• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

anil
ପାଣିରେ ବୁଡ଼ି ଆଖି ବୁଜିଲେ ସାଉଥ ହିରୋ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଅନିଲ ପି ଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଏହି ଖବର ଶୁଣିବା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଫ୍ୟାନ୍ସ। କ୍ରିସମାସ ଅବସରରେ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖ ଦେଇଛି। ସୋଶାଲ ମିଡିଆରେ ମଧ୍ୟ ଶୋକର ଲହରୀ ଦେଖିବାକୁ ମିଳିଛି। କୁହାଯାଉଛି, ଅନିଲ ପି ଶୁଟିଂ ପାଇଁ ବାହାର ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ […]

CRICKET-(Khabar)
ମେଲବର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିବା ସତ୍ତ୍ୱେ ଅଷ୍ଟ୍ରେଲିଆର ପ୍ରାଥମିକ ବିପର୍ଯ୍ୟୟ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ଅଷ୍ଟେଲିଆ କ୍ୟାପ୍‌ଟେନ ଟିମ୍‌ ପେନ୍‌ ଟସ୍‌  ଜିତିଥିଲେ ଓ ଭାରତ ବିରୋଧରେ ପ୍ରଥମ ବାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆର ବାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୩୮ ରନ୍‌ କରିପାରିଛି। ୩୮ ରନରେ ହିଁ ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଲାଗିଥିଲା। ହେଲେ ପରେ ଲାବୁଶାନ ଏବଂ ଟ୍ରବିସ୍  ହେଡେନ ଅର୍ଦ୍ଧଶତକ ପାଳି ଖାଳି କଙ୍ଗାରୁ ଟିମ୍‌ ପଲାକୁ […]

luck-down-kbr
ଲକ୍‌ଡାଉନରେ ପୁଣି ଲୋକପ୍ରିୟ ହୋଇଥିଲା ୯୦ ଦଶକର ଏଇ ଧାରାବାହିକ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍‌ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ। କରୋନା ପାଣ୍ଡାମିକ୍‌ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା […]

khabar-odisha-palatila
ଚାଲାକ କୁମ୍ଭୀରର ଚିତା ଶିକାର: ବେକକୁ ଧରି ପାଣିକୁ ଝାମ୍ପିନେଲା, ଦେଖନ୍ତୁ ଭିଡିଓ

ଛେଳି, ବିଲୁଆ ପରି ଜନ୍ତୁମାନଙ୍କୁ ବାଘ ଶିକାର କରିବା ଆମେ ଜାଣିଛୁ । ବେଳେବେଳେ ବାଘ ମଣିଷ ଶିକାର ବି କିରେ।  ହେଲେ ବାଘ କେବେ କାହାର ଶିକାର ହେବା ଜାଣିଛନ୍ତି ? ସେ ପୁଣି କୁମ୍ଭୀରର ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଶିକାରୀ ବି ବେଳେବେଳେ ଏମିତି ଶିକାର ବନିଯାଏ।  ସୋଶାଲ ମିଡିଆରେ ଏମିତି ଏକ ଚମକାଇ ଦେଲା ପରି  ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟିକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। […]

atal-bihari-vajpayee
ଯେତେବେଳେ ଇନ୍ଦିରା ଭୟଭୀତ ଅବସ୍ଥାରେ ଥିଲେ, ଅଟଳଜୀ ତାଙ୍କ ଘରେ ପହଞ୍ଚି କହିଥିଲେ....

ନୂଆଦିଲ୍ଲୀ: ଆଜି ଅର୍ଥାତ୍‌ ଡିସେମ୍ବର ୨୫ ସାରା ବିଶ୍ୱ ପାଳନ କରୁଛି ମେରୀ ଖ୍ରୀଷ୍ଟମାସ। ଭାରତରେ ବି ଏହି ପର୍ବ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି। ତେବେ ଖ୍ରୀଷ୍ଟମାସ ସହ ଆଜି ଆଉ ଏକ ଦିବସ ଭାରତରେ ପାଳନ କରାଯାଉଛି ତାହା ହେଉଛି ସୁଶାସନ ଦିବସ ବା Good Governance Day। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ୨୦୧୪ରୁ ଏହି ଦିବସ ପାଳନ […]

earthquack
ସକାଳୁ ସକାଳୁ ପୁଣି ଥରିଲା ରାଜଧାନୀ

ନୂଆଦିଲ୍ଲୀ:ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଗାଲୋଈ ଇଲାକାରେ ସକାଳ ୫.୦୨ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୨.୩ ଥିବା ଜଣାଯାଇଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହେଉଥିବାରୁ ରାଜଧାନୀ ବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅଳ୍ପରେ ଭୂକମ୍ପ:- ଦିଲ୍ଲୀରେ ସକାଳ ୫.୨ରେ ଭୂମିକମ୍ପ ଅନୁଭୂତ ହୋଇଛି ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୨.୩ ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର […]

817dadef-3e20-4a1e-b3bc-a26533eff7fc
ଚକା ଫାଟି କାର୍‌ର ଇଞ୍ଜିନ୍‌ ବାହାରିଗଲା, ଡ୍ରାଇଭରଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଚୌଦ୍ୱାର: (ପ୍ରକାଶ ନାୟକ ) ବେଳେ ବେଳେ ଏମିତି ଘଟଣା ଘଟେ ଯାହାକୁ  ଦେଖିଲେ ବିଶ୍ୱାସ କରି ହୁଏନି।  କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିଗୁଣ୍ଡି ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଏକ ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାରର ଚକା ହଠାତ୍‌ ଫାଟିଗଲା। ହେଲେ ତା‘ ପରେ ଯାହା ଘଟିଲା ଆପଣ ଜାଣିଲେ ଆର୍ଶ୍ଚର୍ଯ୍ୟ ହୋଇଯିବେ। ଆଜି ସକାଳୁ ସକାଳୁ କାରଟି ଭୁବନେଶ୍ୱରରୁ ଚୌଦ୍ଵାର ଯାଉଥିଲା। ହେଲେ […]

corona
ସଂକ୍ରମଣ ବଢ଼ାଉଛି, କିନ୍ତୁ ଘାତକ ନୁହେଁ କରୋନାର ନୂଆ ଷ୍ଟ୍ରେନ୍‌

ଲଣ୍ଡନ: ବ୍ରିଟେନରେ  କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ  ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍‌ରୁ  ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖିବା ସହ […]

sports
ଆନ୍ତଃ ଜିଲ୍ଲା ଟି-20; କଟକ ଚାମ୍ପିୟନ

କଟକ: ଟୁଇନ ସିଟି ରେ ଶେଷ ହୋଇଥିବା OCA ଆନ୍ତଃ ଜିଲ୍ଲା ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କଟକ ଚାମ୍ପିୟନ ହୋଇଛି। କଟକ ବାରବାଟୀ ଷ୍ଟାଡିୟମ ରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପୂର୍ବତଟ ରେଳ ପଥ କୁ ୭ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି। କଟକ ନିର୍ଦ୍ଧାରିତ ୨୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୩୦ ରନ ସ୍କୋର କରିଥିଲା। ଜବାବରେ ପୂର୍ବତଟ ରେଳପଥ ୭ ଉଇକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ […]