଗଡ଼, ୯ ବଲାଙ୍ଗିର, ଅନୁଗୁଳ ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ଭଦ୍ରକ ଓ ସୁନ୍ଦରଗଡ଼ରୁ ଦୁଇଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡୀ ଏବଂ ବରଗଡ଼ରେ […]

  • Monday, 26 July 2021
girl
କାମ ଦେବା ବାହାନାରେ ଡାକି ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଆକ୍ରମଣ

ବାଙ୍କୀ: କାମ ଦେବା ବାହାନାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଆକ୍ରମଣ ହୋଇଛି। ଏଭଳି ଅଭିଯୋଗ ଆସିଛି କଟକ ବାଙ୍କୀ ଥାନା ଅଞ୍ଚଳରୁ। ଯୁବତୀ ଜଣକ କଟକ ବଡ଼ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୁଇ ଗୋଡ଼ ଭାଙ୍ଗିଛି। ଅଭିଯୋଗ ଅନୁଯାୟୀ, ଦୁଇ ମାସ ତଳେ ଯୁବତୀ ଜଣଙ୍କୁ ତାଙ୍କ ସମ୍ପର୍କୀୟ ଭଉଣୀ ବାଲେଶ୍ୱରକୁ ଲୁଗା ସିଲେଇ କାମ ପାଇଁ ଡାକିନେଇଥିଲେ। ଏହାପରେ ଲକଡାଉନର ଆଳ ଦେଖାଇ ତାଙ୍କୁ ଏକ ହୋଟେଲରେ […]

  • Monday, 26 July 2021
sisu
ଜନ୍ମର ୩ ଦିନ ପରେ ଲୁହାକଣ୍ଟାରେ ଶିଶୁପୁତ୍ରର ପେଟକୁ ଚେଙ୍କ ଦେଲା ବାପା

ନବରଙ୍ଗପୁର: ଯେତେ ସେଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ପୁଣି ଶିଶୁକୁ ଚେଙ୍କ ଦେବା ଘଟଣା ସାମ୍ନାକୁ ଆସିଛି। ଜନ୍ମର ୩ ଦିନ ପରେ ଶିଶୁପୁତ୍ରକୁ ଚେଙ୍କ ଦେଇଛି ବାପା। ଗୁରୁତର ହୋଇ ଶିଶୁଟି ଏବେ ମେଡିକାଲେ ଭର୍ତ୍ତି ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳ ମୋକିଆ ଗାଁର ଏଭଳି ଅନ୍ଧବିଶ୍ୱାସର ଘଟଣା ଘଟିଛି। ଗତ ୩୦ ତାରିଖରେ ଦୁର୍ମିଳା ବିଶି ନାମକ ମହିଳା ଚନ୍ଦାହାଣ୍ଡି ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ଜନ୍ମର […]

  • Monday, 26 July 2021
cm
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ

ନୂଆଦିଲ୍ଲୀ: IANS-C VOTER ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନବୀନ ପଟ୍ଟନାୟକ। ତାଙ୍କ କାର୍ଯ୍ୟରେ ପ୍ରାୟ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି। ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ତୃତୀୟରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ। ଭୁପେଶ ବାଘେଲଙ୍କୁ ୮୧.୦୬ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିବାବେଳେ ବି.ବିଜୟନଙ୍କୁ ମିଳିଛି ୮୦.୨୮ ପ୍ରତିଶତ ଜନତାଙ୍କ ସମର୍ଥନ। ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଲୋକପ୍ରିୟତା […]

  • Monday, 26 July 2021
debi
କେନ୍ଦ୍ର ବଢ଼ାଇଥିବା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପର୍ଯ୍ୟାପ୍ତ ନୁହେଁ: ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର: ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବଢ଼ାଇ ଥିବାରୁ ଏହା ଖୁସିର କଥା। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ବିଜେଡି କହିଛି। କାଲି କେନ୍ଦ୍ର ମନ୍ତ୍ରୀ କହିଲେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ବଢ଼ିଛି। କିନ୍ତୁ ସେକଥା ଠିକ୍‌ ନୁହେଁ, ଦେଢ଼ ଗୁଣା ହେଲେ ପ୍ରାୟ ୩ ହଜାର ୩ଶହ ଟଙ୍କା ହେଉଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର। ଉତ୍ପାଦନ ଖର୍ଚ୍ଚ ଓ ଆନୁଷଙ୍ଗିକ ଖର୍ଚ୍ଚରେ ୧୦ ପ୍ରତିଶତ […]

  • Monday, 26 July 2021
pratap
ପ୍ରତାପ ଷଡ଼ଙ୍ଗୀଙ୍କ ବିଷୟରେ ଅପପ୍ରଚାରକୁ ବିରୋଧ କରି ଥାନାରେ ଏତଲା ଦେଲା ବିଜେପି

ବାଲେଶ୍ୱର: ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଓ ସୋସିଆଲ ମିଡିଆରେ ଅପପ୍ରଚାରକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ସୋସିଆଲ ମିଡିଆରେ ଏହାକୁ ଅପଲୋଡ୍ କରିଥିବା ଏତଲାରେ ଦର୍ଶାଯାଇଛି। ଏଭଳି ଅପପ୍ରଚାର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କ ସମ୍ମାନହାନୀ କରୁଥିବା ଦର୍ଶାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

  • Monday, 26 July 2021
save
କ୍ୱାରେଣ୍ଟିନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ

ଗଞ୍ଜାମ: କ୍ୱାରେଣ୍ଟିନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ। ଏହାକୁ ନେଇ ତାତିଲେ ଲୋକେ। ଏହାକୁ ତୀବ୍ର ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗାଁ ଲୋକେ। ଏହି ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର କଳମ୍ବ ପଞ୍ଚାୟତରେ। ଏହି ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏଠାରେ କିଛି ମଦ ବ୍ୟବସାୟୀ ସଂଘରୋଧ କେନ୍ଦ୍ରରେ ମଦ ଯୋଗାଉଥିବା ଅଭିଯୋଗ ହେଉଥିଲା। ପ୍ରତିବାଦ କରିବାରୁ ସରପଞ୍ଚ ଓ କିଛି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ହୋଇଥିବାର […]

  • Monday, 26 July 2021
ratha
ଚାଲିଛି ରଥ କାମ; ଯାଞ୍ଚ ହେଲା ସ୍ନାନମଣ୍ଡପ

ପୁରୀ: ରଥଖଳାରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ। ଚକ ଡେରା ବିଧି ମୁତାବକ ସମ୍ପନ୍ନ ହେବା ପରେ ଆଜି ଅଖ ଉପରେ ଦଣ୍ଡା ପଡ଼ିଛି। ନନ୍ଦିଘୋଷ, ତାଳଧ୍ୱଜ ରଥର ୯ଟି ଲେଖାଏଁ ଦଣ୍ଡା ସହ ଦୁଇଟି ମୁହାଁଟ ଲଗାଯାଇଛି। ସେହିପରି ଦେବଦଳନ ରଥରେ ୭ଟି ଦଣ୍ଡା ଓ ଦୁଇଟି ମୁହାଁଟ ଲଗାଯାଇଛି। ସ୍ନାନଯାତ୍ରା ଦିନ ୪ ନାହାକା ଉଠିବ ବୋଲି ତାଳଧ୍ୱଜ ରଥର ମୁଖ୍ୟ ମହାରଣା ସୂଚନା ଦେଇଛନ୍ତି। ଦଣ୍ଡା ପକାଇବା ସମୟରେ ହରିବୋଲ […]

  • Monday, 26 July 2021