
ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଙ୍କେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା କରାଇଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍ରେ ଆପଣ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ। ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ୍ୟ। ଏଣୁ […]
ନୂଆଦିଲ୍ଲୀ:ଲଗାତାର ୨୯ ଦିନ ସ୍ଥିର ରହିବା ପରେ ଆଜି ତୈଳଦରରେ ପରିବର୍ତ୍ତନ ଘଟିଛି। ତେଲ କମ୍ପାନୀ ପ୍ରତିଦିନ ସକାଳୁ ପେଟ୍ରୋଲ-ଡିଜେଲ ରେଟ ରିଭାଇଜ୍ କରନ୍ତି। ଗତ ୨୯ ଦିନ ଧରି ଏହାର ରେଟ୍ରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଆଜି ପରିବର୍ତ୍ତନ ଦେଖା ଦେଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଇଣ୍ଡିଆ ଅଏଲ ୱେବସାଇଟରୁ ମିଳିଥିବା ସୂଚନାରୁ ଜଣାଯାଇଛି, ଆଜି ଡିଜେଲ ଦର ଲିଟର ପିଛା […]
ନୂଆଦିଲ୍ଲୀ: ଧନୀ ଆଉ ଗରିବ ହୁଏତ ୨ଟି ଶବ୍ଦ ହୋଇପାରେ ହେଲେ ଏହା ଭିତରେ ରହିଛି ବିରାଟ ଦୂରତା। ଯେଉଁ ଦୂରତାକୁ ନା ମାପି ହୁଏ ନା ଅନୁମାନ କରିହୁଏ । ହେଲେ ମାନବିକ ସମ୍ପର୍କ ଏପରି ଏକ ଶବ୍ଦ ଯାହା ଏହି ବିରାଟ ଦୂରତାକୁ ଦୂର କରି ଶବ୍ଦ ଦୁଇଟିକୁ ଏକାଠି କରିପାରେ । ଏହି ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରତନ ଟାଟା। ଶିଳ୍ପପତି ରତନ ଟାଟା ନିଜର ମହନୀୟ ଗୁଣ ଏବଂ […]
ମୁମ୍ବାଇ: ଜୀବନ ବଞ୍ଚାଇ ଦେଲା ଫେସବୁକ୍। ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଫେସବୁକ୍ରେ ଜାଣିପାରିଲେ ଆର୍ୟଲାଣ୍ଡର ଜଣେ ବ୍ୟକ୍ତି। ସେଠାରୁ ଖବର ଆସିଲା ମୁମ୍ବାଇ ପୋଲିସ ପାଖକୁ । ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ପହଞ୍ଚି ଉଦ୍ଧାର କରିଛି ଉକ୍ତ ଯୁବକଙ୍କୁ। ଏହି ଘଟଣା ଜଣାପଡ଼ିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘ଯାହା ହେଉ, ଫେସ୍ବୁକ୍ ଥିଲା ବୋଲି…।’ ପୂରା ଘଟଣା ଥିଲା ଏମିତି। ଘଟଣା ଥିଲା ଗତ ରବିବାର ରାତିର। ରାତି ପ୍ରାୟ ୮ଟା […]
ମୁମ୍ବାଇ: ୩୪ ବର୍ଷ ବୟସରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଦୁନିଆକୁ ଅଲ୍ବିଦା କରିଛନ୍ତି। ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ରବିବାର ଦିନ ସେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପରେ ଜଣାପଡ଼ିଥିଲା ଯେ, ସେ ଡିପ୍ରେସନ୍ରେ ଥିଲେ। ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ। ଏସବୁ ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି। ବିଗ୍ ବସ୍ ୧୩ ପ୍ରତିଯୋଗୀ ଅରହାନ୍ ଖାନ୍ ଡିପ୍ରେସନ୍ରେ ଥିବା ସୂଚନା ମିଳିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେ ସାଇକାଟ୍ରିଷ୍ଟ୍ଙ୍କ(Psychiatrist) […]
ବିଶାଖାପାଟଣା: ଯେଉଁ ଝିଅ ମୁଣ୍ଡ ଲଗାଇ ତାଙ୍କୁ ପ୍ରଣାମ କରୁଥିଲା, ଯେଉଁ ଝିଅକୁ ଅନ୍ତରରୁ ଆଶୀର୍ବାଦ ଅଜାଡି ଦେଉଥିଲେ ସେଇ ଝିଅକୁ ସାଲ୍ୟୁଟ ମାରିଲେ ବାପା। ହେଲେ ବାପାଙ୍କ ମନରେ ନ ଥିଲା ଦୁଃଖ କି ଅନୁଶୋଚନା। ବରଂ ସେ ହସୁଥିଲେ। ଭାବୁଥିଲେ, ଏଇ ହାତରେ ଦିନେ ଝିଅର ହାତ ଧରି ଚାଲି ଶିଖାଇଥିଲି, ଏଇ ହାତରେ ମାଡ଼ ଦେଇ ଶାସନ କରିଥିଲି। ଆଜି ଏଇ ହାତରେ ସାଲ୍ୟୁଟ ମାରୁଛି..ଏହା ଭାଗ୍ୟ ନୁହେଁ ତ ଆଉ କ’ଣ। […]
ମୁମ୍ବଇ: ଡ. ନେହା ଶାହ ହେଲେ ୪ର୍ଥ କୋଟିପତି। ଏହି ଖବର ଯେତେବେଳେ ଘୋଷଣା କରାଗଲା ପ୍ରଥମେ ତ ନିଜ କାନକୁ ବିଶ୍ୱାସ କରିପାରି ନ ଥିଲେ। ହେଲେ ପରେ ଖୁସିରେ ପାଗଳ ହୋଇଯାଇଥିଲେ । ଡା.ନେହା ଶାହ ଟିଭି ଜଗତର ବହୁ ଚର୍ଚ୍ଚିତ ରିୟଲିଟି ଶୋ କୌନ ବନେଗା କରୋଡପତି ୧୨ ଶେଷ ସିଜନର ୪ର୍ଥ କୋଟିପତି ହୋଇଛନ୍ତି। ନେହା କୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ସିଜନର ୪ର୍ଥ କୋଟିପତି ମହିଳା ହୋଇଛନ୍ତି। ଚାନେଲ […]
ଟାଙ୍ଗୀ: ପୋଲିସର ପାରିବା ପଣିଆ ଉପରେ ଲାଗିଛି ପ୍ରଶ୍ନବାଚୀ। ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ଟାଙ୍ଗୀ ଥାନା ପରିସରରେ ଜଣେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ମୁତାବକ, ସ୍ଥାନୀୟ କୋଟସହି ପଞ୍ଚାୟତ ବନ୍ଦାଳ ଗ୍ରାମର ଅନିଲ ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ବାଡ଼ିରେ କାଠ ହାଣୁଥିବା ସମୟରେ ତାଙ୍କର ଶ୍ୱଶୁର ବିଚିତ୍ର ଚନ୍ଦ୍ର, ବଡ ଶ୍ୱଶୁର ଭାରତ ଚନ୍ଦ୍ର, ଓ ଦେଢ଼ଶୁର ଅମରେନ୍ଦ୍ର […]
ଅଗରତାଲା: ନିକଟରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ଘଟଣା ବଲିଉଡ୍ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାର ଝଟ୍କା ଦେଇଥିବାବେଳେ ଏବେ କ୍ରିକେଟ ଜଗତକୁ ଏକ ଝଟ୍କା ଲାଗିଛି। ତ୍ରିପୁରାର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଟିମ୍ର ଜଣେ କ୍ରିକେଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏହି ମହିଳା କ୍ରିକେଟର୍ଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗବାଳ ରାତିରେ ୧୬ ବର୍ଷୀୟ ମହିଳା କ୍ରିକେଟର ଆୟନ୍ତି ରିଅଙ୍ଗଙ୍କ ମୃତଦେହ […]