• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

PATANJALI
ଚାଇନିଜ୍ କମ୍ପାନୀ 'ଭିଭୋ'ର ସ୍ଥାନ ନେବ ବାବା ରାମଦେବଙ୍କ 'ପତଞ୍ଜଳି'!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍‌ କମ୍ପାନୀ ‘ଭିଭୋ’ ହଟିବା ପରେ ଏବେ ନୂଆ ପ୍ରାୟୋଜକ ପାଇଁ ବାଟ ଫିଟିଛି। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବଙ୍କ ‘ପତଞ୍ଜଳି’ ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି। ତେବେ ଏ ନେଇ ବିସିସିଆଇ […]

sanju
ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭତ୍ତି ହୋଇଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇ ଘରେ ପହଞ୍ଚିଛନ୍ତି। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଖୋଦ୍ ସଞ୍ଜୟ ଦତ୍ତ କହିଥିଲେ। ଏହା ପରେ ତାଙ୍କୁ ଅଣ-କୋଭିଡ୍‌ ୱାର୍ଡରେ ରଖାଯାଇଥିଲା। ତେବେ ଆଜି ତାଙ୍କୁ […]

parsha
୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା...

ମୁମ୍ୱାଇ: ୧୪ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଜି ଯାଇଥିବା ପର୍ସରେ ସେତେବେଳେ ଯେତିକି ଟଙ୍କା ଥିଲା, ମିଳିବା ପରେ ମଧ୍ୟ ସେତିକି ଟଙ୍କା ରହିଛି। ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ୱାଇର। ୧୪ ବର୍ଷ ପୂର୍ବେ ଅର୍ଥାତ ୨୦୦୬ ମସିହାରେ ମୁମ୍ୱାଇର ଏକ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ବ୍ୟକ୍ତିଙ୍କର ପର୍ସଟି ହଜି ଯାଇଥିଲା। ସେତେବେଳେ ପର୍ସରେ ୯୦୦ଟଙ୍କା ଥିଲା। ସେହି ବ୍ୟକ୍ତିଙ୍କ […]

modi
ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା ୧୦ ଗୁଣ ହୋଇଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି କେବୁଲର ଦୈର୍ଘ୍ୟ ହେଉଛି ୨ ହଜାର ୩୧୨ କିଲୋମିଟର। ୨୦୧୮ […]

rahul
ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। EIA2020 ड्राफ़्ट का मक़सद साफ़ है – #LootOfTheNation यह एक और ख़ौफ़नाक उदाहरण है कि भाजपा सरकार […]

nz
ଏହି ଦେଶରେ ୧୦୦ ଦିନ ହେବ ଗୋଟିଏ ବି ପଜିଟିଭ୍ ଚିହ୍ନଟ ହୋଇନି!

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଗତ ୧୦୦ ଦିନ ହେବ, କୌଣସି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଯେଉଁଠାରେ ଗତ ୧୦୦ ଦିନରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ତେବେ ନ୍ୟୁଜିଲ୍ୟାଣ୍ଡ ଏମିତି କ’ଣ ବ୍ୟବସ୍ଥା କରିଛି, ଯେଉଁଥିରେ କରୋନା ପୂରା ନିୟନ୍ତ୍ରଣକୁ ଆସିଛି? ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ […]

bs
ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କୁ ସୋମବାର ଏକ ପ୍ରାଇଭେଟ୍ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୨ ତାରିଖରେ ୭୭ ବର୍ଷୀୟ ୟେଦୁରପ୍ପାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରୁ […]

sushant
ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ତାଙ୍କୁ ଦୋଷୀ ସଜାଇ ସାରିଲାଣି ବୋଲି ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ଏଭଳି ଅଭିଯୋଗ ସହ ସୁପ୍ରିମକୋର୍ଟରେ ପୁଣି ସେ ସତ୍ୟପାଠ ଦାଖଲ କରିଛନ୍ତି । ରାଜନୈତିକ ଏଜେଣ୍ଡା ଭିତରେ ସେ ବଳି ପଡ଼ିବାକୁ ଯାଉଥିବାରୁ ସୁପ୍ରିମକୋର୍ଟଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି ରିୟା।ରିୟାଙ୍କୁ ଅଭିଯୁକ୍ତ […]

fire
ଜଳୁଛି ONGC ପାଇପ୍‌ଲାଇନ

ଦିଶପୁର: ଜଳୁଛି ଆସାମ ତିନ୍‌ସୁକିଆର ONGC ପାଇପ୍‌ଲାଇନ। ତିନ୍‌ସୁକିଆ ବାଘଜାନ୍ ଅଞ୍ଚଳରେ ଗତକାଲି ହଠାତ୍ ନିଆଁ ଲାଗି ଯାଇଥିଲା। ବୁଲ୍ ଲାଇନ୍ ଅର୍ଥାତ ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ ସେହି ଅଞ୍ଚଳରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଫଳରେ କିଛି ଘଣ୍ଟା ଧରି ଅଞ୍ଚଳରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ପାଇଁ ହୁତ୍ ହୁତ୍ ହୋଇ ନିଆଁ ଜଳୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନିଆଁକୁ ଆୟତ୍ତ କରିବାକୁ ସ୍ୱତନ୍ତ୍ର […]

student
ବାଇକ୍‌ ଆରୋହୀଙ୍କ ବଦ୍‌ମାସୀ ପାଇଁ ହଜିଗଲା ମେଧାବୀ ଛାତ୍ରୀଙ୍କ ସ୍ୱପ୍ନ

ବୁଲନ୍ଦସହର: ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ଆଖିରେ ଥିଲା ଅନେକ ସ୍ୱପ୍ନ। ଅନେକ କିଛି କରି ଦେଖାଇବାର ସଙ୍କଳ୍ପ। ହେଲେ କିଛି ବଦ୍‌ମାସ୍‌ ପିଲାଙ୍କ ପାଇଁ ସବୁକିଛି ହଜିଗଲା। ସ୍ୱପ୍ନକୁ ସାକାର କରିବା ପୁର୍ବରୁ ସବୁଦିନ ପାଇଁ ବନ୍ଦ ହୋଇଗଲା ସେଇ ଆଖି। ଉତ୍ତରପ୍ରଦେଶ ବୁଲନ୍ଦସହରର ସୁଦୀକ୍ଷା ଭାଟି। ଗତବର୍ଷ ଇଣ୍ଟରମିଡିଏଟ ପରୀକ୍ଷାରେ ବୁଲନ୍ଦସହରରେ ଟପ୍ପର ହୋଇଥିଲେ। ଭଲ ପାଠ ପାଇଁ ତାଙ୍କୁ ସ୍କଲାରସିପ୍‌ ମିଳିଥିଲା। ଆମେରିକା ଯାଇଥିଲେ ଉଚ୍ଚ ଶିକ୍ଷା ପାଇଁ। ନିଜ ପରିଶ୍ରମରେ […]

corona-death
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। #CoronaVirusUpdates: 📍Total #COVID19 Cases in India (as on August 11, 2020) ▶️28.21% […]

sachin
ପାଇଲଟ ନାଟକର ସୁଖଦ ଅବସାନ; ଘରକୁ ବାହୁଡ଼ିବେ ସଚିନ

ଜୟପୁର: ରାଜସ୍ଥାନ ରାଜନୀତିରେ ପାଇଲଟ ନାଟକର ସୁଖଦ ଅବସାନ ହେବାକୁ ଯାଉଛି ! ଦୀର୍ଘ ୩୨ ଦିନର ବିବାଦ, ବିଦ୍ରୋହ ଓ ବିଚ୍ଛେଦ ପରେ ଶେଷରେ କଂଗ୍ରେସ ସହ ମନ ମିଳାଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍। ସଚିନ୍ ପାଇଲଟ କଂଗ୍ରେସ ଦଳ ସରକାର ଓ ଦଳୀୟ ସ୍ୱାର୍ଥ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଏକ ଉଲ୍ଲେଖନୀୟ ଘଟଣା କ୍ରମେ ରାହୁଲ ଗାନ୍ଧି ଓ ସାଧାରଣ ସଂପାଦକ ପ୍ରିୟଙ୍କା […]

vaxin
ଗୋଟିଏ ଦିନ ପରେ ଲଞ୍ଚ୍‌ ହେବ କରୋନା ଭାକ୍ସିନ୍‌; ପ୍ରଥମେ କିଏ ନେବ ଜାଣନ୍ତି

ନୂଆଦିଲ୍ଲୀ: ଦିନକ ପରେ ଲଞ୍ଚ ହେବ ଦୁନିଆର ପ୍ରଥମ କରୋନା ଭାକ୍ସିନ । ଏହି ଭାକ୍ସିନ ପ୍ରଥମେ ଲଞ୍ଚ କରିବ ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ ଏବଂ ଭାକ୍ସିନକୁ ରେଗୁଲେଟରୀ ଆପ୍ରୁଭାଲ ମିଳେ ତେବେ ଏହା ହେବ ବିଶ୍ୱର ପ୍ରଥମ କୋଭିଡ-୧୯ ଭାକ୍ସିନ । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ଭାକ୍ସିନ ପ୍ରସ୍ତୁତି କରିବାରେ […]

SC
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୈତୃକ ସମ୍ପତ୍ତି ଉପରେ ଝିଅଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି

ନୂଆଦିଲ୍ଲୀ:ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।  ହିନ୍ଦୁ ଉତ୍ତରାଧିକାର ଆଇନ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ରହିବ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପିଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଝିଅ ସାରା ଜୀବନ ପାଇଁ।  ସେଥିପାଇଁ ବାପାଙ୍କ ସମ୍ପତ୍ତିରେ ଝିଅର ପୂରା ଅଧିକାର ରହିଛି। ସୂଚନାଥାଉ କି,୧୯୫୬ ହିନ୍ଦୁ ଉତ୍ତରାଧିକାର ଆଇନରେ ସଂଶୋଧନ […]

mandip
ହକି ତାରକା ମନଦୀପଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳୀ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମନଦୀପଙ୍କୁ ମିଶାଇ ୬ ଜଣ ହକି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୫ ଜଣ ବେଙ୍ଗାଲୁରୁର ଚିକିତ୍ସିତ ହେଉଛନ୍ତି। Sixth #hockey player tests positive for #COVID19: Forward Mandeep Singh is asymptomatic and is ‘administered […]

krushna
ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

ଆଜି ପବିତ୍ର ଜନ୍ମାଷ୍ଟମୀ। ଧରାପୃଷ୍ଠରେ ବାଲଗୋପାଳଙ୍କୁ ପୂଜା କରିବା ଲାଗି ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ଚଳିତ ବର୍ଷ ୧୧ ଓ ୧୨ ଅଗଷ୍ଟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ। ତେବେ ଗୃହସ୍ଥ ଓ ପାରିବାରିକ ସଦସ୍ୟମାନେ ଆଜି ଜନ୍ମାଷ୍ଟମୀ ପୂଜା କରିବେ। ବୈଷ୍ଣବ, ସାଧୁ ଓ ସନ୍ନ୍ୟାସୀମାନେ ଆସନ୍ତା କାଲି ପୂଜା କରିବେ। ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କିପରି ଶୃଙ୍ଗାର କରିବେ ଓ କ’ଣ ପ୍ରଭୁଙ୍କୁ ଭୋଗ ଲାଗାଇବେ। ଶ୍ରୀକୃଷ୍ଣଙ୍କ ପୂଜାରେ ବିଭିନ୍ନ ରଙ୍ଗର […]

pranab
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ:  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଦିଲ୍ଲୀ ଆର୍ମି ହସ୍ପିଟାଲ୍‌ର ଭେଣ୍ଟିଲେଟରେ ଅଛନ୍ତି ପ୍ରଣବ।  ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।  ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ  ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି। ସୂଚନାଥାଉ କି,  ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଦିଲ୍ଲୀ ଆର୍ମି ହସ୍ପିଟାଲ୍‌ରେ ପ୍ରଣବଙ୍କ ମୁଣ୍ଡରେ […]

putin
ଆସିଲା ପ୍ରଥମ କରୋନା ଭାକ୍ସିନ; ପୁଟିନ ଝିଅ ନେଲେ ଟିକା

ନୂଆଦିଲ୍ଲୀ: ଆସିଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ। ଏହି ପ୍ରଥମ ଭାକ୍ସିନ ଲଞ୍ଚ କରିଛି ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହି ଟିକା ଦିଆଯାଇଛି। ଏ ନେଇ ନିଜେ ରାଷ୍ଟ୍ରପତି ପୁଟିନ ଏକ ସୂଚନା ଦେଇଛନ୍ତି। ତେବେ ସେ ଏହି ଟିକା ନେଇଛନ୍ତି କି ନାହିଁ ସ୍ପଷ୍ଟ କରିନାହାନ୍ତି।  ପୁଟିନ କହିଛନ୍ତି, ମୋ ଝିଅ […]

miss
ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ବେଙ୍ଗାଲୁରୁ: ସ୍ତ୍ରୀ ଆରପାରିରେ। ହେଲେ ସ୍ୱାମୀଙ୍କ ସ୍ମୃତିରେ ସବୁ ବେଳେ ଜୀବିତ । ସ୍ତ୍ରୀଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ସ୍ୱାମୀଙ୍କ ପ୍ରୟାସ। ତାଙ୍କୁ ମନେ ରଖିବା ପାଇଁ ଘରେ ତିଆରି କଲେ ପ୍ରତିମୂର୍ତ୍ତି । ଆପଣ ଦେଖୁଥିବା ଏହା ହେଉଛି ଏକ ପ୍ରତିମୂର୍ତ୍ତି । କର୍ଣ୍ଣାଟକ କୋପାଲର ଜଣେ ବ୍ୟବସାୟୀ ଶ୍ରୀନିବାସ ଗୁପ୍ତା ତାଙ୍କ ମୃତ ସ୍ତ୍ରୀଙ୍କ ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଇଛନ୍ତି । ଅବିକଳ ତାଙ୍କ ସ୍ତ୍ରୀଙ୍କ ଭଳି ଦେଖାଯାଉଥିବା ପ୍ରତିମୂର୍ତ୍ତି ଘରେ ବନାଇଛନ୍ତି […]