/odishatv-khabar/media/post_attachments/uploadimage/library/16_9/16_9_0/Panchang__1741748449.jpg)
Panchang
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର- କନ୍ୟା ରାତ୍ରି ୦୧.୧୫ ଗତେ ତୁଳା । ତିଥି- ୨ୟା ଦିବା ୦୪.୫୮ ଗତେ ୩ୟା । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୧୫ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୪.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ-
ପ୍ରାତଃ- ୦୫.୫୭ ରୁ ୦୯.୫୬
ଦିବା- ୦୧.୨୪ ରୁ ୦୧.୫୪
ସନ୍ଧ୍ୟା- ୦୬.୪୧ ରୁ ୦୯.୦୬
ରାତ୍ରି- ୧୨.୧୯ ରୁ ୦୧.୨୫
ରାତ୍ରି- ୦୨.୫୫ ରୁ ୦୩.୩୨
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୨୩ ରୁ ୦୫.୫୨
କାଳବେଳା- ଦିବା ୧୧.୫୫ ରୁ ୦୧.୨୪
ବାରବେଳା- ଦିବା ୧୦.୨୬ ରୁ ୧୧.୫୫
କାଳରାତ୍ରି- ରାତ୍ରି ୦୧.୨୫ ରୁ ୦୨.୫୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)