• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

biden
ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାଁ ଘୋଷଣା କଲା ଇଲେକ୍ଟୋରାଲ କଲେଜ

ୱାଶିଂଟନ:ଆନୁଷ୍ଠାନିକ ଭାବେ ଜୋ ବାଇଡେନଙ୍କୁ  ଆମେରିକାର ନୂଆ ରାଷ୍ଟ୍ରପତି ଘୋଷଣା କରିଛି  ଇଲେକ୍ଟୋରାଲ କଲେଜ ।   ଗତମାସରେ ହୋଇଥିବା ନିର୍ବାଚନରେ ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ୨୩୨ ଇଲେକ୍ଟୋରାଲ ଭୋଟ୍। ଟ୍ରମ୍ପ ପୂର୍ବରୁ ନିର୍ବାଚନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଇଡେନଙ୍କ  ବିଜୟକୁ ଗ୍ରହଣ କରୁନଥିଲେ। ଏବେ ଇଲେକ୍ଟୋରାଲ କଲେଜ ଆନୁଷ୍ଠାନିକ ଭାବେ ବାଇଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବା ପରେ ଆମେରିକା ରାଜନୀତିରେ […]

corona
ନୂଆ ପ୍ରକାରର କରୋନା ଭୂତାଣୁ ଠାବ; ସଂକ୍ରମଣ ବଢିବାରୁ ଲକ୍‌ଡାଉନ ଘୋଷଣା

ଲଣ୍ଡନ :ବ୍ରିଟେନ୍‌ରେ ପୁଣି କରୋନା ଭୟଙ୍କର ରୂପ ନେଉଛି। କାହିଁକି ଫେରିଲା ଏହି କରୋନା ? ଏ ଦିଗରେ ଗବେଷକମାନେ ଅନୁଧ୍ୟାନ କରିବା ପରେ କାରଣ ଜାଣିବାକୁ ପାଇଛନ୍ତି। ଏକ ନୂଆ ପ୍ରକାର କରୋନା ଭାଇରାସ ସେଠାରେ ବ୍ୟାପିଥିବା ସେମାନେ ଜାଣିବାକୁ ପାଇଛନ୍ତି। ଏହି ଭାଇରସ ବ୍ରିଟେନ ଓ ୟୁରୋପର ଅନ୍ୟ କେତେକ ଦେଶରେ ଦେଖିବାକୁ ମିଳିଛି। ନୂଆ କରୋନା ଭାଇରସ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବୁଧବାରଠାରୁ ଲଣ୍ଡନ ଏବଂ ଆଖପାଖ ଅଞ୍ଚଳରେ ପୁଣି ଲକ୍‌ଡାଉନ […]

lpg
ପୁଣି ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ:ପୁଣି ବଢିଲା ଏଲପିଜି ଦାମ୍‌। ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି  ୫ କିଲ ସିଲିଣ୍ଡରର ଦାମ ୧୮ ଟଙ୍କା ବଢିଛି। ସେହିପରି ୧୯ କିଲ ସିଲିଣ୍ଡରର ଦାମ ୩୬.୫୦ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିନା ସବ୍‌ସିଡିରେ ମିଳୁଥି ୧୪.୨ କିଲ  ସିଲିଣ୍ଡରର ଦାମ୍ ୬୪୪ ହୋଇଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୬୬୦ ହୋଇଛି। ସେହିପରି […]

flash flood
ନାଳ ପାର୍‌ ହେଉଥିଲେ ୪ ଶିଶୁ, ହଠାତ୍‌ ମାଡ଼ି ଆସିଲା ପାଣି...

ଚାମ୍ବା: ପାଣି ସୁଅରୁ ଉଦ୍ଧାର ହେଲେ ୪ ଶିଶୁ। ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ଭଟିୟାତ୍‌ ଅଞ୍ଚଳ ଦେଇ ଯାଇଥିବା ଏକ ନାଳରେ ହଠାତ୍‌ ପାଣି ମାଡ଼ି ଆସିବାରୁ ୪ଜଣ ଶିଶୁ ଫସି ଯାଇଥିଲେ। ପରେ  ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ବୁଧବାର ଦିନ ଭଟିୟାତ୍‌ ଅଞ୍ଚଳର ୪ଜଣ ଶିଶୁ କୁଡ୍ଡୀ ଗାଁରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାହାରି ଥିବାବେଳେ ଏଭଳି କିଛି ଘଟଣା ଘଟିଥିଲା। ଭଟିୟାତ୍‌ ଅଞ୍ଚଳ ଦେଇ […]

petrol pump
୫ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍‌ ଦର

ନୂଆଦିଲ୍ଲୀ: କ୍ରମାଗତ ୫ଦିନ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି। ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପ୍ରତି ୬୦ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୨୨ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ଟଙ୍କା […]