• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

amitav
ବେଆଇନ ଆପ୍‌ରେ ମେସେଜ ପଠାଇ ବିଗ୍‌ ବି’ଙ୍କୁ ହଇରାଣ କରିଥିଲେ ଏଇ ଆକ୍ଟର

ମୁମ୍ବାଇ: ବଲିଉଡ ମେଗାଷ୍ଟାର..ବାଦ୍‌ଶାହ..ଅମିତାଭ ବଚ୍ଚନ। ଦର୍ଶକ ତାଙ୍କର ଯେତିକି ପ୍ରଶଂସା କରନ୍ତି, ସେତିକି ସମ୍ମାନ ବି କରନ୍ତି। ତାଙ୍କର ସ୍ୱର,ଷ୍ଟାଇଲ୍‌ ଏତେ ପ୍ରଭାବଶାଳୀ ଯେ, ତାଙ୍କ ସହିତ ଥଟ୍ଟାମଜ୍ଜା କରିବାକୁ କେହି ସାହାସ କରିପାରନ୍ତି ନାହିଁ। କେହି ଯଦି ତାଙ୍କ ସହ ମଜାକ କରିବାକୁ ଚିନ୍ତା ବି କରନ୍ତି, ତେବେ ୧୦ ଥର ଭାବିବାକୁ ପଡ଼ିଥାଏ। ହେଲେ ବଲିଉଡର ଏଇ ଷ୍ଟାର ତାଙ୍କ ପ୍ରାଙ୍କ କରିଥିଲେ। ଏମିତି ମେସେଜ ଦେଇଥିଲେ, ଯାହାକୁ ନେଇ ଅମିତାଭ ଖୁବ ରାଗି […]

trump
ଟ୍ରମ୍ପଙ୍କ ବିରୋଧରେ ପୁଣି ଆସିଲା ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]

likar
ବିଷାକ୍ତ ମଦ ପିଇ ୧୦ ମୃତ, ଦୁଇ ଡଜନରୁ ଅଧିକ ଗୁରୁତର

ମୁରେନ୍‌: ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗୁରୁତର ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବୁଚ୍ଛେଦ ପାଇଁ ପଠାଇଛି। ମିଳିଥିବା ଖବର ଅନୁଯାୟୀ, ବାଗଚିନି ଥାନା ମାନପୁର ଏବଂ ସୁମାବଳି ଥାନାର ପହୱାଲି […]

afgan
ଏୟାର ଷ୍ଟ୍ରାଇକ୍‌ରେ ୧୪ ଆତଙ୍କୀ ନିପାତ

କାବୁଲ୍‌: ଏକ ଏୟାର ଷ୍ଟ୍ରାଇକ୍‌ରେ ଆଫଗାନିସ୍ତାନରେ ୧୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କୀଙ୍କ ମଧ୍ୟରୁ ୯ଜଣ ପାକିସ୍ତାନ ମୂଳ ଏବଂ ଅନ୍ୟ ୫ ଜଣ ତାଲିବାନ ସଂଗଠନର ବୋଲି ଜଣାଯାଇଛି। ଆକ୍ରମଣରେ ୧୮ ଆଫଗାନ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗଜନୀର କ୍ଷେତ୍ରୀୟ ପରିଷଦ ମଖ୍ୟ ମହମ୍ମଦ ନାସିରଙ୍କ କହିବା ଅନୁଯାୟୀ, ମୃତ ସମସ୍ତ ଆତଙ୍କୀ ଗୋଟିଏ ପରିବାରର। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀଳୟ ମଧ୍ୟ ସ୍ୱୀକାର କରିଛି ଯେ, ଦୁଇ ଦିନ ତଳେ ହୋଇଥିବା ଏୟାର […]

babita-phogat
ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ

ନୂଆଦିଲ୍ଲୀ: ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ। ରେସଲର୍ ବବିତା ଫୋଗାଟ ଗତକାଲି ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି। ଏନେଇ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ବବିତା। ଫଟୋରେ ସ୍ୱାମୀ ବିବେକ ସୁହାଗଙ୍କ ସହିତ କୁନି ପୁଅ ଓ ନିଜେ ବବିତା ଅଛନ୍ତି। ସୂଚନା ଥାଉକି, ମହିଳା ରେସଲର ବବିତା ଫୋଗାଟ କମନୱେଲ୍‌ଥ ଗେମ୍ସ, ଏସିଆନ୍ ଗେମ୍ସ ସହିତ ଅନ୍ୟ ପ୍ରତିଯୋଗିତାରେ ପଦକ ଜିତି ଦେଶ ପାଇଁ ଗୌରବ […]

bird flu
ପ୍ୟାକେଟ୍ ଚିକେନ୍‌ ଉପରେ ଲାଗିଲା ବ୍ୟାନ: ୯ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ

ନୂଆଦିଲ୍ଲୀ: ଏବେ ପ୍ରୋସେସ୍ଡ ବା ପ୍ୟାକେଟ୍‌ ଚିକେନ୍‌ ଉପରେ ଲାଗିଲା ବ୍ୟାନ୍। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏପରି ନଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଏନେଇ ସୋମବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆଡ୍‌ଭାଇଜରୀ ଜାରି କରାଯାଇଛି। ଆଜି ସକାଳେ ଦିଲ୍ଲୀର କେତେକ ସ୍ଥାନରେ ବାର୍ଡ ଫ୍ଲୁ ଭୂତାଣ ଚିହ୍ନଟ କରାଯାଇଛି। ଦିଲ୍ଲୀର ପକ୍ଷୀମଡ଼କ ପରେ ସେମାନଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏ ସମ୍ପର୍କରେ ସୂଚନା […]

vaccine
ଡିଲ୍‌ ଫାଇନାଲ୍‌: ମାତ୍ର ଏତିକି ଟଙ୍କାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ସ୍ଥିର ହେଲା କୋଭିଡ୍ ଭ୍ୟାକ୍ସିନର ମୂଲ୍ୟ। ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ଦ୍ୱାରା ନିର୍ମିତ କରୋନା ଟିକା କୋଭିଶିଲ୍ଡର ଗୋଟିଏ ଡୋଜ୍ ୨୦୦ ଟଙ୍କାରେ ବିକ୍ରି ହେବ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII), ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଭାରତର ଆଷ୍ଟ୍ରାଜେନିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଟିକାର ମୂଲ୍ୟ ପୂର୍ବରୁ ସ୍ଥିର […]

modi
୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଦେଶର ୩ କୋଟି ଜନତାଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର। ଏଥିପାଇଁ ରାଜ୍ୟକୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ ଆଦି ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

sushant singh rajput suicide case
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ...

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କାରଣ କେହି କେବେ ଭାବି ନ ଥିଲେ ସେ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ। ଏହି ଘଟଣା ପରେ ତାଙ୍କର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଏପରିକି ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣା ପରଠୁ ଏକ […]

anuska
ଅନୁଷ୍କାଙ୍କ କୋଳରେ କନ୍ୟାସନ୍ତାନ, ଖୁସିରେ ବିଭୋର ବିରାଟ

ମୁମ୍ବାଇ: ବଲିଉଡ ଆକ୍ଟର ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ଆଜି ଏକ କନ୍ୟା ସନ୍ତାନର ବାପା-ମା’ ହେବର ସୌଭାଗ୍ୟ ଅର୍ଜନ କରିଛନ୍ତି ଭିରୁଷ୍କା। ଏ ଖୁସି ଖବର ବିରାଟ ସୋସି଼ଆଲ ମିଡିଆରେ ସେୟାର କରିଛନ୍ତି। ବିରାଟ ଲେଖିଛନ୍ତି, ଆମେ ଖୁସିର ସହ ଜଣାଉଛୁ ଯେ, ‘ଭଗବାନଙ୍କ ଆଶୀର୍ବାଦରୁ ଆଜି ଅପରାହ୍ନରେ ଆମେ ଏକ କନ୍ୟା ସନ୍ତାନ ବାପା-ମା’ ହୋଇଛୁ। ଆପଣଙ୍କ ଭଲ ପାଇବା, ପ୍ରାର୍ଥନା, ଶୁଭେଚ୍ଛା ପାଇଁ ଅନେକ […]

farmer
ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଆଇନକୁ ସ୍ଥଗିତ ରଖ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପଯର୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । […]

cricket
କଙ୍ଗାରୁ ଟିମ୍‌କୁ ବ୍ୟାଟ୍‌ରେ ଜବରଦସ୍ତ ଜବାବ ଦେଲା ଟିମ୍‌ ଇଣ୍ଡିଆ

ସିଡ୍‌ନୀ:ସିଡ୍‌ନୀରେ ଭାରତୀୟ କ୍ରିକେଟ ଟିମ୍‌ର ଦଳର ଲଢ଼ୁଆ ପ୍ରଦର୍ଶନ ଯୋଗୁ ଡ୍ର ହୋଇଛି  ସିଡ୍‌ନୀ ଟେଷ୍ଟ ମ୍ୟାଚ।  ଷଷ୍ଠ ୱିକେଟରେ ହନୁମା ଓ ଅଶ୍ୱିନଙ୍କ ଲଢ଼ୁଆ ପ୍ରଦର୍ଶନ ଯୋଗୁ ଟିମ୍‌କୁ ଏହି ସଫଳତା ମିଳି ପାରିଛି। ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ଟିମ୍‌ର ଏକାଧିକ ଖେଳାଳି ଆହତ ହୋଇଥିଲେ। ଏପରିକି  ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପକୁ ସାମ୍ନା କରିବା ପରେ କଙ୍ଗାରୁ ଟିମ୍‌କୁ ବ୍ୟାଟ୍‌ରେ ଦେଇଛି ଜବରଦସ୍ତ ଜବାବ । ଭାରତ ସାମ୍ନାରେ […]

oldman-dance
ହାଡୁ ମଉସାଙ୍କ ନାଚ ପାଖରେ ହାର ମାନିଲା ବୟସ, ଦେଖନ୍ତୁ ଭିଡିଓ

ସୋନପୁର: କମଳପୁରର ହାଡ଼ୁ ମଉସା। ବୟସ ୮୦ ହେଲେ ତାଙ୍କର ଜୋଶ ପାଖରେ ହାର ମାନିଯିବେ ଟୋକା। ଥରେ ଗୀତର ନାଚରେ ତାଳ ଦେଇ ନାଚିବା ଆରମ୍ଭ କଲେ ବୋଲ ମାନେନି ତାଙ୍କର ହାତ ଗୋଡ଼। ଥକି ଯାଏନି ଶରୀର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମଳପୁର ଗାଁର ହାଡୁ ଖମାରୀ ଓରଫ ହାଡ଼ୁ ମଉସା।  ବୟସର ଅପରାହ୍ଣରେ ଭଲରେ ଚାଲି ପାରୁନାହାନ୍ତି। ତାଙ୍କ ବେଶ ପୋଷାକରେ ଦାରିଦ୍ର୍ୟର ଛାପ ବାରି ହୋଇ ପଡ଼ୁଛି। ହେଲେ ଯୋଶ […]