• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Ecmo
ରାଜ୍ୟରେ ଆଉ କେତେ ରୋଗୀ ଏୟାର ଲିଫ୍ଟ ହେବେ?

ଦ୍ୱିତୀୟ ଲହରୀରେ ଅଧିକ ପ୍ରାଣଘାତୀ ପାଲଟିଛି କରୋନା। ରୋଗୀଙ୍କ ସିଧା ଫୁସଫୁସକୁ ଆକ୍ରମଣ କରୁଛି, ଦିନ କେଇଟାରେ ଜୀବନ ନାଶୁଛି

Yang-Tika
୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବ ବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ।

Puri
ଜନଶୂନ୍ୟ ବେଳାଭୂମିରେ କେବଳ ଶୁଭୁଛି ସମୁଦ୍ରର ଗର୍ଜନ

ପୁରୀ: ଜଗନ୍ନାଥ ଧାମ ପୁରୀ ଏଠାରେ ଲାଗିଥାଏ ଲକ୍ଷଲକ୍ଷ ଲୋକଙ୍କ ଗହଳ ଚହଳି। ହେଲେ କରୋନା ଲକଡାଉନ୍ ଯୋଗୁ ଶୂନଶାନ ହୋଇଯାଇଛି ଶ୍ରୀକ୍ଷେତ୍ର, ଖାଁ ଖାଁ ମହୋଦଧି କୂଳ କଟକଣା ଯୋଗୁ ରଶି ଓ ପଲିଥିନ୍ ତଳେ ବନ୍ଧା ଅଣ ନିଶ୍ୱାସୀ…

PDS
ଖବର ବାଜିଲା, କାର୍ଯ୍ୟାନୁଷ୍ଠାନ ହେଲା

କରୋନା ସଂକ୍ରମଣ ବେଳେ ପିଡିଏସ୍ ସାମଗ୍ରୀ ହରିଲୁଟ ଖବର ଓଟିଭିରେ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର।

hundred-trend
ମହଙ୍ଗାମାଡ଼ରେ ଆକ୍ତାମାକ୍ତା ଗ୍ରାହକ: ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍

ଭୁବନେଶ୍ୱର: ରାଜ୍ୟରେ ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍। ଆଗ କାଲିମେଳା, ପରେ ମାଲକାନାଗିରି ଆଉ ଆଜି କୋରାପୁଟ ସାଙ୍ଗକୁ ଜୟପୁରରେ ତେଲ ଦର ଶହେକୁ ଛୁଇଁଛି। ଗାଡ଼ିରେ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର ଏ…

corona death
ସଂକ୍ରମଣ କମୁଛି ହେଲେ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌

ଦେଶରେ ଦୈନିକ ସଂକ୍ରମଣରେ ବି ଘଟୁଛି ଦ୍ରୁତ ଅବନତି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୬୧ ଦିନରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। କ୍ରମାଗତ ୯ଦିନ ଧରି ସଂକ୍ରମଣ ୨ଲକ୍ଷ ତଳେ ରହିବା ପରେ ଆଜିର ରିପୋର୍ଟରେ ଲକ୍ଷେ ଛୁଇଁଛି।

mango
ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା

ସାଧାରଣ ଭାବରେ ଖରାଦିନରେ ଆମର ଦରଦାମ କମ୍ ରହେ। କାରଣ ଏହି ସମୟରେ ଆମ୍ବର ଉତ୍ପାଦନ ଅଧିର ରହେ। କିନ୍ତୁ ଯେତେବେଳେ ଶୁଣାଯାଏ କି ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା? ସେତେବେଳେ ହୁଏତ ଏପରି ଖବରକୁ ଆପଣ ବିଶ୍ୱାସ କରିପାରିବେ ନାହିଁ।

1
ଅଫିସ୍ କାର୍ଯ୍ୟ ହେତୁ ଚାପରେ ଅଛନ୍ତି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଅଫିସ୍ କାର୍ଯ୍ୟ ହେତୁ ଚାପ ଏବଂ ଚିନ୍ତା ବଢିବା ସ୍ୱାଭାବିକ। କିନ୍ତୁ କରୋନା କାରଣରୁ ଯେବେଠାରୁ ଘର ଅଫିସ୍ କାମ ଚାଲିଛି ଲୋକଙ୍କ ଉପରେ ଚାପ ଅଧିକ ପଡୁଥିବା ଦେଖାଯାଉଛି। ବାସ୍ତବରେ, ଘର ପରିବେଶରେ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକର ମୁକାବିଲା…

ଅଜବ ବେମାରୀ : ଆଜିଯାଏ ଖୋଲୁନି ରହସ୍ୟ

୨୦୧୯ ମସିହାରେ ଚାଇନାର ବୁହାନରୁ ବ୍ୟାପିଥିବା କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଅନେକ କଥା ସ୍ପଷ୍ଟ ହୋଇ ନାହିଁ। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଦ୍ରୁତ ଗତିରେ ବ୍ୟାପିଥିବା ଏହି ରହସ୍ୟମୟ ଭାଇରସ୍ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି। କରୋନା ବିଷୟରେ…

modi
ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି।

modi
ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ମୋଦି

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍…

Modi
ଟିକା ନଥିଲେ, କଣ ଅବସ୍ଥା ହୋଇଥାନ୍ତା! : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ…

WB
ରାଜ୍ୟପାଳ ଓ ସାଂସଦ ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍ସି ସାଂସଦ ମହୁଆ ମିତ୍ର ମୁହାଁମୁହିଁ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଓଏସଡ଼ି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହୁଆ । ରାଜ୍ୟପାଳ ନିଜ ସମ୍ପର୍କୀୟଙ୍କୁ ବିନା କୌଣସି ଅଭିଜ୍ଞତାରେ ନିଯୁକ୍ତି ଦେଇଛନ୍ତି। ଜଣେ କି ଦୁଇ…

sanjay das burma
ବଢୁଛି ତୈଳ ଦର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେଡ଼ି

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

mal
ମାଳଦ୍ୱୀପ ସମେତ ଏହି ୫ ଦ୍ୱୀପ ଖୁବଶୀଘ୍ର ସମୁଦ୍ରରେ ମିଶିଯିବ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରାନୁ ନେଇ ଚେତାବନୀ ଦିଆଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ତରଳି ଯିବ ଏବଂ ସମୁଦ୍ର ପତ୍ତନ ବୃଦ୍ଧିପାଇବ। ଏହା ଦ୍ୱାରା ସମୁଦ୍ରରେ ନିର୍ମିତ ଦ୍ୱୀପ ସମେତ ସମୁଦ୍ର କୂଳରେ…

Doctor
ମହାନତା ଦେଖାଇଲେ ଡାକ୍ତର, ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ମହାନତା ଦେଖାଇଲେ ଡାକ୍ତର। କରୋନା ରୋଗୀଙ୍କ ସେବା ତ କରୁଛନ୍ତି ଏହା ସହ କରୋନାରେ ଜୀବନ ହାରୁଥିବା ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି

Mother
୫ ପୁଅ ଜନ୍ମ କରିଥିଲା, ହେଲେ ଏବେ ଭୋକ ଉପାସରେ କଟୁଛି ଦିନ

ପୁଅଟିଏ ପାଇବା ପାଇଁ ମା କେତେ ଯେ ବ୍ରତ ଉପବାସ କରିଥାଏ, ତାହାର ଠିକଣା  ନାହିଁ। କାରଣ ପୁଅ ବଂଶା ରକ୍ଷା କରିବ, ଜୀବ ଜିବା ବେଳେ ପାଣି ଟୋପାଏ ଦେବ...ମୋଟ୍‌ ଉପରେ ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା