ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍। ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍ ରହିବାକୁ ଧମକାଇ ଥିଲେ। କହିଥିଲେ, ଚୁପ୍ ନ ରହିଲେ ତୁମକୁ ବି ଏଇଭଳି ଶୁଆଇ ଦେବୁ। ଏହି ସାକ୍ଷାତ୍କାରରେ ରବିଆ ଖାନ ବଲିଉଡ୍ ମାଫିଆଙ୍କ କଥା ବି କହିଛନ୍ତି। ଜିଆଙ୍କ ହତ୍ୟା ଘଟଣାରେ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଏବେ ତୀବ୍ରତର ହେବାରେ ଲାଗିଛି। ବିଶେଷକରି କିଛି ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ପରିଣିତି ଚୋପ୍ରା, ବରୁଣ ଧାୱନ, ସୁରଜ ପଞ୍ଚୋଲି ଏବଂ କୃତି ସାନୋନ୍ ସୁଶାନ୍ତଙ୍କ ପରିବାରକୁ ସମର୍ଥନ ଓ ନ୍ୟାୟ ପ୍ରଦାନ ପାଇଁ ଇନଷ୍ଟାଗ୍ରାମରେ ନିଜ ମତ ଦେଇଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ଉଭଣୀ ଶ୍ୱେତା ସିଂ କ୍ରିତି ନ୍ୟାୟ ପାଇଁ ଅଗଷ୍ଟ […]
ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି “ ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ସମସ୍ତ ହିତାକାଂକ୍ଷୀ, ଯେଉଁମାନେ ମୋ ଆରୋଗ୍ୟ କାମନା କରିଥିଲେ ସେମାନଙ୍କୁ ହୃଦୟରୁ ଧନ୍ୟାବାଦ ଜଣାଉଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଉ କିଛି ଦିନ […]
ଚେନ୍ନାଇ: ଗୋଟିଏ ପଟେ ଗୃହମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ଅନ୍ୟପଟେ ଭେଟେରାନ୍ ସିଙ୍ଗର ଏସ୍ପି ବାଲାସୁବ୍ରମଣ୍ୟମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଏହାପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଚେନ୍ନାଇର MGM ହେଲ୍ଥ କେୟାର୍ରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ନେଇ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ […]
ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆସ୍ଥା ଭୋଟ୍ ଜିତିଛନ୍ତି। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିଧାନସଭାରେ ଆସ୍ଥା ଭୋଟ୍ କରାଯାଇଥିଲା, ଯେଉଁଥିରେ ଗେହଲଟଙ୍କ ସରକାର ବାଜିମାତ୍ କରିଛନ୍ତି। ଆସ୍ଥା ଭୋଟ୍ ଜିତିବା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଏବେ ରାଜସ୍ଥାନରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ କରାଯାଇଛି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୧୨୩ ଖଣ୍ଡ ଭୋଟ୍ ଯାଇଥିବା ବେଳେ ବିରୋଧରେ ଖାତାକୁ […]
ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଭଉଣୀ ପ୍ରିୟଙ୍କା ଏବଂ ଭିଣୋଇ ସିଦ୍ଧାର୍ଥ ତନୱାର୍ ସୁଶାନ୍ତଙ୍କର ଜଣେ ଷ୍ଟାଫ୍ଙ୍କୁ ଟଙ୍କା ଟ୍ରାନ୍ସଫର ନେଇ ଧମକାଉଥିବାର ଦେଖାଯାଉଛି। ଏହି ଷ୍ଟାଫ୍ ଜଣକ ହେଲେ ରଜତ ମେୱାତି। ସେ ସୁଶାନ୍ତଙ୍କର ବ୍ୟାଙ୍କ୍ ଆକାଉଣ୍ଟ ହ୍ୟାଣ୍ଡେଲ୍ କରୁଥିଲେ। ମନିଲଣ୍ଡରିଂ(ଆର୍ଥିକ ହେର୍ଫେର୍) ମାମଲାରେ ଇଡି ରିୟା ଚକ୍ରବର୍ତ୍ତି, ତାଙ୍କ ପରିବାର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ପ୍ରମାଣ ଖୋଜୁଥିବା ବେଳେ ଏଭଳି […]
ଢାକା: ବାଂଲାଦେଶ ସୀମାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସୀମାରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ବିଏସଏଫ୍ କର୍ମଚାରୀ ଖବର ପାଇ ସେଠାରେ ପହଞ୍ଚିଥିଲେ। ଯାହା ପରେ ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ଉପସ୍ଥିତ ଥିବା ସନ୍ଦିଗ୍ଧ ଲୋକମାନେ ଏକ ପଞ୍ଜୁରୀକୁ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି। ସେହି ପଞ୍ଜୁରୀରେ ବିରଳ ଟୁକନ୍ ପକ୍ଷୀଙ୍କ ଯୋଡ଼ା ରହିଥିଲା। ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା କୁହାଯାଉଛି। ଏହା ଏକ ବିରଳ ପ୍ରଜାତିର ପକ୍ଷୀ। ଯାହା ମଧ୍ୟ […]
କୋଲକାତା: ବୟସ ୯୩, ତଥାପି ମନ କି ଶରୀର ଥକି ନାହିଁ। ଏହି ବୟସରେ ଯେଉଁଠି ଛିଡ଼ା ହେବା ତ ଦୂରର କଥା, ସେଇଠି ଡାନ୍ସ କରିବା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅଦ୍ଭୁତ କଥା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହଁ, ଏହା ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ୯୩ ବର୍ଷୀୟା ଜେଜେମା ନିଜର ଜନ୍ମଦିନରେ ଜବରଦସ୍ତ ଡାନ୍ସ କରିଛନ୍ତି, ଯାହାର ଭିଡିଓକୁ ଫେସବୁକରେ ପୋଷ୍ଟ କରିଛନ୍ତି ତାଙ୍କ ପରିବାର। ଭିଡିଓରେ ଦେଖିବାକୁ […]
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶବାସୀଙ୍କୁ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଛନ୍ତି, କରୋନା ପାଇଁ ଆମ ସମସ୍ତଙ୍କର ଜୀବନଧାରା ବଦଳିଯାଇଛି। ତେଣୁ ଏବର୍ଷ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ କିଛି କଡ଼ା ପଦକ୍ଷେପ ନେଇଛନ୍ତି, ଯେଉଁଥି ପାଇଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି। ଭାରତର […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଜର ହେଲିକପ୍ଟର ଶଟ୍ ପାଇଁ ଖୁବ୍ ପରିଚିତ। ଧୋନିଙ୍କର ଏହି ଚିରାଚରିତ ଶଟ୍ ମାରିବାକୁ ଅନେକ କ୍ରିକେଟର ପ୍ରୟାସ କରୁଛନ୍ତି। ତେଣିକି ସେ ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କି ରାଶିଦ୍ ଖାନ୍, ସମସ୍ତେ ହେଲିକପ୍ଟର ଶଟ୍ ମାରିବା ପାଇଁ ପ୍ରାକ୍ଟିସ୍ କରିସାରିଛନ୍ତି। କିନ୍ତୁ ଏବେ ଧୋନିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ୭ ବର୍ଷୀୟା କୁନି ଝିଅ। Thursday Thunderbolt…our very own […]
ଭୁବନେଶ୍ୱର: ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୯,୨୦୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ: କୋଭିଡ୍ କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ । ଦିଲ୍ଲୀର ଐତିହାସିକ ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ସେପଟେ ସ୍ୱାଧୀନତା ଦିବସ ଉପଲକ୍ଷେ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଦିଲ୍ଲୀ । ସବୁଠି କଡା ପ୍ରହରା ଦେଉଛନ୍ତି ସଶସ୍ତ୍ର […]
ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରେ ସପ୍ତମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥର କରୋନା କଟକଣା ଭିତରେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଥମେ ବୀର ସହିଦଙ୍କୁ ସମ୍ମାନ ଜଣାଇଥିଲେ ।କରୋନା ପାଇଁ ଉତ୍ସବକୁ ଛୋଟ ଛୋଟ ପିଲା ଆସିପାରି ନ ଥିବାରୁ ଅନୁଶୋଚନା ପ୍ରକାଶ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଟଙ୍କା ହଡ଼ପ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି ନୂଆ ତଥ୍ୟ । ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟି ଟଙ୍କାର ଫ୍ଲାଟ୍ ସୁଶାନ୍ତଙ୍କ ନାଁରେ ରହିଛି। ମୁମ୍ବାଇ ମଲାଡ୍ରେ ଥିବା ଏହି ଫ୍ଲାଟ୍ର ଇଏମ୍ଆଇ ଏବେ ବି ସୁଶାନ୍ତଙ୍କ ଆକାଉଣ୍ଟରୁ କଟୁଛି। ଇଡି ପକ୍ଷରୁ ଏହି ତଥ୍ୟକୁ ନେଇ ଖୁଲାସା ଏବେ ଯାଏ ହୋଇନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫, ୦୦୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଶନିବାର ୨୫ ଲକ୍ଷ ପାର କରିଛି। ଏଥିସହିତ ଦେଶରେ ୨୪ ଘଣ୍ଟାରେ ୯୯୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ ଛୁଇଁଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୯, ୦୩୬କୁ […]
ନୂଆଦିଲ୍ଲୀ: ବଦଳିଯିବ କି ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ସୀମା ? ଆଜି ୭୪ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀର ଲାଲ୍ କିଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ମୋଦି କହିଛନ୍ତି, “ ଆମ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ସୀମା କେତେ ହେବା ଦରକାର ତା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ କମିଟି ଗଠନ ହୋଇଛି। ଏହି କମିଟି […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଭ୍ୟାକ୍ସିନ୍ର ଅପେକ୍ଷା ସମସ୍ତଙ୍କୁ ରହିଛି। ଋଷ ଭ୍ୟାକ୍ସିନ୍ ପ୍ରସ୍ତୁତ କରିସାରିଥିବା ବେଳେ ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ। ଭାରତରେ ମଧ୍ୟ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇ ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଦିଲ୍ଲୀର ଲାଲ୍କିଲ୍ଲାରେ ୭୪ ତମ ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି “ ଯେତେବେଳେ ବି […]