ନୂଆଦିଲ୍ଲୀ: ଦେଶର ବଡ ବ୍ୟବସାୟୀ ତଥା ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ ରତନ୍ ଟାଟାଙ୍କ ଜୀବନକୁ ନେଇ ଅନେକ ରୋଚକ ଅନୁଭୂତି ରହିଛି। ଏହି ଅନୁଭୂତିକୁ ସେ ନିଜେ ସମସ୍ତଙ୍କୁ ଜଣାଇଥାନ୍ତି। ଏମିତି ଏକ ରୋମାଞ୍ଚକର ଘଟଣା ତାଙ୍କ ଜୀବନରେ ଘଟିଥିଲା ଯାହା ସେ ଏକ ଚାନେଲ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି। ରତନ୍ ଟାଟାଙ୍କ କହିବା ଅନୁସାରେ, ତାଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ବୟସ ସେତେବେଳେ ସେ ଏକ ବିମାନରେ ଯାଉଥିଲେ। ହଠାତ୍ ବିମାନରେ ତ୍ରୁଟି […]
ମୁମ୍ବାଇ: ୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ରାଶି ରାଶି ଗୀତର ଉପହାର ଦେଇଛନ୍ତି ସେ। ସେ କୋକିଳ କଣ୍ଠୀ, ସ୍ୱର ସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ଭାରତ ରତ୍ନ ଲତା ମଙ୍ଗେସକର। ତାଙ୍କର କଣ୍ଠସ୍ୱର ପାଖରେ ସତେ ଯେମିତି ହାର୍ ମାନିଛି ବୟସ। ଆଜି ଜନ୍ମଦିବସରେ ଲତାଙ୍କୁ ଅନେକ ଅନେକ ଶୁଭେଚ୍ଛା .. ହିନ୍ଦୁସ୍ତାନୀ […]
ରାଜନନ୍ଦଗାଓଁ: ଇଣ୍ଡୋ-ତିବ୍ବତିଆନ ସୀମାରେ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ପାଇଁ ବର୍ତ୍ତି ଯାଇଛି ଇଣ୍ଡୋ-ତିବ୍ବତିଆନ ବର୍ଡର ପୋଲିସ (ITBP)ଙ୍କ ଜୀବନ। ଘଟଣା ଘଟିଛି ଛତିଶଗଡ଼ ରାଜନନ୍ଦଗାଓଁ ଜିଲ୍ଲାରେ। ଆତଙ୍କବାଦୀମାନେ ଲଗାଇଥିବା ବିସ୍ଫୋରକକୁ ଏହି ତାଲିମପ୍ରାପ୍ତ କୁକୁର ଠାବ କରିପାରିଛି ଯାହାଫଳରେ ଯବାନମାନେ ଏକ ବଡ ଧରଣର ବିସ୍ଫୋରଣକୁ ଏଡ଼ାଇ ପାରିଛନ୍ତି । ଏହି ସାହାସୀ କୁକୁର ସୋଫିଆ, ଶିକ୍ଷା ନାମରେ ପରିଚିତ । ସେ ତାର ଅନ୍ୟ […]
ଭୋପାଳ: ଅପରାଧୀଙ୍କୁ ଜଗିଥିବା ପୋଲିସ ଫସିଛନ୍ତି ଅପରାଧ ଜାଲରେ। ସ୍ତ୍ରୀଙ୍କୁ ମାଡ଼ ବେଶ ମହଙ୍ଗା ପଡ଼ିଛି ତାଙ୍କ ପାଇଁ। ପତ୍ନୀଙ୍କୁ ମାଡ ମାରିବା ଅପରାଧୀରେ ମଧ୍ୟପ୍ରଦେଶର ଆଡ଼ିସନାଲ ପୋଲିସ ଡିଜି ପୁରୁଷୋତ୍ତମ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଗୃହ ବିଭାଗ । ତାଙ୍କୁ ବିଭାଗରୁ ଦାୟିତ୍ୱ ମୁକ୍ତ କରାଯାଇଛି । ସ୍ୱତନ୍ତ୍ର ପୋଲିସ୍ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଭିଡ଼ିଓରେ ଦେଖିବାକୁ ମିଳିଛି, ଘରୋଇ […]
ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ୍ ଡାଇରେକ୍ଟର(ଭିଜିଲାନ୍ସ) ପଦବୀ ପୂରଣ ପାଇଁ Employees’ Provident Fund Organisation (EPFO) ଦରଖାସ୍ତ ଆହ୍ୱାନ କରୁଛି। ସେପ୍ଟେମ୍ବର ୧୮ରେ ଏସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ EPFO ମୁଖ୍ୟାଳୟର ଠିକଣାରେ ଆପ୍ଲିକେସନ୍ ଫର୍ମାଟ୍କୁ ପୂରଣ କରି ପଠାଇବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ୨୭ଟି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଡେପୁଟେସନ୍ ଆଧାରରେ ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, କୋଲକାତା, ପଶ୍ଚିମ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪୪ ହଜାର ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ…
ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ମାମଲାରେ ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା ରାଣାୱତ। ବମ୍ବେ ମହାନଗର ନିଗମ ବିରୋଧରେ ୨ କୋଟି ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟରେ ପକ୍ଷ ରଖିଛନ୍ତି କଙ୍ଗନାଙ୍କ ଆଇନଜୀବୀ । ବେଆଇନ ଭାବେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ୍ କୋଠାକୁ ବିଏମ୍ସି ଭାଙ୍ଗିଥିବା ଅଭିଯୋଗ କୋର୍ଟରେ ହୋଇଛି। ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ବେଖାତିର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ଶୁଣାଣି କରି ବିଏମସିର କାର୍ଯ୍ୟାନୁଷ୍ଠାନକୁ ଭତ୍ସନା କରିଛନ୍ତି କୋର୍ଟ। ଗତ […]
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ଏବେ ବଲିଉଡର୍ ୨୦ରୁ ଅଧିକ କଳାକାର। A ଲିଷ୍ଟର୍ ଷ୍ଟାରଙ୍କୁ ଜେରା ପରେ ଆହୁରି କିଛି ଅଭିନେତ୍ରୀ ଏବଂ ଅଭିନେତାଙ୍କୁ ଜେରା କରିପାରେ ଏନସିବି। ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଏନେଇ ସୁରାକ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନଙ୍କ ମୋବାଇଲରୁ କିଛି ତଥ୍ୟ ଏନସିବି ପାଖରେ ମିଳିଥିବା ଜଣାପଡ଼ିଛି। ସେହିଭଳି ଧର୍ମାଟିକ୍ ଏଣ୍ଟରଟେନମେଣ୍ଟର ପୂର୍ବତନ କର୍ମଚାରୀ କ୍ଷୀତିଜଙ୍କୁ ଜେରା କରିବା ପରେ ଡ୍ରଗ୍ସ […]
ଭୁବନେଶ୍ୱର: ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ଭାରତରେ ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ୬୦ ଲକ୍ଷ […]
ଡେରାଡୁନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନ୍ଫରେନ୍ସରେ ମଙ୍ଗଳବାର ୬ଟି ବଡ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବରସରେ ମୋଦି କୃଷି ବିଲ୍କୁ ବିରୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଲ୍ ଯୋଗୁ ଦେଶର କୃଷକ, ଶ୍ରମିକଙ୍କ ସମସ୍ୟାରେ ସୁଧାର ଆସିବ। ଏହି ସୁଧାର ଯୋଗୁ ଦେଶର ଶ୍ରମିକ ସଶକ୍ତ ହେବ, ଚାଷୀ ସଶକ୍ତ ହେବେ। ଯୁବଗୋଷ୍ଠୀ ଓ ମହିଳାମାନେ ବି ସଶକ୍ତ ହେବେ। ହେଲେ ଏବେ ଦେଖିବାକୁ ମିଳିଛି, କିଛି ଲୋକ […]
ଦୁବାଇ: ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ । ମ୍ୟାଚ ଟାଇ ହେବା ପରେ ସୁପର ଓଭର ଦୁଇ ଟିମର ଭାଗ୍ୟ ନିର୍ଦ୍ଧାରଣ କରିଥିଲା। ଆଉ ଦର୍ଶକ ଦେଖିଥିଲେ ସୁପର ଓଭରରେ ସୁପର କମାଲ । ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇ ଆଇପିଏଲ ୧୩ ତମ ସଂସ୍କରଣର ଦଶମ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍ କରିବାରେ ସକ୍ଷମ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଆଜି ଶୁଣାଣି । ବମ୍ବେ ହାଇକୋର୍ଟ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି କରିବେ। ଗତ ୨୩ ତାରିଖରେ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ମୁମ୍ବାଇରେ ଭାରି ବର୍ଷା କାରଣରୁ ଏହା ବାଧାପ୍ରାପ୍ତ ହୋଇଥିଲା। ଆସନ୍ତା ୬ ଅକ୍ଟୋବର ଯାଏ ରିୟା ନ୍ୟାୟିକ ହେପାଜତରେ […]