କୋଲକାତା: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଜଣେ ବୃଦ୍ଧାଙ୍କ ସହ। ଏକ ମାଛକୁ ବିକ୍ରି କରି ବୃଦ୍ଧା ଜଣକ ରାତାରାତି ଲକ୍ଷପତି ହୋଇଯାଇଛନ୍ତି। ଘଟଣାଟି ହେଲା, ପଶ୍ଚିମବଙ୍ଗ ସାଗର ଆଇଲ୍ୟାଣ୍ଡ୍ ଚକଫୁଲଦୁବି ଗାଁରେ ରହୁଥିବା ପୁଷ୍ପା କର ନାମକ ଏହି ବୃଦ୍ଧା ନଦୀରୁ ଏକ ମାଛ ଧରିଥିଲେ। ଯାହାର ଓଜନ ୫୨ କିଲୋ ଥିଲା। ଏହାକୁ ସେ ୩ ଲକ୍ଷରୁ ଅଧିକ ଟଙ୍କାରେ […]
ମୁମ୍ବାଇ: ମୁମ୍ବାଇର ସ୍ୱର ଏବେ ଶୁଣିବାକୁ ମିଳିଛି ଦିଲ୍ଲୀରେ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଜୋରଦାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ। ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ବନ୍ଧୁ ତଥା କୋରିଓଗ୍ରାଫର୍ ଗଣେଶ ଗାୟକ୍ୱାଡ୍ ଓ ପୂର୍ବତନ ସହଯୋଗୀ ଅଙ୍କିତ ଆଚାର୍ଯ୍ୟ। ଆଜିଠୁ ଅନଶନରେ ବସିଛନ୍ତି ଉଭୟ ବନ୍ଧୁ। ଏମାନଙ୍କୁ ସମର୍ଥନ ଜଣାଇ ବହୁ ସଂଖ୍ୟାରେ ସୁଶାନ୍ତଙ୍କ ପ୍ରଶଂସକ ଓ ସମର୍ଥକ ଆସି ଜନ୍ତରମନ୍ତରରେ ପହଞ୍ଚିଛନ୍ତି। ଲୋକମାନେ […]
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜୟନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ବାପୁ, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧାନତୀ ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କୁ ଆଜି ସାରା ଦେଶ ମନେପକାଉଥିବା ବେଳେ ଆସନ୍ତୁ ଜାଣିବା ଗାନ୍ଧୀଙ୍କର ସେହି ୧୦ଟି ଆଦର୍ଶ। ଯାହା ସମ୍ପୂର୍ଣ୍ଣ ନିଆରା ଆଉ ଗୁରୁତ୍ୱପୂର୍ଣ୍ଣ। ୧) ସତ୍ୟ ହେଉଛି ଜୀବନ ଏବଂ ଇଶ୍ୱର। […]
ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି। ଦେଶରେ ଏବେ ମୋଟ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୨ ହଜାର ୨୧୭ଙ୍କ ଚିକିତ୍ସା ଚାଲୁଥିବା ବେଳେ ସୁସ୍ଥ ହେଲେଣି ୫୩ ଲକ୍ଷ ୫୨ ହଜାର ୦୭୮ ଜଣ । ସୁସ୍ଥ ହୋଇଥିବା କେନ୍ଦ୍ର […]
ମୁମ୍ୱାଇ : ବଲିଉଡ୍ ଅଭିନେତା ଇଶାନ୍ ଖଟ୍ଟର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ଫିଲ୍ମ ‘ଖାଲି ପିଲି’ ଆଜି ରିଲିଜ୍ ହୋଇଛି। ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ହଲ୍ ସମେତ ଓଟିଟି ପ୍ଲାଟ୍ଫର୍ମରେ ଫିଲ୍ମଟି ରିଲିଜ୍ ହୋଇଛି। ତେବେ ରିଲିଜ୍ ପୂର୍ବରୁ ଏହି ଫିଲ୍ମର କିଛି ସିନ୍କୁ ସେନସର ବୋର୍ଡ ପକ୍ଷରୁ କଟାଯାଇଥିବା ସୂଚନା ମିଳିଛି। ଫିଲ୍ମରେ ଗାଳି ଓ ଭର୍ଜିନ୍ ଶବ୍ଦର ପ୍ରୟୋଗ ହୋଇଥିବାରୁ ସେନ୍ସର୍ ବୋର୍ଡ ପକ୍ଷରୁ କିଛି ସିନ୍ କାଟିଦିଆଯାଇଛି। […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପରେ ମୃତ ପୀଡ଼ିତାଙ୍କ ଘରକୁ ଯିବା ବେଳେ ପୋଲିସ ଓ ଟିଏମ୍ସି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଟିଏମସିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେରେକ ଓବ୍ରାଏନ୍ ତଳେ ପଡ଼ି ଯାଇଥିଲେ । ଯୁଗ୍ମ ମାଜିଷ୍ଟ୍ରେଟ୍ ପ୍ରେମ ପ୍ରକାଶ ମିନା ନିଜେ ଦେରେକଙ୍କୁ ଏପରି ଧକ୍କା ଦେଇଥିବା ଅଭିଯୋଗ କରିଛି ଟିଏମ୍ସି। ଟିଏମ୍ସିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ […]
ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା କରୋନା ଟିକା ମିଳିଯାଇପାରେ ବୋଲି କହିଛନ୍ତି ରଣଦୀପ। ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରଣଦୀପଙ୍କୁ କରୋନା ଟିକା ନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରଣଦୀପ କହିଥିଲେ ଯେ, କରୋନା ଭ୍ୟାକ୍ସିନ୍ କେବେ ମିଳିବ ତାହା ଠିକ୍ ଭାବେ କହିବା କଷ୍ଟକର। ଏଥିପାଇଁ ଅନେକ ଗୁଡ଼ିଏ କାରଣ […]
ନୂଆଦିଲ୍ଲୀ: କରୋନା ଲକଡାଉନ ସମୟରେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ କିମି ଅତିକ୍ରମ କରିଥିଲେ ବିହାର ଝିଅ ଜ୍ୟୋତି କୁମାରୀ। ୧୫ ବର୍ଷୀୟା ଜ୍ୟୋତିଙ୍କୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଜ୍ୟୋତି ଦୀର୍ଘ ୭ ଦିନ ଧରି ସାଇକେଲରେ ବସାଇ ତାଙ୍କ ଆହତ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ। ଏ ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ ବଡ଼ କରୋନା ପ୍ରତିରୋଧକ। କିନ୍ତୁ ଏହାପରେ ବି ଜଣେ ଅନ୍ୟ ଜଣଙ୍କ ଠାରୁ ଦୁଇ ଗଜ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ୍ କରିବା ହିଁ […]
ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ପି ଓ.ପି ସୋଲାଙ୍କି କହିଛନ୍ତି, ନାବାଳିକା ପୀଡ଼ିତା ଜଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା […]
ଲକ୍ଷ୍ନୌ: ହାଥରସର ୧୯ ବର୍ଷୀୟା ଦଳିତ ଯୁବତୀ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ପଞ୍ଚାୟତ ବସାଇଲେ ଉଚ୍ଚ ବର୍ଗର ଲୋକେ। ଦୁଷ୍କର୍ମ ଅଭିଯୋଗରେ ଗିରଫ ଓ ପୋଲିସ କଷ୍ଟୁଡିରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟି ଟିମ୍ ପକ୍ଷପାତ ନ କରି ଏହାର ସଠିକ୍ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଜଣେ ଧାରଣାକାରୀ କହିଛନ୍ତି, […]
ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ ଟ୍ୱିଟର ଘାତକ ବୋଲି କହୁଛନ୍ତି । ଅଭିଯୋଗ ଅନୁସାରେ ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲେ। ଯେଉଁମାନେକି ଅନଲାଇନରେ ସେମାନଙ୍କ ଜୀବନ […]
ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ ମାସେ ହେବ ସେ ଶ୍ରୀଲଙ୍କାରେ ଥିଲେ। ଅନୁରାଗ ଏସମ୍ପର୍କରେ ସମସ୍ତ ଦରକାରୀ ତଥ୍ୟ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ଏସମ୍ପର୍କରେ ପଚରାଉଚରା ପାଇଁ ସେପ୍ଟେମ୍ବର ୩୦ […]
ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍ ନୁହେଁ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି, ରାଜା, ଭୀମ ଆର୍ମୀ […]
ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି ମିଡିଆ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ପୀଡ଼ିତାଙ୍କ ଘରକୁ ପୋଲିସ ଛାଉଣୀ କରି ରଖିଛି। ଏହି ଘଟଣାରେ ବିରୋଧୀ ତ ବିରୋଧୀ ଏବେ ନିଜ ଦଳର ନେତା […]
ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ
ଲକ୍ଷ୍ନୌ: ହାଥରସ ଘଟଣାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ସରକାରଙ୍କର। ଏହି ମାମଲାରେ ୫ ଜଣଙ୍କ ନିଲମ୍ବିତ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ହାଥରସ ଏସ୍ପି, ଡିଏସ୍ପି, ଷ୍ଟେସନ ଇନସ୍ପେକ୍ଟର ଏବଂ ଦୁଇ ଅନ୍ୟ ଅଫିସର୍ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତା ମାନେ ହେଲେ ଏସ୍ପି ବିକ୍ରାନ୍ତ ଭୀ, ଡିଏସ୍ପି ରାମ ଶବ୍ଦ, ଇନସ୍ପେକ୍ଟର ଦିନେଶ ବର୍ମା, ସବ ଇନସ୍ପେକ୍ଟର ଜଗଭୀର ସିଂହ ଏବଂ ହେଡ୍ କନଷ୍ଟେବଲ ମହେଶ ପାଲ। ଏହି ୫ […]